Home Left

ଦିଗଦର୍ଶନ କାର୍ଯ୍ୟକ୍ରମକୁ ବିଜେଡିର ବିରୋଧ: ଏମିତି କହିଲେସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ 

ବାଚସ୍ପତି ଡକାଇଥିବା ଦିଗଦର୍ଶନ କାର୍ଯ୍ୟକ୍ରମକୁ ବିଜେଡିର ବିରୋଧ। ଆସନ୍ତା ୧୭ ଓ ୧୮ ତାରିଖରେ ହେବାକୁ ଥିବା ଦିଗଦର୍ଶନ କାର୍ଯ୍ୟକ୍ରମରେ ବିଜେଡି ବିଧାୟକମାନେ ଯୋଗ ଦେବେ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛି ଦଳ। ଜଣେ କେନ୍ଦ୍ର ମନ୍ତ୍ରୀ ପ୍ରଶିକ୍ଷଣ ଶିବିରକୁ…

ମର୍ଣ୍ଣି ମର୍କେଲ ଭାରତର ନୂଆ ବୋଲିଂ କୋଚ୍ ନିଯୁକ୍ତ

ନୂଆଦିଲ୍ଲୀ, ୧୪।୦୮: ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ମର୍ଣ୍ଣି ମର୍କେଲ ଭାରତର ନୂତନ ବୋଲିଂ କୋଚ୍ ନିଯୁକ୍ତ ହୋଇଛନ୍ତି। ମର୍କେଲଙ୍କ ନବ ନିଯୁକ୍ତ ଗୌତମ ଗମ୍ଭୀରଙ୍କ ନେତୃତ୍ୱରେ ଆସିଷ୍ଟାଣ୍ଟ କୋଚ୍ ଅଭିଷେକ ନାୟାର ଏବଂ ରିଆନ୍ ଦଶ ଡଚ୍ ଏବଂ…

ପ୍ରଧାନମନ୍ତ୍ରୀଙ୍କୁ ବଡ଼ ଝଟ୍‌କା, ପଦରୁ ହଟାଇଦେଲେ କୋର୍ଟ

ନୂଆଦିଲ୍ଲୀ, ୧୪।୦୮: ବାଂଲାଦେଶ ପରେ ଥାଇଲାଣ୍ଡର ରାଜନୀତି ଏବେ ହଲଚଲ୍‌ ହୋଇଛି । ପ୍ରଧାନମନ୍ତ୍ରୀ ପଦରୁ ତାଙ୍କ ପଦରୁ ହଟାଇଛନ୍ତି ଥାଇଲାଣ୍ଡ ସାମ଼୍ବିଧାନିକ କୋର୍ଟ । ଏକ ନୈତିକତା ମାମଲାର ଶୁଣାଣି କରି କୋର୍ଟ ପ୍ରଧାନମନ୍ତ୍ରୀ ଶ୍ରେଥା ଥାଭିସିନ୍‌ ପଦ ଛାଡ଼ିବାକୁ…

କିଏ ଶସ୍ତାରେ ଦେଉଛି ୨ଜିବି ଡାଟା ପ୍ଲାନ, ଏହି କମ୍ପାନୀ ଦେଲା ଶସ୍ତା ଅଫର

ନୂଆଦିଲ୍ଲୀ,୧୪।୮: ଫୋନରେ ହେବା ଠାରୁ ଇଣ୍ଟରନେଟ ବ୍ୟବହାର କରିବାକୁ ଲୋକଙ୍କୁ ବର୍ତ୍ତମାନ ମହଙ୍ଗା ପ୍ଲାନ ରିଚାର୍ଜ କରିବାକୁ ପଡୁଛି । ମୁଦ୍ରାସ୍ଫୀତି ବୃଦ୍ଧି ମଧ୍ୟରେ ରିଚାର୍ଜ ପ୍ଲାନର ମୂଲ୍ୟ ବୃଦ୍ଧି ଲୋକଙ୍କ ପକେଟ ଉପରେ ମଧ୍ୟ ବିଶେଷ ପ୍ରଭାବ ପକାଉଛି। ରିଚାର୍ଜ…

ରସିକିଆ ସ୍ବାମୀଙ୍କୁ ଦୁଇ ବଙ୍ଗୀୟ ଯୁବତୀଙ୍କ ସହ ହୋଟେଲରୁ ରଙ୍ଗେ ହାତ ଧରିଲେ ସ୍ତ୍ରୀ, ପରେ…

ଭୁବନେଶ୍ୱର,୧୪।୮ : ରସିକିଆ ସ୍ବାମୀଙ୍କୁ ହୋଟେଲ ରୁମ ଭିତରୁ ରଙ୍ଗେ ହାତ ଧରିଲେ ସ୍ତ୍ରୀ। ସ୍ବାମୀ ଦୁଇ ବଙ୍ଗୀୟ ଯୁବତୀଙ୍କ ସହ ହୋଟେଲ ରୁମରେ ଥିଲେ। ଏଭଳି ଘଟଣା ଘଟିଛି ଭୁବନେଶ୍ବର ପଟିଆ ଅଞ୍ଚଳରେ ଥିବା ଏକ ହୋଟେଲରେ। ରସିକ ସ୍ବାମୀଙ୍କ…

ପୁଅକୁ ଧରି ନଈକୁ ଡେଇଁଲେ ମା’: ପୁଅ ମୃତ, ମହିଳାଙ୍କ ପତ୍ତା ମିଳୁନି

ନିଶ୍ଚିନ୍ତକୋଇଲି,୧୪ା୮(ଅଶୋକ କୁମାର ମହାପାତ୍ର): କଟକ ଜିଲା ନେମାଳ ଥାନା ଅଧୀନ ଚିତ୍ରୋତ୍ପଳା ବ୍ରିଜ୍‌ ଉପରୁ ପୁଅକୁ ଧରି ନଈକୁ ଡେଇଁପଡ଼ିଲେ ମା’। ତେବେ ନାବାଳକଙ୍କ ପୁଅଙ୍କ ଜୀବନ ଚାଲି ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମା’ଙ୍କ ପତ୍ତା ମିଳିନାହିଁ। କଟକ ଜିଲା…

ୟୁନୁସଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି! ଅଡୁଆରେ ହାସିନା…

ନୂଆଦିଲ୍ଲୀ,୧୪।୮: ବାଂଲାଦେଶରେ ନିକଟରେ ହୋଇଥିବା ଅସ୍ଥିରତା ପରେ ବର୍ତ୍ତମାନ ଦେଶର କମାଣ୍ଡ ମହମ୍ମଦ ୟୁନୁସଙ୍କ ହାତରେ। ବାଂଲାଦେଶରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମହମ୍ମଦ ୟୁନୁସଙ୍କ ସାକ୍ଷାତକାର ହୋଇପାରେ ବୋଲି କୁହାଯାଉଛି। ମୋଦି ଏବଂ ନୋବେଲ ବିଜେତା ମହମ୍ମଦ…

ଡାକ୍ତରଙ୍କୁ ବଳାତ୍କାର-ହତ୍ୟା ଘଟଣା: କାହାକୁ ବଞ୍ଚାଇବାକୁ ଚାହୁଁଛନ୍ତି ମମତା; ଘେରିଲା ଭାଜପା

କୋଲକତା,୧୪।୮: କୋଲକତା ହାଇକୋର୍ଟ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣାର ତଦନ୍ତକୁ କୋଲକାତା ପୋଲିସରୁ ପରେ ସିବିଆଇକୁ ଏହି ମାମଲାର ତଦନ୍ତ ଦାୟିତ୍ୱ ଦେଇଛନ୍ତି। ବର୍ତ୍ତମାନ ଏହି ପ୍ରସଙ୍ଗରେ ରାଜନୀତିକୁ ସରଗରମ କରିଛି। ପୋଲିସକୁ ସାତ ଦିନର ସମୟସୀମା ଦେବା…

ଏହି ଯୁବତୀଙ୍କ ପ୍ରେମରେ ‘କ୍ଲିନ୍‌ ବୋଲ୍ଡ’ ହାର୍ଦ୍ଦିକ ପାଣ୍ଡ୍ୟା!

ନୂଆଦିଲ୍ଲୀ,୧୪।୮: ଭାରତୀୟ ପେସର୍‌ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ପ୍ରାୟ ଏକ ମାସ ପୂର୍ବରୁ ସେ ତାଙ୍କ ସ୍ତ୍ରୀ ନତାଶା ଷ୍ଟାନକୋଭିକଙ୍କ ଠାରୁ ଅଲଗା ହୋଇଥିଲେ। ଏବେ ହାର୍ଦ୍ଦିକ ଜଣେ ବ୍ରିଟିଶ୍‌ ସିଙ୍ଗରଙ୍କ ପ୍ରେମରେ ଉବୁଟୁବୁ ହେଉଥିବା…

୧୧ ଜଣ ପୋଲିସ୍‌ଙ୍କୁ ନିଲମ଼୍ବନ ଆଦେଶ ଦେଲେ ଏସ୍‌ପି, ଗଞ୍ଜେଇ ମାଫିଆଙ୍କ ସହ…

କୋରାପୁଟ, ୧୪।୦୮(ଅନୀତା ବେହେରା): କୋରାପୁଟ ପୋଲିସ୍‌ ଅଧିକ୍ଷକଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ । ୧୧ ପୋଲିସ୍‌ କର୍ମଚାରୀଙ୍କୁ ନିଲମ଼୍ବନ ଆଦେଶ ଦେଇଛନ୍ତି ଏସ୍‌ପି । ଏହି କର୍ମଚାରୀ ଗଞ୍ଜେଇ ମାଫିଆଙ୍କୁ ପିଛା କରି ସେମାନଙ୍କ ସହ ଡିଲ କରିଥିବା ଅଭିଯୋଗ ହୋଇଥିଲା ।…

ରାହୁଲଙ୍କୁ ପ୍ରତିମାସରେ ମିଳୁଛି ୧୦ ଲକ୍ଷ, ହିଡେନ୍‌ବର୍ଗ ରିପୋର୍ଟକୁ ନେଇ କହିଲେ ମୁଁ କିଛି…

ନୂଆଦିଲ୍ଲୀ, ୧୪।୦୮: ଆମେରିକାର ସର୍ଟ ସେଲିଂ ସଂସ୍ଥା ହିଡେନ୍‌ବର୍ଗର ରିପୋର୍ଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କୁ ବିପକ୍ଷ ଦଳ ଘେରିଛି । ମଙ୍ଗଳବାର ରାହୁଲ ଗାନ୍ଧି ଏନେଇ କହିଥିଲେ ଯେ ଏହା ଏକ ଗମ୍ଭୀର ମାମଲା । ଏବେ ସେ…

ଆତଙ୍କବାଦୀ ଗୁଳିରେ ସେନା କ୍ୟାପ୍‌ଟେନ୍‌ ଶହୀଦ୍‌

ଶ୍ରୀନଗର,୧୪।୮: ଜମ୍ମୁ କଶ୍ମୀରର ଡୋଡା ଜିଲାରେ ଆତଙ୍କବାଦୀଙ୍କ ସହ ହୋଇଥିବା ମୁକାବିଲାରେ ଜଣେ ଭାରତୀୟ ସେନା କ୍ୟାପ୍‌ଟେନ୍‌ ଶହୀଦ୍‌ ହୋଇଛନ୍ତି। ସୂତ୍ରରୁ ପ୍ରକାଶ ଯେ, ଡୋଡାରେ ଅପରେଶନ ଅସର ଚାଲିଛି, ଯେଉଁଥିରେ ୪୮ ରାଷ୍ଟ୍ରିୟ ରାଇଫଲ୍ସର କ୍ୟାପଟେନ ଆତଙ୍କବାଦୀଙ୍କ ସହ ଲଢୁଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri