Home Left

ବର୍ଷାଦିନେ ମୋବାଇଲରୁ ଶୀଘ୍ର ସରିଯାଏ ଚାର୍ଜ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ବର୍ତ୍ତମାନ ବର୍ଷା ଋତୁ ଚାଲିଛି। ଏହି ଋତୁ ଗରମରୁ ମୁକ୍ତି ପ୍ରଦାନ କରୁଥିବା ବେଳେ, ଅନେକ ଇଲେକ୍ଟ୍ରୋନିକ୍ସ ଶୀଘ୍ର ଖରାପ ହୋଇଯାଏ। ପ୍ରାୟତଃ ଦେଖାଯାଏ ଯେ, ବର୍ଷାଋତୁରେ ସ୍ମାର୍ଟଫୋନ୍‌ ବ୍ୟାଟେରି ଶୀଘ୍ର ଶୁଖିଯାଏ। ଲୋକମାନେ ଭାବନ୍ତି ଯେ, ସେମାନଙ୍କର ବ୍ୟାଟେରି ଖରାପ…

ସୋନମ ୱାଙ୍ଗଚୁକଙ୍କୁ ହଟାଇବା ପରେ ଜନ୍ତର-ମନ୍ତରରେ ଅନଶନରେ ବସିଲେ ଅଭିଜିତ ଦୀପକେ; ମଞ୍ଚ ଉପରେ ଭୋ ଭୋ ହୋଇ କାନ୍ଦିଲେ…

ନୂଆଦିଲ୍ଲୀ,୧୮।୭: ଦିଲ୍ଲୀ ପୋଲିସ ସୋନମ ୱାଙ୍ଗଚୁକଙ୍କୁ ଜନ୍ତର-ମନ୍ତରରୁ ହଟାଇ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଛି, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି। ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ପରେ କାକ୍ରୋଚ ଜନତା ପାର୍ଟି (CJP)ର ମୁଖ୍ୟ ଅଭିଜିତ ଦୀପକେ ଜନ୍ତର-ମନ୍ତରରେ ହିଁ ଅନଶନରେ ବସିଯାଇଛନ୍ତି।…

ଅବସର ନେବେ କି ରୋହିତ ଶର୍ମା: BCCI ଦେଲା ବଡ଼ ବୟାନ

ନୂଆଦିଲ୍ଲୀ,୧୮।୭: ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ଲର୍ଡସ ଦିନିକିଆ ପରେ ଅନ୍ତର୍ଜୀତୀୟ କ୍ରିକେଟରୁ ଅବସର ନେବେ ବୋଲି ଚର୍ଚ୍ଚା ହେଉଛି। ଏନେଇ ବିସିସିଆଇ ସଚିବ ଦେବଜିତ ସାଇକିଆ କହିଛନ୍ତି, ରୋହିତ ଶର୍ମା ଲର୍ଡସରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ…

ଆଗାମୀ ୨୪ ଘଣ୍ଟାରେ ତାଣ୍ଡବ ରଚିବ ଝଡ଼ବର୍ଷା; ଓଡ଼ିଶା ସମେତ ୧୫ ରାଜ୍ୟକୁ IMDର ହାଇ-ଆଲର୍ଟ

ନୂଆଦିଲ୍ଲୀ,୧୮।୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେଉଛି ଏବଂ ଏହା ସହିତ ଏକ ପଶ୍ଚିମା ଝଡ଼ (Western Disturbance) ମଧ୍ୟ ସକ୍ରିୟ ହେବ। ଏହି କାରଣରୁ ଦେଶର ୬୦ ରୁ ୭୦ ପ୍ରତିଶତ…

ବିଶ୍ୱକପ ଜିତିଲେ ମିଳିବ ଦୁଇଗୁଣା ପୁରସ୍କାର: ପ୍ରଥମ ଥର ପାଇଁ ବିଜେତାଙ୍କୁ ମେଡାଲ ସହ ମିଳିବ…

ନ୍ୟୁୟର୍କ,୧୮ା୭ ଫିଫା ବିଶ୍ୱକପ୍‌ ଇତିହାସରେ ପ୍ରଥମ ଥର ପାଇଁ ଚଳିତ ସଂସ୍କରଣର ବିଶ୍ୱ ଚାମ୍ପିୟନ ଦଳର ସମସ୍ତ ସଦସ୍ୟଙ୍କୁ ବ୍ୟକ୍ତିଗତ ଭାବେ ସ୍ବତନ୍ତ୍ର ସ୍ମାରକୀ ମୁଦି ପ୍ରଦାନ କରାଯିବ। ଫିଫାର ୱେବ୍‌ସାଇଟ୍‌ ଅନୁଯାୟୀ, ଆମେରିକାର ପ୍ରସିଦ୍ଧ ବ୍ୟବସାୟିକ କ୍ରୀଡ଼ା ଲିଗ୍‌ (ଯେପରିକି…

ସଲମାନଙ୍କ ପରେ ଏବେ ଟାର୍ଗେଟ୍‌ରେ ଆମିର ଖାନ, ମିଳିଲା ଧମକ; ତୃତୀୟ ବିବାହକୁ ନେଇ…

ମୁମ୍ବାଇ,୧୮।୭: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ପରେ ଏବେ ଅଭିନେତା ଆମିର ଖାନ ମଧ୍ୟ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟ୍‌କୁ ଆସିଛନ୍ତି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ଆରଜୁ ବିଷ୍ଣୋଇ ଏବଂ ଟାୟସନ ବିଷ୍ଣୋଇ ସୋସିଆଲ ମିଡିଆରେ ପୋଷ୍ଟ ଏବଂ ଅଡିଓ…

ବଦଳିଲା ମାଉସୀ ମା’ ଘର ଠିକଣା: ଦର୍ଶନ ପାଇଁ ଜମୁଛି ଭିଡ଼

ଦାରିଙ୍ଗବାଡି,୧୮।୭(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିଠାରେ ଚଳିତ ବର୍ଷ ନିଆରା ଓ ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ତେବେ ଚଳିତଥର ଶ୍ରୀ ଜଗନ୍ନାଥଙ୍କ ମାଉସୀ ମା’ଙ୍କ ଠିକଣା ପରିବର୍ତ୍ତନ ହୋଇଯାଇଛି। ପ୍ରତେକ ବର୍ଷ ରଥଯାତ୍ରାରେ ସିମନବାଡି ପତିତପାବନ ଶ୍ରୀ…

କେବଳ ରୋହିତ ଶର୍ମା ନୁହନ୍ତି, ଟିମ ଇଣ୍ଡିଆର ଏହି ୬ ଷ୍ଟାର୍‌ ଖେଳାଳି କ୍ରିକେଟକୁ କହିପାରନ୍ତି ଅଲବିଦା! ଲିଷ୍ଟରେ…

ମୁମ୍ବାଇ,୧୮।୭: ଭାରତୀୟ କ୍ରିକେଟରେ ଏବେ ପରିବର୍ତ୍ତନର ପ୍ରକ୍ରିୟା ଖୁବ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଟି-୨୦ ଅନ୍ତର୍ଜାତୀୟରୁ ରୋହିତ ଶର୍ମା ଏବଂ ବିରାଟ କୋହଲି ସନ୍ନ୍ୟାସ ନେବା ପରେ ଏବେ ଦିନିକିଆ (ODI) ଓ ଟେଷ୍ଟ ଦଳରେ ମଧ୍ୟ ଯୁବ ଖେଳାଳିମାନଙ୍କୁ…

ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍‌ ଜାରି କଲା ହସ୍ପିଟାଲ; ସ୍ତ୍ରୀ କହିଲେ ମୋ ଅନୁମତି ବିନା…

ନୂଆଦିଲ୍ଲୀ,୧୮।୭: ଦିଲ୍ଲୀ ପୋଲିସ ଶନିବାର ସକାଳେ ଜନ୍ତର-ମନ୍ତରରେ ଗତ ୨୦ ଦିନ ହେବ ଅନଶନରେ ବସିଥିବା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ନିଜ ସହ ନେଇଯାଇଛି। ପୋଲିସ ସୂଚନା ଦେଇଛି ଯେ ସୋନମ ୱାଙ୍ଗଚୁକଙ୍କ ବିଗୁଡ଼ୁଥିବା ସ୍ବାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ…

କଳାହାଣ୍ଡିରେ ୭୧୧ମିମି ବର୍ଷା ରେକର୍ଡ: ଧାନ କଟା ମେଶିନ ଉପରେ ପଡ଼ିଲା ବିରାଟ ଗଛ

ଭବାନୀପାଟଣା,୧୮।୭(ଉତ୍ତମ କୁମାର ଦାଶ): କଳାହାଣ୍ଡିର ବିଭିନ୍ନ ବ୍ଲକରେ ଗୁରୁବାର ଠାରୁ ଲଗାଣ ବର୍ଷା ଜାରି ରହିଛି। ଯାହାଫଳରେ ଗରମ ଗୁଳୁଗୁଳିରୁ ଆଶ୍ବସ୍ତି ମିଳିଥିବାବେଳେ ଖରିଫ ଚାଷ ପାଇଁ ମଧ୍ୟ ଏହି ବର୍ଷା ସହାୟକ ହୋଇଛି। ଜିଲା ଜରୁରୀକାଳୀନ ପରିଚାଳନା ବିଭାଗ ପକ୍ଷରୁ…

ବୁଣାକାର ପରିବାରର ପୁଅଙ୍କ ବଡ଼ ସଫଳତା: ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ପାଇ ଆଣିଲେ ଗୌରବ

ଅମରପାଲି, ୧୮।୭ (ପୀତାମ୍ବର ସାହୁ) : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ପଞ୍ଚାୟତର ଆମ୍ବଶରଭଟା ଗ୍ରାମର ଯତୀନ ମେହେର ନିଟ୍‌ ୟୁଜି ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଜଣେ ସାଧାରଣ ବୁଣାକାର ପରିବାରରୁ…

ଅନଶନସ୍ଥଳରୁ ସୋନମ ୱାଙ୍ଗଚୁକଙ୍କୁ ହଟାଇ କାହିଁକି ହସ୍ପିଟାଲ ପଠାଇଲା ଦିଲ୍ଲୀ ପୋଲିସ? ସାମ୍ନାକୁ ଆସିଲା ବଡ଼ କାରଣ

ନୂଆଦିଲ୍ଲୀ,୧୮।୭: ପରିବେଶ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ଶନିବାର ସକାଳେ ଦିଲ୍ଲୀ ପୋଲିସ ଜନ୍ତର-ମନ୍ତରରୁ ହଟାଇ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛି। ଏହା ସହିତ କକ୍‌ରୋଚ ଜନତା ପାର୍ଟି (ସିଜେପି)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ମଧ୍ୟ ଅଟକ ରଖାଯାଇଛି। ଦୀପକେ ଏକ୍ସ (X)ରେ ପୋଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?