ସଚିନ ତେନ୍ଦୁଲକରଙ୍କୁ ଆଉଟ୍ କଲେ ବିଗ୍ ବସ୍ ବିଜେତା: ସମସ୍ତେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୭।୨: ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତରେ ଭଗବାନ କୁହାଯାଏ। ତାଙ୍କୁ ପଡିଆରେ ଆଉଟ୍ କରିବା ବୋଲରଙ୍କ ପାଇଁ ସ୍ବପ୍ନ ସତ ହେବା ଭଳି। ନିକଟରେ କିଛି ସମାନ ଘଟଣା ଦେଖିବାକୁ ମିଳିଛି। ନିକଟରେ ଥାନେରେ ଆୟୋଜିତ ଇଣ୍ଡିଆନ ଷ୍ଟ୍ରିଟ ପ୍ରିମିୟର ଲିଗ…
ଛୋଟ ଦେଶ, ମାତ୍ର ସାରା ବିଶ୍ୱକୁ ଯୋଗାଏ ସୋରିଷ ତେଲ
ଦୁନିଆର ଅନେକ ଦେଶରେ ସୋରିଷ ତେଲରେ ଖାଦ୍ୟ ରନ୍ଧାଯାଏ। ଏହା ଭାରତର ପ୍ରାୟ ସମସ୍ତ ରୋଷେଇ ଘରେ ଦେଖିବାକୁ ମିଳେ। ଉତ୍ପାଦନ ବିଷୟରେ କହିବାକୁ ଗଲେ, ୨୦୨୧ରେ ଭାରତରେ ସୋରିଷର ରେକର୍ଡ ଉତ୍ପାଦନ ହୋଇଥିଲା। ପ୍ରାୟ ୮୯.୫ ଲକ୍ଷ ଟନ୍ ସୋରିଷ…
ଯଦି ମୁଁ ଭାଜପାରେ ସାମିଲ ହୋଇଯିବି, ଇଡି ସମନ ମିଳିବା ବନ୍ଦ ହୋଇଯିବ: କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୭।୩: ଅବକାରୀ ଦୁର୍ନୀତି ମାମଲାରେ ଏଯାବତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ କରାଯାଇଥିବା ୮ ସମନକୁ ଅଣଦେଖା କରିସାରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ଏଣୁ ତାଙ୍କ ବିରୋଧରେ ମୋକଦ୍ଦମା ଚଲାଇବାକୁ ଦାବି କରି ଦିଲ୍ଲୀର ଏକ କୋର୍ଟରେ ନୂଆ ମାମଲା ଦାୟର କରାଯାଇଛି।…
ଟ୍ୟୁଶନ ଯାଉଥିବାବେଳେ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର
ନୋଏଡା,୭।୩: ନୋଏଡା ଏକ୍ସଟେନ୍ସନରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଟ୍ୟୁଶନ ଯାଉଥିବାବେଳେ ଜଣେ ୨୫ ବର୍ଷୀୟ ପଡୋଶୀ ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ବୁଧବାର ପୋଲିସ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି ଯେ ଫେବୃଆରୀ ୨୯ରେ ଏହି…
ମହାରାଷ୍ଟ୍ରରେ ଛିଡୁନି ଭାଜପା ଅଙ୍କ: କାହାକୁ ମିଳିବ କେତେ ଆସନ, ବଢିଲା ସସ୍ପେନ୍ସ
ମୁମ୍ବାଇ,୭।୩: ଲୋକ ସଭା ନିର୍ବାଚନ ୨୦୨୪ ସମ୍ପର୍କରେ ମହାରାଷ୍ଟ୍ରରେ ଭାଜପା ଏବଂ ଏନଡିଏର ସହଯୋଗୀ ଶିବସେନା (ଶିନ୍ଦେ ଦଳ)-ଏନ୍ସିପି (ଅଜିତ ପାୱାର) ଦଳ ମଧ୍ୟରେ ସିଟ ବାଣ୍ଟିବା ସୂତ୍ର ନିଷ୍ପତ୍ତି ନିଆଯାଇଛି। ମହାରାଷ୍ଟ୍ରରେ ୪୮ଟି ଆସନ ବଣ୍ଟନ ସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରୀ…
କେଜ୍ରିୱାଲଙ୍କୁ କୋର୍ଟ ପକ୍ଷରୁ ସମନ ଜାରି
ନୂଆଦିଲ୍ଲୀ,୭।୩: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଯାଞ୍ଚ ପାଇଁ ବାରମ୍ବାର ସମନ ସତ୍ତ୍ୱେ ହାଜର ହେଉ ନ ଥିବାରୁ ପୁଣିଥରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଇଡି ଅଭିଯୋଗ କରିଛି। ଇଡିର ଦ୍ୱିତୀୟ ଅଭିଯୋଗରେ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଅରବିନ୍ଦ…
ଅଶ୍ୱିନଙ୍କୁ ମିଳିଲା ସ୍ବତନ୍ତ୍ର କ୍ୟାପ୍, ଭାବପ୍ରବଣ ହେଲେ ସ୍ତ୍ରୀ
ଧର୍ମଶାଳା,୭।୩: ଭାରତର କିମ୍ବଦନ୍ତୀ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଧର୍ମଶାଳା ଟେଷ୍ଟରେ ମଇଦାନକୁ ଓହ୍ଲାଇବା ମାତ୍ରେ ଇତିହାସ ସୃଷ୍ଟି କରିଛନ୍ତି। ସେ ନିଜର ୧୦୦ ତମ ଟେଷ୍ଟ ଖେଳିବାରେ ଭାରତର ୧୪ ତମ ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ରାହୁଲ…
୨୦୧୩ ପରେ ପ୍ରଥମଥର ପାଇଁ ଧର୍ମଶାଳା ଟେଷ୍ଟରେ ଘଟିଲା ଏମିତି…
ଧର୍ମଶାଳା,୭।୩: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ ଧର୍ମଶାଳାରେ ଖେଳାଯାଉଛି। ଏହି ମ୍ୟାଚ ଭାରତର ରବିଚନ୍ଦ୍ରନ ଅଶ୍ୱିନ ଏବଂ ଇଂଲଣ୍ଡର ଜନି ବେୟାରଷ୍ଟୋଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର। ଉଭୟଙ୍କ…
ଏହି ୭ ଜିନିଷରେ ଗୋଡ ବଜାନ୍ତୁ ନାହିଁ କି ମାରନ୍ତୁନି ଗୋଇଠା, ନଚେତ ହୋଇଯିବେ ବରବାଦ…
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡିତ ବିଭିନ୍ନ ସମସ୍ୟା ଓ ତାର ସମାଧାନ ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଅର୍ଥ, ପଦୋନ୍ନତି, ବ୍ୟବସାୟ, ବନ୍ଧୁତା, ଶତ୍ରୁତା ହେଉ ଅଥବା ବୈବାହିକ ଜୀବନ ସହ ଜଡିତ ସମସ୍ୟା ସବୁକିଛିର…
କିଏ ସେହି ଦେବଦତ୍ତ ପଡିକ୍କଲ, ଯାହାଙ୍କୁ ମିଳିଲା ଇଂଲଣ୍ଡ ଡେବ୍ୟୁ କରିବାର ସୁଯୋଗ
ଧର୍ମଶାଳା,୭।୩: ଧର୍ମଶାଳାରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟରେ ଦେବଦତ୍ତ ପଡ୍ଡିକଲ ଭାରତ ପାଇଁ ଟେଷ୍ଟ ଡେବ୍ୟୁ କରିଥିଲେ। ନିଜର ୧୦୦ ତମ ଟେଷ୍ଟ ଖେଳିଥିବା ରବିଚନ୍ଦ୍ରନ ଅଶ୍ୱିନ ପଡିକ୍କଲଙ୍କୁ ଡେବ୍ୟୁ କ୍ୟାପ ଦେଇଥିଲେ। ଏହାପୂର୍ବରୁ ରାଞ୍ଚିରେ ଖେଳାଯାଇଥିବା ଚତୁର୍ଥ…
ସୌରଭ ଗାଙ୍ଗୁଲିଙ୍କ ନାଁରେ ଅଭିଯୋଗ ଆଣିଲେ ସ୍ତ୍ରୀ
ନୂଆଦିଲ୍ଲୀ,୭।୩:ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ନାଁରେ ସ୍ତ୍ରୀ ଡୋନା ଏକ ଅଭିଯୋଗ ଆଣିଛନ୍ତି। ନିକଟରେ ଡୋନା ଗାଙ୍ଗୁଲିଙ୍କୁ ବଙ୍ଗଳା ଟେଲିଭିଜନ ଶୋ’ ଦିଦି ନଂ ୧ ରେ ଦେଖିବାକୁ ମିଳିଥିଲା। ଅଭିନେତ୍ରୀ ରାଖନା ବାନାର୍ଜୀ ଏହି ଶୋ’ର ହୋଷ୍ଟ କରନ୍ତି।…
କାହିଁକି ଧର୍ମଶାଳା ଟେଷ୍ଟରୁ ବାଦ୍ ପଡିଲେ ରଜତ, କାରଣ କହିଲେ ରୋହିତ ଶର୍ମା
ଧର୍ମଶାଳା,୭।୩: ଟେଷ୍ଟ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ ଧର୍ମଶାଳରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ରଜତ ପାଟିଦାର ଖେଳୁ ନାହାଁନ୍ତି। ଆହତ କାରଣରୁ ପାଟିଦାର ଟିମ ଇଣ୍ଡିଆର ପ୍ଲେ-୧୧ରୁ ବାଦ୍ ପଡିଛନ୍ତି। ଟସ୍ ପରେ ଭାରତୀୟ…
Archives


