Home Left

ଏହି ୭ ଜିନିଷ ପବିତ୍ର; ଖାଇବା ପରେ ବି କରିପାରିବେ ପୂଜାପାଠ, ଲାଗିବନି ପାପ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଏକାଧିକ ସମସ୍ୟା ଓ ତାର ସମାଧାନ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିମଧ୍ୟରେ ସଫା-ସୁତୁରା ଏବଂ ପବିତ୍ରତାକୁ ନେଇ ଚାଣକ୍ୟ ଅନେକ ନୀତି ବିଷୟରେ ଉଲ୍ଲେଖ କରିଛନ୍ତି। ସେ କୁହନ୍ତି ଏଭଳି…

କାର୍‌ ସହ ଧରାପଡ଼ିଲେ ଗଞ୍ଜେଇ ବେପାରୀ

ଫିରିଙ୍ଗିଆ,୫ା୩(ବିକ୍ରମ ଦିଗାଲ): ଫିରିଙ୍ଗିଆ ଥାନା ବନ୍ଧଗଡ଼ ପଞ୍ଚାୟତ ଅଧୀନ ମଣିପଦର ଗାଁ ନିକଟ ମୁଖ୍ୟ ରାସ୍ତାରୁ ପୋଲିସ ଏକ କାର ସହ ୧୨୬ କି.ଗ୍ରା ଗଞ୍ଜେଇ ଜବତ କରିଛି। ଏଥିସହ ପୋଲିସ ଗଞ୍ଜେଇ ଚାଲାଣ କରୁଥିବା ୨ ବ୍ୟବସାୟୀଙ୍କୁ ଗିରଫ କରିଛି…

୩୦ବର୍ଷ ଦେଶ ସେବା କରି ଜନ୍ମମାଟିକୁ ଫେରିଲେ ସୈନିକ

କୋଲାବିରା,୫ା୩(ଚିନ୍ମୟ କୁମାର ବହିଦାର): ୩୦ବର୍ଷ ଧରି ଜଣେ ସୈନିକ ଭାବେ ଦେଶମାତୃକାର ସେବାରେ ନିଜକୁ ନିୟୋଜିତ କରି କୋଲାବିରା ବ୍ଲକ ସନ୍ୟାସିପାଲି ଗ୍ରାମର ଛବିଳ କୁମାର ବାଗ୍‌ ମଙ୍ଗଳବାର ଜନ୍ମମାଟିକୁ ଫେରିଛନ୍ତି। ସୁବେଦାର ବାଗ୍‌ ଶ୍ରୀନଗରରୁ ଫେରିବା ପରେ ଦୁଲଦୁଲି ବାଦ୍ୟ…

ସ୍ବାମୀ-ପୁଅଙ୍କୁ ଛାଡି ପ୍ରେମିକଙ୍କ ସହ ଯାଇଥିଲେ, ମାଟିତଳୁ ମିଳିଲା ମୃତଦେହ

ଦେବଗଡ,୫।୩: ସ୍ବାମୀ ଓ ପୁଅକୁ ଛାଡି ପ୍ରେମିକ ସହ ଫେରାର ହୋଇଥିଲେ। ହେଲେ ଯେଉଁ ପ୍ରେମିକଙ୍କ ହାତ ଧରି ଘରର ଏରୁଣ୍ଡି ଡେଇଁଥିଲେ, ସିଏ ସାଜିଲା ହତ୍ୟାକାରୀ। ପ୍ରେମିକାର ଚରିତ୍ରକୁ ସନ୍ଦେହ କରି ତଣ୍ଟି ଚିପି ହତ୍ୟା କରଛନ୍ତି। ଏପରି ବୀଭତ୍ସ…

୧୦ ଗ୍ରାମକୁ ରେକର୍ଡ ୬୫,୦୦୦ ଟଙ୍କାରେ ପହଞ୍ଚିଲା ସୁନା, ରୁପା ବି ବଢ଼ିଲା …

ନୂଆଦିଲ୍ଲୀ,୫।୩: ପୁଣି ବଢ଼ିଲା ସୁନା ଦର। ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ ସୁନା ମୂଲ୍ୟ ୮୦୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପିଛା ରେକର୍ଡ ୬୫,୦୦୦ ଟଙ୍କା ଛୁଇଁଛି । ସେହିଭଳି ରୁପା ମଧ୍ୟ ୯୦୦ ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ…

ଚାଲିଥିଲା ମ୍ୟାଚ୍‌: ମୁଣ୍ଡରେ ଆଘାତ ଲାଗି ଚାଲିଗଲା ପାକିସ୍ତାନୀ ଜୁଡୋକାଙ୍କ ଜୀବନ

କରାଚୀ,୫ା୩: ପାକିସ୍ତାନର ଜଣେ ୨୦ ବର୍ଷୀୟା ଜୁଡୋକା ମୁଣ୍ଡରେ ଆଘାତ ଲାଗି ପ୍ରାଣ ହରାଇଛନ୍ତି। ଖାଇବର ପଖତୁନଖ୍ବା ଅଞ୍ଚଳର ୨୦ ବର୍ଷୀୟା ଛାତ୍ରୀ ଫିଜା ଶେର ଅଲୀ ଏକ ୟୁଥ୍‌ ଟ୍ୟାଲେଣ୍ଟ ହଣ୍ଟ ପ୍ରୋଗ୍ରାମରେ ଅଂଶଗ୍ରହଣ କରୁଥିବା ବେଳେ ଏହି ଅଘଟଣ…

ପଞ୍ଚାୟତିରାଜ ଦିବସରେ ଶ୍ରେଷ୍ଠ ପଞ୍ଚାୟତ ହେଲା ପୁରସ୍କୃତ

କୋରାପୁଟ,୫।୩(ଅମିତାଭ ବେହେରା): ମଙ୍ଗଳବାର କୋରାପୁଟସ୍ଥିତ ସଦ୍‌ଭାବନା ସଭାଗୃହଠାରେ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ ହୋଇଯାଇଛି। କୋରାପୁଟ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡ଼ାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭାର ଉଦ୍‌ଘାଟନ…

ରାଶି ଅନୁଯାୟୀ ଜାଣନ୍ତୁ ‘ଲଭ୍‌ ଲାଇଫ୍‌’: କାହାକୁ ମିଳେ ଧୋକା? କିଏ ଏକାଧିକ ଥର ପ୍ରେମରେ ପଡ଼ନ୍ତି…

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମନୁଷ୍ୟର ବ୍ୟବହାର ତାର ରାଶି ଅନୁଯାୟୀ ଜଣାପଡ଼ିଥାଏ। ସବୁ ରାଶିର ଗୁଣ-ଦୋଷ ଭିନ୍ନଭିନ୍ନ ଥାଏ। କିଛି ରାଶିର ବ୍ୟକ୍ତି ଅତ୍ୟନ୍ତ କ୍ରୋଧି ସ୍ବଭାବର ହୋଇଥିବା ବେଳେ କିଛି ହୃଦୟବାନ(ପ୍ରେମୀ ସ୍ବଭାବର) ହୋଇଥାନ୍ତି। ଆସନ୍ତୁ ଜାଣିବା ରାଶି ଅନୁଯାୟୀ…

ମୌଳିକ ଅଧିକାର ପାଇଁ ଯାଦବ ଉଠାଇବେ ସ୍ବର

ତିହିଡି,୫।୩(ସଞ୍ଜିତ ବଳ): ଯାଦବମାନେ ସବୁ କ୍ଷେତ୍ରରେ ଅବହେଳିତ। ଏପରିକି ମୌଳିକ ଅଧିକାରରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଆସୁଥିଲେ ମଧ୍ୟ ସେମାନଙ୍କ ଦାବି ପ୍ରତି ସରକାର କର୍ଣ୍ଣପାତ କରୁନାହାନ୍ତି। ଆସନ୍ତା ୭ ତାରିଖରେ ତିହିଡ଼ି କାଳୀପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଯାଦବ ଜାଗୃତି…

ମଣିଷ ଚିହ୍ନିବାରେ ଭୁଲ କରିଦେଇଥିବାରୁ କରୁଛନ୍ତି କି ପଶ୍ଚାତାପ? ଜାଣି ରଖନ୍ତୁ ଚାଣକ୍ୟ କହିଥିବା ଏହି ୪ କଥା

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବ୍ୟକ୍ତିର ସ୍ବଭାବ ବିଷୟରେ ଅନେକ କିଛି ଉଲ୍ଲେଖ କରିଛନ୍ତି। ଏହାକୁ ଆପଣାଇବା କଷ୍ଟକର ହୋଇଥିଲେ ହେଁ ଯିଏ ତାହା କରିପାରନ୍ତି ତାଙ୍କର ଜୀବନ ସୁଖମୟ ହୋଇଥାଏ। ସେଥିରୁ ଗୋଟିଏ ହେଲା ମଣିଷ ଚିହ୍ନିବା। ଆଜିର ବ୍ୟସ୍ତବହୁଳ…

ପୋଖରୀରେ ବୁଡ଼ି ଚାଲିଗଲା ଦୁଇ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ଜୀବନ

ଧାମନଗର,୫।୩(ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ବ୍ଲକ ପୋଡିଗାଁ ପଞ୍ଚାୟତ ନାଉରୀଗଡ଼ିଆ ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ମଧ୍ୟାହ୍ନରେ ଗାଁ ନିକଟସ୍ଥ ଏକ ପୋଖରୀରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେମାନେ ପଞ୍ଚମ ଶ୍ରେଣୀର ପଢୁ ଥିଲେ।…

ଭୁବନେଶ୍ୱରରେ ମୋଦି

ଭୁବନେଶ୍ୱର,୫।୩: ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଆସି ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି। ପରେ ସେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଚଣ୍ଡିଖୋଲରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ । ଏହି ଅବସରରେ ୧୯…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri