ଚୋରି ହୋଇଥିବା ସାଇକ୍ରିଷ୍ଣା ବସ ଦୁର୍ଘଟଣା ଗ୍ରସ୍ତ, ରହସ୍ୟଘେରରେ….
ଗଞ୍ଜାମ,୮।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ଆସିକା ଅଞ୍ଚଳରୁ ଚୋରି ହୋଇଥିବା ସାଇ କ୍ରିଷ୍ଣା ବସ୍ ଗଞ୍ଜାମରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ଗାଡି ଭିତରେ କେହି ନ ଥିବା ବେଳେ କିଏ କାହିଁକି ଗାଡି ଚୋରି କରିଛି ତାହା…
ଧସିଲା ଖଣି: ମାଟିତଳେ ପୋତିହେଲା ଲକ୍ଷଲକ୍ଷ ଟଙ୍କାର ଗାଡ଼ି
କାଳିଆପାଣି, ୮।୧୨(ଅସିତ ମହାନ୍ତ): କ୍ରୋମନଗର କାଳିଆପାଣି ଖଣି ଅଞ୍ଚଳରେ କାର୍ଯ୍ୟରତ ବାଲେଶ୍ୱର ଖଣିରେ ରବିବାର ସକାଳ ଶସମୟରେ ଖଣି ଧସଛି। ଏଥିରେ ୨ ଟି ମାଟି ଖୋଳା ମେଶିନ ଓ ୩ ଟି ଡ୍ରମ୍ଫର ମାଟି ତଳେ ପୋତି ହୋଇ ପଡିଥିବା…
କାଲି ଯାଉଥିଲେ ୨ ସାଙ୍ଗ, ଆଜି ଜଣଙ୍କ ଆଖିଆଗରେ ଚାଲିଗଲେ ଆଉଜଣେ
ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର ଗୋକର୍ଣ୍ଣପୁର ଗ୍ରାମ ନିକଟରେ ଶନିବାର ଅପରାହ୍ନରେ ଦୁର୍ଘଟଣା ଘଟିଥିଲା। ପିକଅପ ଭ୍ୟାନ (ନଂ. ଓଡ଼ି ୦୭ ଏଏସ ୨୮୫୭) ଧକ୍କାରେ ବ୍ରହ୍ମପୁର ସଦର ଥାନା ରୋହି ଗାଁର ସ୍କୁଟି ଚାଳକ ସନ୍ତୋଷ…
୨ ଦିନ ହେଲା ଯାତ୍ରୀ ହଟାହଟା:ଦାରିଙ୍ଗବାଡି ଆସୁଥିବା ପର୍ଯ୍ୟଟକ ଘାଟିରେ ଅଟକି ରହିଛନ୍ତି
ଦାରିଙ୍ଗବାଡି, ୮।୧୨ (ଅରୁଣ ସାହୁ )କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସଂଯୋଗ କରୁଥିବା ୫୯ ନଂ. ଜାତୀୟ ରାଜପଥର ଗାଜଲବାଡି ଘାଟି ବୁଲାଣି ରାସ୍ତାରେ ପୁଣି ରବିବାର ସକାଳୁ ଏକ ବସ ସହ ଭାରି ଜାନ ଲାଗି ରହିଛି। ଫଳରେ ଜାତୀୟ ରାଜପଥରେ…
ଆଡିଲେଡ ଟେଷ୍ଟ ହାରିବାର ଅସଲ କାରଣ କହିଲେ ରୋହିତ ଶର୍ମା
ଆଡିଲେଡ,୮।୧୨: ଆଡିଲେଡ ଓଭାଲରେ ଅଷ୍ଟ୍ରେଲିଆ ହାତରେ ଭାରତ ପରାଜୟର ସମ୍ମୁଖୀନ ହୋଇଛି। ବର୍ତ୍ତମାନ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ୧୪ ଡିସେମ୍ବରରୁ ଖେଳାଯିବ। ପିଙ୍କ ବଲ ଟେଷ୍ଟରେ ପରାଜୟ ସହ ଭାରତୀୟ ଦଳ ହାତରୁ ଅଗ୍ରଣୀ ହେବାର ଆଶା ମଉଳି ଯାଇଛି।…
ବୋଉକୁ ଛେନାପୋଡ଼ ଖୁଆଇଥିଲି
ଜଗତ୍ସିଂହପୁର ଜିଲା ବିଓଁଳ ଗାଁର ଏକ ନିମ୍ନମଧ୍ୟବିତ୍ତ ପରିବାରରେ ମୋ ଜନ୍ମ। ଆମର ଥାଏ ଅଳ୍ପ କିଛି ଚାଷଜମି। ଚାଷ ଓ ଛୋଟମୋଟ ବ୍ୟବସାୟରୁ ବାପା ଯାହା ରୋଜଗାର କରୁଥିଲେ ସେଥିରେ ପରିବାର ଚଳୁଥିଲା। ଆଉ ତାରି ଭିତରୁ କିଛି ସଞ୍ଚୟ…
ମୁକ୍ତ ହେଲା ସିରିଆ…କେମିତି ଆଉ କିଏ କଲେ ଅସଦ ରାଜର ଅନ୍ତ!
ଦାମସକସ,୮।୧୨: ଅସଦ ଶାସନରୁ ସିରିଆ ବର୍ତ୍ତମାନ ମୁକ୍ତ ହୋଇଛି। ବିଦ୍ରୋହୀମାନେ ସିରିଆର ରାଜଧାନୀ ଦମିସ୍କକୁ କାବୁ କରିଛନ୍ତି। ସେନା ବିଦ୍ରୋହୀମାନଙ୍କ ନିକଟରେ ଆତ୍ମସମର୍ପଣ କରିଛି। ସିରିଆ ରାଷ୍ଟ୍ରପତି ବାଶାର ଅଲ-ଅସଦ ଦେଶ ଛାଡି ପଳାୟନ କରିଛନ୍ତି। ସିରିଆର ସେନା କମାଣ୍ଡର ଅସଦ…
ଦେଶ ଛାଡି ପଳାଇଲେ ସିରିଆ ରାଷ୍ଟ୍ରପତି, ଏହି କାରଣ ପାଇଁ ବଢୁଛି ଇସ୍ରାଏଲର ଚିନ୍ତା
ଦାମସକସ,୮।୧୨: ସିରିଆର ବିଦ୍ରୋହୀମାନେ ପୁଣି ଥରେ ସରକାରଙ୍କୁ ଅସୁବିଧାରେ ପକାଇବା ଆରମ୍ଭ କରିଛନ୍ତି। ରାଷ୍ଟ୍ରପତି ବଶର ଅଲ-ଅସଦ ଦେଶ ଛାଡିଥିବା ଖବର ରହିଛି। ସମସ୍ତ ଘଟଣାକ୍ରମ ହେତୁ ବର୍ତ୍ତମାନ ଇସ୍ରାଏଲ ମଧ୍ୟ ଭୟଭୀତ ଅନୁଭବ କରୁଛନ୍ତି। ଏକ ଭୟ ରହିଛି ଯେ…
ଜାଣନ୍ତୁ ନ୍ୟର କେଉଁ ଜିନିଷ ବ୍ୟବହାର କରିବେ ନାହିଁ,ମାଗି ଆଣି ବ୍ୟବହାର କଲେ ନାନା ଅସୁବିଧା…
ଅସୁବିଧାରେ ପଡ଼ିଲେ ଜଣେ ଅନ୍ୟଠାରୁ ସାହାଯ୍ୟ ମାଗିବା ସ୍ବାଭାବିକ କଥା ହୋଇପାରେ, କିନ୍ତୁ ଏମିତି ବି କିଛି ଜିନିଷ ରହିଛି ଯାହାକୁ ଅନ୍ୟଠାରୁ ମାଗି ଆଣି ବ୍ୟବହାର କଲେ ନାନା ଅସୁବିଧା ଉପୁଜିପାରେ। ଯେମିତି କି: * ବେଳେବେଳେ ଦେଖାଯାଏ ସାଙ୍ଗସାଥୀମାନେ…
ରାଜସ୍ବ ଆଦାୟରେ ରେଲୱେର ନୂଆ ମାଇଲଖୁଣ୍ଟ
ନୂଆଦିଲ୍ଲୀ,୮।୧୨ (ଅଭୟ ଦାଶ): ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ(ଆଇସିସି)ର ବହୁ ପ୍ରତୀକ୍ଷିତ ତଥା ୨ୟ ରେଳ ଇଣ୍ଡିଆ ସମ୍ମିଳନୀ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ନୂଆଦିଲ୍ଲୀଠାରେ ଆୟୋଜିତ ଏହି ଜାତୀୟ ସମ୍ମିଳନୀରେ ‘ରେଲୱେ ଇନ୍ ମୋସନ୍: ଭିଜନ ୨୦୩୦ ରୁ ବିକଶିତ…
ନିଜ ରାମ୍ପ ଓ୍ବାକ୍ରେ ସମସ୍ତଙ୍କୁ ଘାଇଲା କଲେ ମୋଦି ସରକାରଙ୍କ ମନ୍ତ୍ରୀ, ସିନ୍ଧିଆଙ୍କୁ ଦେଖି ଲୋକେ କହିଲେ…
ନୂଆଦିଲ୍ଲୀ,୮।୧୨: ଫ୍ୟାଶନ ଶୋ’ରେ ନିଜ ଜଲଓ୍ବା ଦେଖାଇଛନ୍ତି ମୋଦି ସରକାରଙ୍କ ମନ୍ତ୍ରୀ। ରାମ୍ପ ଓ୍ବାକ୍ କରିଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। ତାଙ୍କ ସହ ରାଜ୍ୟ ମନ୍ତ୍ରୀ ସୁକାନ୍ତ ମଜୁମଦାର ମଧ୍ୟ ରାମ୍ପ ଓ୍ବାକ୍ କରିଛନ୍ତି। ଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ଅଷ୍ଟଲକ୍ଷ୍ମୀ ମହୋତ୍ସବ…
ଲାଞ୍ଚର ପ୍ରମାଣ ଖୋଜିଲା ବିଜେଡି
ଭୁବନେଶ୍ୱର, ୮।୧୨(ଅନିଲ ଦାସ): ଗତ ସରକାର ସମୟରେ ଏଏସ୍ଓ ଚାକିରି ପାଇଁ ହୋଇଥିବା ଲାଞ୍ଚ କାରବାର ଅଭିଯୋଗକୁ ନେଇ ବିଜେଡି ବିଧାନସଭାରେ ଶନିବାର ତୁମ୍ବିତୋଫାନ କରିଛି। ଘଟଣାର ତଦନ୍ତ କରିବା ସହ ଏ ନେଇ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ଦିଅନ୍ତୁ ବୋଲି…

