Home Left

ନାକେଦମ କରିବ ତାତି

ବ୍ରହ୍ମପୁର,୧ା୪(ଅଶୋକ କୁମାର ସାହୁ): ଗ୍ରୀଷ୍ମର ପ୍ରକୋପ ଧିରେ ଧିରେ ବଢ଼ୁଛି। ରାଜ୍ୟରେ ବିିଭିନ୍ନ ସହରର ତାପମାତ୍ରା ଏବେ ୩୫ରୁ ୪୦ ଡିଗ୍ରୀ ମଧ୍ୟରେ ରହୁଛି। ବାୟୁ ମଣ୍ଡଳରେ ଆର୍ଦ୍ରତା ୭୦ ପ୍ରତିଶତ ରହୁଥିବାରୁ ପ୍ରବଳ ଗରମ ଅନୁଭୂତ ହେଉଥିବା ପାଣିପାଗ ବିଭାଗରୁ…

୨ କି.ମି. ଚାଲିଲେ ମିଳୁଛି ବାଲ୍‌ଟିଏ ପାଣି

ହାଟଡ଼ିହୀ,୧ା୪(ପାର୍ଥ ସୌରଭ ସା): ସର୍ବନିମ୍ନ ଆବଶ୍ୟକତା ତଥା ପାନୀୟ ଜଳ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଚଳନ କରିଛନ୍ତି। ଗାଁ ଗାଁରେ ପ୍ରକଳ୍ପ କରି ଅନେକ ଅର୍ଥ ବ୍ୟୟ ମଧ୍ୟ କରୁଛନ୍ତି। କିନ୍ତୁ ଆନନ୍ଦପୁର ଉପଖଣ୍ଡ କାଠକଟା ପଞ୍ଚାୟତ ଚତୁରିସାହିରେ…

ଧୋନୀଙ୍କ ବ୍ୟାଟିଂ ଦେଖି ଅଷ୍ଟ୍ରେଲିଆ କ୍ରିକେଟର୍‌ ଆଶ୍ଚର୍ଯ୍ୟ: ଦେଲେ ଏମିତି ଉପଦେଶ

ବିଶାଖାପାଟନମ,୧।୪: ଦୀର୍ଘ ଦିନ ପରେ ପ୍ରଶଂସକମାନେ ଏମଏସ ଧୋନୀଙ୍କ ବ୍ୟାଟିଂକୁ ଉପଭୋଗ କରିଛନ୍ତି। ଧୋନୀ ପ୍ରାୟ ୩୦୮ ଦିନ ପରେ ବ୍ୟାଟିଂ କରିବାକୁ ଆସିଥିଲେ। ସେ ଶେଷ ଥର ପାଇଁ ଆଇପିଏଲ ୨୦୨୩ର ଫାଇନାଲରେ ବ୍ୟାଟିଂ କରିଥିଲେ, ଏଠାରେ ସେ ଶୂନରେ…

ବିଜେଡିରେ ଆଶାୟୀ ସଂଖ୍ୟା ବଢ଼ି ଚାଲିଛି

ଜଗତ୍‌ସିଂହପୁର,୧ା୪(ପ୍ରମୋଦ କୁମାର ନାୟକ): ବାଲିକୁଦା-ଏରସମା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଆଶାୟୀ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ନିର୍ବାଚନମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ଜିଲା ଯୋଜନା କମିଟି ଅଧ୍ୟକ୍ଷ ରଘୁନନ୍ଦନ ଦାସ ବିଧାୟକ ଅଛନ୍ତି। ସେ ଏଥର ପୁଣିଥରେ…

ଜିତିବେ କଙ୍ଗନା!

ମଣ୍ଡି,୧।୪: ଭାରତୀୟ ଜନତା ପାର୍ଟି ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ମଇଦାନକୁ ଓହ୍ଲାଇଛି। ଏହା ସହ କଙ୍ଗନାଙ୍କ ରାଜନୈତିକ ଇନିଂସ ଆରମ୍ଭ ହୋଇଛି। ଗତ ବର୍ଷ କୁଲୁରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି…

ଐତିହାସିକ ସ୍ତରରେ ଭାରତୀୟ ଶେୟାର ବଜାର, ସର୍ବକାଳୀନ ଉଚ୍ଚତା ଛୁଇଁଲା ନିଫ୍ଟି

ନୂଆଦିଲ୍ଲୀ,୧।୪: ଏପ୍ରିଲ ପ୍ରଥମ ସପ୍ତାହର ପ୍ରଥମ ଦିନରୁ ଭାରତୀୟ ଶେୟାର ବଜାର ଏକ ଶକ୍ତିଶାଳୀ ଆରମ୍ଭ କରିଛି ଏବଂ ନୂତନ ଆର୍ଥିକ ବର୍ଷର ପ୍ରଥମ ଦିନରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି। ବଜାର ଖୋଲିବା ମାତ୍ରେ ୭୪,୧୦୧ ର ଏକ ଉଚ୍ଚ…

ଆଠମଲ୍ଲିକ ଭାଜପାରେ ବଢ଼ୁଛି ଦ୍ୱନ୍ଦ୍ୱ

ବଇଣ୍ଡା, ୧ା୪ (ପରିକ୍ଷିତ ସାହୁ): ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀକୁ ବିଜେଡି ଦୀର୍ଘବର୍ଷ ହେଲା ତାହାର ଗଡ଼ କରିଆସିଛି। ଗତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ବିଜେଡି ସମସ୍ତ ଜିଲା ପରିଷଦ ଆସନ କବ୍‌ଜା କରି ଭାଜପାର ସ୍ବପ୍ନକୁ ଧୂଳିସାତ କରିଦେଇଛି।…

ହଟିପାରୁନି ରାଜନୈତିକ ପୋଷ୍ଟର

ଭୁବନେଶ୍ୱର,୧।୪ (ବନ୍ଦନା ସେଠୀ): ନିର୍ବାଚନ ଆଚରଣ ବିଧି ଲାଗୁ ହେବାପରେ ବିଏମ୍‌ସି ଅଞ୍ଚଳରୁ ସମସ୍ତ ରାଜନୈତିକ ଦଳର ପୋଷ୍ଟର ହଟାଇବା ସହ କାନ୍ଥଲେଖାକୁ ଲିଭାଇବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କୁ ଚିଠି ଲେଖିଥିଲେ। ଏହାପରେ…

ପଡ଼ିଆ ବାହାରେ ଏମିତି କାମ କରି ସମସ୍ତଙ୍କ ହୃଦୟ ଜିତିଲେ ଧୋନୀ

ବିଶାଖାପାଟନମ,୧।୪: ଆଇପିଏଲର ୧୩ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହୋଇଥିଲା। ଉଭୟ ଦଳରୁ ଏକ ଭଲ ଖେଳ ଦେଖିବାକୁ ମିଳିଥିଲା। ପ୍ରାୟ ୩୦୮ ଦିନ ପରେ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନୀ ଆଇପିଏଲରେ ବ୍ୟାଟିଂ…

ସ୍ବାମୀଙ୍କ ପ୍ରଶଂସା କରିବା ପୂର୍ବରୁ ବିପକ୍ଷଙ୍କ ଅଧିନାୟକଙ୍କ ପାଇଁ ଏମିତି କହିଲେ ଧୋନୀଙ୍କ ସ୍ତ୍ରୀ: ସମସ୍ତେ କରୁଛନ୍ତି ବାଃ ବାଃ

ବିଶାଖାପାଟନମ,୧।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ୧୬ଟି ବଲରେ ଏମଏସ ଧୋନୀ ୩୭ ରନର ଚମତ୍କାର ଇନିଂସ ଖେଳିଥିଲେ। ଏଥିରେ ୪ଟି ଚୌକା ଓ ୩ ଛକା ସାମିଲ ଥିଲା। ଧୋନୀଙ୍କ ଏହି ଇନିଂସ…

ମୋ ବିରୋଧରେ ଫିଲ୍ଡିଂ ସୁନେତ୍ରା ପାୱାର “ବିଜେପିର ମଇଳା ରାଜନୀତି”: ସୁପ୍ରିୟା ସୁଲେ

ନୂଆଦିଲ୍ଲୀ,୧।୪: ଏନସିପି (ଶରଦ ଚନ୍ଦ୍ର ପାୱାର) ନେତା ସୁପ୍ରିୟା ସୁଲେ ରବିବାର କହିଛନ୍ତି ଯେ ଦଳର ମୁଖ୍ୟ ଶରଦ ପାୱାରଙ୍କୁ ଶେଷ କରିବା ଉଦ୍ଦେଶ୍ୟରେ ତାଙ୍କ ଭାଉଜ ସୁନେତ୍ରା ପାୱାରଙ୍କୁ ବାରାମାଟୀ ଲୋକସଭା ଆସନରେ ତାଙ୍କ ବିରୋଧରେ ଷଡଯନ୍ତ୍ର କରିଛନ୍ତି। ପୁଣେରେ…

ବିଜୟ ସତ୍ତ୍ୱେ ପନ୍ତଙ୍କୁ ମିଳିଲା ବଡ଼ ଦଣ୍ଡ: ଦେବାକୁ ପଡ଼ିବ ଏତିକି ଟଙ୍କା ଜୋରିମନା

ବିଶାଖାପାଟନମ,୧।୪: ରିଷଭ ପନ୍ତଙ୍କ ଦ୍ୱାରା ଅଧିନାୟକ ଦିଲ୍ଲୀ କ୍ୟାପିଟାଲ୍ସ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଆଇପିଏଲ ୨୦୨୪ର ପ୍ରଥମ ବିଜୟ ହାସଲ କରିଛି। ଦିଲ୍ଲୀ ଚେନ୍ନାଇକୁ ୨୦ ରନରେ ପରାସ୍ତ କରି ଜିତିଛି। କିନ୍ତୁ ବର୍ତ୍ତମାନ ଏହି ବିଜୟ ପରେ ପନ୍ତଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri