Home Left

ୟୁପିଏସସି ଛାତ୍ରଙ୍କ ମୃତ୍ୟୁକୁ ନେଇ ରାଗିଗଲେ ଉପରାଷ୍ଟ୍ରପତି: କହିଲେ ଏମିତି କଥା

ନୂଆଦିଲ୍ଲୀ,୨୯।୭: ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନଖର ଦିଲ୍ଲୀର କୋଚିଂ ସେଣ୍ଟରର ତଳ ମହଲାରେ ବନ୍ୟା ପାଣି ପଶିଯିବା କାରଣରୁ ୟୁପିଏସସି ଛାତ୍ରଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଆଜିକାଲି କୋଚିଂ ଏକ ବ୍ୟବସାୟରେ…

କାହିଁକି ସମବାୟ ମନ୍ତ୍ରୀଙ୍କୁ ହାଇକୋର୍ଟ ଦେଲେ ନୋଟିସ, ଜାଣନ୍ତୁ ପୁରା ଘଟଣା

କଟକ,୨୯।୭: ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପବଳ ସାମନ୍ତଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ନିର୍ବାଚନ ଅନିୟମିତତା ମାମଲାରେ ନୋଟିସ ଜାରି ହୋଇଥିବା ସୂଚନା ମିଳିଛି। ମନ୍ତ୍ରୀ ପ୍ରଦୀପବଳ ସାମନ୍ତ ସୁକିନ୍ଦା ନର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ତେବେ ସେ ସତ୍ୟପାଠରେ ଅପରାଧିକ ତଥ୍ୟ…

ସାବଧାନ! ଆଜିଠୁ ପରିବହନ ବିଭାଗର ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭ୍

ପୁରୀ,୨୯ା୭: ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଆଜିଠୁ ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ ହୋଇଛି। ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ଚେକିଂ ଜୋରଦାର ଚାଲିଛି। ବିଶେଷକରି ନାବାଳକଙ୍କ ଗାଡ଼ି ଡ୍ରାଇଭ ରୋକିବାକୁ ଚେକିଂ କରାଯାଉଛି। ଯଦି କେଉଁଠାରେ ନାବାଳକ ଗାଡ଼ି ଚଳାଇବା…

ଭାରତରେ ରୋଡ ଶୋ’ କରିବେ ମାଳଦ୍ୱୀପ ମନ୍ତ୍ରୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୯।୭: ଆଜିକାଲି ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେଇଛି। ଆଜିଠାରୁ ମାଳଦ୍ୱୀପ ପର୍ଯ୍ୟଟନ ମନ୍ତ୍ରୀ ଇବ୍ରାହିମ ଫୈସଲ ଭାରତ ଗସ୍ତ କରିବାକୁ ଯାଉଛନ୍ତି। ଏଠାରେ ସେ ଭାରତୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ସ୍ଥାନରେ ରୋଡ ଶୋ’…

କୋଚିଂ ସେଣ୍ଟରେ ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ; ସାମ୍ନାକୁ ଆସିଲା ଭୟଙ୍କର ଭିଡିଓ…

ନୂଆଦିଲ୍ଲୀ,୨୯।୭: ଦିଲ୍ଲୀରେ ୩ ଛାତ୍ରୀଛାତ୍ରଙ୍କ ମୃତ୍ୟୁକୁ ନେଇ ଜୋରଦାର ପ୍ରତିବାଦ ଚାଲିଛି । ଦିଲ୍ଲୀ ରାଜେନ୍ଦ୍ରନଗର ସ୍ଥିତ ଏକ କୋଚିଂ ସେଣ୍ଟରରେ ପାଣି ପଶିଯିବାରୁ ଶନିବାର ୟୁପିଏସ୍‌ସି ପ୍ରସ୍ତୁତି କରୁଥିବା ୩ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ଏହହୋଇଛି। କାହିଁକି ଆଇଏଏସ୍‌ କୋଚିଂ…

ମଧୁର ଜହର ନାଇଟ୍ରସ

ନାଇଟ୍ରସ ଅକ୍ସାଇଡ, ହାସ୍ୟ ବାଷ୍ପ ବା ଲାଫିଙ୍ଗ ଗ୍ୟାସ୍‌ ନାମରେ ବିଶ୍ୱ ପ୍ରସିଦ୍ଧ। କିନ୍ତୁ ଏହା ଏକ ମାରାତ୍ମକ ବିଷ, ଯାହାକୁ ନରହତ୍ୟାରେ ବ୍ୟବହାର କରାଯାଇପାରେ ବୋଲି କ୍ୱଚିତ ଲୋକ ଅବଗତ। ଯବକ୍ଷାରଜାନ ବା ନାଇଟ୍ରୋଜେନର ପଞ୍ଚ ଅକ୍ସାଇଡ ମଧ୍ୟରୁ ନାଇଟ୍ରସ…

ଦୀର୍ଘାୟୁ ପାଇଁ ଦିନଚର୍ଯ୍ୟା

ଆଧୁନିକ ଯୁଗରେ ମଣିଷ ଯନ୍ତ୍ରମାନବରେ ପରିଣତ ହୋଇଯାଇଅଛି। ବସ୍ତୁବାଦୀ ଯୁଗରେ ମଣିଷର ନିଅଣ୍ଟ ପରିପୂର୍ଣ୍ଣ ହେଉନାହିଁ। ମୋବାଇଲ୍‌, ଟିଭି, ଲାପଟପ ଧରି ସମୟ ବିତୁଛି। ଏହି ଇଲେକଟ୍ରୋନିକ୍‌ ଯନ୍ତ୍ରଗୁଡ଼ିକରୁ ବାହାରୁଥିବା ରଶ୍ମି ଆମ ଶରୀର ଉପରେ କୁପ୍ରଭାବ ପକାଉଛି। ଏହାର ମୂଳ…

ଆଲିଆଙ୍କ ଏହି ଗୁଣକୁ ବଦଳାଇଦେଲେ ରଣବୀର

ବଲିଉଡ୍‌ର ପାଓ୍ବାରଫୁଲ କପଲ୍‌ମାନଙ୍କ ମଧ୍ୟରେ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟ ଅନ୍ୟତମ। ରଣବୀର ଏକ ସାକ୍ଷାତ୍‌କାରରେ ଆଲିଆଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ବିଭିନ୍ନ ରୋଚକ ତଥ୍ୟ ପ୍ରଘଟ କରିଛନ୍ତି। ବିବାହ ପରେ ଉଭୟଙ୍କ ସମ୍ପର୍କକୁ ସୁଦୃଢ଼…

ଭାରତୀୟ ନୌସେନାକୁ ଏମିତି ସ୍ବାଗତ କଲେ ପୁଟିନ: ଦେଖିଲେ ଆଖି ଯିବ ଲାଖି…

ମସ୍କୋ,୨୯।୭: ଭାରତୀୟ ନୌସେନାର ଆଇଏନ୍‌ଏସ୍‌ ଟାବର ରୁଷିଆ ନୌସେନା ଦିବସ ଉତ୍ସବରେ ଭାଗ ନେବାକୁ ରୁଷିଆରେ ପହଞ୍ଚିଛି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଇଏନ୍‌ଏସ୍‌ ଟାବରରେ ଥିବା ଭାରତୀୟ ନୌସେନା କର୍ମଚାରୀଙ୍କୁ ସ୍ବାଗତ କରିବା ସହ ଉତ୍ସବରେ ଯୋଗ ଦେଇଥିବାରୁ ସେମାନଙ୍କୁ…

ମନ୍ତ୍ରୀଙ୍କ ଏଭଳି ଉତ୍ତର ଶୁଣି ବିଧାୟକ କହିଲେ ଭୁଲ ତଥ୍ୟ ଦେଉଛନ୍ତି…

ଭୁବନେଶ୍ୱର,୨୯।୭: ବିଧାନସଭା ଅଧିବେଶନର ସୋମବାର ଷଷ୍ଠ ଦିନ। ତେବେ ପ୍ରଶ୍ନକାଳ ଚାଲିଥିବା ବେଳେ ରାଜ୍ୟ ସରକାରଙ୍କୁ ଘେରିଥିଲେ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା। ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ପକ୍ଷରୁ ଉତ୍ତର ରଖୁଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ସିମୁଳିଆର ଦମକଳ…

ଖାଉଟିଙ୍କୁ ବାଧିଲାଣି ବଜାର ଦର

ବୌଦ୍ଧ,୨୯ା୭( ଅଜିତ କୁମାର ବାରିକ): ସାରା ରାଜ୍ୟରେ ଆଳୁକୁ ନେଇ ଖାଉଟି ଚିନ୍ତାରେ ପଡିଥିବା ବେଳେ ବୌଦ୍ଧରେ ଆଳୁ କିଲୋ ୫୦ ଟଙ୍କା ଉପରେ ରହିଛି। ଏପଟେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଆଳୁ କିଲୋ ୩୨ରୁ ୩୪ ଟଙ୍କା ଉପରେ…

ଆଜି ଭାରତକୁ ମିଳିପାରେ ୩ ସ୍ବର୍ଣ୍ଣ: ଜାଣନ୍ତୁ କେଉଁ ଖେଳାଳି ଅଛନ୍ତି ରେସ୍‌ରେ

ପ୍ୟାରିସ୍‌,୨୯ା୭: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ରେ ମନୁ ଭାକର ବ୍ରୋଞ୍ଜ ପଦକ ଜିତିଥିବା ବେଳେ ସମ୍ଭାବ୍ୟ ପଦକ ରେସ୍‌ରେ ନିଜକୁ ସାମିଲ କରି ଫାଇନାଲରେ ପ୍ରବେଶ କରିଛନ୍ତି ଆଉ ୨ ଜଣ ଭାରତୀୟ। ରବିବାର ୧୦ ମିଟର ଏୟାର ରାଇଫଲ ମହିଳା ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri