Home Left

ଚାନ୍ଦା ଆଦାୟରେ ବିଜେଡି ୫ମ ବୃହତ୍‌ ଆଞ୍ଚଳିକ ଦଳ

ରାଉରକେଲା,୩୧।୩(ସଙ୍ଗୀତା ଜେନା):ବିଜେଡ଼ି ଭାରତ ବର୍ଷରେ ୫ମ ବୃହତ ଆଞ୍ଚଳିକ ଦଳ ଭାବେ ୧୦୧୯.୫ କୋଟି ଟଙ୍କା ରାଜନୈତିକ ଚାନ୍ଦା ନିର୍ବାଚନୀ ବଣ୍ଡ ମାଧ୍ୟମରେ ପାଇଛି ବୋଲି ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି। ରାଜ୍ୟବାସୀଙ୍କ ସ୍ବାର୍ଥକୁ ବର୍ଷ ବର୍ଷ ଧରି…

ଉବର୍‌ ଅଟୋ ବୁକ୍‌ କରିବା ପଡ଼ିଲା ମହଙ୍ଗା: ବିଲ୍‌ ଦେଖି ଗ୍ରାହକଙ୍କ ଉଡ଼ିଲା ହୋଶ୍‌

ନୋଏଡା, ୩୧।୩: ଅନ୍‌ଲାଇନରେ କାର, ବାଇକ କିମ୍ବା ଅଟୋ ବୁକ୍‌ କରି ଉବର୍‌ ଆପ୍‌ ମାଧ୍ୟମରେ ଯାତ୍ରୀ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଅତି ସହଜରେ ଯାଇପାରୁଥିବାରୁ ଭାରତରେ ଏହାକୁ ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି। ତେବେ ଉତ୍ତରପ୍ରଦେଶର ନୋଇଡାରେ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ପୁଅର ଜୀବନ, ଦୁଃଖ ସତ୍ତ୍ୱେ ଏମିତି ନିଷ୍ପତ୍ତି ନେଇ ଉଦାହରଣ ସାଜିଲେ ମା’-ବାପା

କଟକ,୩୧ା୩ (କାର୍ତ୍ତିକ ସାହୁ): ବିଦ୍ୟୁତ ଆଘାତରେ ମୃତ କଲେଜ ଛାତ୍ରଙ୍କ ଚକ୍ଷୁଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ପରିବାରବର୍ଗ। ମୃତ ଛାତ୍ର ଜଣକ ହେଲେ ଶିବାଜୀନଗର ଅଞ୍ଚଳର ନୀହାର ମାହାଲି। ସେ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ…

ଘନେଇଲା ବିଜେଡି କଳି: ଟିକେଟ୍‌ ନ ମିଳିଲେ ସମୂହ ଇସ୍ତଫା ଧମକ ଦେଲେ ନେତା

ଭୁବନେଶ୍ବର,୩୧।୩: ଲୋକ ସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନେିତିକ ପାଣିପାଗ ସେତେ ସରଗରମ ହେବାରେ ଲାଗିଛି। ଅନେକ ନେତା ଦଳବଦଳ କରୁଥିବାବେଳେ ଆଉ କିଛି ନେତା ଟିକେଟ୍‌ ପାଇଁ କସରତ କରୁଛନ୍ତି। ଏବେ ଟିକେଟ୍‌କୁ ନେଇ ବିଜେଡିରେ ଅର୍ନ୍ତଦ୍ୱନ୍ଦ୍ୱ ଲାଗିରହିଛି।…

ଓ୍ବାର୍ନର-ପନ୍ତଙ୍କ ଅର୍ଦ୍ଧଶତକ: ଚେନ୍ନାଇକୁ ୧୯୨ ରନ୍‌ର ଟାର୍ଗେଟ୍‌ ଦେଲା ଦିଲ୍ଲୀ

ବିଶାଖାପାଟନମ୍‌,୩୧।୩:ଆଇପିଏଲ୍‌ ୨୦୨୪ର ଏକ ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଲାଯାଉଛି। ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ଉଇକେଟ ହରାଇ ୧୯୧ ରନ ସଂଗ୍ରହ କରିଛି। ପୃଥ୍ବୀ ଶ’ ଏବଂ ଡେଭିଡ…

ସ୍ବାମୀଙ୍କୁ ହତ୍ୟା ପାଇଁ ୫୦,୦୦୦ ଟଙ୍କା ପୁରସ୍କାର ଘୋଷଣା କଲେ ସ୍ତ୍ରୀ

ଆଗ୍ରା,୩୧ା୩:ଉତ୍ତରପ୍ରଦେଶ ଆଗ୍ରା ଜିଲାର ବାହ ଥାନା ଅଞ୍ଚଳରେ ଏକ ଦମ୍ପତିଙ୍କ ମଧ୍ୟରେ ବିବାଦ ଏଭଳି ସ୍ତରକୁ ଖସିଯାଇଥିଲା କି ସ୍ତ୍ରୀ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ୫୦,୦୦୦ ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ସେ ନିଜର ହ୍ବାଟ୍ସଆପ୍‌ ଷ୍ଟାଟସ୍‌ରେ ଏହି ପୁରସ୍କାର…

ନିଜ କବର ନିଜେ ଖୋଳୁଛନ୍ତି ଅଖିଳେଶ: ଅସଦୁଦ୍ଦିନ

ନୂଆଦିଲ୍ଲୀ,୩୧।୩: ଇଣ୍ଡିଆ ମଜଲିସ-ଏ-ଇନ୍ତେହାଦୁଲ ମୁସଲମିନ (ଏଆଇଏମଆଇଏମ) ମୁଖ୍ୟ ତଥା ଏମପି ଅସଦୁଦ୍ଦିନ ଓୱାଇସି ସମାଜବାଦି ପାର୍ଟି ସଭାପତି ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି। ଏମପି ଏସଟି ହାସନଙ୍କ ଟିକେଟ କାଟିବା ପାଇଁ ଓୱାଇଇସି ସମାଜବାଦି ପାର୍ଟି ଉପରେ ପ୍ରଶ୍ନ ଉଠାଇଥିଲେ। ଅସଦୁଦ୍ଦିନ…

୬ ମାସ ପରେ ପ୍ରତିଯୋଗିତାକୁ ଫେରିବେ ମୀରାବାଈ

ଫୁକେଟ(ଥାଇଲାଣ୍ଡ),୩୧ା୩: ଛଅ ମାସ ହେଲା ଆଘାତଜନିତ ସମସ୍ୟାରେ ରହିବା ପରେ ପ୍ରତିଯୋଗିତାକୁ ଫେରିବେ ଟୋକିଓ ଅଲିମ୍ପିକ୍ସ ରୌପ୍ୟ ବିଜୟିନୀ ଭାରୋତ୍ତୋଳିକା ମୀରାବାଈ ଚାନୁ। ସୋମବାର ଆଇଡବ୍ଲ୍ୟୁଏଫ୍‌ ବିଶ୍ୱକପ୍‌ରେ ଅଂଶଗ୍ରହଣ କରିବା ଦ୍ୱାରା ତାଙ୍କର ପ୍ୟାରିସ ଗେମ୍ସରେ ଅଂଶଗ୍ରହଣ ସ୍ପଷ୍ଟ ହୋଇଯିବ। ବିଶ୍ୱକପ୍‌…

ସରକାର କମାଇଲେ ଗ୍ୟାସ ଦର, ସିଏନଜି-ପିଏନଜି ଉପରେ କ’ଣ ପଡିବ ପ୍ରଭାବ

ନୂଆଦିଲ୍ଲୀ,୩୧।୩: ରବିବାର କେନ୍ଦ୍ର ସରକାର ପ୍ରାକୃତିକ ଗ୍ୟାସର ମୂଲ୍ୟ ହ୍ରାସ କରିଛନ୍ତି। ଏହି ନିଷ୍ପତ୍ତି ହେତୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ର କେଜି ଡି୬ ବ୍ଲକରୁ ବାହାରୁଥିବା ଗ୍ୟାସର ମୂଲ୍ୟ ବର୍ତ୍ତମାନ MBTU (ମିଲିୟନ ବ୍ରିଟିଶ ଥର୍ମାଲ ୟୁନିଟ) ପ୍ରତି ୯.୮୭ ଡଲାରରେ…

ସୋରେନ-କେଜରିଓ୍ବାଲଙ୍କୁ ଜେଲରୁ ମୁକ୍ତି, ଯାଞ୍ଚ ଏଜେନ୍ସି କାର୍ଯ୍ୟ ଉପରେ ରୋକ…

ନୂଆଦିଲ୍ଲୀ,୩୧।୩: ଦିଲ୍ଲୀର ରାମଲିଲା ମଇଦାନରେ ରବିବାର ଇଣ୍ଡିଆ ଆଲାଇନ୍ସର ‘ସେଭ ଡେମୋକ୍ରାସି’ ବା ଲୋକତନ୍ତ୍ର ବଞ୍ଚାଅ ରାଲି ଆୟୋଜିତ ହୋଇଥିଲା , ଯେଉଁଥିରେ ବିରୋଧୀ ଦଳର ବରିଷ୍ଠ ନେତାମାନେ ମଞ୍ଚରେ ଉପସ୍ଥିତ ଥିଲେ। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଞ୍ଚରୁ ନିର୍ବାଚନ…

‘କଂଗ୍ରେସକୁ ଦୁର୍ବଳ କରିବାକୁ ଚାଲିଛି ଷଡ଼ଯନ୍ତ୍ର’

ଭଦ୍ରକ,୩୧।୩(ସନାତନ ରାଉତ): ନିର୍ବାଚନୀ ପାଣ୍ଠି ସଂଗ୍ରହ କରିବା ପାଇଁ ଇଲେକ୍ଟୋରାଲ ବଣ୍ଡ୍‌ ଜରିଆରେ ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ପ୍ରୟୋଗ କରି ଭାରତର ସବୁଠାରୁ ପୁରୁଣା ଦଳ କଂଗ୍ରେସକୁ ଦୁର୍ବଳ କରିବାକୁ ଭାଜପା ଷଡ଼ଯନ୍ତ୍ର କରୁଛି ବୋଲି ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ଏକ ଖବରଦାତା…

୮ଜଣଙ୍କୁ ହୋଇଥିଲା ନିର୍ଦ୍ଦେଶ: ୭ ବନ୍ଧୁକ ଦେଲେ ଜିମା

ବୈଶିଙ୍ଗା,୩୧ା୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ପୋଲିସ ସାଧାରଣ ନିର୍ବାଚନରେ ଆଇନ ଶୃଙ୍ଖଳା କଡ଼ାକଡ଼ି କରିବା ଲକ୍ଷ୍ୟରେ ତନାଘନା ଆରମ୍ଭ କରିଦେଇଛି। ଥାନା ଅଞ୍ଚଳରେ ଲାଇସେନ୍ସ ପ୍ରାପ୍ତ ୮ ଜଣ ବନ୍ଧୁକଧାରୀଙ୍କୁ ନିର୍ବାଚନ ପ୍ରକ୍ରିୟା ଶେଷହେବା ପର୍ଯ୍ୟନ୍ତ ପୋଲିସ ନିକଟରେ ବନ୍ଧୁକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri