ପ୍ୟାରିସ୍ ଗଲେ ୧୬ ଭାରତୀୟ ଆଥ୍ଲେଟ୍
ନୂଆଦିଲ୍ଲୀ,୨୨ା୮(ପି.ଟି.): ପାରାଲିମ୍ପିକ୍ସ ୨୦୨୪ ପୂର୍ବରୁ ଭାରତୀୟ ଆଥଲେଟିକ୍ସ ଦଳ ବୁଧବାର ପ୍ୟାରିସ୍କୁ ଆଗୁଆ ଯାତ୍ରା କରିଛି। ସ୍ଥାନୀୟ ପରିବେଶ ସହ ନିଜକୁ ଖାପ ଖୁଆଇବା ପାଇଁ ଭାରତୀୟ ଆଥଲେଟିକ୍ସ ଦଳ ପ୍ରଥମ ବ୍ୟାଚର ଖେଳାଳି ଭାବରେ ଯାତ୍ରା କରିଛନ୍ତି। ଜାଭେଲିନ୍ ଥ୍ରୋୟର…
କେନ୍ଦ୍ରର ନୀରବତା ଏସ୍ସି,ଏସ୍ଟିଙ୍କୁ ବ୍ୟଥିତ କରିଛି: ବିଜେଡି
ଭୁବନେଶ୍ୱର,୨୨।୮(ଅନିଲଦାସ): ସମଗ୍ର ଦେଶରେ ଏସ୍ସି ଓ ଏସ୍ଟି ବର୍ଗର ଲୋକମାନେ ଜୋରଦାର ଆନ୍ଦୋଳନ କରୁଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ନିକଟରେ ଦିଆଯାଇଥିବା ଏକ ଅର୍ଡରରେ ରିଜରଭେଶନ ଭିତରେ ସବ୍ କାଟାଗୋରି ଗଠନ କରିବା ଓ କ୍ରିମିଲେୟାରବର୍ଗଙ୍କୁ ରିଜରଭେଶନରୁ ବାଦ ଦେବା ପାଇଁ…
ଏଭଳି ‘ଭାରତ ବନ୍ଦ’ ନିନ୍ଦନୀୟ: ଭାଜପା
ଭୁବନେଶ୍ୱର, ୨୨।୮(ସୁନିତ୍ ମିଶ୍ର): ପ୍ରଧାନମନ୍ତ୍ରୀଙ୍କ ଉପରେ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ଆସ୍ଥା ଓ ଭରସା ରହିଛି। ୨୦୧୪ରେ ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବାପରେ କିପରି ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ସ୍ବାର୍ଥରକ୍ଷା କରିବା ଦିଗରେ କାର୍ଯ୍ୟ କରିଥିଲେ।…
ନିମାପଡ଼ା ଏନ୍ଏସି: ଭୋଟ ନାକଚକୁ ନେଇ ରାଜନୀତି
ନିମାପଡ଼ା,୨୨।୮(ରଞ୍ଜନ ପଟ୍ଟନାୟକ): କିଏ କଲା ନିଜ ଭୋଟକୁ ନାକଚ? ନିମାପଡ଼ା ଏନ୍ଏସି ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କାଟ ଖାଇବା ପରେ ଏଠାକାର ରାଜନୀତି ରୋଚକ ମୋଡ଼ ନେଇଛି। ପ୍ରକୃତରେ କିଏ ସେହି କାଉନସିଲର ଯିଏ ନିଜ ଭୋଟକୁ ନାକଚ…
୨ ସପ୍ତାହ ସମୟ ନେଲେ ରାଜ୍ୟ ସରକାର
କଟକ,୨୨ା୮ (କାର୍ତ୍ତିକ ସାହୁ):ଯାଜପୁର ଜିଲାର ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ଶିକ୍ଷୟିତ୍ରୀ ଉଠ୍ବସ୍ କରାଇବା ହେତୁ ତାଙ୍କର ମୃତ୍ୟୁ ଘଟିବା ନେଇ ରୁଜୁ ମାମଲାର ଶୁଣାଣି ବୁଧବାର ହାଇକୋର୍ଟରେ ହୋଇଛି। ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ଶାରୀରିକ ଦଣ୍ଡ ଦିଆ ନ ଯିବା ଉପରେ…
ଆର୍ବିଆଇ ଗଭର୍ନରଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର,୨୨।୮(ଅନୁରାଧା ମହାରଣା): ଆମେରିକାସ୍ଥିତ ‘ଗ୍ଲୋବାଲ ଫାଇନାନ୍ସ’ ପତ୍ରିକା ପକ୍ଷରୁ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ସର୍ବଭାରତୀୟ ସ୍ତରରେ ସର୍ବୋଚ୍ଚ କେନ୍ଦ୍ରୀୟ ବ୍ୟାଙ୍କର ଭାବରେ ମନୋନୀତ ହୋଇଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର…
ଏମ୍ଭି ଦେବୀ ଜାହାଜକୁ ବିକ୍ରି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ପାରାଦୀପ,୨୨ା୮(ଶରତ ରାଉତ):୨୦୨୩ ନଭେମ୍ବର ୩୦ରେ ପାରାଦୀପ ବନ୍ଦରରେ ଲାଗିଥିବା ଏମ୍ଭି ଦେବୀ (ନଂ. ଆଇଏମ୍ଓ ୯୬୧୬୭୩୫) ଜାହାଜରୁ ୨୦ ପ୍ୟାକେଟ କୋକେନ୍ ଜବତ ହୋଇଥିଲା, ଯାହାର ବଜାର ମୂଲ୍ୟ ୨୨୦ କୋଟି ହେବ। ଏହା ପରେ ଆଙ୍କରେଜ ଏରିଆରେ ଏମ୍ଭି ଦେବୀ…
ପାହାଡ଼ରୁ ମିଳିଲା ୨ ଗଳିତ ମୃତଦେହ
ଔପଦା,୨୨।୮(ଧରିତ୍ରୀ ପଣ୍ଡା): ବାଲେଶ୍ୱର ଜିଲା ଔପଦା ଥାନା ଅଧୀନ ଦେବଗିରି ପାହାଡ଼ ଶିଖରରୁ ବୁଧବାର ୨ ଆଦିବାସୀଙ୍କର ଗଳିତ ମୃତଦେହ ଜବତ ହୋଇଛି। ୮ଦିନ ହେଲା ଏମାନେ ଗ୍ରାମରୁ ନିଖୋଜ ଥିଲେ। ସେମାନେ ଆତ୍ମହତ୍ୟା କରିଛନ୍ତି ନା ସେମାନଙ୍କୁ ହତ୍ୟା କରାଯାଇଛି…
୨୪ରୁ ବଢ଼ିବ ବର୍ଷା
ଭୁବନେଶ୍ୱର, ୨୨ା୮(ଅସମାପିକା ସାହୁ): ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସକ୍ରିୟ ରହିଥିବାରୁ ରାଜ୍ୟରେ ବର୍ଷା ହେଉଛି। ଆସନ୍ତା ୫ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ କିଛି ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ। ଏଥିସହ…
ଆମାଜନ ଡଟ୍ ଇନ୍ରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ବଜାର
ଭୁବନେଶ୍ୱର,୨୨।୮: ଦେଶର ଅଗ୍ରଣୀ ଇ-କର୍ମସ ପ୍ଲାଟ୍ଫର୍ମ ଆମାଜନ ଡଟ୍ ଇନ୍ରେ କ୍ରମାଗତ ଭାବେ ଅନ୍ଲାଇନ କାରବାର ବୃଦ୍ଧି ପାଇଛି। ଏପରିକି କ୍ରମାଗତ ଭାବେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ବଜାରରେ ମଧ୍ୟ ଅନ୍ଲାଇନ କାରବାର ପ୍ରତି ଆଗ୍ରହ ବଢ଼ିଛି। ସର୍ବଭାରତୀୟସ୍ତରରେ ଓଡ଼ିଶା…
ଇନ୍ଷ୍ଟାଗ୍ରାମ୍ରେ ମୋଦିଙ୍କୁ ପଛରେ ପକାଇଲେ ଶ୍ରଦ୍ଧା
ଭୁବନେଶ୍ୱର,୨୨ା୮ (ଶର୍ମିଷ୍ଠା ପାଣିଗ୍ରାହୀ): ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁର ତାଙ୍କ ହରର ଓ କମେଡି ଫିଲ୍ମ ‘ସ୍ତ୍ରୀ-୨’ର ସଫଳତାକୁ ନେଇ ବେଶ୍ ଚର୍ଚ୍ଚାରେ। ଏହି ଚଳଚ୍ଚିତ୍ରଟି ଅଗଷ୍ଟ ୧୫ରେ ମୁକ୍ତିଲାଭ କରିଛି। ବୁଧବାର ଫିଲ୍ମ ଏହାର ପ୍ରଥମ ସପ୍ତାହ ଶେଷ କରିବାକୁ…
୧୫୧ ଏମ୍ପି, ବିଧାୟକ ଅଭିଯୁକ୍ତ
ନୂଆଦିଲ୍ଲୀ, ୨୨।୮: ଦେଶରେ ବର୍ତ୍ତମାନ ୧୫୧ ଏମ୍ପି ଏବଂ ବିଧାୟକଙ୍କ ବିରୋଧରେ ମହିଳା ବିରୋଧୀ ଅପରାଧ ମାମଲା ବିଚାରାଧୀନ ରହିଛି। ଏହି କ୍ଷେତ୍ରରେ ପଶ୍ଚିମବଙ୍ଗ ଓ ଆନ୍ଧ୍ର ପ୍ରଦେଶ ପରେ ଓଡ଼ିଶାର ଜନପ୍ରତିନିଧିଙ୍କ ସ୍ଥାନ ତୃତୀୟରେ ରହିଛି। ନିର୍ବାଚନ ବେଳେ ନାମାଙ୍କନ…
Archives


