Home Left

ସିସୋଡିଆଙ୍କୁ ୩ ଦିନ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କୋର୍ଟ

ନୂଆଦିଲ୍ଲୀ,୧୨।୨: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ଦଳର ନେତା ମନୀଷ ସିସୋଡିଆଙ୍କୁ କୋର୍ଟ ୩ ଦିନ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ସିସୋଡିଆ ୟୁପିର ଲକ୍ଷ୍ନୌରେ ତାଙ୍କ ଭଣଜାଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ ୧୨ ରୁ…

ଏଟିଏମ୍‌ କାଉଣ୍ଟର ବସାଇବା ପାଇଁ ପ୍ରାର୍ଥୀ ଆବଶ୍ୟକ ବିଜ୍ଞାପନ ଦେଇ ଠକି ନେଇଥିଲେ ୨ ଲକ୍ଷ ଟଙ୍କା, ଜବତ କଲା ପୋଲିସ

କୋରାପୁଟ,୧୨ା୨(ଅମିତାଭ ବେହେରା): ହିଟାଚି ଏଟିଏମ୍‌ ବସାଇବା ପାଇଁ ପ୍ରାର୍ଥୀ ଆବଶ୍ୟକ ମିଥ୍ୟା ବିଜ୍ଞାପନ ଦେଇ ଅନ୍‌ଲାଇନ୍‌ ମାଧ୍ୟମରେ ଲୁଟିନେଲେ ୨ ଲକ୍ଷ ଟଙ୍କା, ଠକ ସହ ୨ ଲକ୍ଷ ଟଙ୍କା ଓ ମୋବାଇଲ ଜବତ କରିଛି କୋରାପୁଟ ସାଇବର ପୋଲିସ। ପଶ୍ଚିମବଙ୍ଗର…

ଦଶରଥଙ୍କ ଭୂମିକାରେ ନଜର ଆସିବେ ଅମିତାଭ!

ମୁମ୍ବାଇ: ନିତେଶ ତିୱାରୀ ତାଙ୍କ ଡ୍ରିମ ପ୍ରୋଜେକ୍ଟ ‘ରାମାୟଣ’ ପାଇଁ କଠିନ ପରିଶ୍ରମ କରୁଛନ୍ତି। ନିର୍ଦ୍ଦେଶକ ତାଙ୍କ ମୁଭିରେ ସବୁଠାରୁ ବଡ ଷ୍ଟାର କାଷ୍ଟଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଚେଷ୍ଟା କରୁଛନ୍ତି। ମାଆ ସୀତା ଭୂମିକାରେ ସାଇ ପଲ୍ଲବିଙ୍କୁ କା୍ଯଯ କରୁଥିବା ବେଳେ…

ଏହି ପ୍ରାଣୀଙ୍କୁ ବହୁତ ପସନ୍ତ କରନ୍ତି ଏଲନ ମସ୍କ, ଫଟୋ ଶେୟାର କରି ଲେଖିଲେ I Love You…

ନୁୟର୍କ,୧୨।୨: କୁକୁରମାନେ ମଣିଷର ବିଶ୍ୱସ୍ତ ବନ୍ଧୁ ଭାବରେ ବିବେଚନା କରାଯାଏ। ଏପରିକି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିତ୍ୱ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସର ସିଇଓ ମଧ୍ୟ ଏହି ସୁନ୍ଦର କୁକୁରଙ୍କ ବହୁତ୍‌ ଭଲ ପାଉଥିବା ଜଣାପଡିଛି। ନିକଟରେ ଏଲନ ମସ୍କ…

ଜଙ୍ଗଲ ଭିତରେ ନରକଙ୍କାଳ ଠାବ

ଦେଗଗଡ଼,୧୨ା୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା କାଉଁଶିବାହାଳ ଗାଁ ନିକଟ ଜଙ୍ଗଲ ଭିତରେ ସୋମବାର ଏକ ନରକଙ୍କାଳ ଠାବ କରାଯାଇଛି । ମଗରମୁହିଁ ହୁଲି ଜଙ୍ଗଲ ଭିତରେ ଏକ ନରକଙ୍କାଳ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ଦେବଗଡ଼…

ରୋହିତ ଶର୍ମାଙ୍କ ଉପରେ ଚଢିଲା ‘12th fail’ଫିଲ୍ମର ନିଶା

ନୂଆଦିଲ୍ଲୀ,୧୨।୨: ଭାରତୀୟ ଖେଳାଳି ରୋହିତ ଶର୍ମା ଲୋକପ୍ରିୟ ଚଳଚ୍ଚିତ୍ର ‘୧୨ ଫେଲ୍‌’କୁ ନେଇ କଥାବାର୍ତ୍ତା କରିଛନ୍ତି। ଆଜିକାଲି ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି, ଯାହାର ତୃତୀୟ ମ୍ୟାଚ ଫେବୃଆରୀ ୧୫ ରୁ ରାଜକୋଟରେ…

ବାଇକ ଚାଳକଙ୍କୁ ପିଟିପିଟି ମାରିଦେଲେ: ମୃତଦେହ ରଖି ରାସ୍ତାରୋକୋ

ନବରଙ୍ଗପୁର,୧୨।୨(ସଦାଶିବ ପ୍ରହରାଜ): ସଡ଼କ ଦୁର୍ଘଟଣା ପରେ ଦୁର୍ଘଟଣା ଘଟାଇଥିବା ବାଇକ ଚାଳକକୁ ନିର୍ଧୂମ ପିଟି ମାରିଦେବା ଅଭିଯୋଗ ହୋଇଛି। କଟକରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁପରେ ଗ୍ରାମକୁ ମୃତଦେହ ଆସିଛି। ଗ୍ରାମବାସୀ ଓ ପରିଜନବର୍ଗ ଘଟଣାସ୍ଥଳକୁ ମୃତଦେହ ଆଣି ରାସ୍ତାରୋକୋ କରିଛନ୍ତି। ମୃତକ…

ଏହି ବଡ଼ ଭୁଲ୍‌ ଯୋଗୁ ଇଶାନ କିଷନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବିସିସିଆଇ

ନୂଆଦିଲ୍ଲୀ,୧୨।୨: ଟିମ ଇଣ୍ଡିଆର ତାରକା ବ୍ୟାଟର୍‌ ଇଶାନ କିଷନଙ୍କ ସମସ୍ୟା ବଢିବାକୁ ଯାଉଛି। ବିସିସିଆଇ ଇଶାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଜନା କରୁଛି। ରଣଜୀ ଟ୍ରଫିରେ ଝାଡଖଣ୍ଡ ପକ୍ଷରୁ ଇଶାନ ଗୋଟିଏ ବି ମ୍ୟାଚ ଖେଳି ନାହାଁନ୍ତି। ଏହା ବ୍ୟତୀତ…

ଶ୍ରୀଲଙ୍କା, ମରିସସରେ ଆରମ୍ଭ ହେଲା ଭାରତର ୟୁପିଆଇ ସେବା

ନୂଆଦିଲ୍ଲୀ,୧୨।୨: ଶ୍ରୀଲଙ୍କା ଏବଂ ମରିସସରେ ଭାରତ ଏହାର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ସେବାକୁ ସଫଳତାର ସହ ଆରମ୍ଭ କରିଛି। ଏହା ସହିତ, ଏହି ପଦକ୍ଷେପର ଅଂଶ ଭାବରେ ମରିସସରେ ରୁପେ କାର୍ଡ ସେବା ଆରମ୍ଭ କରାଯାଇଛି। ଶ୍ରୀଲଙ୍କାରେ ପ୍ରଥମ ୟୁପିଆଇ…

କିଏ ସେହି ଅଶୋକ ଚହ୍ବାନ, ଯିଏ ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ନିଦ ହଜାଇଲେ

ନୂଆଦିଲ୍ଲୀ,୧୨।୨: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ମିଲିନ୍ଦ ଦେଓରା ଏବଂ ବାବା ସିଦ୍ଦିକିଙ୍କ ପରେ ବର୍ତ୍ତମାନ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଚହ୍ବାନ ଦଳରୁ ଇସ୍ତଫା ଦେଇଛନ୍ତି।…

ଭରତ ଫ୍ଲପ୍‌, ତୃତୀୟ ଟେଷ୍ଟରେ ଡେବ୍ୟୁ କରିପାରନ୍ତି ଏହି ଖେଳାଳି

ରାଜକୋଟ,୧୨।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଫେବୃଆରୀ ୧୫ରେୁ ରାଜକୋଟରେ ଖେଳାଯିବ। ଭାରତୀୟ ଦଳ ଅନେକ ପରିବର୍ତ୍ତନ ସହିତ ଏହି ମ୍ୟାଚରେ ପ୍ରବେଶ କରିପାରିବ। ତେବେ ଯୁବ ଉଇକେଟ କିପର ଧ୍ରୁଭ…

ସ୍କୁଟିକୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ମହିଳାଙ୍କ ଜୀବନ

ଅନୁଗୋଳ,୧୨ା୨(ଅମିତ କୁମାର ସାମଲ): ଟ୍ରକ୍‌ ଦୁର୍ଘଟଣାରେ ସୋମବାର ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ବଅଁରପାଳ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ସୂଚନାନୁଯାୟୀ, ସୁନୀତା ସାହୁ ନାମକ ଜଣେ ମହିଳା ଏକ ସ୍କୁଟିରେ ବଅଁରପାଳରୁ ତାଳଚେର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri