ମା’ ହେଲା ମୌସୁମୀ
ବାରଙ୍ଗ,୩୧।୭(ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୮ ବର୍ଷୀୟା ଧଳା ବାଘୁଣୀ ମୌସୁମୀ ପ୍ରଥମ ଥର ପାଇଁ ମା’ ହୋଇଛି। ମୌସୁମୀ ପର୍ଯ୍ୟାୟକ୍ରମେ ୩ଟି ଛୁଆକୁ ଜନ୍ମ ଦେଇଛି। ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ସୋମବାର ରାତି ୮ଟା ୫୧ ମିନିଟ୍ରେ ଗୋଟିଏ,…
କେରଳରେ ଓଡ଼ିଆ ଡାକ୍ତର ନିଖୋଜ
ଚୌଦ୍ୱାର,୩୧ା୭(ଆଶୁତୋଷ ଦାସ): କେରଳ ବୁଲିବାକୁ ଯାଇଥିଲେ ୨ ଓଡ଼ିଆ ଡାକ୍ତର ଓ ସେମାନଙ୍କ ସ୍ତ୍ରୀ। ହେଲେ ସେଠାରେ ଘଟିଥିବା ଭୂସ୍ଖଳନରେ ଡାକ୍ତର ଦ୍ୱୟ ନିଖୋଜ ହୋଇଯାଇଥିବାବେଳେ ସେମାନଙ୍କ ସ୍ତ୍ରୀ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ନିଖୋଜ ଡାକ୍ତରଙ୍କୁ ଉଦ୍ଧାର କରିବା ପାଇଁ…
ଏଇ ଭାରତରେ
କାଠରେ ନିଖୁଣ ମୂର୍ତ୍ତି ଖୋଦେଇକରି ବିଶ୍ୱରେ ସୁଖ୍ୟାତି ପାଇଛନ୍ତି କଶ୍ମୀରର ମହମ୍ମଦ ୟୁସୁଫ ମୁରାନ। ଏମିତି କି ତାଙ୍କ ଦ୍ୱାରା ନିର୍ମିତ ଜିନିଷ ଲକ୍ଷାଧିକ ଟଙ୍କାରେ ବିକ୍ରି ହେଉଛି। ବଡ଼ କଥା ହେଉଛି ମୁରାନ ଜଣେ ମୂକ ଓ ବଧିର। ରହୁଛନ୍ତି…
ପ୍ରଜନନକ୍ଷମ ବୟସସୀମା କମୁଛି
ଆଜିର ସମୟରେ ମହିଳାମାନଙ୍କର ସନ୍ତାନ ପ୍ରସବ ହାର ବା ଇଂଲିଶରେ ଯାହାକୁ ଟୋଟାଲ ଫର୍ଟିଲିଟି ରେଟ୍ ବା ଟିଏଫ୍ଆର୍ର ଭବିଷ୍ୟତକୁ ନେଇ ବିଶ୍ୱସ୍ତରୀୟ ଚିକିତ୍ସା ବିଜ୍ଞାନ ପତ୍ରିକା ଦି ଲାନ୍ସେଟ୍ର ତଥ୍ୟ ଅନୁଯାୟୀ ୨୦୫୦ ସୁଦ୍ଧା ଭାରତର ଟୋଟାଲ ଫର୍ଟିଲିଟି ରେଟ୍…
ଓଡ଼ିଶା ବଜେଟ: ଏକ ସମୀକ୍ଷା
ଗତ ଜୁଲାଇ୨୫ରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ ସାମାଜିକ ସୁରକ୍ଷା, ଅନ୍ନଦାତା, ମହିଳା, ଯୁବ ଓ ଗରିବଙ୍କୁ ଗୁରୁତ୍ୱ ଦିଆଯାଇଛି ବୋଲି କୁହାଯାଇଛି।…
ପଣ୍ଡିତଙ୍କ କାରନାମା
ବାଡ଼ ଯଦି ଫସଲ ଖାଏ ତେବେ ତାହାର ସୁରକ୍ଷା କେହି କରିପାରିବେ ନାହିଁ। ସମାନ ପ୍ରକାରେ ଆଇନ ଶୃଙ୍ଖଳା ରକ୍ଷା କରିବା ଦାୟିତ୍ୱ ମୁଣ୍ଡାଇଥିବା ପୋଲିସ ଯଦି ଦୁର୍ବ୍ୟବହାର, ଅପରାଧ ଓ ଦୁର୍ନୀତିରେ ଜଡ଼ିତ ରହେ ତେବେ ସାମାଜିକ ସ୍ତରରେ ବିଶୃଙ୍ଖଳା…
ପାରାଦୀପରେ ଚାଇନା ଜାହାଜ, କାରଣ…
ଭୁବନେଶ୍ୱର,୩୦।୭: ପାରାଦୀପରେ ଚାଇନା ଜାହାଜ। ପାରାଦୀପରେ ଅଟକ ରଖାଯାଇଛି ଚାଇନା ଜାହାଜ। ଚାଇନା ଜାହାଜ MV ZHE HAI- 505 କୁ ଅଟକ ରଖାଯାଇଛି। ଏକ କମ୍ପାନୀର ପ୍ରାୟ କୋଟିଏ ଟଙ୍କା ବକେୟା ନ ଦେବାରୁ ଅଟକ ରଖାଯାଇଥିବା ସୂଚନା ମିଳିଛି।…
ମୁଖ୍ୟମନ୍ତ୍ରୀ ଗାଁରେ ପଶିଲେ , ଦୁଇଟି ଘର ଭାଙ୍ଗିଲେ
କେନ୍ଦୁଝର,୩୦।୭(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲ୍ଲା ଚମ୍ପୁଆରେଞ୍ଜ, ଉଖୁଣ୍ଡା ଫରେଷ୍ଟ ସେକ୍ସନ ବାରିଆ, ରାଣିପୁର, ରତନପୁର,ଚକୁଳିଆ, ରାମଚନ୍ଦ୍ରପୁର ଆଦି ଅଞ୍ଚଳରେ ୪ ଦିନ ହେବ ୨୭ଟିକିଆ ହାତୀପଲ ଆତଙ୍କ ସୃଷ୍ଟି କରି ଘରଦ୍ୱାର ଭାଙ୍ଗିବା ସହ ଅନେକ କ୍ଷୟକ୍ଷତି କରିଛନ୍ତି…
ଓ୍ବାୟନାଡ ଭୂସ୍ଖଳନକୁ ନେଇ ଭୟଙ୍କର ସୂଚନା ଦେଲେ ମୁଖ୍ୟମନ୍ତ୍ରୀ, ନଦୀରୁ ମିଳୁଛି ମୃତ ଶରୀରର ଖଣ୍ଡ ଖଣ୍ଡ ଅଂଶ
ଓ୍ବାୟନାଡ,୩୦।୭: ଓ୍ବାୟନାଡର ଭୟଙ୍କର ଭୂସ୍ଖଳନରେ ୧୦୦ଟପିଛି ମୃତ୍ୟସଂଖ୍ୟା। ପ୍ରକୃତିର ତାଣ୍ଡବରେ ଧରାଶାୟୀ ହୋଇଛି ଓ୍ବାୟନାଡି। ଗତକାଲି ଠାରୁ ଜାରି ରହିଥିବା ଲଗାଣ ବର୍ଷାରେ ଓ୍ବାୟନାଡର ଅନେକ ଗାଁ ଜନବସତିରୁ ବିଚ୍ଛିନ୍ନ ହୋଇଛି। ଓ୍ବାୟନାଡର ମେପ୍ପାଡି ଅଞ୍ଚଳ ଏହି ପ୍ରକୃତିର ତାଣ୍ଡବରୁ ବର୍ତ୍ତି…
ଓ୍ବାୟନାଡରେ ଭୟଙ୍କର ଭୂସ୍ଖଳନ: ମୃତ୍ୟୁସଂଖ୍ୟା ଶହେ ପାର୍, ମାଟି ତଳେ ଆହୁରି ଚାପି ହୋଇଛନ୍ତି ଶହଶହ ପରିବାର
ଓ୍ବାୟନାଡ,୩୦।୭: କେରଳ ୱାୟନାଡରେ ପ୍ରକୃତିର ମୃତ୍ୟୁ ତାଣ୍ଡବ। ଏବେଯାଏଁ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ଶହେ ପାର୍ ହୋଇଛି। ଆଜି ସଂଧ୍ୟା ସୁଦ୍ଧା ୧୦୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ଥିବାବେଳେ ଏବେ ମଧ୍ୟ ଶତାଧିକ ଲୋକ ମାଟି ତଳେ ଚାପି ହୋଇ ରହିଥିବା…
ତେଜିଲା ଜାତି ଟିପ୍ପଣୀ ରାଜନୀତି: ଲୋକ ସଭାରେ ଧନକରଙ୍କ ବଡ଼ ବୟାନ, ମୁଁ ଜାଟ୍ ସମ୍ପ୍ରଦାୟର ସେଥିପାଇଁ ଗର୍ବିତ…
ନୂଆଦିଲ୍ଲୀ,୩୦।୭: ତେଜିଲା ଜାତି ରାଜନୀତି। ଲୋକ ସଭାରେ ବଜେଟ ଉପରେ ଆଲୋଚନାବେଳେ ଭାଜପା ଏମପି ଅନୁରାଗ ଠାକୁର ରାହୁଲଙ୍କ ଜାତି ପ୍ରସଙ୍ଗ ଉଠାଇବାରୁ ଆଜି ଦିନ ଭିତରେ ସଂସଦରେ ତୁମ୍ବି ତୋଫାନ ଦେଖା ଦେଇଛି। ଜନଗଣନା ପ୍ରସଙ୍ଗକୁ ଲୋକସଭାରେ ବିରୋଧୀଦଳର ନେତା…
ପାଣି ଢ଼ାଳି ଫେରିଲା ବେଳେ ଚାଲିଗଲା କାଉଡିଆଙ୍କ ଜୀବନ, ମେଡିକାଲରୁ ଉଭାନ ହେଲା ଯୁବକଙ୍କ ମୃତଦେହ
କୋରାପୁଟ,୩୦।୭(ଅମିତାଭ ବେହେରା ): ଶ୍ରାବଣ ମାସର ଦିତୀୟ ସୋମବାରରେ ଏକ ବଡ ଅଘଟଣ ଘଟିଛି। ପାଣି ଢ଼ାଳି ଫେରିଲା ବେଳେ ଜଣେ କାଉଡ଼ିଆଙ୍କ ହୃଦଘାତରେ ମୁତ୍ୟୁ ଘଟିଛି। ମୃତକ ଜଣକ ବରଗଡ଼ ଜ଼ିଲାର ବରପାଲି ଅଞ୍ଚଳର ୨୧ ବର୍ଷିୟ ସୁକେଶ ଦିପ।…

