Home Left

ଆସନ୍ତା ମାସରେ ସୂର୍ଯ୍ୟପରାଗ

ନୂଆଦିଲ୍ଲୀ,୩୦।୩: ଆସନ୍ତା ମାସରେ ଅର୍ଥାତ ଏପ୍ରିଲ ୮ରେ ସୂର୍ଯ୍ୟ ପରାଗ ହେବ। ଯଦିଓ ଏହି ଜ୍ୟୋର୍ତିବିଜ୍ଞାନ ଇଭେଣ୍ଟ ପାଇଁ ଏକ ସପ୍ତାହରୁ ଅଧିକ ସମୟ ବାକି ଅଛି, ଏହାକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ଅଛି। ଚଳିତ ବର୍ଷର…

ଶ୍ରୀମୟୀ ମିଶ୍ର ନିଖୋଜ! ଖୋର୍ଦ୍ଧା ବିଜେଡିରେ ବିସ୍ପୋରକ ପରିସ୍ଥିତି

ଭୁବନେଶ୍ୱର,୩୦।୩: ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ବିଜେଡି ପାଇଁ ଅଡୁଆ ସାଜିଛି। ଦଳର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ସମ୍ଭାବ୍ୟ ଏମ୍‌ପି ପ୍ରାର୍ଥୀ କରି ୬ ମାସ ଆଗରୁ ନିର୍ବାଚନମଣ୍ଡଳୀ ବୁଲାଇବା, ଦଳର ସ୍ଥାନୀୟ ନେତାମାନଙ୍କ ସହ ପରାମର୍ଶ କରିଥିଲେ ମଧ୍ୟ ହଠାତ୍‌ ମନ୍ମଥ…

ପାରାମାଉଣ୍ଟ-ରାମେଶ୍ୱର ଫାଇନାଲ ଆଜି

ଭୁବନେଶ୍ୱର, ୩୦।୩,(ତପନ ସ୍ବାଇଁ): ରାମେଶ୍ୱର ସ୍ପୋର୍ଟିଂ ଆନୁକୂଲ୍ୟରେ ବିଏମ୍‌ ହାଇସ୍କୁଲ ପଡ଼ିଆରେ ଚାଲିଥିବା କମଳା ପରିଡ଼ା ସ୍ମାରକୀ ରାମେଶ୍ୱର କପ୍‌ ଜୁନିୟର କ୍ରିକେଟ ୧୪ ବର୍ଷରୁ କମ୍‌ ବର୍ଗର ୨ଟି ଯାକ ସେମିଫାଇନାଲ ଶେଷ ହୋଇଛି। ଏଥିରେ ବିଜୟୀ ହୋଇ ପାରାମାଉଣ୍ଟ…

ଡବଲ୍ସରେ ଆହାନଙ୍କୁ ଟାଇଟଲ

ଭୁବନେଶ୍ୱର, ୩୦।୩, (ତପନ ସ୍ବାଇଁ): କୋଲକାତାର ଶ୍ୟାମ ବଜାରଠାରେ ୧୪ ବର୍ଷରୁ କମ୍‌ ଏସିଆନ ର଼୍ୟାଙ୍କିଙ୍ଗ ଟେନିସ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଶେଷ ହୋଇଥିବା ପ୍ରତିଯୋଗିତାର ଡବଲ୍ସରେ ଓଡ଼ିଶାର ଆହାନ ମିଶ୍ର ଟାଇଟଲ ହାସଲ କରିଛନ୍ତି। ଏଥିରେ ଆହାନଙ୍କର ଡବଲ୍ସ…

ଓଡ଼ିଶା ଏଫ୍‌ସି-ବେଙ୍ଗାଲୁରୁ ମ୍ୟାଚ ଆଜି

ଭୁବନେଶ୍ୱର, ୩୦।୩,(ତପନ ସ୍ବାଇଁ): ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ଓଡ଼ିଶା ଏଫ୍‌ସି ଓ ବେଙ୍ଗାଲୁରୁ ଏଫ୍‌ସି ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ବେଙ୍ଗାଲୁରୁସ୍ଥିତ ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ଭାରତର ଅନ୍ତର୍ଜାତୀୟ ମ୍ୟାଚ ପାଇଁ କିଛି…

ମାଛ ସହ ଡିନର କରୁଛନ୍ତି ଲୋକେ

ଆଜିକାଲି ଖାଦ୍ୟ ବ୍ୟବସାୟର କ୍ରେଜ ବ୍ୟବସାୟୀଙ୍କ ଉପରେ ପଡିଛି। ଏହା ଏକ ବ୍ୟବସାୟ, ଯେଉଁଥିରେ ସର୍ବାଧିକ ଲାଭ ଅଛି। ଏହି କାରଣରୁ ଆଜିକାଲି ରେଷ୍ଟୁରାଣ୍ଟଗୁଡିକ ଗଳିକନ୍ଦିରେ ଖୋଲାଯାଉଛି। ଆଜିକାଲି ପ୍ରତିଯୋଗିତାମୂଳକ ଦୁନିଆରେ ଲୋକଙ୍କୁ ଆକୃଷ୍ଟ କଲା ଭଳି ରେଷ୍ଟୁରାଣ୍ଟ ଖୋଲିବାର ଧାରଣା…

ଅଧା ରହିଗଲା ସ୍ବପ୍ନ, ଏବେ ବଞ୍ଚିବାକୁ ସଂଘର୍ଷ

ବାଲିଆପାଳ, ୩୦।୩(ଅମୂଲ୍ୟ କୁମାର ଦାସ): କଥାରେ ଅଛି ମନରେ ଦୃଢ ଇଚ୍ଛାଶକ୍ତି ଥିଲେ ପଙ୍ଗୁ ମଧ୍ୟ ପର୍ବତ ଲଙ୍ଘିପାରେ। ଯାହା ପ୍ରମାଣିତ କରି ଦେଖାଇଛନ୍ତି ସିଂଲା ଗ୍ରାମର ପ୍ରଭାକର ରାଉଳ। ମାଟ୍ରିକ ପାସ୍‌ କରି ଯୁକ୍ତ ୨ ପଢ଼ିବା ବେଳେ ହଠାତ୍‌…

ବିକ୍ରମଙ୍କ ପାଇଁ ୨ ବିରୋଧୀ ଅଡୁଆ

ବ୍ରହ୍ମପୁର,୩୦ା୩(ଅଶୋକ କୁମାର ସାହୁ): ସାଧାରଣ ନିର୍ବାଚନକୁ ନେଇ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ଗୋପାଳପୁର ବିଧାନସଭା କ୍ଷେତ୍ରରେ ରାଜନୈତିକ ବାତାବରଣ ସରଗରମ ହୋଇଛି। ବିଜେଡି ପକ୍ଷରୁ ଚିତ୍ର ସ୍ପଷ୍ଟ ହୋଇଥିଲେ ବି ଭାଜପା ଓ କଂଗ୍ରେସ ପକ୍ଷରୁ କିଏ ପ୍ରାର୍ଥୀ ହେବ ତାହା…

ବଙ୍ଗୀୟ ଭୋଟର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ

ମହାକାଳପଡ଼ା, ୩୦ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ବ୍ଲକର ୩୧ ପଞ୍ଚାୟତ ଓ ମାର୍ଶାଘାଇ ବ୍ଲକର ୧୭ ପଞ୍ଚାୟତକୁ ନେଇ ୨୦୦୯ରେ ମହାକାଳପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଗଠିତ ହୋଇଥିଲା। ଏଠାରେ ୨ଲକ୍ଷରୁ ଅଧିକ ଭୋଟର ଅଛନ୍ତି। ଏହି ନିର୍ବାଚନମଣ୍ଡଳୀରେ ସବୁବର୍ଗର…

ପୁରୁଣା ଢଳେଇ ଭାଙ୍ଗି ତଳେ ବିଛାଚାଲିଛି

ଜଗତ୍‌ସିଂହପୁର,୩୦ା୩(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ସହର ଏଲ୍‌ଆଇସି କାର୍ଯ୍ୟାଳୟ ନିକଟରୁ ବଡ଼ବଜାର ରଶ୍ମି ହଲ ଛକ ପର୍ଯ୍ୟନ୍ତ ଜଳସମ୍ପଦ ବିଭାଗ ୧୦ନଂ. ଡିଷ୍ଟ୍ରିବ୍ୟୁଟାରିରେ ୬ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଚାଲିଥିବା ତୃତୀୟ ପର୍ଯ୍ୟାୟ ବକ୍ସ କଲଭର୍ଟ ନିର୍ମାଣରେ…

ଅବଧି ସରିଲାଣି, ବିଜୁ ସେତୁ କାର୍ଯ୍ୟ ସରୁନି

ରସୁଲପୁର,୩୦ା୩(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅଧୀନ ଗନ୍ଧଣ ପଞ୍ଚାୟତର ମଧୁବନ ଲକ୍ଷ୍ମୀ ବଜାର ଛକରୁ ଏକତଳା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ମୂଳ ଖରସ୍ରୋତା ନଦୀରେ ନିର୍ମାଣ ହୋଇଥିବା ବିଜୁ ସେତୁ କାର୍ଯ୍ୟ ସରି ପାରୁନାହିଁ। ଏଠାରେ ସେତୁ ନିର୍ମାଣ ହୋଇଥିଲେ…

୩୧ରେ ଓ୍ବାକ୍‌ ଫର୍‌ ଏ ଲାଇଫ-୨୦୨୪

ଭୁବନେଶ୍ୱର,୩୦।୩: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲ୍‌କୋ ମେଡିକାଲ ସେଣ୍ଟର (ବିଏମ୍‌ସି) ପକ୍ଷରୁ ଏକ ଦିନିକିଆ ଓ୍ବାକାଥନ୍‌ ‘ଓ୍ବାକ୍‌ ଫର୍‌ ଏ ଲାଇଫ-୨୦୨୪’ର ଆୟୋଜନ ମାର୍ଚ୍ଚ ୩୧ରେ ଛତିଶଗଡ଼ର ରାୟପୁରଠାରେ ଆୟୋଜିତ ହେବାକୁ ଯାଉଛି। ବିଶେଷକରି କର୍କଟ ସଚେତନତା ପାଇଁ ବିଏମ୍‌ସି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri