ମଇଁଷି ଚରାଉ ଥିବାବେଳେ ଚାଲିଗଲା ଜୀବନ
ଆସିକା,୧ା୪(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ସାହାସପୁର ଗ୍ରାମରେ ସୋମବାର ଜଣେ ମଇଁଷି ଚରାଳି ସୁରେନ୍ଦ୍ର ଗୌଡଙ୍କ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗ୍ରାମ ଉପକଣ୍ଠ ମୁନିତୋଟା ନିକଟରେ ସେ ମଇଁଷି ଚରାଉଥିଲା ବେଳେ ହଠାତ ଚେତାଶୂନ୍ୟ ହୋଇଯାଇଥିଲେ…
ଏପ୍ରିଲ ୧୬ରେ ଆଇପିଏଲ୍ ମାଲିକଙ୍କ ହେବ ବୈଠକ, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୧ା୪: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୧୦ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଦଳକୁ ଆମନ୍ତ୍ରଣ କରିଛି। ସେମାନଙ୍କୁ ନେଇ ଏକ ଅଣାନୁଷ୍ଠାନିକ ବୈଠକ ଏପ୍ରିଲ ୧୬ରେ ବସିବ। ଫ୍ରାଞ୍ଚାଇଜଙ୍କ ଲାଗି ନିଲାମ ରାଶି ପରିମାଣ ବୃଦ୍ଧି ଏବଂ ଖେଳାଳି…
ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲେ ମୀରାବାଈ
ଫୁକେଟ(ଥାଇଲାଣ୍ଡ), ୧ା୪: ଟୋକିଓ ଅଲିମ୍ପିକ୍ସ ରୌପ୍ୟ ବିଜେତା ମୀରାବାଈ ଚାନୁ ଏଠାରେ ଚାଲିଥିବା ଆଇଡବ୍ଲ୍ୟୁଏଫ୍ ବିଶ୍ୱକପ୍ରେ ସୋମବାର ମହିଳା ୪୯ କେଜି ଗ୍ରୁପ୍ ‘ବି’ ଇଭେଣ୍ଟରେ ତୃତୀୟ ସ୍ଥାନ ଅଧିକାର କରି ବା ପରେ ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା…
ନିର୍ବାଚନ ପୂର୍ବରୁ ଠାବ ହେଲା ଦେଶୀ ବନ୍ଧୁକ କାରଖାନା
ରାଇକିଆ,୧ା୪(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ପୋଲିସ ଏକ ଦେଶୀ ବନ୍ଧୁକ ତିଆରି କାରଖାନ ଠାବ କରିଛି। ଦେଶୀ ବନ୍ଧୁକ ତିଆରି କରିବା ଅଭିଯୋଗରେ ସୋମବାର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ରାଇକିଆ…
କେନ୍ଦ୍ରାପଡ଼ା ସହ ଆମେ ୪୦୦ ଆସନ ଜିତିବୁ: ବୈଜୟନ୍ତ
ଭୁବନେଶ୍ୱର,୧।୪: କେନ୍ଦ୍ରାପଡା ଲୋକ ସଭା ଭାଜପା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ସୋମବାର କେନ୍ଦ୍ରାପଡ଼ା ଗସ୍ତ କରିଛନ୍ତି। ଏହି ସମୟରେ ସେ କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ବଳଦେବ ଜୀଉଙ୍କ ଦର୍ଶନ କରିଛନ୍ତି। କେନ୍ଦ୍ରାପଡ଼ାରେ ପହଞ୍ଚିବା ପରେ ତାଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ସ୍ବାଗତ…
କଂଗ୍ରେସକୁ ଆଶ୍ୱସ୍ତି: ନିର୍ବାଚନ ଶେଷ ନ ହେବା ଯାଏ ହେବନି କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ,୧।୪: ଆୟକର ବିଭାଗର ନୋଟିସ ମାମଲାରେ କଂଗ୍ରେସକୁ କିଛି ଦିନ ପାଇଁ ଆଶ୍ୱସ୍ତି ମିଳିଛି। ୩୫୦୦ କୋଟି ଟଙ୍କାର ବକେୟା ଟିକସ ମାମଲାରେ ଆୟକର ବିଭାଗ ନିର୍ବାଚନ ଶେଷ ନ ହେବା ଯାଏ କଂଗ୍ରେସ ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ଆଇପିଏଲ୍ ମଝିରେ ନିଜ ନାଁ ପରିବର୍ତ୍ତନ କରିଦେଲେ ଏହି କ୍ରିକେଟର୍: ପଛରେ ରହିଛି ଏମିତି କାରଣ
ଲଣ୍ଡନ,୧।୪: ଇଂଲଣ୍ଡ ଅଧିନାୟକ ତଥା ଆଇପିଏଲରେ ରାଜସ୍ଥାନ ରୟାଲ୍ସର ଏକ ଅଂଶ ଥିବା ଜୋସ ବଟଲର ଆନୁଷ୍ଠାନିକ ଭାବରେ ତାଙ୍କ ନାମ ପରିବର୍ତ୍ତନ କରିଛନ୍ତି। ସେ ତାଙ୍କ ନାମ ଜୋସ (Jos)ରୁ ଜୋଶ (Josh)କୁ ପରିବର୍ତ୍ତନ କରିବାକୁ ସ୍ଥିର କରିଛନ୍ତି। ବର୍ତ୍ତମାନ…
ଭାଜପାରେ ଯୋଗ ଦେବାପରେ ଏମିତି କହିଲେ ଅନୁଭବ
ଭୁବନେଶ୍ୱର.୧।୪: କେନ୍ଦ୍ରାପଡ଼ା ଏମ୍ପି ଓଲିଉଡ ଅଭିନେତା ଅନୁଭବ ମହାନ୍ତି ସୋମବାର ଭାଜପାରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀ ସ୍ଥିତ ଭାଜପା ମୁଖ୍ୟାଳୟରେ ସେ ଭାଜପାରେ ଯୋଗ ଦେଇଛନ୍ତି। ୨ ଦିନ ତଳେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପାରେ ମିଶିବା ପରେ ଅନୁଭବ…
ନିର୍ଦ୍ଦେଶନା ଦେବେ ସାରା!
ମୁମ୍ବାଇ: ଇଣ୍ଟରନେଟରେ ସକ୍ରିୟ ଥିବା କଳାକାରମାନଙ୍କ ମଧ୍ୟରେ ଅଭିନେତ୍ରୀ ସାରା ଅଲି ଖାନ ଅନ୍ୟତମ। ନିକଟରେ ତାଙ୍କୁ ‘ମର୍ଡର ମୁବାରକ’ ଏବଂ ‘ଏ ଓ୍ବତନ ମେରେ ଓ୍ବତନ’ ମୁଭିରେ ଦେଖିବାକୁ ମିଳିଛି। ସାରା ତାଙ୍କ ଫିଲ୍ମର ସୁଟିଂ ପୂର୍ବରୁ ଇନଷ୍ଟାଗ୍ରାମରେ କ୍ଲାପ…
ଆବଶ୍ୟକତାଠାରୁ ଅଧିକ ବୋଲ୍ଡ ଉର୍ଫି ଜାଭେଦଙ୍କ ଡେବ୍ୟୁ ମୁଭି
ମୁମ୍ବାଇ: ମାର୍ଚ୍ଚ ୧୯, ୨୦୧୦ରେ ମୁକ୍ତିଲାଭ କରିଥିବା ‘ଏଲଏସଡି’ କାଫି ବୋଲ୍ଡ ଏବଂ ଆଡଲ୍ଟ କଣ୍ଟେଣ୍ଟରେ ଭରପୁର ମୁଭି। ମୁଭିରେ ସମୟର ପରିବର୍ତ୍ତନଶୀଳ ଜିନିଷ ଏବଂ ଯୁବକମାନଙ୍କ ଉପରେ ଏହାର ପ୍ରଭାବ ଦେଖାଯାଇଥିଲା । କିନ୍ତୁ ଏହି ମୁଭି ଦର୍ଶକଙ୍କ ମନରେ…
ସ୍ତ୍ରୀଙ୍କୁ ଛାତ ଉପରୁ ତଳକୁ ଫୋପାଡି ଦେଲେ ସ୍ବାମୀ: ପଛରେ କାରଣ ଥିଲା ଏମିତି
ପ୍ରତିଦିନ ରୋଷେଇ କଲାବେଳେ ଖାଦ୍ୟ ଭଲ ବା ଖରାପ ହେବା ଏକ ସାଧାରଣ କଥା। ଏହି କଥାକୁ ନେଇ ଜଣଙ୍କୁ ହତ୍ୟା କରାଯିବା ନିହାତି ଆଶ୍ଚର୍ଯ୍ୟର କଥା। କିନ୍ତୁ ଏମିତି ଏକ ଲୋକଟାଙ୍କୁରା ଘଟଣା ଘଟିଛି ପାକିସ୍ତାନରେ। ଏଠାରେ ଜଣେ ବ୍ୟକ୍ତି…
ଆଉ ଚାଲିବନି ପେଟ୍ରୋଲ-ଡିଜେଲ୍ ଗାଡ଼ି! ଗଡକରୀ ଦେଲେ ଏମିତି ପ୍ରତିଶ୍ରୁତି
ନୂଆଦିଲ୍ଲୀ,୧।୪: ୩୬ କୋଟି ପେଟ୍ରୋଲ ଏବଂ ଡିଜେଲ ଗାଡିରୁ ଦେଶକୁ ମୁକ୍ତି ଦେବା ପାଇଁ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ପ୍ରତିଶ୍ରୁତି ଦେଇଛନ୍ତି। ପେଟ୍ରୋଲ ଏବଂ ଡିଜେଲରେ ଚାଲୁଥିବା ଗାଡିରୁ ଭାରତ ମୁକ୍ତ ହୋଇପାରିବ କି ନାହିଁ,…
Archives


