Home Left

ବେଙ୍ଗାଲୁରୁ ଦଳାଚକଟା ଘଟଣାକୁ ନେଇ ପ୍ରଥମ ପ୍ରତିକ୍ରିୟା ରଖିଲେ ବିରାଟ କୋହଲି, ଜାଣନ୍ତୁ କ’ଣ କହିଲେ

ବେଙ୍ଗାଲୁରୁ,୫।୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବିଜୟ ପରେ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଏକ ସମ୍ବର୍ଦ୍ଧନା ସମାରୋହର ଆୟୋଜନ କରାଯାଇଥିଲା। ଏହି ସମୟରେ ଷ୍ଟାଡିୟମ ବାହାରେ ଦଳାଚକଟା ହୋଇଥିଲା। ଏ ସମ୍ପର୍କରେ RCB ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲିଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। କୋହଲି…

ଶୋଇଥିବା ବେଳେ ଚାଲି ଆସିଲା ଭାଲୁ, ଆଉ ତା’ପରେ…

କୋଟପାଡ଼,୫।୬(ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ବ୍ଲକ ଗୁମୁଡା ପଞ୍ଚାୟତରେ ଗୁରୁବାର ଏକ ଭାଲୁ ଆକ୍ରମଣରେ ଜଣେ ଚାଷୀ ଗୁରୁତର ଆହତ ହେଇଛନ୍ତି। ସେ ହେଲେ ରାଧା ଚାଲନ(୬୦)। ମିଳିଥିବା ସୂଚନା ମୁତାବକ, କୋଟପାଡ଼ ଅଞ୍ଚଳ ଇନ୍ଦ୍ରାବତୀ ନଦୀକୁଳର ମକା ଚାଷ…

ଚାଇନା ପାଇଁ ଗଧ ପାଳୁଛି ପାକିସ୍ତାନ! ଚଳିତ ବର୍ଷ ବି ସଂଖ୍ୟା ଟପିଲା ୬୦ଲକ୍ଷ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ବେଜିଂ/ଇସଲାମାବାଦ,୫।୬: ପାକିସ୍ତାନ ବର୍ତ୍ତମାନ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇପାରେ, କିନ୍ତୁ ସେଠାରେ ଗଧ ବ୍ୟବସାୟ ସମୃଦ୍ଧ ହେଉଛି। ପାକିସ୍ତାନ ବ୍ୟୁରୋ ଅଫ ଷ୍ଟାଟିଷ୍ଟିକ୍ସର ରିପୋର୍ଟ ଅନୁଯାୟୀ, ଦେଶରେ ଗଧଙ୍କ ସଂଖ୍ୟା ଏବେ ୬୯ ଲକ୍ଷ ଅତିକ୍ରମ କରିଛି। ପାକିସ୍ତାନର ବନ୍ଧୁ ଦେଶ…

୭ ବର୍ଷ ହେଲା ଅର୍ଦ୍ଧ ନିର୍ମିତ ଭାବରେ ପଡି ରହିଛି ପଞ୍ଚାୟତର ଅନେକ ଅଫିସ ଗୃହ : ଗଛ ତଳେ ଚାଲିଛି ପଞ୍ଚାୟତ କାର୍ଯ୍ୟାଳୟ

ଥୁଆମୂଳ ରାମପୁର,୫।୬,(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଳକର ଦୁର୍ଗମ ଅଞ୍ଚଳ ପୋଡାପଦର ପଞ୍ଚାୟତକୁ ବର୍ତ୍ତମାନ ଦୁର୍ଗମ ଅଞ୍ଚଳ ଭାବି ଅଣଦେଖା କରାଯାଉଛି । ପାହାଡ଼ ପର୍ବତ ଘେରରେ ରହିଥିବା ଯୋଗୁ ଆଜିବି ଅବହେଳିତ ଅବସ୍ଥାରେ ଜୀବନ…

ଭାରତ ସହ କଥା ହେବାକୁ କାହିଁକି ବ୍ୟାକୁଳ ହେଲାଣି ପାକିସ୍ତାନ? ମାଗିଲା ଟ୍ରମ୍ପଙ୍କ ସାହାଯ୍ୟ

ଇସଲାମାବାଦ,୫।୬: ସାରା ବିଶ୍ୱ ଜାଣେ ଯେ ପାକିସ୍ତାନର ଅର୍ଥନୀତି ଭିକ୍ଷା ମାଗିବାରେ ଚାଲିଥାଏ। କିନ୍ତୁ ପାକିସ୍ତାନର ଭିକ୍ଷା ମାଗିବାର ଏପରି ଅଭ୍ୟାସ ଯେ ତାହା ଶେଷ ହୁଏ ନାହିଁ। କେତେବେଳେ ଟଙ୍କା ପାଇଁ, କେତେବେଳେ ସମ୍ବଳ ପାଇଁ ଏବଂ କେତେବେଳେ ଖାଦ୍ୟ…

ମହୁଆ କାହାକୁ କହିଥିଲେ ରିଜେକ୍ଟେଡ ଲଭର? ଜାଣନ୍ତୁ ସେହି କଣ୍ଟ୍ରୋଭର୍ସି, ଯାହା ପାଇଁ ଚାଲି ଯାଇଥିଲା ଏମପି ପଦ, ଏବେ ବିବାହକୁ ନେଇ ଚର୍ଚ୍ଚାରେ…

ନୂଆଦିଲ୍ଲୀ,୫।୬: ତୃଣମୂଳ କଂଗ୍ରେସର ଫାୟାରବ୍ରାଣ୍ଡ ଏମପି ମହୁଆ ମୋଇତ୍ରା ଜର୍ମାନୀରେ ବିଜୁ ଜନତା ଦଳର ବରିଷ୍ଠ ନେତା ଏବଂ ପୂର୍ବତନ ଏମପି ପିନାକୀ ମିଶ୍ରଙ୍କୁ ବିବାହ କରିଛନ୍ତି। ‘ଦି ଟେଲିଗ୍ରାଫ’ର ଏକ ରିପୋର୍ଟରେ ଏହି ଦାବି କରାଯାଇଛି। ଯଦିଓ ଏହି ବିବାହ…

ଦୁର୍ଗମ ଗାଁରେ ପରିବେଶ ଚିନ୍ତା: ପ୍ଲାଷ୍ଟିକ୍‌ ବର୍ଜନ ପାଇଁ ନେଲେ ଶପଥ

ଦାରିଙ୍ଗବାଡ଼ି,୫ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦନେକବାଡ଼ି ପଞ୍ଚାୟତ ଅଞ୍ଚଳରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି। ଗାଁ ଓ ଏହାର ଆଖପାଖ ଅଞ୍ଚଳର ପରିବେଶକୁ ସୁରକ୍ଷା ଦେବା ଗାଁରେ ଖାଲି ପଡ଼ିଥିବା ଚାଷଜମିରେ…

ଗଞ୍ଜେଇ ଚାଲାଣ କରୁଥିବାବେଳେ ୨ ମହିଳାଙ୍କୁ ଧରିଲା ବେଳବାଇ ପୋଲିସ

ବଲାଙ୍ଗୀର,୫ା୬(ସୁନୀଲ ମହାନ୍ତି): ବଲାଙ୍ଗୀର ସହରରେ ଦିନକୁ ଦିନ ଗଞ୍ଜେଇ ଓ କପ୍‌ ସିରପ ଜୋରସୋର ଚାଲିଥିବା ବେଳେ ଗୁରୁବାର ଗଞ୍ଜେଇ ନେଇ ଯାଉଥିବା ବେଳେ ପୋଲିସ ହାତରେ ଧରା ପଡ଼ିଛନ୍ତି ଦୁଇ ଜଣ ମହିଳା। ବଲାଙ୍ଗୀର ରେଳଓ୍ବେ ଷ୍ଟେଶନରେ ଦୁଇ ଜଣ…

କୋର୍ଟରେ ୨ କଏଦୀଙ୍କ ମଧ୍ୟରେ ଧସ୍ତାଧସ୍ତି, ଜଣେ ମୃତ

ନୂଆଦିଲ୍ଲୀ,୫।୬: ଦିଲ୍ଲୀ ସାକେତ କୋର୍ଟରେ ଦୁଇ କଏଦୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ଜଣେ କଏଦୀଙ୍କ ମୃତ୍ୟୁ ହୋଇଥିଲା। ସକାଳେ ଜେଲ ନମ୍ବର ୮ରେ ହାଜର ପାଇଁ କଏଦୀମାନଙ୍କୁ କୋର୍ଟ ଲକଅପକୁ ଅଣାଯାଇଥିଲା। ଏହି ସମୟରେ ଦୁଇ କଏଦୀଙ୍କ ମଧ୍ୟରେ…

କ’ଣ କଂଗ୍ରେସ ଛାଡ଼ିଦେବେ ଶଶି ଥରୁର? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୫।୬: କଂଗ୍ରେସ ନେତା ଶଶି ଥରୁର ଗତ କିଛି ଦିନ ଧରି ଖବରରେ ଅଛନ୍ତି। କାରଣ କେନ୍ଦ୍ର ସରକାରଙ୍କ ‘ଅପରେଶନ ସିନ୍ଦୂର’ର ଜୟଗାନ ସେ ବିଦେଶରେ କରୁଥିବା ଯୋଗୁ ନିଜ ଦଳର ନେତାମାନେ ତାଙ୍କ ବିରୁଦ୍ଧରେ କଡ଼ା ବୟାନ ଦେଉଛନ୍ତି। ଏପରି…

ଗଞ୍ଜାମକୁ ୨୮,୦୮୪ କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ, ସୃଷ୍ଟି ହେବ ୧୫ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ

ଛତ୍ରପୁର,୫ା୬(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ୨୮, ୦୮୪ କୋଟି ଟଙ୍କାର ପୁଞ୍ଜି ନିବେଶରେ ହେବାକୁ ଥିବା ୧୨ଟି ଶିଳ୍ପ ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାଦ୍ୱାରା ୧୫, ୪୫୫ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି…

ଦଳରେ ସୁଯୋଗ ମିଳିଲାନି ବୋଲି ଅବସର ନେଇଗଲେ ଅକ୍ଷର ପଟେଲ? ସତ ସାମ୍ନାକୁ ଆସିବା ପରେ ହଇଚଇ

ନୂଆଦିଲ୍ଲୀ,୫।୬: IPL ୨୦୨୫ ଶେଷ ହେବା ପରେ ଭାରତୀୟ କ୍ରିକେଟର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଅକ୍ଷର ପଟେଲ ଚର୍ଚ୍ଚାକୁ ଆସିଛନ୍ତି। କହିବାକୁ ଗଲେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଉଛି ଯେ ସେ କ୍ରିକେଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?