ମୋଦି, ଶାହାଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଲେ ରାହୁଲ
ନୂଆଦିଲ୍ଲୀ,୬ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ସର୍ବବୃହତ୍ ଷ୍ଟକ୍ ମାର୍କେଟ ଦୁର୍ନୀତିର ସହ ସିଧାସଳଖ ସମ୍ପୃକ୍ତ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଅଭିଯୋଗ କରିଛନ୍ତି। ସେମାନଙ୍କ ପରାମର୍ଶକ୍ରମେ ଶେୟାର ବଜାରରେ ପୁଞ୍ଜି ଲଗାଇଥିବା…
ଭାରପ୍ରାପ୍ତ ଆଡ୍ଭୋକେଟ ଜେନେରାଲ ହେଲେ ଜ୍ୟୋତିପ୍ରକାଶ ପଟ୍ଟନାୟକ
କଟକ,୬ା୬(କାର୍ତ୍ତିକ ସାହୁ) ହାଇକୋର୍ଟର ସରକାରୀ ଓକିଲ ଜ୍ୟୋତିପ୍ରକାଶ ପଟ୍ଟନାୟକଙ୍କୁ ଭାରପ୍ରାପ୍ତ ଆଡ୍ଭୋକେଟ ଜେନେରାଲ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ସେ ନିଜର ପୂର୍ବ ଦାୟିତ୍ୱ ସମ୍ଭାଳିବା ସହ ଅତିରିକ୍ତ…
ଲକ୍ଷ୍ମୀ ବସ୍ରୁ ହଟିଲା ଶଙ୍ଖ ଚିହ୍ନ
ମାଲକାନଗିରି, ୬ା୬(ଦୁର୍ଯ୍ୟୋଧନ ପାତ୍ର)-ଲକ୍ଷ୍ମୀ ବସ୍ ସେବା ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଲାଗୁ କରିଥିଲେ ା ଏହି ବସ୍ଗୁଡିକ ଜିଲା ଓ ବ୍ଲକ୍ ସଦର ମହକୁମାରୁ ବିଭିନ୍ନ ଆଭ୍ୟନ୍ତରୀଣ ଅଞ୍ଚଳକୁ ଦୈନିକ ଯାତାୟାତ କରିବା ସହ ଯାତ୍ରୀଙ୍କ ଟିକଟ ମୂଲ୍ୟ ଏସିରେ…
ଯବାନଙ୍କ ଶିବିର ଉପରେ ମାଓବାଦୀ ଆକ୍ରମଣ
ମାଲକାନଗିରି, ୬ା୬(ଦୁର୍ଯ୍ୟୋଧନ ପାତ୍ର)-ଛତିଶଗଡରରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି। ମାଓବାଦୀମାନେ ଯବାନଙ୍କୁ ଟାର୍ଗେଟ କରି ଇରାକବତୀ ସୁରକ୍ଷା ଶିବିର ଉପରକୁ ବିଜିଏଲ୍ ଲଞ୍ଚର ଓ ଗୁଳି ଚଳାଇ ଆକ୍ରମଣ କରିଛନ୍ତି। ସୂଚନାନୁସାରେ, ଛତିଶଗଡ ନାରାୟଣପୁର ଜିଲା କୋହକେମେଟା ପୋଲିସ…
ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ
କେନ୍ଦୁଝର,୬ା୬(ନରେଶ ଚନ୍ଦ୍ର ପଟ୍ଟନାୟକ/ ଦୀପକ ମିଶ୍ର): କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟରେ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ବିଜୟ କୁମାର ମିଶ୍ର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ଜେଲ ଦଣ୍ତାଦେଶ ଶୁଣାଇଛନ୍ତି। ଦୋଷୀ ହେଲେ ତେଲକୋଇ ଥାନା…
ସରପଞ୍ଚଙ୍କ ଘର ଆଗରେ ଗରା, ହାଣ୍ଡି ଧରି ଧାରଣାରେ ବସିଲେ ଗ୍ରାମବାସୀ
ଯୋଡ଼ା,୬ା୬(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍ ଅନ୍ତର୍ଗତ ପଳସା ପଞ୍ଚାୟତ ଗୟଳମରା ସାହିରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ଏ ନେଇ ବହୁବାର ଗ୍ରାମବାସୀ ଅଭିଯୋଗ କଲେ ବି ସ୍ଥାୟୀ ସମାଧାନ ହେଉନାହିଁ। ପାନୀୟ ଜଳ ଯୋଗାଣ ଦାବିରେ…
ଲୋକ ସଭା ନିର୍ବାଚନ ପରେ କଂଗ୍ରେସ ସହିତ ମେଣ୍ଟକୁ ନେଇ ଏଏପି କଲା ବଡ଼ ଘୋଷଣା
ନୂଆଦିଲ୍ଲୀ,୬।୬: ଆମ ଆଦମୀ ପାର୍ଟି ନିଷ୍ପତ୍ତି ନେଇଛି ଯେ ଏଏପି ଏକାକୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଦଳର ବରିଷ୍ଠ ନେତା ଗୋପାଳ ରାୟ କହିଛନ୍ତି, ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ସହ ମେଣ୍ଟ ହୋଇଥିଲା। ଆମେ ଏକକୀ…
ପାଣ୍ଡିଆନ୍-ନବୀନଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ପ୍ରଣବ ପ୍ରକାଶ, କହିଦେଲେ ଏମିତି…
ଭୁବନେଶ୍ୱର,୬।୬: ପରାଜିତ ପ୍ରାର୍ଥୀଙ୍କୁ ନେଇ ଗୁରୁବାର ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକ ପରେ ବିଜେଡି ଓ ନବୀନଙ୍କ ସମ୍ପର୍କରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ବଡ଼ ବୟାନ ଦେଇଛନ୍ତି।…
କେବେ ଶେଷ ହେବ ଜନନୀ ଯନ୍ତ୍ରଣା: ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ
ଥୁଆମୂଳ ରାମପୁର,୬।୬(ଦୁର୍ଗା କୀର୍ତ୍ତି): କେବେ ଶେଷ ହେବ ଦୁର୍ଗମ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳର ଜନନୀ ଯନ୍ତ୍ରଣାର ଦୁଃଖ। ପୁଣି ଗର୍ଭବତୀଙ୍କୁ ଖଟିରେ ବୁହା ହେବା ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଦୁର୍ଗମ ଅଞ୍ଚଳରେ ଭଲ ରାସ୍ତାଘାଟ ନ…
ନିର୍ବାଚନ ସରିବା ପରେ ହଟିଲା ଆଦର୍ଶ ଆଚରଣ ବିଧି
ଭୁବନେଶ୍ୱର,୬।୬: ରାଜ୍ୟରେ ଉଭୟ ଲୋକ ସଭା ଓ ବିଧାନସଭା ନିର୍ବାଚନ ପାଇଁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧି ଗୁରୁବାର ହଟାଯାଇଛି। ଏନେଇ ନିର୍ବାଚନ ଆୟୋଗ ଓଡ଼ିଶାର ମୁଖ୍ୟ ସଚିବ ଓ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।…
ପାଣ୍ଡିଆନ୍ଙ୍କୁ ହଟାଇ ଦେଲେ କି ନବୀନ! ପ୍ରଫୁଲ୍ଲ ସାମଲଙ୍କ ବଡ଼ ବୟାନ ପରେ ତେଜିଲା ରାଜନୀତି
ଭୁବନେଶ୍ୱର,୬।୫: ନବୀନ ନିବାସରେ ଗୁରୁବାର ପରାଜିତ ପ୍ରାର୍ଥୀଙ୍କୁ ଡାକି ଆଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବୈଠକ ପରେ ଗଣମାଧ୍ୟମକୁ ବଡ଼ ବୟାନ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ। ସେ କହିଛନ୍ତି ପାଣ୍ଡିଆନ୍ଙ୍କ ବିନା ନବୀନ ସବୁ…
ଅଟୋ ପଛକୁ ପିଟିଲା ଟ୍ରକ: ଚାଲିଗଲା ୮ ବର୍ଷ ବାଳକଙ୍କ ଜୀବନ, ୨ଗରୁତର
ଖୁଣ୍ଟୁଣୀ,୬।୬(ସଚିଦାନନ୍ଦ ପଣ୍ଡା): ୫୫ ନମ୍ବର ଜାତୀୟ ରାଜପଥର ଖୁଣ୍ଟୁଣୀ ଥାନା ନିକଟ ରାଧାଦାମୋଦରପୁର ଛକରେ ଗୁରୁବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଟୋ ପଛକୁ ଟ୍ରକ ଧକା ଦେବାରୁ ଘଟଣାସ୍ଥଳରେ ଜଣେ ୮ ବର୍ଷର ବାଳକଙ୍କ ମୃତ୍ୟୁ ଘଟିଛି ।…
Archives


