Home Left

ଭିନେଶଙ୍କୁ ମିଳିବନି ପଦକ, ପିଟି ଉଷା କହିଲେ…

ନୂଆଦିଲ୍ଲୀ,୧୫।୮: କୋର୍ଟ ଅଫ ଆର୍ବିଟ୍ରେସନ ଫ୍ର ସ୍ପୋଟର୍‌ସ(ସିଏଏସ)ରେ ଭିନେଶ ଫଗୋଟଙ୍କ ଆବେଦନ ଖାରଜ ହୋଇଯାଇଛି। ଏହି ସମୟରେ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓସି) ସଭାପତି ପିଟି ଉଷାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। କୋର୍ଟ ଅଫ ଆର୍ବିଟ୍ରେସନ ଫର୍‌ ସ୍ପୋର୍ଟ (ସିଏଏସ)ରେ ଭିନେଶଙ୍କ…

ଲୁକା ଜିପୋନି ବେଦାନ୍ତର ନୂଆ ସିଇଓ

ନୂଆଦିଲ୍ଲୀ,୧୫।୮:ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ଲୁକା ଜିପୋନିଙ୍କୁ ନିଯୁକ୍ତ କରାଯାଇଛି। ସେ କମ୍ପାନୀର ରୋଲ୍‌ଡ ପ୍ରଡକ୍ଟର ସିଇଓ ଭାବେ ନିଯୁକ୍ତ ହୋଇଥିବାବେଳେ ଏ କ୍ଷେତ୍ରରେ…

ଖଣି କମ୍ପାନୀଠାରୁ ବକେୟା ଆଦାୟ କରିପାରିବେ ରାଜ୍ୟ

ନୂଆଦିଲ୍ଲୀ,୧୫ା୮: ଖଣି ପ୍ରାଚ୍ୟୁର୍ଯ୍ୟ ରାଜ୍ୟଗୁଡ଼ିକ ଖନନକାରୀ କମ୍ପାନୀଗୁଡ଼ିକଠାରୁ ଅତୀତର (୨୦୦୫ ଏପ୍ରିଲ ୧ରୁ ପଡ଼ିରହିଥିବା) ବକେୟା ଟିକସ ସଂଗ୍ରହ କରିପାରିବେ ବୋଲି ବୁଧବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଟିକସ ଦାବିର ଦେୟ ସମୟ ୨୦୨୬ ଏପ୍ରିଲ ୧ରୁ ୧୨…

ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଦାବି, ଜିଲାପାଳଙ୍କୁ ଫେରାଦ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ଗୁରୁବାର ଏହି ଚାଷୀ ପଞ୍ଜୀକରଣ ଅବଧି ସରିଯିବ। ତେବେ ଏପର୍ଯ୍ୟନ୍ତ ଜିଲାର ଅନେକ ଚାଷୀ ପଞ୍ଜୀକରଣ କରିପାରି ନ ଥିବା ଯୋଗୁ ଏହି ଅବଧିକୁ…

ପତଞ୍ଜଳିକୁ ସୁପ୍ରିମକୋର୍ଟ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୫ା୮: ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ପତଞ୍ଜଳିକୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ଯୋଗଗୁରୁ ରାମଦେବ, ତାଙ୍କ ସହଯୋଗୀ ଆଚାର୍ଯ୍ୟ ବାଲ୍‌କ୍ରିଷ୍ଣା ଓ ପତଞ୍ଜଳି ଆୟୁର୍ବେଦ ଲିଃର କ୍ଷମା ଆବେଦନକୁ ସର୍ବୋଚ୍ଚ ଅଦାଲତ ଗ୍ରହଣ କରିବା ସହ ସେମାନଙ୍କ ବିରୋଧରେ ଅଦାଲତ ଅବମାନନା ମାମଲାକୁ…

ଡେଙ୍ଗୁ ଟିକା ପାଇଁ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର, ୧୫ା୮(ଅସମାପିକା ସାହୁ): ଇଣ୍ଡିଆନ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌) ଏବଂ ପାନାସିଆ ବାୟୋଟେକ୍‌ ଭାରତରେ ଡେଙ୍ଗୁ ଟିକା ପାଇଁ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଆରମ୍ଭ କରିଛନ୍ତି। ପାନାସିଆ ବାୟୋଟେକ ଦ୍ୱାରା ବିକଶିତ ହୋଇଥିବା ଭାରତର ସ୍ବଦେଶୀ ଟେଟ୍ରାଭାଲେଣ୍ଟ ଡେଙ୍ଗୁ…

ବ୍ଲାକ୍‌ରୋଜ୍‌ ତଦନ୍ତ ହେବ

ଭୁବନେଶ୍ୱର,୧୫।୮(ଅନିଲ ଦାସ): ଦୀର୍ଘ ୧୫ବର୍ଷ ପରେ ପୁଣି ବହୁଚର୍ଚ୍ଚିତ ବ୍ଲାକ୍‌ରୋଜ ଜାହାଜ ବୁଡ଼ି ଘଟଣାର ଗୁମର ଖୋଲିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପୂର୍ବରୁ ଏହି ଘଟଣାର ତଦନ୍ତ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ) ଦ୍ୱାରା କରିବାକୁ ଜାହାଜ ଚଳାଚଳ ମନ୍ତ୍ରଣାଳୟ ପ୍ରସ୍ତାବ…

ଏସ୍‌ସି,ଏସ୍‌ଟି ଜମି କେଳେଙ୍କାରୀର ତଦନ୍ତ ହେବ: ମନ୍ତ୍ରୀ ପୂଜାରୀ

ଭବାନୀପାଟଣା,୧୫ା୮(ଉତ୍ତମ କୁମାର ଦାଶ): ଭାଜପା ସରକାର ଆସିବା ପରେ ରାଜ୍ୟର ଅନ୍ନଦାତା, ମହିଳା କଲ୍ୟାଣ, ଯୁବଗୋଷ୍ଠୀ, ଗରିବି ଇତ୍ୟାଦିକୁ ଗୁରୁତ୍ୱ ଦେଇଛି। ବିଗତ ସରକାରଙ୍କଠାରୁ ଭାଜପା ସରକାରଙ୍କ ବଜେଟ୍‌ ୨୪ ଶତକଡା ଅଧିକ ରହିଛି। କୃଷି କ୍ଷେତ୍ର ସହ ମହିଳା, ଯୁବବର୍ଗ,…

ଓଡ଼ିଶାର ଆଦିବାସୀ ସ୍ବାଧୀନତା ସଂଗ୍ରାମୀ

ଓଡ଼ିଶାର ଆଦିବାସୀ ସ୍ବାଧୀନତା ସଂଗ୍ରାମୀମାନେ ବ୍ରିଟିଶ ଶାସନ ବିରୋଧରେ ବୀରତ୍ୱ ପ୍ରଦର୍ଶନ କରି ଭାରତୀୟ ଇତିହାସରେ ଏକ ଅବିସ୍ମରଣୀୟ ଛାପ ଛାଡ଼ିଯାଇଛନ୍ତି। ଓଡ଼ିଶାର କନ୍ଧ ସମ୍ପ୍ରଦାୟ ଅଞ୍ଚଳରେ ଜଣେ ପ୍ରମୁଖ ନେତା ଭାବରେ ଉଭା ହୋଇଥିଲେ କମଳଲୋଚନ ଦୋରା ବିଶୋୟୀ। କନ୍ଧ…

ରାଜ୍ୟରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚାହୁଁଛନ୍ତି ନବୀନ: ଭାଜପା

ଭୁବନେଶ୍ୱର,୧୫।୮(ସୁନିତ୍‌ ମିଶ୍ର): ଦୀର୍ଘ ୨୪ ବର୍ଷ ଶାସନ କ୍ଷମତାରେ ରହି ନବୀନବାବୁ ଓଡ଼ିଆ ଓ ରାଜ୍ୟବାସୀଙ୍କ ସହ ଖେଳ ଖେଳିଆସିଲେ। ଓଡ଼ିଆ ଅସ୍ମିତାର ଧଜିଆ ଉଡ଼ାଇଲେ। ବର୍ତ୍ତମାନ ବିଜେଡି ଓଡ଼ିଆ ଅସ୍ମିତା ସମ୍ପର୍କରେ ସମାଲୋଚନା କରିବା ହାସ୍ୟାସ୍ପଦ ଏବଂ ଦୁର୍ଭାଗ୍ୟଜନକ। ସରକାରରେ…

ଭାରତୀୟ ସ୍ବାଧୀନତା ସଂଗ୍ରାମର ଇତିହାସ: ଏକ ଶକ୍ତିଶାଳୀ ରାଷ୍ଟ୍ର ଗଠନର ମୂଳଦୁଆ

୭୮ତମ ସ୍ବାଧୀନତା ଦିବସ ଉପଲକ୍ଷେ ମୁଁ ସମଗ୍ର ଭାରତବାସୀଙ୍କ ସହିତ ପ୍ରତ୍ୟେକ ଓଡ଼ିଆଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ସ୍ବାଧୀନତା ଦିବସ କେବଳ ଏକ ଉତ୍ସବ ପାଳନର ଅବସର ନୁହେଁ, ଏହା ହେଉଛି ଅଗଣିତ ନାମହୀନ ବୀର ସଂଗ୍ରାମୀଙ୍କ ପାଇଁ…

ସାମାଜିକ ବିବିଧତା

ଯେଉଁମାନେ ‘ବାକ୍‌ ସ୍ବାଧୀନତା’ ଖଣ୍ଡବାକ୍ୟ ସୃଷ୍ଟି କରିଛନ୍ତି ସେହିମାନେ ହିଁ ‘ଘୃଣା ମନ୍ତବ୍ୟ’ ବା ହେଟ୍‌ ସ୍ପିଚ୍‌ର ସ୍ରଷ୍ଟା। ବାକ୍‌ ସ୍ବାଧୀନତାକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତିମାନେ ସବୁ ବକ୍ତବ୍ୟ ଭଲ, ସନ୍ତୋଷଜନକ ଏବଂ ସମ୍ମାନଜନକ ନୁହେଁ ବୋଲି ଅନୁଭବ କରିବାକୁ କିଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri