‘ପ୍ରଧାନମନ୍ତ୍ରୀ ମୋଦି ଅଭିମନ୍ୟୁ ନୁହଁନ୍ତି, ବରଂ ଅର୍ଜୁନ’ ବିରୋଧୀଙ୍କୁ ଟାର୍ଗେଟ କରି ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ଦେଲେ ଏମିତି ବୟାନ ହେଲାଣି ଚର୍ଚ୍ଚା
ନୂଆଦିଲ୍ଲୀ,୨।୧୧: ଶ୍ରୀ କଲ୍କି ଧାମର ମୁଖ୍ୟ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ, ଦିଲ୍ଲୀର ରାମଲୀଳା ମୈଦାନରେ ଆୟୋଜିତ ‘ଇଣ୍ଡିଆ’ (INDIA) ମେଣ୍ଟର ରାଲିକୁ ଟାର୍ଗେଟ କରିଛନ୍ତି। ବିରୋଧୀ ଦଳଗୁଡ଼ିକୁ ମହାଭାରତର ‘କୌରବ’ଙ୍କ ସହ ତୁଳନା କରି ସେ ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ…
ଆମେ ଚାହିଁଲେ ଏକ ସୁନ୍ଦର ସବୁଜ ପରିବେଶ ଗଢ଼ିପାରିବା
ଭୁବନେଶ୍ୱର,୨।୧୧: ଆମେ ପରିବେଶ ପ୍ରଦୂଷଣ ବଢ଼ୁଛି ବୋଲି କହୁଛେ। ହେଲେ ପରିବେଶ ସୁରକ୍ଷା ପାଇଁ ଆମେ କେତେ ଉତ୍ତରଦାୟୀ ହେଉଛୁ? ସତରେ ଆମେ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରୁଛୁ ନା କେବଳ ଦେଖେଇ ହୋଇ କହି ବୁଲୁଛୁ। ଗଛ ଖାଲି…
୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨ା୧୧: ସୋମବାରଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ। ଆଜି ସନ୍ଧ୍ୟା ୬ଟାରେ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ। ଏହି ଗସ୍ତ ସମୟରେ ସେ ଭାରତ ନବୀକରଣଯୋଗ୍ୟ ଶକ୍ତି ସମ୍ମିଳନୀରେ ଯୋଗ ଦେବେ। ଏହି ସମ୍ମିଳନୀରେ…
୧୩୪ ବର୍ଷ ବିଦ୍ୟାଳୟର ନାହିଁ ନିଜସ୍ବ ଜମି: ବିଶ୍ୱନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବ, ନାହାନ୍ତି ବିଜ୍ଞାନ ଶିକ୍ଷକ
ବାଲିପାଟଣା,୨ା୧୧(ଅଭିମନ୍ୟୁ ନାୟକ): ଖୋର୍ଦ୍ଧା ଜିଲା ବାଲିପାଟଣା ବ୍ଲକର ବିଶ୍ୱନାଥପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୮୯୨ମସିହାରେ ପ୍ରତିଷ୍ଠା ହୋଇଥିବାବେଳେ ଚଳିତବର୍ଷ ୧୩୪ ବର୍ଷରେ ପଦାର୍ପଣ କରିଛି। ଏହି ବିଦ୍ୟାଳୟରେ ଶିଶୁବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ରହିଛି। ୭୨ଜଣ ବିଦ୍ୟାର୍ଥୀ ଏହି…
ଆଇପିଏସ୍ ଅଧିକାରୀସ୍ତରରେ ଅଦଳବଦଳ
ଭୁବନେଶ୍ୱର,୨।୧୧(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଭାରତୀୟ ପୋଲିସ ସେବା(ଆଇପିଏସ୍) ଅଧିକାରୀସ୍ତରରେ ବ୍ୟାପକ ଅଦଳବଦଳ କରାଯାଇଛି। ଗୃହବିଭାଗ ପକ୍ଷରୁ ରବିବାର ଜାରି ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟ କାରାଗାର ମହାନିର୍ଦ୍ଦେଶକ ପଦରୁ ବରିଷ୍ଠ ଆଇପିଏସ୍ ସୁଶାନ୍ତ କୁମାର ନାଥଙ୍କୁ ବଦଳି କରାଯାଇଛି। ନାଥଙ୍କୁ…
ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ ପରେ ବଡ଼ ବୟାନ ଦେଲେ ଗୌତମ ଗମ୍ଭୀର; ଜାଣନ୍ତୁ କ’ଣ କହିଲେ
ନୂଆଦିଲ୍ଲୀ,୨।୧୧: ଭାରତ T20 ସିରିଜରେ ନ୍ୟୁଜିଲ୍ୟାଣ୍ଡକୁ ୩-୨ରେ ପରାସ୍ତ କରିଛି। ସିରିଜର ଶେଷ ଦୁଇଟି ମ୍ୟାଚରେ ଭାରତୀୟ ଦଳକୁ କଠୋର ବାସ୍ତବତାର ସାମ୍ନା କରିବାକୁ ପଡ଼ିଥିଲା ଏବଂ ଉଭୟ ମ୍ୟାଚରେ ଦଳକୁ ନ୍ୟୁଜିଲ୍ୟାଣ୍ଡ ଠାରୁ ପରାଜୟ ବରଣ କରିବାକୁ ପଡ଼ିଥିଲା। ତେବେ,…
ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ ଜିତିଲା ଭାରତ, ହେଲେ ଦଳର ୩ ବଡ଼ ଦୁର୍ବଳତା ଆସିଲା ସାମ୍ନାକୁ, ଜାଣନ୍ତୁ…
ନୂଆଦିଲ୍ଲୀ,୨।୧୧: ଭାରତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ଆନ୍ତର୍ଜାତୀୟ (T20I) ସିରିଜକୁ ୩-୨ରେ ଜିତି ନେଇଛି। ପ୍ରଥମ ତିନୋଟି ମ୍ୟାଚ ଜିତିବା ପରେ, ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଭାରତୀୟ ଦଳ ଶେଷ ଦୁଇଟି ମ୍ୟାଚରେ ପରାଜିତ ହୋଇଥିଲା। ରବିବାର ଖେଳାଯାଇଥିବା ଶେଷ ମ୍ୟାଚରେ,…
ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ: ଦୈନିକ ଏତିକି ଗାଡ଼ିକୁ ପ୍ରବେଶ ଅନୁମତି…
ବାରିପଦା,୨ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ଅପେକ୍ଷାର ଅନ୍ତ ଘଟିଛି। ରବିବାରଠାରୁ ୨୦୨୬-୨୭ ପର୍ଯ୍ୟଟନ ଋତୁ ପାଇଁ ଖୋଲିଛି ବିଶ୍ୱପ୍ରସିଦ୍ଧ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ। ପ୍ରଥମ ଦିନରେ ପର୍ଯ୍ୟଟକଙ୍କ ମଧ୍ୟରେ ଶିମିଳିପାଳ ଭ୍ରମଣକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ…
୧୬ଟି ସ୍ଥାନରେ ଇଡି (ED) ପକ୍ଷରୁ ଚଢ଼ାଉ, ପୂର୍ବତନ କ୍ୟାବିନେଟ ମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଲେ ତଦନ୍ତକାରୀ ଦଳ
ଚଣ୍ଡିଗଡ଼,୨।୧୧: ସୋମବାର ପଞ୍ଜାବରେ ଏକ ବଡ଼ କାର୍ଯାନୁଷ୍ଠାନ ଗ୍ରହଣ କରି, ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ED) ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା କଂଗ୍ରେସ ନେତା ସୁନ୍ଦର ଶାମ ଅରୋରାଙ୍କ ସହ ଜଡ଼ିତ ୧୬ଟି ସ୍ଥାନରେ ଚଢ଼ାଉ କରିଛି। EDର ଜଳନ୍ଧର ଦଳ ଏହି…
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ୮ ବିଭାଗର ଅବଜ୍ଞା
ଭୁବନେଶ୍ୱର,୨।୧୧(ରବିନାରାୟଣ ଜେନା): ରାଜ୍ୟର ସାମଗ୍ରିକ ଓ ସମାବେଶୀ ବିକାଶ ସହ ଜନକଲ୍ୟାଣମୂଳକ ଯୋଜନାର ସଫଳ ରୂପାୟନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହାକୁ ନେଇ କେଉଁ ବିଭାଗ କି ପ୍ରକାର ଯୋଜନା କଲେ ସବୁ ବର୍ଗର ଲୋକଙ୍କ…
ଏଇ ଭାରତରେ
ଜଳବାୟୁ ପରିବର୍ତ୍ତନ ଯୋଗୁ ଅନେକ ଅଞ୍ଚଳରେ ଜଳ ସଙ୍କଟ ସୃଷ୍ଟି ହେଲାଣି। ଏହାର ମୁକାବିଲା ପାଇଁ ମହାରାଷ୍ଟ୍ରର ଓ୍ବାସିମ୍ ଜିଲା ଅନ୍ତର୍ଗତ ଗାଁ ଓ୍ବାଦ୍ଜି ଏକ ନୂତନ ଜ୍ଞାନକୌଶଳ ଆପଣାଇଛି। ଏହିି ଗାଁରେ ପ୍ରତିଦିନ ବାୟୁରୁ ୫୦୦ ଲିଟର ପିଇବା ପାଣି…
କିଙ୍ଗ୍ପିନ୍ ଚନ୍ଦ୍ରକର ଓମାନ୍ରୁ ପ୍ରତ୍ୟର୍ପିତ
ନୂଆଦିଲ୍ଲୀ,୨ା୧୧: ବେଆଇନ ବେଟିଂ ସିଣ୍ଡିକେଟ୍ର କିଙ୍ଗ୍ପିନ୍ କୁହାଯାଉଥିବା ମହାଦେବ ଅନ୍ଲାଇନ ବୁକ୍ ଆପ୍ର ପ୍ରମୋଟର ସୌରଭ ଚନ୍ଦ୍ରକରଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଓମାନ୍ରୁ ପ୍ରତ୍ୟର୍ପଣ କରାଇଛି। ସିବିଆଇର ଏକ ସ୍ବତନ୍ତ୍ର ଟିମ୍ ମସ୍କାଟ୍ ଯାଇ ଚନ୍ଦ୍ରଶେଖରଙ୍କୁ ଭାରତ ଆଣିଛି। ସୋମବାର…

