ପାକିସ୍ତାନ ପ୍ରେମିକଙ୍କ ପ୍ରେମରେ ଭାରତୀୟ ଯୁବତୀ: ପ୍ରେମିକଙ୍କ ସହ ମିଶି ପ୍ରଧାନମନ୍ତ୍ରୀଙ୍କୁ କଲେ ଅପମାନ, ଶେଷରେ ହଟହଟ୍ଟାରେ…
ଦିଲ୍ଲୀ,୧୪।୮: ଦେଶ ବିରୋଧରେ ଅପମାନଜନକ ମନ୍ତବ୍ୟ ପଡ଼ିଲା ମହଙ୍ଗା। ଅଧ ରାତିରେ ହଟହଟ୍ଟା ହେଲେ ପ୍ରେମୀଯୁଗଳ। ଏଭଳି ଘଟଣା ଘଟିଛି ରାଜଧାନୀ ଦିଲ୍ଲୀର ରାଜରାସ୍ତାରେ। ସବୁଠାରୁ ବଡ଼ କଥା ହେଲା ଭାରତକୁ ଆସି ଭାରତ ବିରୋଧରେ କହୁଥିଲେ ପାକିସ୍ତାନ ଯୁବକ ।…
ସବୁ ଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାର ହେବ ତଦନ୍ତ: ଏମିତି କହିଲେ ଆଇନମନ୍ତ୍ରୀ
ଭୁବନେଶ୍ୱର,୧୪।୮: ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମଙ୍ଗଳବାର ନବ ଦାସ, ମମିତା ମେହର, ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ପୁନଃ ତଦନ୍ତ କରାଯିବ ବୋଲି କହିଥିଲେ। ହେଲେ ବୁଧବାର ବିଜେଡି ସରକାର ସମୟରେ ରାଜ୍ୟରେ ହୋଇଥିବା ସବୁ ଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାର ତଦନ୍ତ…
ଆସୁଛି ବଡ଼ ବର୍ଷା: ୪ ଦିନ ପ୍ରବଳ ବର୍ଷିବ
ଭୁବନେଶ୍ୱର,୧୪।୮: ରାଜ୍ୟରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଆଜି ଘଡଘଡି ବିଜୁଳି ସହ ବର୍ଷା…
ଇମୋଶନାଲ ମେସେଜ୍ ନା ବଦଳୁଛି ମୁଡ୍, ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ଇସାରା ଦେଲେ ଅଜିତ ପାଓ୍ବାର
ମୁମ୍ବାଇ,୧୪।୮: ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଅଜିତ ପାୱାର ଚାଲିଚଳଣ ବଦଳୁଥିବାର ଦେଖିବାକୁ ମିଳୁଛି। ବେଳେବେଳେ ସେ ତାଙ୍କ ସହଯୋଗୀ ଦଳର ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଉଛନ୍ତି ତ ବେଳେବେଳେ ଲୋକ…
ରକ୍ଷାବନ୍ଧନରେ ୯୦ ବର୍ଷ ପରେ ପଡ଼ୁଛି ୪ ମହାସଂଯୋଗ, ଜାଣନ୍ତୁ ରାକ୍ଷୀ ବାନ୍ଧିବାର ଶୁଭ ସମୟ
ନୂଆଦିଲ୍ଲୀ, ୧୪।୦୮: ରକ୍ଷାବନ୍ଧନ ହିନ୍ଦୁ ଧର୍ମର ଏକ ମହତ୍ତ଼୍ବପୂର୍ଣ୍ଣ ପରମ୍ପରା । ଭାଇ-ଭଉଣୀଙ୍କ ସଂପର୍କର ସେତୁ ରାକ୍ଷୀ ବୋଲି ଧରାଯାଏ । ଏହି ଦିନ ଭଉଣୀ ଭାଇକୁ ରାକ୍ଷୀ ବାନ୍ଧି ତାର ସୁରକ୍ଷାର ପ୍ରତିଜ୍ଞା ମାଗିଥାଏ । ଭାଇ ମଧ୍ୟ ପ୍ରତିଜ୍ଞା…
ପାକିସ୍ତାନ ଧ୍ୱଂସ ହୋଇଯିବ: ଏମିତି କାହିଁକି କହିଲେ ଯୋଗୀ
ଲକ୍ଷ୍ନୌ,୧୪।୮: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ରେ ଆୟୋଜିତ କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପାକିସ୍ତାନ ବିଷୟରେ ଏକ ବଡ଼ ଦାବି କରିଛନ୍ତି। ପାକିସ୍ତାନ ଭାରତ ସହିତ ମିଶ୍ରଣ ହେବ ବୋଲି ସେ ସୂଚନା ଦେଇଛନ୍ତି। ବିଭାଜନ…
ସ୍ବର୍ଣ୍ଣ ପଦକ ବିଜେତା ଅର୍ଶଦ ନଦୀମଙ୍କୁ ଭେଟିଲେ ଆତଙ୍କବାଦୀ ସଂଗଠନର ନେତା, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୧୪।୮: ଅଲିମ୍ପିକ ୨୦୨୪ରେ ପାକିସ୍ତାନ ପାଇଁ ସ୍ବର୍ଣ୍ଣ ପଦକ ଜିତିଥିବା ଅର୍ଶଦ ନଦୀମ ଚର୍ଚ୍ଚାକୁ ଆସିଛନ୍ତି। ସ୍ବର୍ଣ୍ଣ ବିଜେତା ଅର୍ଶଦ ନଦୀମ ଆତଙ୍କବାଦୀ ସଂଗଠନର ନେତାମାନଙ୍କୁ ଭେଟିଥିବାର ନଜର ଆସିଛନ୍ତି। ପ୍ୟାରିସରେ ଚମତ୍କାର ପଦର୍ଶନ କରିବା ପରେ ଅର୍ଶଦଙ୍କୁ ସମଗ୍ର ବିଶ୍ୱରେ…
ସାପ କାମୁଡାରେ ଚାଲିଗଲା ମହିଳାଙ୍କ ଜୀବନ
ଦିଗପହଣ୍ଡି/ପାଟପୁର,୧୪।୮(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ଗ୍ରାମର ଜଣେ ମହିଳା ବୁଧବାର ସକାଳେ ସାପ କାମୁଡାରେ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ ଗ୍ରାମର ଉପେନ୍ଦ୍ର ବିଷୋୟୀଙ୍କ ସ୍ତ୍ରୀ ସଞ୍ଜୁ ବିଷୋୟୀ। ସଞ୍ଜୁ ସକାଳେ ଚାଷ ଜମିରେ କାମ…
ଗର୍ଭବତୀ ମହିଳା ସମେତ ଶିଶୁପୁତ୍ରଙ୍କୁ ମାରିଦେଲା ଦନ୍ତହାତୀ: ବିକଳରେ କାନ୍ଦୁଛନ୍ତି ଦେଢ ବର୍ଷ ଶିଶୁକନ୍ୟା
ଟେନସା,୧୪।୮(ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜିଲା ବରସୁଆଁ ଫରେଷ୍ଟ ରେଞ୍ଜ କୋଇଡା ବ୍ଲକ କୋଇଡା ଗ୍ରାମ ପଞ୍ଚାୟତର ବାଲିଝୁଡ଼ି ଗ୍ରାମରେ ଘଟିଛି ଏକ ଦୁଃଖତ ଘଟଣା। କାନ୍ଥ ପଡି ଜଣେ ଗର୍ଭବତୀ ମହିଳାଙ୍କ ସମେତ କୁନିଶିଶୁ ପୁତ୍ରଙ୍କ ଜୀବନ ଯାଇଛି। ବାଲିଝୁଡ଼ି…
ହସିନାଙ୍କୁ ବଡ଼ ଝଟ୍କା, ଅଗଷ୍ଟ ୧୫କୁ ନେଇ ୟୁସୁନ ସରକାର ନେଲେ ଏପରି ନିଷ୍ପତ୍ତି, କାବା ହୋଇଗଲେ ହସିନା
ଢାକା,୧୪।୮: ବାଂଲାଦେଶରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦ ହରାଇଛନ୍ତି। ଏପରିକି ସେ ଦେଶ ଛାଡିବାକୁ ବାଧ୍ୟ ହୋଇଛନ୍ତି। ନୋବେଲ ବିଜେତା ମହମ୍ମଦ ୟୁନୁସ ଏବେ ବାଂଲାର ଦାୟିତ୍ୱ ନେଇଛନ୍ତି। କିନ୍ତୁ ଏବେ ଅଗଷ୍ଟ ୧୫କୁ ନେଇ ଦେଶରେ…
ଓଡ଼ିଶାର ୧୫ ଜଣଙ୍କୁ ମିଳିବ ପୋଲିସ ମେଡାଲ୍
ଭୁବନେଶ୍ୱର,୧୪।୮: କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବୁଧବାର ସାହସିକତା ଓ ସେବା ମେଡାଲ ଘୋଷଣା କରାଯାଇଛି। ଓଡ଼ିଶାର ୧୩ ଜଣଙ୍କୁ ମିଳିବ ପୋଲିସ ମେଡାଲ ଦିଆଯିବ। ଏହାସହ ଉଲ୍ଲେଖନୀୟ ସେବା ପାଇଁ ଏଡିଜି ସୁରେଶ ଦେବ ଦତ୍ତ ସିଂହ, ଡିଏସପି ସଚିଦାନନ୍ଦ…
ଶୌଚ ହେବାକୁ ଯାଇଥିବା ସମୟରେ ଆକ୍ରମଣ କଲା ଭାଲୁ: ଦୁଇ ମହିଳା ଗୁରୁତର
ପାଟଣା,୧୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡବିଟ ହାତୀନୁଟା ଗ୍ରାମରେ ଭାଲୁ ଆକ୍ରମଣ ରେ ବୁଧବାର ଭୋରରୁ ଦୁଇଜଣ ମହିଳା ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।…
Archives


