Posted inଜାତୀୟ

ତେଜିଲା ଜାତି ଟିପ୍ପଣୀ ରାଜନୀତି: ଲୋକ ସଭାରେ ଧନକରଙ୍କ ବଡ଼ ବୟାନ, ମୁଁ ଜାଟ୍‌ ସମ୍ପ୍ରଦାୟର ସେଥିପାଇଁ ଗର୍ବିତ…

ନୂଆଦିଲ୍ଲୀ,୩୦।୭: ତେଜିଲା ଜାତି ରାଜନୀତି। ଲୋକ ସଭାରେ ବଜେଟ ଉପରେ ଆଲୋଚନାବେଳେ ଭାଜପା ଏମପି ଅନୁରାଗ ଠାକୁର ରାହୁଲଙ୍କ ଜାତି ପ୍ରସଙ୍ଗ ଉଠାଇବାରୁ ଆଜି ଦିନ ଭିତରେ ସଂସଦରେ ତୁମ୍ବି ତୋଫାନ ଦେଖା ଦେଇଛି। ଜନଗଣନା ପ୍ରସଙ୍ଗକୁ ଲୋକସଭାରେ ବିରୋଧୀଦଳର ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବେ ଉଠାଉଛନ୍ତି। ଅନୁରାଗ ଠାକୁର ଏହାକୁ ନେଇ କହିଛନ୍ତି, ଯାହାଙ୍କୁ ନିଜ ଜାତି ଜଣା ନାହିଁ, ସେ ଜନଗଣନା ବିଷୟରେ କହୁଛନ୍ତି। ଏହାକୁ ନେଇ ଲୋକ ସଭା ଉଠୁଛି ପଡୁଛି। ରାହୁଲ ଗାନ୍ଧୀ ଏହି କଥାକୁ ଆଡେଇବା ସହ କ୍ଷମା ମାଗିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି।

ବର୍ତ୍ତମାନ ଏହି ଜାତି ପ୍ରସଙ୍ଗ ରାଜ୍ୟ ସଭାରେ ପହଞ୍ଚିଛି। ରାଜ୍ୟ ସଭା ଚାଲିଥିବାବେଳେ ଗୃହର ଅଧ୍ୟକ୍ଷ ଜଗଦୀପ ଧନଖର ନିଜେ ନିଜ ଜାତିର ଖୁଲାସା କରିଥିଲେ। ସେ କହିଛନ୍ତି, ମୁଁ ଜଣେ ଜାଟ ସମ୍ପ୍ରଦାୟର ସେଥିପାର୍ଇ ମୁଁ ଗର୍ବିତ। ମୋ ଜାତି ରାଜସ୍ଥାନ ସହିତ କେନ୍ଦ୍ରୀୟ ତାଲିକାରେ ଅନ୍ୟ ପଛୁଆ ଶ୍ରେଣୀ (ଓବିସି) ମାନ୍ୟତା ପାଇଛି। ବଜେଟ ଆଲୋଚନାରେ ଅଂଶଗ୍ରହଣ କରୁଥିବାବେଳେ ଶାସକ ଦଳର ଜଣେ ସଦସ୍ୟ ଧନଖରଙ୍କୁ ଓବିସି ବୋଲି ବର୍ଣ୍ଣନା କରିବାରୁ ଧନକରଙ୍କୁ ତାଙ୍କ ଜାତି ବିଷୟରେ ପ୍ରକାଶ କରିବାକୁ ପଡିଥିଲା।

ଯେତେବେଳେ ରାଜ୍ୟ ସଭାରେ ଜାତି ପ୍ରସଙ୍ଗ ଉଠିଥିଲା ସେତେବେଳେ ଘନଶ୍ୟାମ ତିୱାରୀ ଧନଖରଙ୍କ ଉଦାହରଣ ଦେଇଥିଲେ। ଏହିି ସମୟରେ କଂଗ୍ରେସର ରଜନୀ ପାଟିଲ କହିଥିଲେ, ଧନଖର ସାହେବ କେବେ ଓବିସି ହୋଇଗଲେ, ସେ ଜଣେ ଜାଟ। ଏହା ଉପରେ ଚେୟାରମ୍ୟାନ କହିଥିଲେ, ତାଙ୍କୁ ତାଙ୍କ ଜାତି ବିଷୟରେ କହିବା ଆବଶ୍ୟକ ନାହିଁ କିନ୍ତୁ ଆଜି ସେ ଏହା କହୁଛନ୍ତି। ସେ କହିଛନ୍ତି, ମୁଁ ଜାଟ ସମ୍ପ୍ରଦାୟର ସେଥିପାଇଁ ମୁଁ ଗର୍ବିତ। ଏହି ଜାତି ରାଜସ୍ଥାନର ଓବିସିରେ ଅଛି ଏବଂ କେନ୍ଦ୍ରୀୟ ତାଲିକାରେ ମଧ୍ୟ ଓବିସିରେ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏମିତି ଏକ ଗାଁ: ୫ ଦିନ ବିନା ପୋଷାକରେ ରୁହନ୍ତି ମହିଳା, ରହସ୍ୟ ଜାଣି ହେବେ ତାଜୁବ

ପୃଥିବୀ ବହୁତ ବିଶାଳ ଏବଂ ଏହାର ପ୍ରତ୍ୟେକ କୋଣରେ ଲୋକମାନଙ୍କର ନିଜସ୍ବ ପରମ୍ପରା ଓ ରୀତିନୀତି ରହିଛି। କେତେକ ପରମ୍ପରା ଆମ ପାଖପାଖି ସାଧାରଣ ଲାଗେ, ଆଉ…

Gen-Zଙ୍କ ପାଇଁ RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

ହଠାତ୍‌ ଟାୟାର ହେଲା ବ୍ଲାଷ୍ଟ, ଘାଟିରେ ଓଲଟି ପଡିଲା ଲୁହା ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ…

ମୋହନା,୬।୮ ( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଖାରିଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୀମଦଳି ଘାଟିରେ ଏକ ଲୁହା ବୋଝେଇ ଟ୍ରକ୍‌ ଭାରସାମ୍ୟ…

ଆନ୍ଦୋଳନ ପରେ ନୂଆ ରଣନୀତି, ଅଭିଜିତ ଦୀପକେଙ୍କ ଘରେ CJPର ମାରାଥନ ବୈଠକ: ହେବ ବଡ଼ ଘୋଷଣା

ନୂଆଦିଲ୍ଲୀ, ୬।୮: ଦେଶବ୍ୟାପୀ କଥିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ବିରୋଧ କରି ଦିଲ୍ଲୀର ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରମୁଖ ସ୍ବର ଭାବେ ଉଭା ହୋଇଥିବା କକରୋଚ…

ତେଲ, ଡାଲିରୁ କ୍ଷୀର ଓ ଚିନି ପର୍ଯ୍ୟନ୍ତ, ରାଶନର ୯୯% ସାମଗ୍ରୀ ମହଙ୍ଗା; ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୬।୮: ୨୦୨୬ ବର୍ଷର ଆରମ୍ଭ ଜୋରଦାର ଭାବେ ହୋଇଥିଲା। କିନ୍ତୁ ଦ୍ୱିତୀୟ ମାସରେ ବିଶ୍ୱରେ ଏଭଳି ଅସ୍ଥିର ପରିସ୍ଥିତି ସୃଷ୍ଟି ହେଲା, ଯାହାର ପ୍ରଭାବ ଏବେ…

୧୧୦୫ ଦିନ ପରେ ପାକିସ୍ତାନର ବଡ଼ ବିଜୟ: ଶେଷରେ…

ନୂଆଦିଲ୍ଲୀ,୫।୮: ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। ଚତୁର୍ଥ ଇନିଂସ୍‌ରେ ମାତ୍ର ୭୪ ରନ୍‌ରେ ଲକ୍ଷ୍ୟ ପିଛା କରି ପାକିସ୍ତାନ ସହଜରେ…

ଆଜି ୨ ଶକ୍ତିଶାଳୀ ଗ୍ରହଙ୍କ ଗୋଚର; ୫ ରାଶି ହଠାତ୍‌ ବନିଯିବେ ଧନୀ!

ଗୁରୁବାର ୬ ଅଗଷ୍ଟ ୨୦୨୬ ଦିନଟି ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ଅତ୍ୟନ୍ତ ଖାସ୍ ବୋଲି କୁହାଯାଉଛି। ଏହି ଦିନ ଶ୍ରାବଣ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଅଟେ।…

‘ଆମେ ପୂର୍ବରୁ ସତର୍କ କରିଥିଲୁ’: ଦିଲ୍ଲୀରୁ ହାସିନାଙ୍କ ବଡ଼ ବୟାନ, ଦେହାଲିଗଲା ବାଂଲାଦେଶ!

ଢାକା,୬।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନୂଆଦିଲ୍ଲୀରୁ କରିଥିବା ଭର୍ଚୁଆଲ ପ୍ରେସ କନଫରେନ୍ସକୁ ନେଇ ବାଂଲାଦେଶ ଭାରତ ବିରୋଧରେ କଡ଼ା ପ୍ରତିବାଦ ଜଣାଇଛି। ଢାକାର ଦାବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri