ଆଜି ଭାରତ-ଆୟର୍ଲାଣ୍ଡ ମ୍ୟାଚ୍: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍
ନୂଆଦିଲ୍ଲୀ,୫।୬: ଭାରତୀୟ ଦଳ ଟି-୨୦ ବିଶ୍ୱକପ ୨୦୨୪ରେ ଅଭିଯାନ ଆରମ୍ଭ କରିବ। ତାଙ୍କର ପ୍ରଥମ ମ୍ୟାଚ ଆୟର୍ଲାଣ୍ଡ ବିପକ୍ଷରେ ହୋଇଛି। ଏହି ଗ୍ରୁପ-ଏ ମ୍ୟାଚ ନ୍ୟୁୟର୍କର ନାସାଉ କାଉଣ୍ଟି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ସମ୍ପର୍କରେ ନ୍ୟୁୟର୍କରେ ସୁରକ୍ଷା ବ୍ୟବସ୍ଥା…
ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ: ହାରିଗଲେ ସ୍ତ୍ରୀ,ସ୍ବାମୀ
ବାରିପଦା, ୫ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଏମ୍ପି ଆସନ ସମେତ ସମସ୍ତ ୯ଟି ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀଙ୍କୁ ହରାଇ ଭାଜପା ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ଏମ୍ପି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେଡି ପ୍ରାର୍ଥୀ…
ରାଷ୍ଟ୍ରପତିଙ୍କ ସମ୍ମାନ ରହିଲା
ବାରିପଦା, ୫ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମମାଟି ମୟୂରଭଞ୍ଜ ଜିଲାରେ ଭାଜପାକୁ ବିପୁଳ ଜନସମର୍ଥନ ମିଳିଛି। ଜିଲାର ୯ ବିଧାନସଭା ଓ ଲୋକସଭା ଆସନ ସମେତ ପଡ଼ୋଶୀ କେନ୍ଦୁଝର ଓ ବାଲେଶ୍ୱର ଜିଲାର ଭାଜପା ଲୋକସଭା ପ୍ରାର୍ଥୀ ବିଜୟୀ ହୋଇଛନ୍ତି।…
କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ: ଆରମ୍ଭ ହେଲା କସରତ
ଭୁବନେଶ୍ୱର,୫ା୬ (ଜିତେନ୍ଦ୍ର କୁମାର ନାୟକ):ଓଡ଼ିଶାରେ ୩ ପ୍ରମୁଖ ଦଳର ରାଜ୍ୟ ସଭାପତି ଯଥାକ୍ରମେ ଚାନ୍ଦବାଲିରୁ ନିର୍ବାଚନ ଲଢ଼ୁଥିବା ଭାଜପାର ବିଧାନସଭା ପ୍ରାର୍ଥୀ ମନମୋହନ ସାମଲ, କଣ୍ଟାବାଞ୍ଜିରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜୁ ଜନତା ଦଳର ନବୀନ ପଟ୍ଟନାୟକ ଏବଂ ନୂଆପଡ଼ାରୁ ଲଢ଼ୁଥିବା କଂଗ୍ରେସର…
ଓଡ଼ିଶାରେ ଭାଜପାର ବିଜୟ ପରେ ପ୍ରଧାନମନ୍ତ୍ରୀ କଲେ ଟୁଇଟ୍, ଲେଖିଲେ ଲୋକଙ୍କ ସ୍ବପ୍ନ ପୂରଣ ପାଇଁ…
ନୂଆଦିଲ୍ଲୀ,୫।୬: ଓଡ଼ିଶାରେ ଭାଜପା ୨୧ ଲୋକ ସଭା ଆସନରୁ ୨୦ଟି ଆସନ ପାଇଥିବା ବେଳେ ବିଧାନସଭାରେ ୧୪୭ ଆସନ ମଧ୍ୟରୁ ଏକାକୀ ୭୮ ଆସନ ପାଇ ବହୁମତ ହାସଲ କରିଛି। ଯାହା ପରେ ଭାଜପା ପରିସରରେ ଖୁସିର ମାହୋଲ ଦେଖିବାକୁ ମିଳିଛି।…
ମ୍ୟାଜିକ୍ ଦେଖାଇଲେ ମମତା
କୋଲକାତା,୫।୬:ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମ୍ୟାଜିକ୍ ଭାଜପାର ସବୁ ଆକଳନକୁ ଭୁଲ୍ ସାବ୍ୟସ୍ତ କରିଛି। ତାଙ୍କ ଜଲଓ୍ବା ଆଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲହର ଫିକା ପଡ଼ିଯାଇଛି। ରାଜ୍ୟର ୪୨ ଲୋକ ସଭା ଆସନ ମଧ୍ୟରୁ ମମତାଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ…
ଆଫଗାନିସ୍ତାନର ବୃହତ୍ ବିଜୟ
ଗୁଏନା,୫ା୬(ପି.ଟି.): ଟି୨୦ ବିଶ୍ୱକପରେ ଉଗାଣ୍ଡା ବିପକ୍ଷରେ ୧୨୫ ରନର ବୃହତ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଆଫଗାନିସ୍ତାନ। ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୨୦ ଓଭରରେ ୫ ଉଇକେଟ ହରାଇ ୧୮୩ ରନ୍ କରିଥିଲା। ଜବାବରେ ଫଜଲ୍ଲକ ଫାରୁକି ଚଳିତ…
ସେମିଫାଇନାଲରେ ଗଫ୍-ସ୍ବିଟେକ୍
ପ୍ୟାରିସ୍,୫ା୬(ପି.ଟି.): ଫ୍ରେଞ୍ଚ ଓପନ ଟେନିସ୍ ଗ୍ରାଣ୍ଡସ୍ଲାମ ମହିଳା ସିଙ୍ଗଲ୍ସ ଇଭେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି କୋକୋ ଗଫ୍ ଓ ଇଗା ସ୍ବିଟେକ୍। ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟର ଚତୁର୍ଥ ରାଉଣ୍ଡ ମ୍ୟାଚ୍ ଜିତି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଜର୍ମାନୀର ଆଲେକଜାଣ୍ଡାର…
ପ୍ରଧାନମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ମମତା
ଏଥର ନିର୍ବାଚନରେ ୪୦୦ ପାର୍ ସ୍ଲୋଗାନ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦଳ ସରକାର ଗଢ଼ିବା ପାଇଁ ଆବଶ୍ୟକ ସଂଖ୍ୟା ହାସଲ କରିବାରେ ବିଫଳ ହୋଇଛି। ତେଣୁ ସମସ୍ତ ଶ୍ରେୟ ହରାଇଥିବା ମୋଦି ଇସ୍ତଫା ଦିଅନ୍ତୁ ବୋଲି ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା…
ଓଡ଼ିଶାରେ ବିଜୟ ପରେ ପ୍ରତିକ୍ରିୟା ଦେଲେ ହିମନ୍ତ ବିଶ୍ବଶର୍ମା
ଭୁବନେଶ୍ୱର,୩।୬: ଓଡ଼ିଶାରେ ଭାଜପାର ବିଜୟ ପରେ ପ୍ରତିକ୍ରିୟା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ସେ କହିଛନ୍ତି ”ଓଡିଶାରେ ଇତିହାସ ସୃଷ୍ଟି! ଏହି ଐତିହାସିକ ଜନାଦେଶ ପାଇଁ ଓ ଉଭୟ ରାଜ୍ୟ ତଥା ସଂସଦରେ ସେବା କରିବା ପାଇଁ ଭାଜପା ଉପରେ…
ହାରିଲେ ବିଜେଡି, କଂଗ୍ରେସ, ଭାଜପା ସଭାପତି
ଭୁବନେଶ୍ୱର,୪ା୬(ଅନିଲ ଦାସ): ଚଳିତ ନିର୍ବାଚନର ଫଳାଫଳ ଅତ୍ୟନ୍ତ ରୋମାଞ୍ଚକ ହୋଇଛି। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସଭାପତି ଏହି ନିର୍ବାଚନରେ ହାରି ଯାଇଛନ୍ତି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ବିଧାନସଭା…
ଓଡ଼ିଶାରେ ବିଜେଡିର ଶୋଚନୀୟ ସ୍ଥିତି, ଲୋକ ସଭାରେ…
ଭୁବନେଶ୍ୱର,୪।୬: ସାଧାରଣ ନିର୍ବାଚନ ଫଳାଫଳ ଆସିବା ପରେ ଭାଜପା ଓଡ଼ିଶାରେ ରେକର୍ଡ ବିଜୟ ଦିଗରେ ଅଗ୍ରସର ହେଉଛି। ଫଳରେ ପ୍ରଥମ ଥର ପାଇଁ ଦଳ ସରକାର ଗଢ଼ିବ ବୋଲି ସ୍ପଷ୍ଟ ହୋଇଛି। କେବଳ ବିଧାନସଭା ନୁହେଁ ବରଂ ଲୋକ ସଭାରେ ମଧ୍ୟ…
Archives


