ମଧୁବାବୁ ପେନସନ ଯୋଜନାରେ ୫୦୦ ଟଙ୍କା ବୃଦ୍ଧି, ମଧୁବାବୁ ପେନସନ ଯୋଜନାରେ ସର୍ବନିମ୍ନ ସହାୟତା ୧୦୦୦ ଟଙ୍କା
ଭୁବନେଶ୍ଵର,୧୦।୨: ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କ ପାଇଁ ଖୁସିର ଖବର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାରେ ମାସିକ ପେନସନ ରାଶିରେ ୫୦୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି। ଏଣିକି ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀମାନେ ସର୍ବନିମ୍ନ ପେନସନ ରାଶି ୧୦୦୦…
୧୦ମ ପାସ୍ଙ୍କ ପାଇଁ ରେଲଓ୍ବେ ଚାକିରୀ, ବାହାରିଲା ବଡ ନିଯୁକ୍ତି
ନୂଆଦିଲ୍ଲୀ,୧୦।୨: ୧୦ମ ପାସ୍ କରିଥିବା ପିଲାଙ୍କ ପାଇଁ ଖୁସି ଖବର। ଭାରତୀୟ ରେଲଓ୍ବେ ଘୋଷଣା କରିଛି ବଡ ନିଯୁକ୍ତି। ଆସନ୍ତୁ ଜାଣିବା ଏଥିରେ କେଉଁ ପଦବୀ ବାହାରିଛି ଓ ଏଥିପାଇଁ କିପରି ଆବେଦନ କରିବେ। ଉତ୍ତର ପଶ୍ଚିମ ରେଲଓ୍ବେ(NWR) ଦ୍ୱାରା ଅପରେଣ୍ଟିସ…
ଇଣ୍ଡିଆ ବୁକ୍ ଅଫ ରେକର୍ଡ୍ସରେ କ୍ଷୁଦ୍ରତମ ରାମମନ୍ଦିର
ବ୍ରହ୍ମପୁର,୧୦।୨(ସ୍ମୃତି ରଞ୍ଜନ ମହାଲିକ): ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମୟରେ ବାଲୁକାଶିଳ୍ପୀ ସୂର୍ଯ୍ୟନାରାୟଣ ମହାରଣା କାଠରେ କ୍ଷୁଦ୍ରତମ ରାମ ମନ୍ଦିର ନିର୍ମାଣ କରିଥିଲେ। ଯାହାର ଉଚ୍ଚତା ୨ ସେଣ୍ଟି ମିଟର ଏବଂ ଓସାର ୫ ମିଲି ମିଟର ରହିଥିଲା। ଜାନୁଆରୀ…
Viral Video: ଯାହାକୁ କଦଳୀ ଭାବି ଖାଇବାକୁ ଯାଉଥିଲେ, ଉଠାଇବା ମାତ୍ରେ ଭୟରେ ଥରିଲେ ବ୍ୟକ୍ତି; ଭିଡିଓ ଦେଖିଲେ…
ବେଳେବେଳେ ଆଖି ଧୋକା ଖାଇଥାଏ। ହଠାତ ଏଭଳି କିଛି ସାମ୍ନାକୁ ଆସିଯାଇତାଏ, ଯାହାକୁ ଦେଖିବା ପରେ ଆମେ ଚକିତ ହୋଇଯାଉ। ଏଭଳି ଏକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି। ଭିଡିଓକୁ ଦେଖି ସମସ୍ତେ ଆଖିକୁ ବିଶ୍ୱାସ…
ଟ୍ରାକ୍ରେ ଟ୍ରେନ୍ଠୁ ବି ତୀବ୍ର ବେଗରେ ଗତି କରୁଛି ଜେସିବି, ଭିଡିଓ ଦେଖିଲେ…
ଆଜିର ସମୟରେ ସୋସିଆଲ ମିଡିଆରେ ଅନେକ କିଛି ଭାଇରାଲ ହେଉଛି। ଲୋକ ଭାଇରାଲ ହେବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ। ଯଦିଓ କେତେକ ଏଥିରେ ସଫଳତା ପାଆନ୍ତି, ଆଉ କେତେକ ନିରାଶ ବି ହୁଅନ୍ତି। ନିକଟରେ ଜେସିବିର ଏକ ଭିଡିଓ…
ସିକ୍ରେଟ୍ ଗର୍ଲଫ୍ରେଣ୍ଡକୁ ନେଇ ଚର୍ଚ୍ଚାରେ ମୁନାଓ୍ବର ଫାରୁକି
ବମ୍ବେ: ବିଗ୍ବସ୍ ୧୭ ବିଜେତା ମୁନାଓ୍ବର ଫାରୁକି ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ରିଆଲିଟି ଶୋ’ରେ ସାମିଲ ହେବା ପରଠାରୁ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୋସିଆଲ ମିଡିଆରେ ତାଙ୍କର ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି।…
ଦୁଇ ଟ୍ରକ୍-ବସ୍ ଧକ୍କା: ୭ ମୃତ, ୨୦ ଆହତ
ନେଲୋର,୧୦।୨: ଆନ୍ଧ୍ରପ୍ରଦେଶର ନେଲୋର ଜିଲା ମୁସୁନୁରୁ ଟୋଲ ପ୍ଲାଜା ନିକଟରେ ଏକ ମର୍ମନ୍ତୁଦ ସିରିଜ୍ ଦୁର୍ଘଟଣା ଘଟିଛି। ଦୁଇ ଟ୍ରକ ଏବଂ ଏକ ଘରୋଇ ବସ୍ ମଧ୍ୟରେ ଧକ୍କା ହୋଇ ୭ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଊଦ୍ଧର୍ବ ଆହତ ହୋଇଛନ୍ତି।…
Alert: ଟୁଥବ୍ରଶ୍କୁ ହ୍ୟାକ୍ କରୁଛନ୍ତି ସାଇବର କ୍ରିମିନାଲ, ଜାଣନ୍ତୁ ପୁରା ମାମଲା
ଏବେ ବଜାରରେ ଟୁଥବ୍ରଶ୍ ବ୍ୟତୀତ ସ୍ମାର୍ଟ ଟୁଥବ୍ରଶ୍ ମଧ୍ୟ ବିକ୍ରି ହେଉଛି। ପ୍ରଥମେ ଦାନ୍ତକାଠି, କରଞ୍ଜି କାଠି ଠାରୁ ଆରମ୍ଭ କରି ଲୋକେ ବ୍ରଶ୍ ବ୍ୟବହାର କରୁଥିଲେ। କିନ୍ତୁ ବିଜ୍ଞାନକୁ ତାଳ ଦେଇ ଏବେ ସ୍ମାଟ ଟୁଥବ୍ରଶ୍ ମଧ୍ୟ ବଜାରରେ ଉପଲବ୍ଧ।…
ଦ୍ୱିତୀୟ ସ୍ବାମୀଙ୍କୁ ବି ଛାଡ଼ପତ୍ର ଦେବେ ଦଲଜିତ୍: ଇନ୍ଷ୍ଟାଗ୍ରାମରୁ ଡିଲିଟ୍ କଲେ ଫଟୋ, ହଟାଇଲେ ସରନେମ୍
ବମ୍ବେ: ଗତ ବର୍ଷ ଦ୍ୱିତୀୟ ବିବାହ କରିଥିଲେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଦଲଜିତ୍ କୌର। ଆଫ୍ରିକୀୟ ବ୍ୟବସାୟୀ ନିଖିଲ ପଟେଲଙ୍କ ହାତ ଧରିଥିଲେ ସେ। ବିବାହର ବର୍ଷେ ନପୁରୁଣୁ ଏବେ ଉଭୟଙ୍କ ସମ୍ପର୍କ ଖଟା ହୋଇଛି। ଦଲଜିତ୍ ନିଜ ନାମରୁ…
ଲୁଣରେ ନିର୍ମିତ ହୋଟେଲ, କାନ୍ଥ ଚାଟି ଟେଷ୍ଟ କରନ୍ତି ଲୋକେ
ଲା ପାଜ: ବିଶ୍ୱରେ ଅନନ୍ୟ ଅଟ୍ଟାଳିକା ଏବଂ ହୋଟେଲଗୁଡିକର କୌଣସି ଅଭାବ ନାହିଁ । କିନ୍ତୁ ଦକ୍ଷିଣ ଆମେରିକାର ଆଣ୍ଡେସ ପର୍ବତରେ ଥିବା ବିଶ୍ୱର ସବୁଠାରୁ ଅଦ୍ଭୁତ ହୋଟେଲ ମଧ୍ୟରୁ ଗୋଟିଏ କେବଳ ଲୁଣରେ ତିଆରି। ଏହି ରିସର୍ଟ ପୃଥିବୀର ସବୁଠାରୁ…
‘ସୁପର୍ PM ଥିଲେ ସୋନିଆ ଗାନ୍ଧୀ’
ନୂଆଦିଲ୍ଲୀ,୧୦।୨: ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ କଂଗ୍ରେସ ଏବଂ ୟୁପିଏ ସରକାରଙ୍କୁ କଟାକ୍ଷ କରିଛନ୍ତି। କଂଗ୍ରେସ ସରକାରରେ ଥିବା ବେଳେ ଶାସନ ଦିଗହୀନ ଏବଂ ନେତୃତ୍ୱହୀନ ରହିଥିଲା। ସେତେବେଳେ ସୋନିଆ ଗାନ୍ଧୀ ‘ସୁପର ପ୍ରଧାନମନ୍ତ୍ରୀ’ ଭାବେ କାମ କରିଥିଲେ ବୋଲି ସେ କହିଛନ୍ତି।…
ବଡ଼ ହୋଇ ହିରୋ ନୁହେଁ, ଫୁଟ୍ବଲ୍ ଖେଳାଳି ହେବାକୁ ଚାହାନ୍ତି କରିନାଙ୍କ ପୁଅ ତୈମୁର
ବମ୍ବେ: ଅଭିନେତ୍ରୀ କରିନା କପୁର ଖାନ୍ଙ୍କ ବଡ଼ପୁଅ ତୈମୁର ବଲିଉଡ୍ର ଲୋକପ୍ରିୟ ଷ୍ଟାରକିଡ୍ଙ୍କ ମଧ୍ୟରୁ ଜଣେ । ପିଲାଟିଦିନରୁ ସେ ଲାଇମଲାଇଟ୍ରେ ରହି ଆସୁଛନ୍ତି। କଳାକାରଙ୍କ ସନ୍ତାନ ହୋଇଥିବା ଯୋଗୁ ସେ ବଡ଼ ହୋଇ ହିରୋ ହେବେ ବୋଲି କୁହାଯାଉଥିଲା। ହେଲେ…
Archives


