ଚର୍ଚ୍ଚାରେ ନୀଳ ନୟନା, ବଚ୍ଚନ ପରିବାର ସହ ଆସିଲେନି ନଜର
ମୁମ୍ବାଇ: ପୁଣି ଥରେ ବଚ୍ଚନ ପରିବାର ଏକାଠି ନଜର ଆସିଛନ୍ତି। କିନ୍ତୁ ଐଶ୍ୱର୍ଯ୍ୟା ରାୟ ଏବଂ ଆରାଧ୍ୟା ଲୋକଙ୍କ ଦୃଷ୍ଟିକୁ ଆସି ନାହାଁନ୍ତି। ଘଟଣାହେଲା, ବଚ୍ଚନ ପରିବାର ମ୍ୟାନେଜିଂ ଡିରେକ୍ଟର ରାଜେଶ ଯାଦବଙ୍କ ପୁଅ ରିକିନଙ୍କ ବିବାହରେ ଯୋଗ ଦେଇଥିଲେ, ଯିଏକି…
ଅସହ୍ୟ କଲା ଫସଲ ହାନି, ଜୀବନ ହାରିଲେ ଯୁବ ଚାଷୀ
ବାଲିକୁଦା,୩୧।୧୨(ତାପସ ସ୍ବାଇଁ):ଫସଲଜନିତ କ୍ଷୟକ୍ଷତି ସହି ନ ପାରି ବେକରେ ରଶି ଲଗାଇ ଝୁଲିପଡ଼ିଲେ ଯୁବ ଚାଷୀ। ଏପରି ଦୁଃଖଦ ଘଟଣା ଜଗତ୍ସିଂହପୁର ଜିଲା ବାଲିକୁଦା ବ୍ଲକ ତଣ୍ଡିକୂଳ ପଞ୍ଚାୟତ ଅନ୍ତର୍ଗତ ସାରଣା ଗାଁରେ ଘଟିଛି। ସେ ହେଲେ ଉକ୍ତ ଗାଁର ଉତ୍ତମ…
ଅବସର ଉପରେ ରୋହିତ ଶର୍ମା ନେଇସାରିଛନ୍ତି ନିଷ୍ପତ୍ତି! ବିସିସିଆଇ ଶୀଘ୍ର କରିବ ଘୋଷଣା, ରିପୋର୍ଟରେ ବଡ଼ ଖୁଲାସା
ନୂଆଦିଲ୍ଲୀ,୩୧।୧୨: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ବର୍ଡର-ଗାଭାସ୍କର ଟ୍ରଫ ପରେ ଅବସର ନେବାକୁ ଯାଉଛନ୍ତି। ଏକ ମିଡିଆ ରିପୋର୍ଟ ଅନୁଯାୟୀ, ରୋହିତ ବର୍ତ୍ତମାନର ସିରିଜ ପରେ ତାଙ୍କ କ୍ୟାରିୟର ବିଷୟରେ ଏକ ବଡ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଆମେ ଆପଣଙ୍କୁ…
ସନ୍ୟାସ ନେବେ ବିରାଟ କୋହଲି, ରୋହିତ ଶର୍ମା! ପୂର୍ବତନ କ୍ରିକେଟରଙ୍କ ଚମକାଇବା ଭଳି ତଥ୍ୟ
ନୂଆଦିଲ୍ଲୀ,୩୧।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ବର୍ଡର ଗାଭାସ୍କର ଟ୍ରଫିରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଅତ୍ୟନ୍ତ ନିରାଶାଜନକ ପ୍ରଦର୍ଶନ କରିଛନ୍ତି। ଏହି କାରଣରୁ ଭାରତର ବ୍ୟାଟିଂ କ୍ରମାଗତ ଭାବେ ଫ୍ଲପ ହେଉଛି ଏବଂ ଟିମ ଇଣ୍ଡିଆକୁ ମଧ୍ୟ ମେଲବୋର୍ନ ଟେଷ୍ଟ…
ଲଜ୍ଜାଜନକ ରେକର୍ଡ ହାସଲ କଲେ ରୋହିତ ଶର୍ମା:ପଛରେ ପଡ଼ିଲେ ମାଷ୍ଟରବ୍ଲାଷ୍ଟର
ମେଲବୋର୍ନ,୩୧।୧୨: ମେଲବୋର୍ନ ଟେଷ୍ଟରେ ଅଷ୍ଟ୍ରେଲିଆ ୧୮୪ ରନ ବ୍ୟବଧାନରେ ଭାରତକୁ ପରାସ୍ତ କରିଛି। ଏହି ପରାଜୟ ପରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଏବଂ ବ୍ୟାଟିଂ ଉପରେ ପ୍ରଶ୍ନ ଉଠିଛି। ଏଥି ସହିତ ମେଲବୋର୍ନରେ ପରାଜୟ ପରେ ରୋହିତଙ୍କ ଏକ ଲଜ୍ଜାଜନକ ତଥା…
କୁହୁଡି ଚାଦର ତଳେ ଦାରିଙ୍ଗବାଡିର ଏକାଧିକ ସ୍ଥାନ: ଯାତାୟତ ବାଧାପ୍ରାପ୍ତ
ଦାରିଙ୍ଗବାଡି, ୩୧।୧୨ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ପ୍ଳିହେରି, ସିମନବାଡି, କିରିକୁଟି, ବାଡାବାଙ୍ଗା, ସୁଲୁମାହା, ଡାବୁଲୁମାହା ଆଦି ଅଞ୍ଚଳରେ ଘନ କୁହୁଡି ଯୋଗୁ ଗାଡି ମୋଟର ଯାତାୟତରେ ବାଧା ସୃଷ୍ଟି ହୋଇଛି। ବିଶେଷ କରି ଜାତୀୟ ରାଜପଥ ଉପରେ…
ଏଇ ଭାରତରେ
ପ୍ରାଣୀସେବା ମହତ୍ କାର୍ଯ୍ୟ, ଏହା ମର୍ମେମର୍ମେ ଉପଲବ୍ଧି କରିଛନ୍ତି ବେଙ୍ଗାଲୁରୁର ହରିଶ୍ ଅଲି। ସେ ଜଣେ ବ୍ୟବସାୟୀ । ହରିଶ୍ ବେଙ୍ଗାଲୁରୁ ସହରରୁ ଆହତ, ରୋଗଗ୍ରସ୍ତ ଏବଂ ପଙ୍ଗୁ କୁକୁରମାନଙ୍କୁ ଉଦ୍ଧାର କରୁଛନ୍ତି। ଏହି କାର୍ଯ୍ୟ ପାଇର୍ଁ ସେ ‘ସର୍ବୋହମ ଆନିମଲ୍…
୨୦୨୫ ପ୍ରଥମ ଦିନରେ ବିଶ୍ୱରେ ଜନସଂଖ୍ୟା ବୃଦ୍ଧି ସମସ୍ତଙ୍କୁ ଚମକାଇ ଦେବ, ଜାଣନ୍ତୁ କ’ଣ ରହିବ ଭାରତର ଅବସ୍ଥା
ନୂଆଦିଲ୍ଲୀ,୩୧।୧୨: ୨୦୨୫ବର୍ଷ ଆରମ୍ଭ ହେବାକୁ ଯାଉଛି। କିଛି ସମୟ ମଧ୍ୟରେ ୨୦୨୪ବର୍ଷ ଇତିହାସରେ ରେକର୍ଡ ହେବ । ଏହି ସମୟରେ ଏକ ରିପୋର୍ଟ ଆସିଛି ଯେଉଁଥିରେ କୁହାଯାଇଛି ଯେ ନୂଆ ବର୍ଷରେ ବିଶ୍ୱର ଜନସଂଖ୍ୟା କ’ଣ ହେବ? ବାସ୍ତବରେ, ଏହି ବର୍ଷ…
ମତିଭ୍ରମ
ହାଲ୍ୟୁସିନେସନ୍ ବା ମାୟା ବା ମତିଭ୍ରମ ହେଉଛି ଏକ ସ୍ନାୟୁଗତ ଅନୁଭବ। କିଛି ମାୟା ସାଧାରଣ ଯାହା କି ଅର୍ଦ୍ଧଚେତନ ଅବସ୍ଥାରେ ଅନୁଭବ କରାଯାଇଥାଏ। କିନ୍ତୁ କିଛି ଅନୁଭବ ଗୁରୁତର ଯାହା କି ମାନସିକ ରୋଗ, ଯେପରି କି ସ୍କିଜୋଫ୍ରେନିଆ ଏବଂ…
କାର୍ଯ୍ୟପାଳିକା ଓ ବ୍ୟବସ୍ଥାପକ
ଆମ ଶାସନ ଅନୁସାରେ କାର୍ଯ୍ୟପାଳିକା, ବ୍ୟବସ୍ଥାପକ ଓ ନ୍ୟାୟପାଳିକା ଗୋଟିଏ ଗୋଟିଏ ସୁଦୃଢ଼ ସ୍ତମ୍ଭ। ବ୍ୟବସ୍ଥାପକ ବା ବିଧାୟକ ଓ ସାଂସଦମାନେ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଥାନ୍ତି ଓ ନିର୍ବାଚନ ସମୟରେ ଲୋକଙ୍କ ଇଚ୍ଛା ପୂରଣକରିବା ପାଇଁ ଦେଇଥିବା ଇସ୍ତାହାରକୁ ନେଇ…
ନିମନ୍ତ୍ରିତ ଅତିଥି ହୋଇ ଆସିଛ ନୀରବରେ ବସ…ବିଧାୟିକା ଉପାସନାଙ୍କୁ ମୁହଁତୋଡ ଜବାବ ଦେଲେ ସରପଞ୍ଚ
ବ୍ରହ୍ମଗିରି,୩୧ା୧୨(ସ୍ବାଧୀନ ଚମ୍ପତ୍ତିରାୟ):ବ୍ରହ୍ମଗିରି ବ୍ଲକ୍ରେ ସୋମବାର ଏକ ଅପ୍ରୀତିକର ପରିସ୍ଥିତ ଦେଖିବାକୁ ମିଳିଛି, ଯାହା ବ୍ରହ୍ମଗିରିରେ ପ୍ରଥମ ଘଟଣା। ପଞ୍ଚାୟତ ସମିତି ବୈଠକରେ ଜନ ପ୍ରତିନିଧିମାନେ ୨ ଗୋଷ୍ଠୀ ପରସ୍ପର ଆକ୍ଷେପ ପ୍ରତିଆକ୍ଷେପ ଯୋଗୁ ଆରମ୍ଭରୁ ଶେଷ ଯାଏ ହୋହଲ୍ଲା ହୋଇଥିଲା। ପ୍ରକାଶଥାଉକି,…
ପୁନର୍ବାର ପ୍ରତିମୂର୍ତ୍ତି ଉନ୍ମୋଚନ ଯୋଜନା ବାତିଲ
ପାରାଦୀପ,୩୧।୧୨(ଶରତ ରାଉତ):ପାରାଦୀପ ନୂଆବଜାର ଖଣ୍ଡିଆପାର୍କଠାରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଘଟଣାକୁ ନେଇ ସୋମବାର ପାରାଦୀପ ରାଜନୀତି ଉଷ୍ମ ହୋଇଛି। ସକାଳୁ ସା ପର୍ଯ୍ୟନ୍ତ ପ୍ରତିମୂର୍ତ୍ତିକୁ ପୁନର୍ବାର ଉଦ୍ଘାଟନ କରାଯିବ ବୋଲି ପ୍ରସ୍ତୁତି ହୋଇଥିଲା। ଏପରିକି…

