Home Left

ଅଲିମ୍ପିକ୍ସରେ ଇତିହାସ ରଚିଲେ ମୋନିକା ବାତ୍ରା

ପ୍ୟାରିସ,୩୦।୭: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ଟେବୁଲ ଟେନିସ୍‌ ଖେଳାଳି ମୋନିକା ବାତ୍ରା ଟେବୁଲ ଟେନିସରେ ଇତିହାସ ସୃଷ୍ଟି କରିଛନ୍ତି। ୩୨ର ରାଉଣ୍ଡରେ ମୋନିକା ଫ୍ରେଞ୍ଚ ପ୍ୟାଡଲର ପ୍ରୀତିକା ପାୱାଡେଙ୍କ ସହ ମୁହାଁମୁହିଁ ହୋଇଥିଲେ। ମୋନିକା ପାୱାଡେଙ୍କୁ କ୍ଲିନ୍‌ସୁଇପ୍‌ କରିଥିଲେ। ଏହା…

ବଜାଜ୍‌ ଫିନ୍‌ସର୍ଭର ନୂତନ ଉତ୍ପାଦ

ଭୁବନେଶ୍ୱର,୩୦।୭: ବଜାଜ ଫିନ୍‌ସର୍ଭ ଆସେଟ୍‌ ମ୍ୟାନେଜମେଣ୍ଟ ଲିମିଟେଡର ନୂତନ ଉତ୍ପାଦ ‘ବଜାଜ ଫିନ୍‌ସର୍ଭ ଲାର୍ଜ କ୍ୟାପ୍‌ ଫଣ୍ଡ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ଫଣ୍ଡ୍‌ ଦୀର୍ଘାବଧିରେ ଉତ୍ତମ ରିସ୍କ-ଆଡ୍‌ଜଷ୍ଟେଡ ରିଟର୍ନ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ବଜାଜ ଫିନ୍‌ସର୍ଭ…

ବନ୍ଧନ ବ୍ୟାଙ୍କର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର, ୩୦।୭: ବନ୍ଧନ ବ୍ୟାଙ୍କର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ଏହି ବୈଠକରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଆର୍ଥତ୍କ ଫଳାଫଳ ଘୋଷଣା କରାଯାଇଛି। ବ୍ୟାଙ୍କର ମୋଟ ବ୍ୟବସାୟ ୨୨% ବୃଦ୍ଧି ପାଇ ୨.୫୯ ଲକ୍ଷ କୋଟି…

ରଣବୀର ସଂସାରର ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,୩୦।୭: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ହୋମ ଡେକୋର ଫ୍ୟାବ୍ରିକ୍ସ ଲିଡର ଡି’ଡେକୋରର ନୂତନ ବ୍ରାଣ୍ଡ୍‌ ସଂସାରର ବ୍ରାଣ୍ଡ୍‌ ଆମାସାଡର ଭାବେ ବଲିଉଡ ଅଭିନେତା ରଣବୀର ସିଂ ନିଯୁକ୍ତ ହୋଇଛନ୍ତି। ଅପରପକ୍ଷରେ ବ୍ରାଣ୍ଡ୍‌ ୫୦ଟି ମେଟ୍ରୋ ଓ ଅଣ-ମେଟ୍ରୋ ସହରର…

ନିର୍ବାଚନରେ ପ୍ରତିଶ୍ରୁତି ଦେଇଥିଲ, କାମ ଦିଅ

କାଳିଆପାଣି, ୩୦ା୭ (ଅସିତ ମହାନ୍ତ):ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ଶ୍ରମିକଙ୍କ ରୋଷର ଏବେ ଶିକାର ହୋଇଛନ୍ତି ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ। ଏଥିସହିତ ତାଙ୍କ ଦ୍ୱାରା ନିୟନ୍ତ୍ରିତ ସୁକିନ୍ଦା ରିଜିଅନ କ୍ରୋମାଇଟ ଖାଦାନ ମଜଦୁର ସଂଘ ଅଡ଼ୁଆରେ ପଡ଼ିଛି। ୨୦୨୪…

‘କେଡି ଦି ଡେଭିଲ୍‌’ରେ ସଞ୍ଜୟଙ୍କ ଫାଷ୍ଟ ଲୁକ୍‌ ଆଉଟ୍‌

ମୁମ୍ବାଇ:ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ସୋମବାର ନିଜର ୬୫ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ସେ ତାଙ୍କ ପ୍ରଶଂସକଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ସଞ୍ଜୟ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘କେଡି ଦି ଡେଭିଲ୍‌’ରେ ନିଜ ପ୍ରଥମ ଲୁକ୍‌ର ଝଲକ୍‌କୁ…

ଆଇଆଇଟି ବମ୍ବେ ସହ ଜେଏସ୍‌ଏଲ୍‌ର ସହଭାଗିତା

ଭୁବନେଶ୍ୱର,୩୦।୭: ଜିନ୍ଦଲ ଷ୍ଟେନଲେସ୍‌ ଲିମିଟେଡ (ଜେଏସଏଲ) ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ବା ଆଇଆଇଟି ବମ୍ବେ ସହ ନିକଟରେ ଏକ ଦ୍ୱିପାକ୍ଷିକ ସହଭାଗିତା ସ୍ଥାପନ ହୋଇଛି। ଏହି ସହଭାଗିତା କାର୍ଯ୍ୟକ୍ରମ ଜରିଆରେ ଜେଏସଏଲର କର୍ମଚାରୀଙ୍କ ପାଇଁ ଷ୍ଟିଲ ଟେକ୍ନୋଲୋଜିରେ ଦୁଇ…

ବନ୍ଧୁତା ଏକ ପବିତ୍ର ସମ୍ପର୍କ

ବନ୍ଧୁତା ହେଉଛି ଏକ ମୂଲ୍ୟବାନ ଏବଂ ପବିତ୍ର ସମ୍ପର୍କ। ଏହି ସମ୍ପର୍କକୁ ସ୍ବତନ୍ତ୍ର ଏବଂ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ଜୁଲାଇ ୩୦ରେ ପାଳନ କରାଯାଏ। କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଏହି ଦିନକୁ ଧୂମଧାମରେ…

ଅଦାଲତଙ୍କ ନିଷ୍ପତ୍ତି ଉପରେ ଝୁଲୁଛି ବାଇଜୁସ୍‌ ଷ୍ଟାର୍ଟଅପ୍‌ର ଭାଗ୍ୟ

ନୂଆଦିଲ୍ଲୀ,୩୦ା୭:ଶିକ୍ଷକରୁ ବିଲିୟନେୟାର ଷ୍ଟାର୍ଟଅପ୍‌ର ମାଲିକ ହୋଇଥିବା ଭାରତୀୟ ମ୍ୟାଥ୍‌ମେଟିକ୍ସ ଓ୍ବିଜ୍‌ ବାଇଜୁ ରବୀନ୍ଦ୍ରନ୍‌ଙ୍କ ଶିକ୍ଷା-ପ୍ରଯୁକ୍ତି କମ୍ପାନୀ ଚଳିତବର୍ଷ ଭୁଶୁଡ଼ି ପଡ଼ିଛି। ଫଳରେ ବାଇଜୁ ସବୁଠୁ ବଡ଼ ପରୀକ୍ଷାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ନାମରେ ପରିଚିତ ହୋଇଥିବା ବାଇଜୁସ୍‌ ଅନ୍‌ଲାଇନ କୋଚିଂ ଫାର୍ମର…

ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୩୦।୭: କ୍ରମାଗତ ୨ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ ଦିନ (କାର୍ଯ୍ୟ ଦିବସ) ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢାଇଛନ୍ତି। ସୋମବାର ବମ୍ବେ…

ପ୍ରେମ ପାଇଁ ସୀମା ପାର୍‌ ହୋଇ ଭାରତ ଆସିଲେ ପାକିସ୍ତାନୀ ମହିଳା

ଜୟପୁର, ୩୦।୭:ପୁଣି ଥରେ ଏକ ସୀମା ପାର୍‌ ପ୍ରେମକାହାଣୀ ଦେଖିବାକୁ ମିଳିଛି। ମେହବିଶ୍‌ ନାମ୍ନୀ ଜଣେ ୩୩ ବର୍ଷୀୟା ପାକିସ୍ତାନୀ ମହିଳା ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାକୁ ପାର୍‌ ହୋଇ ରାଜସ୍ଥାନର ବିକାନେର ନିବାସୀ ରେହମାନଙ୍କୁ ଭେଟିବାକୁ ଆସିଛନ୍ତି। ଦୁହେଁ ଗତ କିଛିବର୍ଷ…

ନବୀନଙ୍କୁ ମହାତ୍ମା ହଂସରାଜ ଗୌରବ ସମ୍ମାନ

ଭୁବନେଶ୍ୱର, ୩୦।୭: ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ତଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନ ହଂସରାଜ କଲେଜର ୭୭ତମ ପ୍ରତିଷ୍ଠା ଦିବସ ସମାରୋହ ଉତ୍ସବରେ କୁରୁକ୍ଷେତ୍ର ସାଂସଦ ତଥା ଜଣାଶୁଣା ଶିଳ୍ପପତି ନବୀନ ଜିନ୍ଦଲଙ୍କୁ ନିକଟରେ ମହାତ୍ମା ହଂସରାଜ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?