ଡକାୟତି ମାମଲା: ଜାମିନ ଖାରଜ, ଜେଲ ଗଲେ …
ଦିଗପହଣ୍ଡି,୨|୧୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡ଼ା ଚାଞ୍ଚଡାପଲ୍ଲୀ ଗ୍ରାମର କୃଷ୍ଣ ସ୍ବାଇଁ ଓରଫ କଟିକିଆ ଙ୍କୁ ସୋମବାର ଦିଗପହଣ୍ଡି ପୋଲିସ ଗିରଫ କରି ଅପରାହ୍ନରେ କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ କୃଷ୍ଣ ଦିଗପହଣ୍ଡି କୋର୍ଟ ରେ ହାଜର…
ଏହି ଦିନ ଖେଳାଯିବ ଭାରତ-ପାକିସ୍ତାନ ମହାମୁକାବିଲା: ପ୍ରତିଶୋଧ ନେବେ ବୈଭବ ସୂର୍ଯ୍ୟବଂଶୀ
ନୂଆଦିଲ୍ଲୀ,୨।୧୧:ଆଗାମୀ ଏସିସି ରାଇଜିଂ ଷ୍ଟାର୍ସ ଏସିଆ କପ ପାଇଁ ଇଣ୍ଡିଆ-ଏ ଦଳ ଘୋଷଣା କରିଛି ବିସିସିଆଇ। ଦଳର ନେତୃତ୍ୱ ଭାର ତିଳକ ବର୍ମାଙ୍କୁ ଦିଆଯାଇଥିବା ବେଳେ ରଜତ ପଟିଦାରଙ୍କୁ ଉପଅଧିନାୟକ ନିଯୁକ୍ତ କରାଯାଇଛି। ଅଭିଷେକ ଶର୍ମା ଓ ଯୁବ ବ୍ୟାଟର ବୈଭବ…
ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ମାଲେସିଆକୁ ହରାଇଲା ଜାପାନ
ଜଳନ୍ଧର, ୨ା୧୧: ଜାପାନ ଏହାର ଅନ୍ତିମ ରାଉଣ୍ଡ-ରବିନରେ ଏସିଆନ ଗେମ୍ସ ରୌପ୍ୟ ବିଜେତା ମାଲେସିଆକୁ ୨-୧ ଗୋଲ୍ରେ ପରାସ୍ତ କରି ଏଠାରେ ଚାଲିଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟର ଷ୍ଟାଣ୍ଡିଂ ତୃତୀୟ ସ୍ଥାନ ଅଧିକାର କରିଛି। ଜାପାନ ୫ଟି ମ୍ୟାଚରୁ…
ବନ୍ୟା କ୍ଷୟକ୍ଷତି ଆକଳନ ନେଇ ଆର୍ଡିସିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ: ତୁରନ୍ତ କ୍ଷୟକ୍ଷତି ଆକଳନ କରିବାକୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ
ଛତ୍ରପୁର, ୨/୧୧ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ସମ୍ପ୍ରତି ବନ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତିର ଆକଳନ ଯଥାସମ୍ଭବ ଶୀଘ୍ର ଓ ସଠିକ୍ ଭାବେ ଶେଷ କରିବାକୁ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ (ଆର୍ଡିସି) ବିଜୟ ଅମୃତ କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ…
ଘୁଞ୍ଚିଲା ଆଇପିଏଲ୍ ରିଟେନଶନ ଡେଡ୍ଲାଇନ, କେବେ ହେବ ଜାଣନ୍ତୁ…
ମୁମ୍ବାଇ,୨ା୧୧: ଆଇପିଏଲ୍ ଫ୍ରାଞ୍ଚାଇଜମାନଙ୍କ ପାଇଁ ଖେଳାଳିଙ୍କ ରିଟେନଶନ୍ ତାଲିକା ଦାଖଲ କରିବା ଲାଗି ପୂର୍ବରୁ ଧାର୍ଯ୍ୟ ହୋଇଥିବା ଡେଡ୍ଲାଇନକୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ନଭେମ୍ବର ୧୫ ସୁଦ୍ଧା ରିଟେନଶନ ତାଲିକା ଦାଖଲ କରିବାକୁ ଫ୍ରାଞ୍ଚାଇଜମାନଙ୍କୁ କୁହାଯାଇଥିଲା। ହେଲେ ବର୍ତ୍ତମାନ ଏହାକୁ ଦୁଇ…
ଗୋଦାମରେ ନୁହେଁ, ପ୍ରତି ଗାଁରେ ମହଜୁଦ ରହିବ ଖାଦ୍ୟ
ଛତ୍ରପୁର,୨ା୧୧(ଦିଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ଓ ବନ୍ୟାର ମୁକାବିଲା ପାଇଁ ଗଞ୍ଜାମ ଜିଲାର ସମସ୍ତ ଅଞ୍ଚଳରେ ଆଗୁଆ ପ୍ରସ୍ତୁତି ରଖିବାକୁ ଜିଲାପାଳ ଭି. କୀର୍ତ୍ତି ଭାସନ ନିର୍ଦ୍ଦେଶ ଦେଇଛନ୍ତି। ଗୋଦାମରେ ନୁହେଁ, ପ୍ରତି ଗାଁରେ ଖାଦ୍ୟ, ପାନୀୟ ଜୂଠାରୁ ଆରମ୍ଭ କରି…
ବାତ୍ୟା ଓ ବନ୍ୟା କ୍ଷତିଗ୍ରସ୍ତଙ୍କୁ ଭେଟିଲେ ବିଧାୟକ
ଗଞ୍ଜାମ, ୨/୧୧ (ଅନାଥ ତରାଇ): ଗଞ୍ଜାମ ବ୍ଲକ୍ର ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ। ଏହି ଅବସରରେ ସେ ରାଜପୁର ଗ୍ରାମରେ ଘରକୁ ଘର ବୁଲି ବାତ୍ୟା…
୧୦ ଦଫା ଦାବି ନେଇ ସିପିଆଇ ପକ୍ଷରୁ ସ୍ମାରକପତ୍ର ପ୍ରଦାନ
ଦିଗପହଣ୍ଡି,୨।୧୧(ଅଶେଷ ନାଥ ମିଶ୍ର) ବାତ୍ୟା ଅର୍ଣ୍ଣବ ଏବଂ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପ୍ରାୟ ସମସ୍ତ ଗ୍ରାମରେ ବ୍ୟାପକ ଫସଲ ନଷ୍ଟ ହୋଇଥିବା ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) ବଡ଼ ଖେମୁଣ୍ଡି ଜୋନାଲ କମିଟି ପକ୍ଷରୁ ଅଭିଯୋଗ ହୋଇଛି।…
ପ୍ରଦୂଷଣରେ ଅଣନିଃଶ୍ୱାସୀ ଦିଲ୍ଲୀ, GRAP-2 କଟକଣା ଲାଗୁ; ଜାଣନ୍ତୁ କ’ଣ ରହିବ ବନ୍ଦ
ନୂଆଦିଲ୍ଲୀ, ୨।୧୧: ଦିଲ୍ଲୀ-NCRରେ ଲଗାତାର ବଢ଼ୁଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ୨ ନଭେମ୍ବର ୨୦୨୬ରୁ ତତ୍କାଳ ପ୍ରଭାବରେ GRAPର ଦ୍ୱିତୀୟ ପର୍ଯ୍ୟାୟ (Stage-II) ଅଧୀନରେ ଆବଶ୍ୟକ ସମସ୍ତ…
‘ଅର୍ଣ୍ଣବ’ ଉଜାଡ଼ିଥିଲା ଫସଲ, ଏବେ ‘ମୁରାସୁ’କୁ ନେଇ ଚିନ୍ତାରେ ଉଦ୍ୟାନ କୃଷକ
ଦାରିଙ୍ଗବାଡ଼ି, ୨।୧୧ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ ଆଣିଥିଲା ଦୁଃଖ। ଏବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୁରାସୁ’କୁ ନେଇ ଆତଙ୍କିତ ହୋଇପଡ଼ିଛନ୍ତି ଦାରିଙ୍ଗବାଡ଼ି ଅଞ୍ଚଳର ଉଦ୍ୟାନ କୃଷକ। ପୂର୍ବ ବାତ୍ୟାରେ ଲକ୍ଷାଧିକ ଟଙ୍କାର ପନିପରିବା ଫସଲ ନଷ୍ଟ ହୋଇଥିବା ବେଳେ…
ଭାରତ ବିପକ୍ଷ ସିରିଜ ପୂର୍ବରୁ ନ୍ୟୁଜିଲାଣ୍ଡ ଟିମ୍ରେ ବଡ଼ ହଲଚଲ: ଦଳରୁ ବାଦ୍ ପଡ଼ିଲେ ଦୁଇ ଷ୍ଟାର୍ ଖେଳାଳି
ନୂଆଦିଲ୍ଲୀ, ୨।୧୧: ଭାରତ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବା ପୂର୍ବରୁ ନ୍ୟୁଜିଲାଣ୍ଡକୁ ଲାଗିଛି ଦୁଇଟି ବଡ଼ ଝଟ୍କା। ଦଳର ଷ୍ଟାର ବ୍ୟାଟର୍ ମାର୍କ ଚାପମ୍ୟାନ ଏବଂ ସ୍ପିନ ଅଲରାଉଣ୍ଡର୍ ରଚିନ ରବୀନ୍ଦ୍ର ୫ଟି ଯାକ ଦିନିକିଆ…
ବଡ଼ଟୁବି ନଦୀ ଉପରେ ସେତୁ ନିର୍ମାଣ ଦାବି: ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗ୍ରାମବାସୀ
ମହାକାଳପଡ଼ା,୨।୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍ର ନଦୀନାଳ ଘେରା ବତୀଘର ଦ୍ୱୀପାଞ୍ଚଳକୁ ସେତୁ ନିର୍ମାଣ ଦାବି ନେଇ ଦୀର୍ଘ ବର୍ଷ ଧରି ଅପେକ୍ଷା କରି ରହିଛନ୍ତି ଅଞ୍ଚଳବାସୀ। ସରକାର ବଦଳିଛି, କିନ୍ତୁ ବଦଳିନି ବତୀଘର ଦ୍ୱୀପବାସୀଙ୍କ ଦୁଃଖ। ପ୍ରତିଦିନ ଡଙ୍ଗାରେ…

