Home Left

ଗୋପନରେ ବିବାହ କଲେ ରାଖୀଙ୍କ ପୂର୍ବତନ ସ୍ବାମୀ ଆଦିଲ, ଜାଣନ୍ତୁ ଧରିଲେ କାହା ହାତ…

ବମ୍ବେ: ବିବାହ କରିଛନ୍ତି ବିବାଦୀୟ ଅଭିନେତ୍ରୀ ରାଖୀ ସାଓ୍ବନ୍ତଙ୍କ ପୂର୍ବତନ ସ୍ବାମୀ ଆଦିଲ ଦୁରାନୀ। ସେ ବିଗ୍‌ବସ୍‌ ୧୨ ଫେମ୍‌ ସବା ଅଲ୍ଲୀ ଖାନ୍‌ଙ୍କ ସାନ ଭଉଣୀ ସୋମି ଅଲ୍ଲୀଙ୍କୁ ବିବାହ କରିଥିବା ଜଣାପଡ଼ିଛି। ଉଭୟ ଅନେକ ଦିନ ଧରି ସମ୍ପର୍କରେ…

୧୦୦ତମ ମ୍ୟାଚ୍‌ରେ କମାଲ୍‌ କଲେ ଅଶ୍ୱିନ୍‌

ଧର୍ମଶାଳା,୭।୩: ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ ଧର୍ମଶାଳାର ଏଚପିସିଏ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ରବିଚନ୍ଦ୍ରନ ଅଶ୍ୱିନ ୧୦୦ ତମ ଟେଷ୍ଟ ଖେଳୁଛନ୍ତି। ଏହି…

ଯାହା ୧୦୦ ବର୍ଷରେ ହୋଇ ନ ଥିଲା, ତାହା ଧର୍ମଶାଳା ଟେଷ୍ଟରେ କରିଦେଖାଇଲେ କୁଲଦୀପ

ଧର୍ମଶାଳା,୭।୩: ଟିମ ଇଣ୍ଡିଆ ପାଇଁ ଚମତ୍କାର ବୋଲିଂ କରି କୁଲଦୀପ ଯାଦବ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି। କୁଲଦୀପ ତାଙ୍କ ଟେଷ୍ଟ କ୍ୟାରିୟରରେ ୫୦ ଉଇକେଟ ପୂରଣ କରିଛନ୍ତି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପଞ୍ଚମ…

କେନ୍ଦ୍ର ସରକାରଙ୍କ ବଡ ଘୋଷଣା: ପୁଣି ମିଳିବ ମାଗଣା ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ,୭।୩: ପାଖେଇ ଆସିଲାଣି ନିର୍ବାଚନ। ଏନେଇ ଗୋଟିକ ପରେ ଗୋଟିଏ ଜନତାଙ୍କୁ ଉପହାର ଦେଉଛନ୍ତି ସରକାର। ତେବେ DA ବଢିବା ଘୋଷଣା ଭିତରେ ଲୋକଙ୍କୁ ଆଉ ଏକ ଖୁସି ଖବର ଦେଇଛନ୍ତି। ମୋଦି ସରକାର ପ୍ରଧାନମନ୍ତ୍ରୀ ଉଜ୍ବଳା ଯୋଜନା (PM ଉଜ୍ବଳା…

୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଆରସି

ବଲାଙ୍ଗୀର, ୭।୮(ସୁନୀଲ ମହାନ୍ତି): ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି ବଲାଙ୍ଗୀର ଜିଲା ଦେଓଗାଁ ବିଆରସି ମଧୁସୂଦନ ପଟେଲ। ବଲାଙ୍ଗୀର ପ୍ୟାଲେସ ଲାଇନର ଏମଡି ଆଶିଷ ନାମକ ଜଣେ ବ୍ୟକ୍ତିଙ୍କଠାରୁ ସେ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ…

ଇଲେକ୍ଟ୍ରିକ ଗାଡି ଚଳାଉଛନ୍ତି କି? ଆସିଲା ସାଂଘାତିକ ତଥ୍ୟ

ନୂଆଦିଲ୍ଲୀ,୭।୩: ତାପମାତ୍ରା ବଢିବା ଯୋଗୁ ଏବେ ଗ୍ଲୋବାଲ ଓ୍ବାର୍ମିଂ ବୃଦ୍ଧି ପାଇବାରେ ଲାଗିଛି। ସେଥିପାଇଁ ସରକାର ଗଛ କାଟିବା, ପରିବେଶକୁ ସବୁଜ ସୁନ୍ଦର ରଖିବାକୁ ପରାମର୍ଶ ଦେବା ସହ ପେଟ୍ରୋଲ-ଡିଜେଲ ଗାଡିକୁ ଯେତେଦୂର କମ୍‌ ବ୍ୟବହାର କରିବାକୁ ପରାମର୍ଶ ଦେୁଛନ୍ତି। ତା’…

ଯୁବ ବ୍ୟବସାୟୀଙ୍କ ଘରେ ଇଡି ଚଢାଉ

ଛତ୍ରପୁର,୭।୩(ଦିଲ୍ଲୀପ ସାମଲ/ସନ୍ତୋଷ ପାଢୀ): ଏଟି ଗ୍ରୁପ (ଅର୍ଥତତ୍ତ ଚିଟ୍‌ଫଣ୍ଡ) ଚିଟଫଣ୍ଡ ଠକେଇ ମାମଲାରେ ପରିବହନ ଠିକାଦାର ତଥା ପୂର୍ବତନ ସଂସ୍ଥା ଅଧିକାରୀ ଅହିଭୂଷଣ ସାହୁ ଓରଫ ବାବୁଲି ସାହୁଙ୍କ କାଳିଆବାଲି ଛକ ବାସଭବନରେ ଗୁରୁବାର ଇଡି ଚଢାଉ ହୋଇଛି। ଆଜି ସକାଳୁ…

ବଦଳିପାରେ ବିହାର ରାଜନୀତି: ଚିରାଗ ପାଶଓ୍ବାନଙ୍କୁ ମିଳିଲା ବଡ ଅଫର୍‌

ନୂଆଦିଲ୍ଲୀ,୭।୩: ବିହାରରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ଏନଡିଏ ଏବଂ ଇଣ୍ଡିଆ ଆଲାଇନ୍ସ ମଧ୍ୟରେ ଆସନ ବଣ୍ଟନ ନେଇ ଦ୍ୱନ୍ଦ୍ୱ ରହିଛି। ସୂଚନା ଅନୁଯାୟୀ, ଲୋକ ଜନଶକ୍ତି ପାର୍ଟି(ଏଲଜେପି)ନେତା ଚିରାଗ ପାଶୱାନଙ୍କ ପାର୍ଟିକୁ ନିଜ ଆଡକୁ ଆଣିବା ପାଇଁ…

କୃଷକଙ୍କ କ୍ଷେତରେ ଫଳିଛି ୧୫ କେଜି ଓଜନର ମୂଳା, ଉପାଡ଼ିବାକୁ ଦରକାର ପଡ଼ିଲେ ୨ ଜଣ

ଭରତପୁର,୭ା୩: ରାଜସ୍ଥାନର ଭରତପୁରରେ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ କ୍ଷେତରେ ଏପରି ମୂଳା ଫଳିଛି, ଯାହାକୁ ଲୋକମାନେ ଦେଖିବାକୁ ଆସୁଛନ୍ତି। ଭରତପୁରର ରୁଦାଓ୍ବାଲ ସହରର ନିବେରା ଗ୍ରାମ ଏକ ଆଶ୍ଚର୍ଯ୍ୟଜନକ ଅଟେ। ଏଠାରେ ଜଣେ କୃଷକ ନିଜ କ୍ଷେତରେ…

ସୁପରମ୍ୟାନ ଷ୍ଟାଇଲରେ କ୍ୟାଚ୍‌ ଧରିଲେ ଶୁଭମନ ଗିଲ୍‌: ଦେଖନ୍ତୁ ଭିଡିଓ

ଧର୍ମଶାଳା,୭।୩:ଇଂଲଣ୍ଡ ଟସ ଜିତି ଭାରତ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଅଭିଜ୍ଞ ଭାରତୀୟ ଅଫ ସ୍ପିନର ଆର ଅଶ୍ୱିନ ଏବଂ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋ ମଧ୍ୟ ତାଙ୍କର ୧୦୦ତମ ଟେଷ୍ଟ ଖେଳୁଛନ୍ତି।…

ଭାଜପା ନେତାଙ୍କୁ ନିର୍ମମ ହତ୍ୟା କଲେ ନକ୍ସଲ

ରାୟପୁର,୭।୩: ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରର କୋଟମେଟା ଗାଁରେ ଭାଜପା ନେତା କୈଳାଶ ନାଗଙ୍କୁ ନକ୍ସଲମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି। କୈଳାଶଙ୍କ ଘର ବିଜାପୁରର କୋଟମେଟା ଗାଁରେ ବୋଲି ଜଣାପଡିଛି। ନକ୍ସଲମାନେ ତାଙ୍କ ଗାଁରୁ ଉଠାଇ ନେଇଥିଲେ। ପରେ ତାଙ୍କୁ…

ସାଇବର ଠକାମିରୁ ବଞ୍ଚାଇବ ସରକାରଙ୍କ ଏହି ୨ ପୋର୍ଟାଲ

ନୂଆଦିଲ୍ଲୀ,୭।୩: ଟେକ୍ନୋଲୋଜିର ଏହି ଯୁଗରେ ପ୍ରତ୍ୟେକ କାର୍ଯ୍ୟ ଆଖି ପିଛୁଳାକେ କରାଯାଏ। ସେ ମୋବାଇଲ ରିଚାର୍ଜ ହେଉ କିମ୍ବା କାହାକୁ ଟଙ୍କା ପଠାଇବାରେ, ମୋବାଇଲରେ କିଛି କ୍ଲିକ ଦ୍ୱାରା ସବୁକିଛି କରାଯାଇଥାଏ। ତଥାପି ଯେଉଁ ଗତି ସହିତ ଏହି ସୁବିଧାଗୁଡ଼ିକ ବୃଦ୍ଧି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri