ଏହି ଦିନ ବିବାହ କରିବେ ନାଗା ଚୈତନ୍ୟ-ଶୋଭିତା, ସାମ୍ନାକୁ ଆସିଲା ତାରିଖ
ମୁମ୍ବାଇ: ଅଭିନେତା ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲା ଚର୍ଚ୍ଚା ଅଛନ୍ତି। ଦୁହେଁ ମାସ ଆରମ୍ଭରେ ନିର୍ବନ୍ଧ କରିଥିଲେ। ତେବେ ପ୍ରଶଂସକମାନେ ଏହି କପଲଙ୍କ ବିବାହକୁ ଅପେକ୍ଷା କରିଛନ୍ତି। ଏକ ନୂତନ ରିପୋର୍ଟରେ ନାଗା ଏବଂ ଶୋଭିତାଙ୍କ ବିବାହର ତାରିଖ ଏବଂ…
୪ଟା ଯାଏ ଗୃହମୁଲତବୀ: ଗୃହର ମଧ୍ୟଭାଗ ଦୁଇ ହାତ ହଲାଇ ବାହିନୀପତି କହିଲେ…
ଭୁବନେଶ୍ୱର,୨୧।୮: ବୁଧବାର ବିଧାନସଭାର ଦ୍ୱିତୀୟ ଦିନ। ତେବେ ଗୃହରେ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ ହୋ ହଲ୍ଲା ସହ ନାରାବାଜି ଦେଇଛନ୍ତି। ଏମିତିକି ଗୃହର ମଧ୍ୟଭାଗକୁ ବିଧାୟକମାନେ ଆସିଥିଲେ। କଂଗ୍ରେସ ବିଧାୟକ ତାରା ବାହିନୀପତି ଦୁଇହାତ ହଲାଇ ଆଗରେ ଜନଜାତିଙ୍କ…
ବଡ଼ ବାଜି ଖେଳିବେ ଅଜିତ ପାୱାର, ଏହି ନେତାଙ୍କୁ ପଠାଇବେ ରାଜ୍ୟ ସଭା
ମୁମ୍ବାଇ,୨୧।୮: ମହାରାଷ୍ଟ୍ରର ରାଜ୍ୟ ସଭାର ଦୁଇଟି ଖାଲି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ନାମାଙ୍କନ ପତ୍ରର ଶେଷ ତାରିଖ ବୁଧବାର ରହିଛି। ମହାରାଷ୍ଟ୍ରରେ ରାଜ୍ୟ ସଭାର ଗୋଟିଏ ଆସନରେ ଭାଜପା ଏବଂ ଅଜିତ ପାୱାର ଦଳର ଏନସିପି ଗୋଟିଏରେ ପ୍ରତିଦ୍ୱନ୍ଦ୍ୱିତା…
ଝାଡ଼ଖଣ୍ଡରେ ବିମାନ ନିଖୋଜ, ପାଇଲଟ୍ଙ୍କ ସହ ଥିଲେ…
ରାଞ୍ଚି, ୨୧।୦୮: ଝାଡ଼ଖଣ୍ଡରେ ମଙ୍ଗଳବାର ନିିଖୋଜ ହୋଇଯାଇଥିବା ଏକ ବିମାନର ପତ୍ତା ମିଳିପାରିନାହିଁ । ସରାୟକେଲା-ଖରସାୱାଁ ଜିଲାର ଏକ ବିମାନ ଉଡ଼ାଣ କେନ୍ଦ୍ରରୁ ଉଡ଼ାଣ ଭରିବା ପରେ ବିମାନଟି ନିଖୋଜ ହୋଇଯାଇଥିଲା । ଏହାକୁ ଖୋଜିବାକୁ ଟିମ୍ ନିୟୋଜିତ ଅଛନ୍ତି ।…
ବଳାତ୍କାର କେସ୍ରେ ଆସିଲା ବଡ଼ ଅପଡେଟ୍, ସଞ୍ଜୟ ରୟ ଏକା ନୁହନ୍ତି, ତାଙ୍କ ସହ ଏମାନେ… ଜାଣନ୍ତୁ କ’ଣ କହିଲେ ଅଭିଯୁକ୍ତଙ୍କ ଶାଶୁ
କୋଲକାତା,୨୧।୮: କୋଲକାତାର ଆର୍.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି। ଘଟଣାର ଅପରାଧୀଙ୍କୁ ଶୀଘ୍ର ଧରିବାକୁ ଦାବି ହେଉଛି। ଏହି ମାମଲାକୁ ନେଇ…
ଭାରତକୁ ଝଟ୍କା: ମୁଣ୍ଡ ନୂଆଁଇବ ନାହିଁ ପାକିସ୍ତାନ
ନୂଆଦିଲ୍ଲୀ,୨୧।୮: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ସହିତ ଜଡିତ ଏକ ବଡ଼ ଅପ୍ଡେଟ୍ ସାମ୍ନାକୁ ଆସିଛି। ନିକଟରେ ଚର୍ଚ୍ଚା ହେଉଥିଲା ଯେ ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସି ଚାମ୍ପିଅନ୍ସ ଟ୍ରଫିର ତାରିଖ ବଦଳାଇବ। କିନ୍ତୁ ପାକିସ୍ତାନ କ୍ରିକେଟ ବୋର୍ଡ ଏକ ପ୍ରେସ…
କଂଗ୍ରେସ ସରକାର ଗଢିଲେ ୬ମାସରେ ଭାଙ୍ଗିଦେବୁ, ହରିୟାଣା ଅର୍ଥମନ୍ତ୍ରୀଙ୍କ ବଡ଼ ବୟାନ
ନୂଆଦିଲ୍ଲୀ,୨୧।୮: ବିଧାନସଭା ନିର୍ବାଚନ ପାଇଁ ହରିୟାଣାରେ ରାଜନୈତିକ ପାଗ ଅନୁକୂଳ ହୋଇଛି। ଏବେ ସବୁ ଦଳର ନେତାମାନେ ରାଜ୍ୟରେ ଆଡ୍ଡା ଜମାଇଛନ୍ତି। ଏଥିପାଇଁ ହରିୟାଣା ଅର୍ଥମନ୍ତ୍ରୀ ଜେପି ଦଲା ନିକଟରେ ଏକ ରାଲି କରିଛନ୍ତି। ଯେଉଁଠାରେ ସେ ଏମିତି ବୟାନ ଦେଇଛନ୍ତି…
କୋଲକାତା ବଳାତ୍କାର ମାମଲା: ମମତା ସରକାର ନେଲେ ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଅଧିକାରୀଙ୍କୁ କଲେ ନିଲମ୍ବନ
କୋଲକାତା,୨୧।୮: କୋଲକାତା ପୋଲିସ କାର୍ଯ୍ୟରେ ଅବହେଳା ଅଭିଯୋଗରେ ତିନିଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ପରେ ଅଗଷ୍ଟ ୧୪ ତାରିଖ ରାତିରେ ବିଦ୍ରୋହୀମାନେ ହସ୍ପିଟାଲର ଜରୁରୀକାଳୀନ ବିଭାଗରେ ଭଙ୍ଗାରୁଜା କରିଥିଲେ।…
ଚିକିଟି ମଦମୃତ୍ୟୁ: ବର୍ଷବର୍ଷ ଧରି ବିଜେଡି ଲିଙ୍କ୍ରେ ଚାଲିଥିବା କହିଲେ ବିଧାୟକ
ଭୁବନେଶ୍ୱର,୨୧।୮: ଗଞ୍ଜାମ ଜିଲାରେ ମଦ ବିଭୀଷିକା ଦେଖିବାକୁ ମିଳିଛି। ଚିକିଟି ଏନଏସି କେ ନୂଆଗାଁ ଥାନା ମାଉନ୍ଦପୁର ଗ୍ରାମରେ ଦେଶୀ ମଦ ପିଇ ୨୩ ଜଣ ଗୁରୁତର ହୋଇଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଗୁରୁତରଙ୍କ ମୃତ ଘଟିଛି। ତେବେ ଏହି…
କୋଲକାତାରେ ପୁଣି ଏକ ଛାତିଥରା ଘଟଣା! ମିଳିଲା ମହିଳାଙ୍କ ରକ୍ତଭିଜା ମୃତଦେହ, ଶରୀରରେ ହୋଇଛି…
କୋଲକାତା,୨୧।୮: ପଶ୍ଚିମବଙ୍ଗର କୋଲକାତାରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଆର.ଜି କର ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ପରେ ଆଉଜଣେ ମହିଳାଙ୍କ ମୃତଦେହ ମିଳିଛି। ମହିଳାଙ୍କ ଶରୀର ରକ୍ତରେ ଭିଜି ଯାଇଛି। ମହିଳାଜଣକ କିଏ, ସେ…
ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ: ୨୮ ମୃତ
ଇସଲାମାବାଦ,୨୧।୮: ପାକିସ୍ତାନରୁ ଇରାକକୁ ଯାଉଥିବା ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୮ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ବୁଧବାର ଜଣେ ଅଧିକାରୀ ଏହି ସୂଚନା ପ୍ରଦାନ କରିଛନ୍ତି। ରିପୋର୍ଟ ଅନୁଯାୟୀ ସ୍ଥାନୀୟ ଜରୁରୀକାଳୀନ ଅଧିକାରୀ ମହମ୍ମଦ ଅଲି ମଲେକଜାହେଦ କହିଛନ୍ତି…
କୋରାପୁଟ ସହରରେ ଭାରତ ବନ୍ଦର ପ୍ରଭାବ: ଗାଡି ଚଳାଚଳ ଠପ୍, ଦୋକାନ ବଜାର ବନ୍ଦ
କୋରାପୁଟ,୨୧।୮(ଅମିତାଭ ବେହେରା): କୋରାପୁଟ ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବାବେଳେ ବସ ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଜଣାପଡ଼ିଛି। ସହରର ଟ୍ରାଫିକ ଛକ, ମହିଳା ମହାବିଦ୍ୟାଳୟ ଛକ, ବାଟମଙ୍ଗଳା ଛକ ସମେତ…
Archives


