ବଜାରରେ ହସ୍କଭର୍ନାର ନୂତନ ମଡେଲ
ଭୁବନେଶ୍ୱର,୮।୬: ହସ୍କଭର୍ନା ମୋଟରସାଇକେଲର ନୂତନ ମଡେଲ ‘ଭିଟ୍ପିଲେନ୍-୨୫୦ ଏବଂ ସର୍ଟପିଲେନ୍ ୪୦୧’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ହସ୍କଭର୍ନା ମୋଟରସାଇକେଲ ନିକଟରେ କେଟିଏମ୍ ଇଣ୍ଡିଆ ସହ ସହଭାଗିତା ସ୍ଥାପନ କରିଥିଲାବେଳେ ଉଭୟ କମ୍ପାନୀ ଏଚ୍ଡିଏଫ୍ସି ବ୍ୟାଙ୍କ ଜରିଆରେ ଏହାର ବ୍ୟବସାୟିକ…
ତନିସ୍କର ଶତ ପ୍ରତିଶତ ଗୋଲ୍ଡ ଏକ୍ସଚେଞ୍ଜ ପ୍ରୋଗ୍ରାମ
ଭୁବନେଶ୍ୱର,୮।୬: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଜାତୀୟସ୍ତରର ଗହଣା ରିଟେଲ ବ୍ରାଣ୍ଡ୍ ‘ତନିସ୍କ’ର ବହୁ ପ୍ରତୀକ୍ଷିତ ଅଫର ‘ଗୋଲ୍ଡ ଏକ୍ସଚେଞ୍ଜ ପ୍ରୋଗ୍ରାମ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ସୁନାର ବର୍ଦ୍ଧିତ ଦର ମଧ୍ୟରେ ଗହଣା ରିଟେଲ ବ୍ରାଣ୍ଡ୍ ତନିସ୍କ…
ଏସିଆନ ପେଣ୍ଟସ୍ର ନୂତନ ଅଭିଯାନ
ଭୁବନେଶ୍ୱର, ୮।୬: ଭାରତର ଅଗ୍ରଣୀ ପେଣ୍ଟ ଆଣ୍ଡ ଡେକୋର କମ୍ପାନୀ ‘ଏସିଆନ ପେଣ୍ଟସ’ର ନୂତନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୫ରୁ ୧୪ ବର୍ଷ ବୟସର ଯୁବ କ୍ରିକେଟ ଉତ୍ସାହୀଙ୍କ ପାଇଁ ‘କ୍ରିକେଟ ସ୍କଲାରସିପ ପାୱରଡ ବାଇ ନିଓଭାରତ’ର ଶୁଭାରମ୍ଭ…
ଦଳରୁ ବହିଷ୍କାର ପରେ ବିଜେଡି-କଂଗ୍ରେସ ବିଷୟରେ ଭିତିରି କଥା କହିଦେଲେ ମାନସ
ଭୁବନେଶ୍ୱର,୮।୬: କଂଗ୍ରେସର କଟକ ଜିଲା ସଭାପତି ମାନସ ଚୌଧୁରୀଙ୍କୁ ଶୁକ୍ରବାର ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି। ଯାହା ପରେ ସେ କଂଗ୍ରେସ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ମାନସ କହିଛନ୍ତି, ଏଥର ନିର୍ବାଚନରେ ରାଜ୍ୟ କଂଗ୍ରେସ ସଭାପତି ଶରତ…
ଜୁନ୍ ୧୨ରେ ବିଓଆଇର ସମ୍ଝୋତା ଦିବସ
ଭୁବନେଶ୍ୱର, ୮।୬: ବ୍ୟାଙ୍କ ଅଫ୍ ଇଣ୍ଡିଆ (ବିଓଆଇ)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ସମ୍ଝୋତା ଦିବସ’ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଦେଶବ୍ୟାପୀ ବିଓଆଇର ସମସ୍ତ ଶାଖା, ଅଞ୍ଚଳ ଏବଂ ଏଫ୍ଜିଏମ୍ଓରେ ଏକକାଳୀନ ସମାଧାନ (ଓଟିଏସ୍) କାର୍ଯ୍ୟକ୍ରମ ମାଧ୍ୟମରେ ଋଣଗ୍ରହୀତାମାନଙ୍କର ଏନ୍ପିଏ ଆକାଉଣ୍ଟଗୁଡିକର…
ନବୀନ ନିବାସରେ ଅରୁଣ ପଟ୍ଟନାୟକ, ହେବେ କି ନବୀନଙ୍କ ଉତ୍ତରାଧିକାରୀ, ବଢୁଛି ଚର୍ଚ୍ଚା
ଭୁବନେଶ୍ୱର,୮।୬: ବିଜେଡିର ଶୋଚନୀୟ ପରାଜୟ ପରେ ବିଜୁ ପଟ୍ଟନାୟକଙ୍କ ନାତି ଅରୁଣ ପଟ୍ଟନାୟକ ଶୁକ୍ରବାର ଓଡ଼ିଶା ଆସିଛନ୍ତି। ତେବେ ଅରୁଣଙ୍କ ଅଚାନକ ଭୁବନେଶ୍ୱର ଆଗମନକୁ ନେଇ ରାଜନୀତି ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ନବୀନଙ୍କ ଉତ୍ତରାଧିକାରୀ ହୋଇ ଅରୁଣ ବିଜେଡିର…
ଟ୍ରେଣ୍ଡସ୍ ପକ୍ଷରୁ ମେଧାବୀ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର, ୮।୬: ରିଲାଏନ୍ସ ରିଟେଲର ପୋଷାକ ଓ ଆସେସୋରିଜ୍ ସ୍ପେଶାଲିଟି ଚେନ୍ ‘ଟ୍ରେଣ୍ଡସ୍’ର ଓଡ଼ିଶା ୟୁନିଟ୍ ପକ୍ଷରୁ ଚଳିତ ବର୍ଷ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରୀଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର…
ଫର୍ଚୁନ୍ର ନୂତନ ଅଭିଯାନ
ଭୁବନେଶ୍ୱର, ୮।୬: ଦେଶର ପ୍ରମୁଖ ଖାଇବା ତେଲ ‘ଫର୍ଚୁନ’ର ନୂତନ ଅଭିଯାନ ବନାଓ କୁଛ୍ ହଟ୍କେର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଫର୍ଚୁନ ସୋୟା ଚଙ୍କ୍ସ ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନରେ ସୋୟା ଚଙ୍କ୍ସକୁ ନେଇ ବିଭିନ୍ନ…
୯ରେ କଙ୍ଗନାଙ୍କ ବିରୋଧରେ କୃଷକ ଆନ୍ଦୋଳନ
ନୂଆଦିଲ୍ଲୀ,୮ା୬: ଅଭିନେତ୍ରୀରୁ ନେତ୍ରୀ ସାଜିଥିବା ଭାଜପା ଏମ୍ପି କଙ୍ଗନା ରାଣାଓ୍ବତ୍ଙ୍କ ବିରୋଧରେ କୃଷକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି। କଙ୍ଗନାଙ୍କୁ ଗୁରୁବାର ଚଣ୍ଡିଗଡ଼ ଏୟାରପୋର୍ଟରେ ଚାପୁଡ଼ା ମାରିଥିବା ସିଆଇଏସ୍ଏଫ୍ର ମହିଳା କନ୍ଷ୍ଟେବଲଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବାବେଳେ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି।…
ଅବସରପ୍ରାପ୍ତ ଡିଆଇଜିଙ୍କୁ ୭ ବର୍ଷ ଜେଲ
ମୋହାଲି,୮ା୬: ୧୯୯୩ରେ ଘଟିଥିବା ଏକ ଫେକ୍ ଏନ୍କାଉଣ୍ଟର ମାମଲାରେ ପଞ୍ଜାବର ପୂର୍ବତନ ଡିଆଇଜି ଦିଲ୍ବାଗ ସିଂଙ୍କୁ ଶୁକ୍ରବାର ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ହୋଇଥିବାବେଳେ ପୂର୍ବତନ ଡିଏସ୍ପି ଗୁରବଚନ ସିଂଙ୍କୁ ଆଜୀବନ ଜେଲଦଣ୍ଡ ହୋଇଛି। ଗୁଲଶନ କୁମାର ନାମକ ଜଣେ ପରିବା ବିକ୍ରେତାଙ୍କୁ…
ଯାଜପୁରରେ ପରିବାରବାଦ ରାଜନୀତି ବିଫଳ
ଯାଜପୁର,୮ା୬(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ ପରିବାରବାଦ ରାଜନୀତିକୁ ଭୋଟର ଏଥର ନାପସନ୍ଦ କରିଛନ୍ତି। ଫଳରେ ଚଳିତ ସାଧାରଣ ନିର୍ବାଚନରେ କୋରେଇ ଆସନରୁ ବିଜେଡିର ସନ୍ଧ୍ୟାରାଣୀ ଦାସ, ସୁକିନ୍ଦାରୁ ପ୍ରୀତିରଞ୍ଜନ ଘଡେଇ ଓ ଧର୍ମଶାଳାରୁ ପ୍ରଣବ ବଳବନ୍ତରାୟ ପରାଜିତ ହୋଇଛନ୍ତି। ଉତ୍ତରାଧିକାରୀ ଭାବେ…
ଓଟିଡିସି ଅଧ୍ୟକ୍ଷ ଲେନିନ୍ ମହାନ୍ତି ଇସ୍ତଫା ଦେଲେ
ଭୁବନେଶ୍ୱର,୮।୬(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର ଅଧ୍ୟକ୍ଷ ଲେନିନ୍ ମହାନ୍ତି ତାଙ୍କ ପଦବୀରୁ ଶୁକ୍ରବାର ଇସ୍ତଫା ଦେଇଛନ୍ତି। ସେ ୨୦୨୨ରେ ଅଧ୍ୟକ୍ଷ ପଦରେ ଅବସ୍ଥାପିତ ହୋଇଥିଲେ। ଏଥିସହ ମହାନ୍ତି ବିଜୁ ଜନତା ଦଳର ମୁଖପାତ୍ର ଅଛନ୍ତି। ଗତ ୪ ତାରିଖରେ…
Archives


