Home Left

IND vs ENG 3rd ODI Playing-11: ଫେରିବେ କେଏଲ ରାହୁଲ, କୁଲଦୀପ ଯାଦବ, ଆଉଟ ହେବେ ଏହି ଦୁଇ ଖେଳାଳି!

ନୂଆଦିଲ୍ଲୀ,୧୮।୭: ରବିବାର ଲର୍ଡସରେ ହେବାକୁ ଥିବା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଏବଂ ଅନ୍ତିମ ଦିନିକିଆ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ହେବାକୁ ଯାଉଛି। ସିରିଜ ବର୍ତ୍ତମାନ 1-1 ସମାନ ସ୍ତରରେ ଅଛି, ଅର୍ଥାତ ଏହି ମ୍ୟାଚର ବିଜେତା ସିରିଜ କବଜା…

୩ ଟ୍ରକ୍‌ରେ ଚାଲାଣବେଳେ ୮୩ ମଇଁଷି ଉଦ୍ଧାର, ୩ ଜଣଙ୍କୁ ଗିରଫ କରି…

ନୂଆପଡ଼ା,୧୮ା୭(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ଭେଳା ବିଜୁ ଏକ୍ସପ୍ରେସ୍‌ ରାସ୍ତାକଡ଼ରେ କିଛିଦିନ ତଳେ ୭ଟି ମୃତ ମଇଁଷି ପଡ଼ିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏହି ଘଟଣାକୁ ଗୁରୁତ୍ୱର ସହ ନେଇ କୋମନା ପୋଲିସ ତଦନ୍ତ…

ସ୍କୁଟିରେ ଯାଉଥିଲେ ଅଙ୍ଗନବାଡି କର୍ମୀ, ବାଟରେ ପିଟିଲା ହାଇଓ୍ବା: ଆଉ ତା’ପରେ…

ପାପଡାହାଣ୍ଡି,୧୮।୭(ସ୍ବପ୍ନଜିତ ପଟ୍ଟନାୟକ): ଟିପ୍ପର ଧକ୍କାରେ ଜଣେ ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ ଘଟିଛି। ନବରଙ୍ଗପୁର ଜିଲା ପାପଡାହାଣ୍ଡି ଥାନା ପ୍ରଧାନୀଗୁଡା ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ ହୋଇଛି। ଦୁର୍ଘଟଣା ଘଟାଇ ଫେରାର…

Puri Rath Yatra: ରଥଯାତ୍ରା ସମୟରେ ହୋଟେଲ ଭଡା ୪ ଗୁଣା ବୃଦ୍ଧି; ଫୁଟପାଥ, ବେଳାଭୂମିରେ ରାତି ବିତାଇଲେ ଶ୍ରଦ୍ଧାଳୁ

ପୁରୀ,୧୮।୭: ପୁଣିଥରେ ବିଶ୍ୱ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ରଥଯାତ୍ରା ପାଇଁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ଏକ ବିଶାଳ ସମାଗମ ହୋଇଛି। ଦେଶ ବିଦେଶରୁ ଆସୁଥିବା ଭକ୍ତମାନେ ପ୍ରଭୁଙ୍କ ଦର୍ଶନ କରି ଆଧ୍ୟାତ୍ମିକ ଆନନ୍ଦ ଅନୁଭବ କରୁଥିବା ବେଳେ, ଉପଯୁକ୍ତ ରହଣି…

ଶ୍ରୀହରିକୋଟାରୁ ବିକ୍ରମ-୧ର ସଫଳ ଉତକ୍ଷେପଣ, ବୈଜ୍ଞାନିକମାନଙ୍କୁ ଫୋନ କରି ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦ,୧୮।୭: ଭାରତର ମହାକାଶ ଇତିହାସରେ ଏକ ନୂତନ ସୁବର୍ଣ୍ଣ ଅଧ୍ୟାୟ ଯୋଡି ହୋଇଛି। ଦେଶର ପ୍ରଥମ ଘରୋଇ ଭାବରେ ବିକଶିତ କକ୍ଷପଥ ରକେଟ, ବିକ୍ରମ-୧, ଶ୍ରୀହରିକୋଟାରୁ ସଫଳତାର ସହ ଉତକ୍ଷେପଣ କରିଥିଲା ଏବଂ ଏହାର ସମସ୍ତ ପେଲୋଡ 450 କିଲୋମିଟର ଉଚ୍ଚତାରେ…

ସ୍ବାମୀ ବେଡ୍‌ରେ ଶୋଇଥିବାବେଳେ ବିଷାକ୍ତ ସାପ ଛାଡ଼ିଦେଲେ ସ୍ତ୍ରୀ: ଆଉ ତା’ପରେ ଘଟିଲା…

ଲକ୍ଷ୍ନୌ,୧୮।୭: ଉତ୍ତର ପ୍ରଦେଶର ମେରଠରେ ପୋଲିସ ଏକ ଆଶ୍ଚର୍ଯ୍ୟଜନକ ଘଟଣାର ପର୍ଦ୍ଦାଫାସ କରିଛି,ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ମେରଠର ଏସଏସପି ଅଭିନାଶ ପାଣ୍ଡେ କହିଛନ୍ତି, ଜୁଲାଇ ୧୭ରେ ସେମାନେ ଅତୁଲ ପାୱାରଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ ସମ୍ପର୍କରେ ସୂଚନା ପାଇଥିଲେ। ମୃତକଙ୍କ…

ଲାଞ୍ଚ ନେଇ ଶିରିଝୋଲି ଆର୍‌ଆଇ ଗିରଫ 

ଜୟପୁର,୧୮।୭(ପବନ ପାଣିଗ୍ରାହୀ)-ଜଣେ ଜମିପଟ୍ଟା ଆବେଦନକାରୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ରାୟଗଡ଼ା ଜିଲା ଗୁଣପୁର ତହସିଲର ଶିରିଝୋଲି ଆର୍‌ଆଇ ସୁଶାନ୍ତ ମଲ୍ଲିକଙ୍କୁ ଜୟପୁର ଭିଜିଲାନ୍ସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। କୋର୍ଟ ତାଙ୍କ ଜାମିନ ଆବେଦନ…

ମଦ ଦୋକାନରୁ ୧୦ ଲକ୍ଷ ଟଙ୍କା ଚୋରି: ଟଙ୍କା ଧରି ଦୌଡୁଥିବା ବେଳେ

ତିହିଡ଼ି,୧୮।୭(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ବିଦେଶୀ ମଦ ଦୋକାନରୁ ଚୋରି କରିଥିବା ଦୋକାନ କର୍ମଚାରୀଙ୍କୁ ଶୁକ୍ରବାର ତିହିଡ଼ି ପୋଲିସ ଗିରଫ କରିଛି। ଗିରଫ କର୍ମଚାରୀ ହେଲେ ବାସୁଦେବପୁର ଏନ୍‌ଏସି ଅଧୀନ ୧୧ନଂ. ୱାର୍ଡର ରାଜକିଶୋର ସାହୁ(୩୮)। ତାଙ୍କଠାରୁ…

କାନାଡା ଜଙ୍ଗଲ ନିଆଁକୁ ନେଇ ରାଗୁଛନ୍ତି ଟ୍ରମ୍ପ, କହିଲେ ଟାରିଫ ମାଧ୍ୟମରେ ଆଦାୟ କରିବେ ବିଷାକ୍ତ ବାୟୁ ପ୍ରଦୂଷଣ କ୍ଷତିର ମୂଲ୍ୟ

ଓ୍ବାଶିଂଟନ,୧୮।୭: କାନାଡାରେ ଜଙ୍ଗଲ ନିଆଁରୁ ନିର୍ଗତ ଧୂଆଁ ସମ୍ପର୍କରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା ସରକାରଙ୍କ ଉପରେ କଠୋର ଆକ୍ରମଣ କରିଛନ୍ତି। ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ କାନାଡା ଏହାର ଜଙ୍ଗଲକୁ ସଠିକ ଭାବରେ ପରିଚାଳନା କରିବାରେ ବିଫଳ ହେଉଛି,…

ଭିକ ମାଗି କୋଟିପତି! ୮ଟି ଭିଲା, ୧୦ଟି ଲଗଜରି ଫ୍ଲାଟ୍‌କୁ ୧୧ଟି କାର୍‌; ଧନୀ ଭିକାରୀଙ୍କ ରୋଜଗାର ଶୁଣିଲେ ଉଡିବ ହୋସ୍‌

ଭାରତରେ କିଛି ଏମିତି ମଧ୍ୟ ଭିକାରୀ ଅଛନ୍ତି, ଯେଉଁମାନେ ଭିକ୍ଷାବୃତ୍ତି କରି କୋଟି କୋଟି ଟଙ୍କାର ସମ୍ପତ୍ତି ଏବଂ ଆଲିଶାନ ଘର ତିଆରି କରିସାରିଛନ୍ତି। ଏଠାରେ ଭାରତର ସେହି ୫ ଜଣ ସବୁଠାରୁ ଧନୀ ଭିକାରୀଙ୍କ ବିଷୟରେ ସୂଚନା ଦିଆଯାଇଛି, ଯାହାଙ୍କର…

ଲିଟର ପିଛା ୧୬୮ ଟଙ୍କା ହେବ ପେଟ୍ରୋଲ ଦାମ୍! ଏଥେନଲ୍ ବିବାଦ ଭିତରେ ବଡ଼ ଖୁଲାସା କଲେ ନୀତିନ ଗଡ଼କରୀ

ନୂଆଦିଲ୍ଲୀ,୧୮।୭: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏଥେନଲ୍ ମିଶ୍ରିତ ପେଟ୍ରୋଲ ଅର୍ଥାତ୍ E20 କିମ୍ବା E25 କୁ ନେଇ ଚାଲିଥିବା ବିବାଦ ଉପରେ ସବିଶେଷ ତଥ୍ୟ ରଖିଛନ୍ତି। ସେ କହିଛନ୍ତି ଯେ ତାଙ୍କର ଉଦ୍ଦେଶ୍ୟ କୌଣସି…

ବର୍ଷାଦିନେ ମୋବାଇଲରୁ ଶୀଘ୍ର ସରିଯାଏ ଚାର୍ଜ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ବର୍ତ୍ତମାନ ବର୍ଷା ଋତୁ ଚାଲିଛି। ଏହି ଋତୁ ଗରମରୁ ମୁକ୍ତି ପ୍ରଦାନ କରୁଥିବା ବେଳେ, ଅନେକ ଇଲେକ୍ଟ୍ରୋନିକ୍ସ ଶୀଘ୍ର ଖରାପ ହୋଇଯାଏ। ପ୍ରାୟତଃ ଦେଖାଯାଏ ଯେ, ବର୍ଷାଋତୁରେ ସ୍ମାର୍ଟଫୋନ୍‌ ବ୍ୟାଟେରି ଶୀଘ୍ର ଶୁଖିଯାଏ। ଲୋକମାନେ ଭାବନ୍ତି ଯେ, ସେମାନଙ୍କର ବ୍ୟାଟେରି ଖରାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?