୩ ଦିନ ହେବ ନିଖୋଜ ଥିଲେ ଛାତ୍ରୀ: ପୋଖରୀରୁ ମିଳିଲା ମୃତଦେହ
ଗୋପାଳପୁର,୨୮।୭(ନବୀନ ରାଜ ଆଚାରୀ): ତିନି ଦିନ ପରେ ନିଖୋଜ ଥିବା ଜଣେ ଛାତ୍ରୀଙ୍କ ମୃତଦେହ ମିଳିଛି। ଗୋପାଳପୁର ଥାନା ପୋଲିସ କରାପୁଲୀର ଏକ ପୋଖରୀର ମୃତଦେହକୁ ଠାବ କରିଛି l ମୃତକ ଜଣଙ୍କ ହେଲେ ଗୋପାଳପୁର ହରିଜନ ସାହିର ସ୍ନେହଲତା ନାୟକ…
ପୁରୀ-ଚେନ୍ନାଇ ଏକ୍ସପ୍ରେସ୍ରେ ଯାନ୍ତ୍ରିକ ତ୍ରୁଟି: ପଛକୁ ଫେରିଲା ଟ୍ରେନ୍
ଭୁବନେଶ୍ୱର,୨୮।୭: ପୁରୀ-ଚେନ୍ନାଇ ସୁପରଫାଷ୍ଟ ଏକ୍ସପ୍ରେସ୍ରେ ରବିବାର ଯାନ୍ତ୍ରିକ ତ୍ରୁଟି ଦେଖାଯାଇଛି। ଫଳରେ ଟ୍ରେନ୍ଟି ବିଳମ୍ବରେ ଛାଡ଼ିବା ସତ୍ତ୍ବେ ୩ କିମି ଯାତ୍ରା କରି ପଛକୁ ଫେରିଛି। ଟ୍ରେନର ମରାମତି ପାଇଁ ଏବେ ଉଦ୍ୟମ ଜାରି ରହିଛି। ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ ବିଳମ୍ବ…
ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର: ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ
ବଡବିଲ,୨୮।୭(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡବିଲ ଥାନା ଅଧୀନ କାଶିଆ-କ, ତଳସାହି ନିକଟ ଜଗଦା ସାହିସ୍ଥିତ ମୋରମ ରାସ୍ତା କଡ଼ରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପୋଲିସ ଜବତ କରିଛି। ପାରିପାଶର୍ବିକ ପରିସ୍ଥିତିକୁ ଅନୁଧ୍ୟାନ ପରେ ଏହା ଏକ ହତ୍ୟାକାଣ୍ଡ…
ଖୋଲା ରାସ୍ତାରେ ଭାଜପା ନେତାଙ୍କୁ ହତ୍ୟା
ଚେନ୍ନାଇ,୨୮।୭: ତାମିଲନାଡୁରେ ଆଉ ଜଣେ ରାଜନେତାଙ୍କୁ ହତ୍ୟା କରାଯାଉଛି। ବିଏସପି ନେତା ଆର୍ମଷ୍ଟ୍ରଙ୍ଗଙ୍କ ହତ୍ୟାକୁ ନେଇ ରାଜ୍ୟରେ ତଦନ୍ତ ଚାଲିଥିବାବେଳେ ଏବେ ଜଣେ ଭାଜପା କର୍ମୀଙ୍କ ହତ୍ୟା କରାଯାଇଛି। ସିଭଗଙ୍ଗା ଜିଲାରେ ଜଣେ ଭାଜପା କର୍ମୀଙ୍କୁ ରାସ୍ତାରେ କିଛି ଅଜ୍ଞାତ ବ୍ୟକ୍ତି…
ତୁମକୁ ଆଉ ତୁମ ବୁଲ୍ଡୋଜରକୁ କେନାଲକୁ ଫିଙ୍ଗିଦେବି: ଅଧିକାରୀଙ୍କୁ ମନ୍ତ୍ରୀଙ୍କ ଧମକ
ଲକ୍ଷ୍ନୌ,୨୮।୭: ଉତ୍ତର ପ୍ରଦେଶର ଗୋବିନ୍ଦ ନଗର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିବେକାନନ୍ଦ ନଗରରେ ପାଞ୍ଚ ଶହ (୫୦୦)ରୁ ଅଧିକ ପରିବାରକୁ ଏକ ସପ୍ତାହ ମଧ୍ୟରେ ଘର/ହାଟ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାକୁ ବିରୋଧ କରି ସ୍ଥାନୀୟ ଭାଜପା ବିଧାୟକ ସୁରେନ୍ଦ୍ର…
ଇନ୍ଷ୍ଟାଗ୍ରାମରେ ମୁଖ୍ୟମନ୍ତ୍ରୀଙ୍କୁ ଧମକ: ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ସାଇବର ଥାନାରେ ଏତଲା
କେନ୍ଦୁଝର,୨୮।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବିଧାୟକ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମିଷ୍ଟର ବଓ୍ବେଫା ନାମରେ ଇନ୍ଷ୍ଟଗ୍ରାମ ଆଇଡିଧାରୀ ଜଣେ ଯୁବକ ଜାତିଆଣ ଆକ୍ଷେପ କରିବା ସହ ଜୀବନରେ ମାରି ଦେବାର ଧମକ ଦେଇଥିବା ଅଭିଯୋଗରେ କେନ୍ଦୁଝର ଜିଲା ଭାଜପା…
ବିଧାନସଭାରେ ଓଓ୍ବାଇସିଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଅଫର୍ କଲେ ମୁଖ୍ୟମନ୍ତ୍ରୀ: ତା’ପରେ ଘଟିଲା ଏମିତି
ହାଇଦ୍ରାବାଦ୍,୨୮।୭: ତେଲଙ୍ଗାନା ବିଧାନସଭାରେ ଏକ ମଜାଦାର ବିତର୍କ ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ଅଲ ଇଣ୍ଡିଆ ମଜଲିସ-ଇ-ଇଟେହାଦୁଲ ମୁସଲିମନ (ଏଆଇଏମଏମ) ମୁଖ୍ୟ ଅସଦୁଦ୍ଦିନ ଓୱାଇସିଙ୍କ ଭାଇ ଆକବରଉଦ୍ଦିନ ଓୱାଇସିଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଅଫର୍ କରିଛନ୍ତି। ସେ କହିଛନ୍ତି, ମୁଁ ତୁମକୁ…
ଯୋଗୀଙ୍କୁ ବଡ଼ ଟାସ୍କ ଦେଲେ ମୋଦି
ନୂଆଦିଲ୍ଲୀ,୨୮।୭: ଦିଲ୍ଲୀର ଭାଜପା ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଦୁଇ ଦିନିଆ ମୁଖ୍ୟମନ୍ତ୍ରୀ ପରିଷଦର ବୈଠକ ଅନୁଷ୍ଠିତ ହୋଇଥିଲା। ଏଠାରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ ରାଜ୍ୟରେ ଉତ୍ତମ ଶାସନ ପାଇଁ ମିଶନ ମୋଡରେ କାର୍ଯ୍ୟ କରିବାକୁ କୁହାଯାଇଥିଲା। ଏହି ବୈଠକର…
୧୩ କୁଇଣ୍ଟାଲ ଗଞ୍ଜେଇ ଜବତ: କନ୍ଧମାଳରୁ ନୂଆପଡ଼ା ହେଉଥିଲା ଚାଲାଣ
ପାଟଣାଗଡ଼,୨୮।୭: ବଲାଙ୍ଗୀର ଜିଲା ଲାଠୋର ଥାନା ପୋଲିସ ରବିବାର ଚଢାଉ କରି ଟଲିଆଲିଟି ଗାଁ ନିକଟରୁ ୧୩ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ପୋଲିସ ଏକ ପିକ୍ଅପ୍ ଭ୍ୟାନ, ବାଇକ୍ ଜବତ କରି ୩ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।…
ବିବାହିତ ଲିଭ୍-ଇନ୍ରେ ରହିଲେ ବହୁବିବାହ ବଢ଼ିବ: ହାଇକୋର୍ଟ
ଚଣ୍ଡିଗଡ଼,୨୮ା୭(ପି.ଟି.): ଯୋଡ଼ିଙ୍କ ସହ ଲିଭ୍-ଇନ୍ ରିଲେଶନଶିପ୍ରେ ରହିବାକୁ ଚାହୁଁଥିବା ବିବାହିତଙ୍କୁ ସୁରକ୍ଷା ଦେବା ଦୋଷୀମାନଙ୍କୁ ପ୍ରୋତ୍ସାହିତ କରିବ। ଏହାଦ୍ୱାରା ଦେଶରେ ବହୁବିବାହ ପ୍ରଥା ବଢ଼ିବ ବୋଲି ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଟିପ୍ପଣୀ ଦେଇଛନ୍ତି। ନିଜ ମାତାପିତାଙ୍କ ଘରୁ ପଳାଇଯାଉଥିବା ଏଭଳି…
ରାଜନୀତିକୁ ନେଇ ବଡ଼ ଘୋଷଣା କଲେ ପ୍ରଶାନ୍ତ କିଶୋର
ନୂଆଦିଲ୍ଲୀ,୨୮।୭: ଅକ୍ଟୋବର ୨, ୨୦୨୪ରେ ‘ଜନ ସୁରଜ’ ପାର୍ଟି ଗଠନ ହେବାକୁ ଯାଉଛି। ଏହି ଅଭିଯାନ ଆରମ୍ଭ କରିଥିବା ପ୍ରଶାନ୍ତ କିଶୋର ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି କ୍ରମରେ ରବିବାର ପ୍ରଶାନ୍ତ କିଶୋର ପାଟନାର ବାପୁ ଅଡିଟୋରିୟମରେ ଏକ କର୍ମଶାଳାକୁ…
ସବ୍ରେଜିଷ୍ଟ୍ରି, ସବ୍ଟ୍ରେଜେରୀ ଖୋଲିବା ପାଇଁ ଦାବି ଜୋର୍ ଧରିଲା
ମୋରଡ଼ା,୨୮ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ସଦରମହକୁମା ଚିତ୍ରଡ଼ାରେ ସବ୍ରେଜିଷ୍ଟ୍ରି ଓ ସବ୍ ଟ୍ରେଜେରୀ ଅଫିସ ଖୋଲିବା ନିମନ୍ତେ ଦାବି ଜୋର୍ ଧରିଛି। ଏନେଇ ମୋରଡ଼ା ବିଧାୟକ ତଥା ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ…
Archives


