Home Left

ଆଶଙ୍କାରେ ଲେକ୍‌ ନ୍ୟୁଟ୍ରାଲ୍‌

ଭୁବନେଶ୍ୱର,୧୦।୬ (ବନ୍ଦନା ସେଠୀ): ସତ୍ୟନଗରସ୍ଥିତ ଡ୍ରେନ୍‌ ନଂ. ୧୦ରେ ଲେକ୍‌ ନ୍ୟୁଟ୍ରାଲ ପ୍ରକଳ୍ପ ପାଇଁ ୨୦୧୭ରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମୋଟ୍‌ ୩୮ ଏକର ଅଞ୍ଚଳରେ ପ୍ରକଳ୍ପ କରିବାକୁ ଯୋଜନା ଥିଲା। ଏଥିପାଇଁ ୬୩କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଥିବାବେଳେ ୨ବର୍ଷର…

ଆରମ୍ଭ ହୋଇପାରିଲାନି ଏକାଧିକ ପ୍ରକଳ୍ପ

ଭୁବନେଶ୍ୱର,୧୦।୬ (ବନ୍ଦନା ସେଠୀ): ୨୦୧୫ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ‘୧୦୦ ସ୍ମାର୍ଟିସିଟି ମିଶନ୍‌’ ଆରମ୍ଭ ହୋଇଥିଲା। ଏହା ଅନ୍ତର୍ଗତ ଓଡ଼ିଶାର ଦୁଇଟି ପ୍ରମୁଖ ସହର ଭୁବନେଶ୍ୱର ଏବଂ ରାଉରକେଲାର ବ୍ୟାପକ ଉନ୍ନତି କରାଯିବା ସହ ସ୍ମାର୍ଟସିଟିରେ ପରିଣତ କରିବା ପାଇଁ ବିଭିନ୍ନ…

ତଣ୍ଡା ଅଞ୍ଚଳ ତଟକ୍ଷୟ ବଢ଼ିଚାଲିଛି

କେନ୍ଦ୍ରାପଡ଼ା,୧୦ା୬(ଜଗନ୍ନାଥ ଧଳ): ସାବିତ୍ରୀ ଅମାବାସ୍ୟାରେ ସମୁଦ୍ର କୂଳ ଲଘିଂ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତଣ୍ଡା ଅଞ୍ଚଳକୁ ପାଣି ପଶିଥିଲା। ତଟକ୍ଷୟର ଏହି ପରିସ୍ଥିତି ତଟାଞ୍ଚଳବାସୀଙ୍କ ମନରେ ଭୟ ଆଣିଛି। ଜିଲାରେ ବଙ୍ଗୋପସାଗରର ୪୮ କିଲୋମିଟର ଲମ୍ବର ତଟରୁ ପ୍ରାୟ ୨୮…

ଦେବୀନଦୀ ପଠା ଅତଡ଼ା ଧସୁଛି : ଗ୍ରାମବାସୀ ଭୟଭୀତ

ନାଉଗାଁ,୧୦ା୬( ସୁଧା ବେହୁରା): ନାଉଗାଁ  ବ୍ଲକ ଅନ୍ତର୍ଗତ ଓଷକଣା ପଞ୍ଚାୟତ ଦେଇ ଦେବୀନଦୀ ପ୍ରବାହିତ ହେଉଛି। ଏହି ନଦୀରେ ହୋଇଥିବା ବନ୍ଧ ଜଗତ୍‌ସିଂହପୁର ଜଳସମ୍ପଦ ବିଭାଗ ଅଲଣାହାଟ ଜଳସମ୍ପଦ ସେକ୍ସନ ଅଧୀନରେ ରହିଛି। ଉକ୍ତ ନଦୀର ଉଦ୍‌ବୃତ୍ତ ବନ୍ୟାଜଳ ଗ୍ରାମ ମଧ୍ୟକୁ…

୪ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ବି ପ୍ରଥମଥର ହେଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୯।୬: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ର କ୍ୟାବିନେଟରେ ମନ୍ତ୍ରୀ କରାଯାଇଛି। ସେ ଷଷ୍ଠ ନମ୍ବରରେ ଶପଥ ନେଇଛନ୍ତି। ଏହା ମଧ୍ୟପ୍ରଦେଶର ଶକ୍ତି ଆହୁରି ବୃଦ୍ଧି କରିବ। ଷଷ୍ଠ ଥର ପାଇଁ ବିଦ୍ୟାରୁ ଏମପି ନିର୍ବାଚିତ…

ମୋଦିଙ୍କ ପାଇଁ ଏହି ମନ୍ତ୍ରୀମାନେ ହେବେ ସଙ୍କଟ ମୋଚକ

ନୂଆଦିଲ୍ଲୀ,୯।୬: ରବିବାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ନରେନ୍ଦ୍ର ମୋଦି ଦେଶର ଇତିହାସରେ ଏକ ନୂତନ ପୃଷ୍ଠା ଯୋଡିଛନ୍ତି। ତାଙ୍କ ସହ ଭାଜପା ତଥା ଏନଡିଏ ସହଯୋଗୀ ଦଳର ପ୍ରମୁଖ ନେତାମାନେ ମଧ୍ୟ ମନ୍ତ୍ରୀ ଭାବରେ…

‘ବିଜେଡିର ୨୫ ବିଧାୟକ ଯୋଗାଯୋଗରେ ଅଛନ୍ତି’

ଖୋର୍ଦ୍ଧା/କଟକ,୯ା୬(ପ୍ରଭାତ ପାଣିଗ୍ରାହୀ/ଶିଳ୍ପା ପ୍ରିୟଦର୍ଶିନୀ):ଇଭିଏମ୍‌ ଭଙ୍ଗାରୁଜା ମାମଲାରେ ଅନ୍ତରୀଣ ଜାମିନ ପାଇବା ପରେ ଖୋର୍ଦ୍ଧାର ନବନିର୍ବାଚିତ ଭାଜପା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ରବିବାର ଜେଲରୁ ମୁକୁଳିଛନ୍ତି। ଏହାପରେ ତାଙ୍କୁ ବହୁ ନେତା ଓ କର୍ମୀ ଫୁଲମାଳ ପିନ୍ଧାଇ ଶୁଭେଚ୍ଛା ଜଣାଇଥିଲେ। ପ୍ରଶାନ୍ତ ଘୋଡ଼ାଗାଡ଼ିରେ…

ମୋଦିଙ୍କ କ୍ୟାବିନେଟରେ ସବୁଠାରୁ କମ ବୟସର ମନ୍ତ୍ରୀ ହେଲେ ‘କଙ୍ଗନାଙ୍କ ହିରୋ’

ନୂଆଦିଲ୍ଲୀ,୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିବା ପରେ ତାଙ୍କ କ୍ୟାବିନେଟରେ ଅନ୍ତର୍ଭୁକ୍ତ ମନ୍ତ୍ରୀମାନେ ଗୋଟିଏ ପରେ ଗୋଟିଏ ମଞ୍ଚରେ ପହଞ୍ଚି ଶପଥ ଗ୍ରହଣ କରିଥିଲେ। ଅଧିକାଂଶ ମନ୍ତ୍ରୀ ସେମାନଙ୍କର ପାରମ୍ପାରିକ ପୋଷାକ କୁର୍ତ୍ତା ଏବଂ ପାଇଜାମାରେ ଶପଥ ନେବାକୁ…

ପ୍ରଧାନମନ୍ତ୍ରୀ ହେଉ ହେଉ ମୋଦିଙ୍କୁ ଟାର୍ଗେଟ କଲେ ଖାର୍ଗେ

ନୂଆଦିଲ୍ଲୀ,୯।୬: ରବିବାର କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେପଟେ କଂଗ୍ରେସ ତାଙ୍କୁ ଟାର୍ଗେଟ କରି କହିଛି ଯେ ଗୋଟିଏ ପଟେ ନରେନ୍ଦ୍ର ମୋଦି ଏବଂ ଏନଡିଏ ସରକାରଙ୍କ ମନ୍ତ୍ରୀମାନେ ଶପଥ ନେଉଛନ୍ତି,…

କେଉଁ କଥାକୁ ନେଇ ନିଜର ହସ ଅଟକାଇ ପାରିଲେନି ମୋଦି

ନୂଆଦିଲ୍ଲୀ,୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ କ୍ୟାବିନେଟରେ ଅନ୍ତର୍ଭୁକ୍ତ ୭୨ ମନ୍ତ୍ରୀ ରବିବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ସମାରୋହରେ, ଏପରି ଅନେକ ଘଟଣା ଘଟିଥିଲା ଯେତେବେଳେ ରାଜନେତାମାନେ ନିଜ…

ନିଜ ଦଳର ଏହି ୩ ଖଳନାୟକଙ୍କୁ ଭୁଲିପାରିବେନି ମୋଦି

ନୂଆଦିଲ୍ଲୀ,୯।୬:ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପାଏବଂ ପ୍ରଧାନମନ୍ତ୍ରୀ ମୋଦି ଏଥର ୪୦୦ ଅତିକ୍ରମ କରିବାର ସ୍ଲୋଗାନ ଦେଇଥିଲେ। ଜୁନ ୪ରେ ଲୋକ ସଭା ନିର୍ବାଚନର ଫଳାଫଳ ଆସିଲା ପରେ, ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ୪୦୦ରୁ ଅଧିକ ସିଟ ଜିତିବାକୁ ଦାବି…

ଏନ୍‌ଇଇଟି ରେଜଲ୍ଟ ବିଭ୍ରାଟ: ସିବିଆଇ ତଦନ୍ତ, ପୁନଃ ପରୀକ୍ଷା ଦାବି

ନୂଆଦିଲ୍ଲୀ,୯ା୬: ଏନ୍‌ଇଇଟି-ୟୁଜି ପରୀକ୍ଷା ଫଳରେ ଅନିୟମିତତାକୁ ନେଇ ଅନେକ ବିବାଦ ମୁଣ୍ଡ ଟେକିଥିବାବେଳେ ଏହାର ସିବିଆଇ ତଦନ୍ତ ଏବଂ ପୁନଃ ପରୀକ୍ଷା ପାଇଁ ଅନେକ ଛାତ୍ରୀଛାତ୍ର ଦାବି କରିଛନ୍ତି। ପରୀକ୍ଷାରେ ୬୭ ଜଣ ଛାତ୍ରୀଛାତ୍ର ୭୨୦ରୁ ୭୨୦ ନମ୍ବର ରଖି ସର୍ବଭାରତୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri