ପରିତ୍ୟକ୍ତ ଅବସ୍ଥାରେ ପାଇକ ସଂଗ୍ରହାଳୟ
ଖୋର୍ଦ୍ଧା,୨୯ା୭(ପ୍ରଭାତ ପାଣିଗ୍ରାହୀ): ଜିଲା ସଂସ୍କୃତି ଭବନ ପରିସରରେ ୨୦୧୧ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶହୀଦ ସ୍ତମ୍ଭ ଉଦ୍ଘାଟନ କରିଥିଲେ। ଏଥିସହିତ ସେଠାରେ ଏକ ପାଇକ ସଂଗ୍ରାହଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଜିଲା ପ୍ରଶାସନ ପକ୍ଷରୁ ୨୫ଲକ୍ଷ ବ୍ୟୟ ଅଟକଳରେ…
ଏଞ୍ଜେଲ ଟ୍ୟାକ୍ସ ହଟିବା ନେଇ ପ୍ରତିକ୍ରିୟା ରଖିଲେ ଗୋୟଲ
ଭୁବନେଶ୍ୱର, ୨୯ା୭(ଅନୁରାଧା ମହାରଣା): ସମସ୍ତ ବର୍ଗର ନିବେଶକଙ୍କ ପାଇଁ ୨୦୧୨ରେ ୟୁନାଇଟେଡ ପ୍ରୋଗ୍ରେସିଭ୍ ଆଲାଏନ୍ସ (ୟୁପିଏ) ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଏଞ୍ଜେଲ ଟ୍ୟାକ୍ସ ହଟାଇବା ଷ୍ଟାର୍ଟଅପ କମ୍ପାନୀଗୁଡିକୁ ପୁଞ୍ଜି ବିନିଯୋଗ କରିବାରେ ସହାୟକ ହେବ। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ…
ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ୨ଶହ ଟପିଲା
ଭୁବନେଶ୍ୱର,୨୯।୭ (ବନ୍ଦନା ସେଠୀ): ରାଜଧାନୀ ଭୁବନେଶ୍ୱରରେ ଧୀରେ ଧୀରେ କାୟା ମେଲାଉଛି ଡେଙ୍ଗୁ ସଂକ୍ରମଣ। ଏବେ ବର୍ଷାଋତୁ ଚାଲିଥିବାରୁ ସଂକ୍ରମଣ ବଢ଼ି ଚାଲିଛି। ଜୁଲାଇ ୧୬ ସୁଦ୍ଧା ସହରରୁ ୧୧୫ଜଣ ଡେଙ୍ଗୁ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏବେ ୨ଶହ ପାର୍ କରିଛି।…
ଅତି ଧନୀଙ୍କ ଉପରେ ଟିକସ ଲଗାଇବାକୁ ଜି୨୦ ରାଷ୍ଟ୍ର ସହମତ
ରିଓ ଡି ଜେନିରୋ,୨୯ା୭: ବ୍ରାଜିଲର ରିଓ ଡି ଜେନିରୋରେ ଜି୨୦ ରାଷ୍ଟ୍ରଗୁଡ଼ିକର ଅର୍ଥମନ୍ତ୍ରୀମାନଙ୍କ ୨ ଦିନିଆ ବୈଠକ ଶୁକ୍ରବାର ଶେଷ ହୋଇଛି। ଅତି ଧନୀମାନଙ୍କ ଉପରେ ଟିକସ ଲଗାଇବା ଦିଗରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଏକାଠି କାର୍ଯ୍ୟ କରିବାକୁ ସହମତ ହୋଇଛନ୍ତି। କିନ୍ତୁ…
କଟକ ମେୟରଙ୍କୁ ଓସିଏ ସମ୍ପାଦକଙ୍କ ଟାର୍ଗେଟ୍
କଟକ,୨୯।୭(ଶିଳ୍ପା ପ୍ରିୟଦର୍ଶିନୀ): ବାରବାଟୀ ଷ୍ଟାଡିୟମ ନବୀକରଣ କାର୍ଯ୍ୟ ନେଇ ଲାଗି ରହିଥିବା ବିବାଦ ବଢ଼ିବାରେ ଲାଗିଛି। ଏହି ପ୍ରସଙ୍ଗରେ କଟକ ମେୟର ସୁବାସ ସିଂଙ୍କୁ ଟାର୍ଗେଟ କରିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା। ସୁବାସ ଦ୍ୱନ୍ଦ୍ୱରେ ରହି ଗଣମାଧ୍ୟମ ସମ୍ମୁଖରେ ବିଭ୍ରାନ୍ତିକର…
ଥିଲେ ୩ ବାପି, ଆସିଲେନି ବସନ୍ତ
ପାରାଦୀପ,୨୯।୭(ଶରତ ରାଉତ): ୨୦୨୪ ନିର୍ବାଚନର ମାସେ ୨୪ ଦିନ ପରେ ରବିବାର ପାରାଦୀପ ବିଜେଡିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପାରାଦୀପ ନୂଆବଜାର ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ ପାଖରେ ଆୟୋଜିତ ଏହି ବୈଠକରେ ପ୍ରମୁଖ ୩ ବାପି ନେତୃତ୍ୱ ନେଇଥିଲେ।…
ଅପରାଧୀ କଲା କିଏ
ବର୍ଷୀୟାଙ୍କୁ ଗଣବଳାତ୍କାର ଓ ହତ୍ୟା’। ଜୁଲାଇ ୧୨ରେ ଦେଶର ପ୍ରାୟ ସମସ୍ତ ଖବରକାଗଜରେ ପ୍ରଥମ ପୃଷ୍ଠାର ପ୍ରଥମ ଖବର ଥିଲା ଏହି ଅଭାବନୀୟ ଘଟଣାଟି। ଆନ୍ଧ୍ରପ୍ରଦେଶର ନନ୍ଦୟାଲା ଜିଲା ମୁଚୁମାରୀରେ ଜଣେ ତୃତୀୟ ଶ୍ରେଣୀର ଛାତ୍ରୀଙ୍କୁ ସେହି ବିଦ୍ୟାଳୟର ଦୁଇଜଣ ଷଷ୍ଠ…
ସଂଖ୍ୟାଗରିଷ୍ଠତାରେ ମାନର ନୂ୍ୟନତା
ନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମଣିଷ ସଂଖ୍ୟାର ସଂସ୍ପର୍ଶରେ ଆସି ଜୀବନର ଗତିପଥକୁ ଭିନ୍ନଭିନ୍ନ ପରିଚୟରେ ନିବଦ୍ଧ କରିଥାଏ। କେତେବେଳେ ସଂଖ୍ୟା ମଣିଷ ପ୍ରତି ସଦୟ ହୋଇଥାଏ ତ ପୁଣି କେତେବେଳେ ସଂଖ୍ୟା ମଣିଷ ପ୍ରତି ନିର୍ଦ୍ଦୟ ହୋଇଥାଏ, ଯେଉଁଥିରେ ମଣିଷ ଜୟ…
ଅନୀତି
ଭାରତରେ ଯୋଜନା ଆୟୋଗ ଦୀର୍ଘ ବର୍ଷ ଧରି ସୁରୁଖୁରୁରେ କାର୍ଯ୍ୟ କରି ଆସୁଥିବା ବେଳେ ତାହାକୁ ୧ ଜାନୁୟାରୀ ୨୦୧୫ରେ କେନ୍ଦ୍ରର ଭାଜପା ସରକାର ଭାଙ୍ଗି ଦେଇଥିଲେ। ତାହା ସ୍ଥାନରେ ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଶନ ଫର୍ ଟ୍ରାନ୍ସଫର୍ମିଂ ଇଣ୍ଡିଆ(ନୀତି) ଆୟୋଗ ନାମରେ ସରକାରୀ…
ଗଛରେ ପିଟିହେଲା ବସ୍, ୭ ଗୁରୁତର
ଜଳେଶ୍ୱର,୨୯ା୭: ବାଲେଶ୍ୱର ଜିଲା ବାଲିଆପାଳ-ବସ୍ତା ରାସ୍ତାର କୁଟୁରା ଛକ ନିକଟରେ ସୋମବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯିବାରୁ ବସ୍ ଡ୍ରାଇଭରଙ୍କ ସମେତ ୭ ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ବସ୍ତା ମେଡିକାଲରେ…
କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର୍, ଜଣେ ମୃତ
ଭୁବନେଶ୍ୱର,୨୯।୭: ସକାଳୁ ସକାଳୁ କାଉଡ଼ିଆଙ୍କ ଉପରେ ମାଡ଼ିଗଲା, ଜଣେ ମୃତ। ସାଲେପୁର ନିଶ୍ଟିନ୍ତକୋଇଲି ତହସିଲ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ବାବୁଜଙ୍ଗରୁ ୩୭ ଜଣ କାଉଡ଼ିଆ ମିଶି ପାଣି ନେଇ ପାଇକରାପୁର ଯାଉଥିବା ସମୟରେ ଏକ ଦ୍ରୁତଗାମୀ କାର୍ କଉଡିଆଙ୍କ…
ଆଜିଠୁ ଶହୀଦ ସପ୍ତାହ ପାଳନ କରୁଛନ୍ତି ମାଓବାଦୀ
ଭବାନୀପାଟଣା,୨୮।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ କିଛି ଦିନର ନିରବତା ପରେ ପୁଣି ନିଜ ଉପସ୍ଥିତି ଜାହିର କରିଛନ୍ତି ସିପିଆଇ (ମାଓବାଦୀ)। ରବିବାରଠାରୁ ଅଗଷ୍ଟ ୩ ଯାଏ ଶହୀଦ ସପ୍ତାହ ପାଳନ ପାଇଁ ଲୋକଙ୍କୁ ଆହ୍ବାନ ଦେଇଛନ୍ତି। ଭବାନୀପାଟଣା ବ୍ଲକର…
Archives


