ଓଡ଼ିଶାକୁ ଉପମୁଖ୍ୟମନ୍ତ୍ରୀ ଦେବ ଭାଜପା, ଏହି ନେତାଙ୍କ ନାଁରେ ଲାଗିଲା ମୋହର!
ଭୁବନେଶ୍ୱର,୮।୬: ଓଡ଼ିଶାରେ ଭାଜପା ବହୁମତ ହାସଲ କରି ସରକାର ଗଢିବାକୁ ଯାଉଛି। ହେଲେ ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବେ ସେନେଇ ଏଯାଏ କୌଣସି ଘୋଷଣା ହୋଇନାହିଁ। ସେପଟେ ୧୦ରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ…
ରାମୋଜି ରାଓଙ୍କ ପରଲୋକ
ହାଇଦ୍ରାବାଦ,୮।୬: ମିଡିଆ ଇଣ୍ଡଷ୍ଟ୍ରିର ଖୁବ୍ ଜଣାଶୁଣା ଇନାଡୁ ଏବଂ ରାମୋଜି ଫିଲ୍ମ ସିଟିର ପ୍ରତିଷ୍ଠାତା ରାମୋଜି ରାଓଙ୍କର ଶନିବାର ସକାଳେ ତେଲଙ୍ଗାନାର ହାଇଦ୍ରାବାଦରେ ଦେହାନ୍ତ ହୋଇଛି। ହାଇଦ୍ରାବାଦର ଷ୍ଟାର ହସ୍ପିଟାଲରେ ଚିକିତ୍ସା ସମୟରେ ଖ୍ୟାତିସମ୍ପନ୍ନ ମିଡିଆ ଆଇକନ ଏବଂ ଫିଲ୍ମ ସମ୍ରାଟ…
ରୌଫ୍ଙ୍କ ବିରୋଧରେ ବଲ୍ ଟ୍ୟାମ୍ପରିଂ ଅଭିଯୋଗ
ଡଲାସ, ୮ା୬(ପି.ଟି.): ପାକିସ୍ତାନ ପେସର ହାରିସ ରୌଫ୍ଙ୍କ ବିରୋଧରେ ବଲ୍ ଟ୍ୟାମ୍ପରିଂ ଅଭିଯୋଗ ଆଣିଛନ୍ତି ୟୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍ଏ) ବୋଲର ରଷ୍ଟି ଥେରନ। ଚଳିତ ଟି୨୦ ବିଶ୍ୱକପ୍ ଟୁର୍ନାମେଣ୍ଟରେ ଗୁରୁବାର ପାକିସ୍ତାନ ଓ ୟୁଏସ୍ଏ ମଧ୍ୟରେ ମ୍ୟାଚ ପରେ ସେ ଏହି ଅଭିଯୋଗ…
ପାକିସ୍ତାନ ହାରିବା ପଛରେ ଭାରତୀୟ ବଂଶୋଦ୍ଭବ
ମୋନାକ ପଟେଲ ଅହମଦାବାଦ ଜନ୍ମିତ ମୋନାକ ପଟେଲ ଆମେରିକା କ୍ରିକେଟ ଦଳର ଅଧିନାୟକ। ମ୍ୟାଚ ବିଜୟୀ ଅର୍ଦ୍ଧଶତକ ପାଇଁ ପ୍ଲେୟର ଅଫ୍ ଦି ମ୍ୟାଚ ହୋଇଥିବା ମୋନାକ ଭାରତରେ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ପରେ ଆମେରିକାର ପେସାଦାର ଖେଳାଳି…
ଫାଇନାଲରେ ଅଲକାରାଜ
ପ୍ୟାରିସ, ୮।୬: ତୃତୀୟ ସିଡ୍ ସ୍ପେନ୍ର କାର୍ଲୋସ ଅଲ୍କାରାଜ ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ୫ ସେଟ୍ ବିଶିଷ୍ଟ ଏକ କଡ଼ା ମୁକାବିଲାରେ ଅଲ୍କାରେଜ ଦ୍ୱିତୀୟ ସିଡ୍ ଇଟାଲିର ଜାନିକ…
ଜାତୀୟ ଶକ୍ତିଉତ୍ତୋଳନ ପାଇଁ ଓଡ଼ିଶା ଦଳ
ଭୁବନେଶ୍ୱର, ୮ା୬ (ବିଜୟ ରଣା): ରାଜସ୍ଥାନର ଶୀଗଙ୍ଗନଗରଠାରେ ପାଓ୍ବାର ଲିଫ୍ଟିଂ ଇଣ୍ଡିଆ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ଜାତୀୟ ସବ୍-ଜୁନିୟର ଓ ଜୁନିୟର ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାର ୨୫ ଜଣିଆ ଦଳ ଭାଗ ନେଉଛି। ତନ୍ମଧ୍ୟରେ ୧୪ଜଣ ପୁରୁଷ ଓ ୧୦ ମହିଳା…
ରାଜ୍ୟ ହ୍ୟାଣ୍ଡବଲ ଚାମ୍ପିୟନଶିପ୍ ଆରମ୍ଭ
କେନ୍ଦୁଝର,୮ା୬,(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଠାରେ ଶୁକ୍ରବାର ସାରୁ ୩୭ତମ ରାଜ୍ୟସ୍ତରୀୟ ମହିଳା ଓ ପୁରୁଷ ହ୍ୟାଣ୍ଡବଲ୍ ଚାମ୍ପିୟନଶିପ ଆରମ୍ଭ ହୋଇଛି। ମୁଖ୍ୟ ଅତିଥିଭାବେ ରାଜ୍ୟସଭା ସଦସ୍ୟ ତଥା ପୂର୍ବତନ ଜାତୀୟ ହ୍ୟାଣ୍ଡବଲ ଖେଳାଳି ସୁବାଶିଷ ଖୁଣ୍ଟିଆ ଯୋଗଦେଇ ଉଦ୍ଘାଟନ କରିଥିଲେ। ପ୍ରବଳ…
କିରଣ ଭାରତୀୟ ଦଳର କୋଚ୍
ଭୁବନେଶ୍ୱର, ୮।୬,(ତପନ ସ୍ବାଇଁ): ଓଡ଼ିଶାର ପ୍ରଥମ ମହିଳା ଗ୍ରାଣ୍ଡମାଷ୍ଟର (ଡବ୍ଲ୍ୟୁଜିଏମ୍) କିରଣ ମନୀଷା ମହାନ୍ତିଙ୍କୁ ମିଳିଛି ଆଉ ଏକ ଗୁରୁଦାୟିତ୍ୱ। କାଜାଖସ୍ତାନର ଅଲ୍ମାଟିରେ ହେବାକୁଥିବା ଏସିଆନ ୟୁଥ୍ ଚେସ୍ ଚାମ୍ପିୟନଶିପ୍ ପାଇଁ ସେ ଭାରତୀୟ ଦଳର କୋଚ୍ ମନୋନୀତ ହୋଇଛନ୍ତି। ପ୍ରତିଯୋଗିତା…
ନିଟ୍ ପରୀକ୍ଷାରେ ଜିନ୍ଦେଗୀ ଫାଉଣ୍ଡେଶନର ବାଜିମାତ୍
ଭୁବନେଶ୍ୱର,୮।୬: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିନ୍ଦେଗୀ ଫାଉଣ୍ଡେଶନର ଛାତ୍ରୀଛାତ୍ରମାନେ ନ୍ୟାଶନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ବା ନିଟ୍(ୟୁଜି) ୨୦୨୪ ପରୀକ୍ଷା ଫଳାଫଳରେ ଉଲ୍ଲେଖନୀୟ ସଫଳତା ସହ ବାଜିମାତ୍ କରିଛନ୍ତି। ଏପରିକି ୨୦୨୪ରେ ଫାଉଣ୍ଡେଶନର ୨୦ ଜଣ ଛାତ୍ର ସଫଳତାର…
ବଜାରରେ ହସ୍କଭର୍ନାର ନୂତନ ମଡେଲ
ଭୁବନେଶ୍ୱର,୮।୬: ହସ୍କଭର୍ନା ମୋଟରସାଇକେଲର ନୂତନ ମଡେଲ ‘ଭିଟ୍ପିଲେନ୍-୨୫୦ ଏବଂ ସର୍ଟପିଲେନ୍ ୪୦୧’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ହସ୍କଭର୍ନା ମୋଟରସାଇକେଲ ନିକଟରେ କେଟିଏମ୍ ଇଣ୍ଡିଆ ସହ ସହଭାଗିତା ସ୍ଥାପନ କରିଥିଲାବେଳେ ଉଭୟ କମ୍ପାନୀ ଏଚ୍ଡିଏଫ୍ସି ବ୍ୟାଙ୍କ ଜରିଆରେ ଏହାର ବ୍ୟବସାୟିକ…
ତନିସ୍କର ଶତ ପ୍ରତିଶତ ଗୋଲ୍ଡ ଏକ୍ସଚେଞ୍ଜ ପ୍ରୋଗ୍ରାମ
ଭୁବନେଶ୍ୱର,୮।୬: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଜାତୀୟସ୍ତରର ଗହଣା ରିଟେଲ ବ୍ରାଣ୍ଡ୍ ‘ତନିସ୍କ’ର ବହୁ ପ୍ରତୀକ୍ଷିତ ଅଫର ‘ଗୋଲ୍ଡ ଏକ୍ସଚେଞ୍ଜ ପ୍ରୋଗ୍ରାମ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ସୁନାର ବର୍ଦ୍ଧିତ ଦର ମଧ୍ୟରେ ଗହଣା ରିଟେଲ ବ୍ରାଣ୍ଡ୍ ତନିସ୍କ…
ଏସିଆନ ପେଣ୍ଟସ୍ର ନୂତନ ଅଭିଯାନ
ଭୁବନେଶ୍ୱର, ୮।୬: ଭାରତର ଅଗ୍ରଣୀ ପେଣ୍ଟ ଆଣ୍ଡ ଡେକୋର କମ୍ପାନୀ ‘ଏସିଆନ ପେଣ୍ଟସ’ର ନୂତନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୫ରୁ ୧୪ ବର୍ଷ ବୟସର ଯୁବ କ୍ରିକେଟ ଉତ୍ସାହୀଙ୍କ ପାଇଁ ‘କ୍ରିକେଟ ସ୍କଲାରସିପ ପାୱରଡ ବାଇ ନିଓଭାରତ’ର ଶୁଭାରମ୍ଭ…
Archives


