Home Left

ଫ୍ଲୋର ଟେଷ୍ଟ ପୂର୍ବରୁ ଅଓ୍ବଧ ବିହାରି ଚୌଧୁରୀଙ୍କ ହାତରୁ ଗଲା ସ୍ପିକର ପଦ

ପାଟନା,୧୨।୨: ଏବେ ଏକ ବଡ ଖବର ବିହାରରୁ ଆସିଛି ଯେଉଁଠାରେ ବିଧାନସଭା ବାଚସ୍ପତି ଅୱଧ ବିହାରୀ ଚୌଧରୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ମହାମେଣ୍ଟ ସରକାରରେ ଆରଜେଡି ବିଧାୟକ ଅଓ୍ବଧ ବିହାରୀ ଚୌଧୁରୀ ବିଧାନସଭାର ସ୍ପିକର ଥିଲେ। ନୀତୀଶ କୁମାରଙ୍କ ନେତୃତ୍ୱରେ…

ଭାଜପାକୁ ବି ଲାଗିଲା ବଡ ଝଟ୍‌କା, ଫ୍ଲୋର ଟେଷ୍ଟ ପାଇଁ ଏପର୍ଯ୍ୟନ୍ତ ପହଞ୍ଚିଲେ ନାହିଁ ଭାଜପାର ୩ ବିଧାୟକ

ପାଟନା,୧୨।୨: ବିହାର ବିଧାନସଭାରେ ଫ୍ଲୋର ଟେଷ୍ଟ ପୂର୍ବରୁ ଭାଜପା କ୍ୟାମ୍ପରୁ ବଡ ଖବର ଆସୁଛି। ମିଳିଥିବା ସୂଚନା ଅନୁଯାୟୀ, ଭାଜପା ବିଧାୟକ ମିଶ୍ରି ଲାଲ ଯାଦବ, ବିଧାୟକ ରଶ୍ମୀ ବର୍ମା ଏବଂ ବିଧାୟକ ଭାଗୀରଥୀ ଦେବୀ ଫ୍ଲୋର ଟେଷ୍ଟରେ ଭାଗ ନେବାକୁ…

ସ୍ବାମୀଙ୍କ ସହ ଭାଜପାରେ ଯୋଗ ଦେଲେ ଭାରତ ଯୋଡ ଯାତ୍ରାରେ ରାହୁଲଙ୍କ ସହ ନଜର ଆସିଥିବା ବକ୍ସର ସ୍ବିଟି ବୋରା

ନୂଆଦିଲ୍ଲୀ,୧୨।୨: ଏସୀୟ ବକ୍ସିଂ ଚାମ୍ପିଅନ ତଥା ସ୍ବର୍ଣ୍ଣ ପଦକ ବିଜେତା ସ୍ବିଟି ବୋରା ଭାଜପାରେ ଯୋଗ ଦେଇଛନ୍ତି। ସେ ସୋମବାର ହରିୟାଣାର ରୋହତକରେ ମୁଖ୍ୟମନ୍ତ୍ରୀ ମନୋହର ଲାଲଙ୍କ ଉପସ୍ଥିତିରେ ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସହ ତାଙ୍କ ସ୍ବାମୀ ଏବଂ କବାଡି…

ହିନ୍ଦୁ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଉଥିବା ଅତିଥିଙ୍କୁ ମିଳିବ ସ୍ବତନ୍ତ୍ର ଉପହାର

ଆବୁଧାବି,୧୨।୨: ସଂଯୁକ୍ତ ଆରବ ଏମିରେଟ୍ସର ରାଜଧାନୀ ଆବୁଧାବିରେ ପ୍ରଥମ ପଥର ହିନ୍ଦୁ ମନ୍ଦିରର ଉଦଘାଟନ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ଏହି ସମୟରେ, ୧୦୦ ରୁ ଅଧିକ ଭାରତୀୟ ସ୍କୁଲ ପିଲା ଏଠାରେ ପଥରକୁ ଚିତ୍ରିତ କରିବାରେ ବ୍ୟସ୍ତ ଅଛନ୍ତି।…

ଖବରଦାତାଙ୍କୁ ଆକ୍ରମଣ ଘଟଣାରେ ୨ ଗିରଫ

ଭୁବନେଶ୍ୱର,୧୨ା୨: ଭୁବନେଶ୍ୱରରେ କାର୍ଯ୍ୟରତ ଖବରଦାତା ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ଶନିବାର ରାତିରେ କେତେଜଣ ଦୁର୍ବୃତ୍ତ ଖଣ୍ଡାରେ ଆକ୍ରମଣ କରିଥିଲେ। ଏଥିରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ। ଅଭିଯୁକ୍ତଙ୍କଠାରୁ ବାଇକ୍‌ ଏବଂ ମାରଣାସ୍ତ୍ର ଜବତ କରିଛି ପୋଲିସ।…

ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି କି ପ୍ରଶ୍ନର ଉତ୍ତରରେ ଏଭଳି କହିଲେ କଙ୍ଗନା, ସୋସିଆଲ ମିଡ଼ିଆରେ ଭାଇରାଲ…

ମୁମ୍ବାଇ,୧୨।୨ : କଙ୍ଗନା ରାନାୱତ ତାଙ୍କ ବିବୃତ୍ତି ଯୋଗୁ ସବୁବେଳେ ହେଡଲାଇନରେ ରହିଥାନ୍ତି। ତାଙ୍କ ଚଳଚ୍ଚିତ୍ର ଅପେକ୍ଷା କଙ୍ଗନା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖବରରେ ଅଧିକ। ତାଙ୍କ ଆଗାମୀ ଚଳଚ୍ଚିତ୍ର ଏମ୍ରଜେନ୍ସିି ପାଇଁ କଙ୍ଗନା ଆଜିକାଲି ହେଡଲାଇନରେ ଅଛନ୍ତି। ଏହି…

ଭାରତର ପରାଜୟକୁ ନେଇ ଉତ୍ସବ ପାଳୁଛି ପାକିସ୍ତାନ, ପଠାନଙ୍କ ଡ୍ୟାନ୍ସ ଭିଡିଓ କରୁଛନ୍ତି ଶେୟାର, ଜବାବ ଦେଲେ ଇରଫାନ

ନୂଆଦିଲ୍ଲୀ,୧୨।୨: ଅଣ୍ଡର -୧୯ ବିଶ୍ୱକପ ଫାଇନାଲରେ ଭାରତ ପରାଜୟ ପରେ ଦେଶବାସୀଙ୍କ ମଧ୍ୟରେ ନିରାଶାର ବାତାବରଣ ଥିବାବେଳେ ଅନ୍ୟପଟେ ପଡୋଶୀ ଦେଶ ପାକିସ୍ତାନରେ ଉତ୍ସବ ପାଳନ କରାଯାଉଛି। ପାକିସ୍ତାନୀ ପ୍ରଶଂସକମାନେ ଏହାକୁ ସୋସିଆଲ ମିଡିଆରେ ବହୁତ ପାଳନ କରୁଛନ୍ତି ଏବଂ ବିଭିନ୍ନ…

୨୫ ବର୍ଷ ପରେ ବିବାହ ପଞ୍ଜିକରଣ କଲେ ଅର୍ଶଦ ଓ୍ବାର୍ସି

ମୁମ୍ବାଇ: ବଲିଉଡର ଆଗଧାଡିର ଅଭିନେତା ଅର୍ଶଦ ୱାର୍ସି ଏବଂ ମାରିଆ ଗୋରେଟିଙ୍କ ବିବାହକୁ ୨୫ବର୍ଷ ବିତିଗଲାଣି। ଭାଲେଣ୍ଟାଇନ୍ସ ଡେ’ ଅର୍ଥାତ୍‌ ଫେବୃଆରୀ ୧୪, ୧୯୯୯ରେ ଏହି ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବର୍ତ୍ତମାନ ସେମାନଙ୍କ ବିବାହ ବାର୍ଷିକୀ ଅବସରରେ ଏହି…

ଯୁବତୀଙ୍କ ହାତଧରି ରାସ୍ତାରେ ଦୌଡିଲେ ମୁନାଓ୍ବର, ଫ୍ୟାନ୍ସ କହିଲେ ଇଏ ବି ସୁନ୍ଦରୀ

ମୁମ୍ବାଇ: ନିକଟରେ ବିଗ ବସ ୧୭ର ଗ୍ରାଣ୍ଡ ରିୟୁନିଅନ ପାର୍ଟି ଅନୁଷ୍ଠିତ ହୋଇଥିଲା। ଯେଉଁଠାରେ ଶୋ’ର ସମସ୍ତ ପ୍ରତିଯୋଗୀ ପହଞ୍ଚିଥିଲେ। ବିଗ ବସ ୧୭ର ବିଜେତା ମୁନାୱର ଫାରୁକି ଏବଂ ଦଳର ଅନ୍ୟତମ ଶ୍ରେଷ୍ଠ ୫ପ୍ରତିଯୋଗୀଙ୍କ ବିଷୟରେ ଅନେକ ଆଲୋଚନା ହୋଇଥିଲା।…

ଗୋଟିଏ ରଶିରେ ଝୁଲିପଡ଼ିଲେ ପ୍ରେମୀଯୁଗଳ

ଉମରକୋଟ,୧୨ା୨(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା ଅନ୍ତର୍ଗତ ବୁର୍ଜା ଗ୍ରାମର ପମ୍ପ୍‌ ହାଉସରେ ସୋମବାର ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ଯୁବକ ସନାଧାର ଭତ୍ରା ପୂଜାରିଗୁଡ଼ା ଗ୍ରାମର ପମ୍ପ୍‌ ହାଉସରେ କାମ କରୁଥିବା ବେଳେ ଯୁବତୀ ପ୍ରିୟଙ୍କା ଗଣ୍ଡ…

କଂଗ୍ରେସ ନେତାଙ୍କ ପାକିସ୍ତାନ ପ୍ରେମ: କହିଲେ, ପାକିସ୍ତାନୀମାନେ ଭାରତର ସବୁଠାରୁ ବଡ ସମ୍ପତ୍ତି

ନୂଆଦିଲ୍ଲୀ,୧୨।୨: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମଣିଶଙ୍କର ଆୟାର ପଡୋଶୀ ଦେଶ ପାକିସ୍ତାନ ଲୋକଙ୍କୁ ପ୍ରଶଂସା କରିଛନ୍ତି। ଲାହୋରରେ ଚାଲିଥିବା ଫୈଜ ଫେଷ୍ଟିଭାଲରେ ସେ ପାକିସ୍ତାନୀମାନଙ୍କୁ ଭାରତର ସବୁଠାରୁ ବଡ ସମ୍ପତ୍ତି ବୋଲି ବର୍ଣ୍ଣନା କରିଛନ୍ତି। ‘ହିଜ୍ର…

‘ମୋତେ ସିଧା ସିଧା ପ୍ରଶ୍ନ କର’…ଶ୍ୱଶୁରଙ୍କୁ ନେଇ ପ୍ରଶ୍ନ କରିବାରୁ ରାଗିଲେ ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ

ନୂଆଦିଲ୍ଲୀ,୧୨।୨: ରବିନ୍ଦ୍ର ଜାଡେଜା ଏବଂ ତାଙ୍କ ପିତାଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଚାଲିଛି। ଜାଡେଜାଙ୍କ ପିତା ତାଙ୍କୁ ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏହି ସମୟରେ ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜାଙ୍କ ଏହି ଘଟଣାରେ ପ୍ରଥମ ପ୍ରତିକ୍ରିୟା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri