ସରିଥିଲା ନିର୍ବନ୍ଧ, ଘରେ ପଶି ଯୁବତୀଙ୍କୁ ବିଷ ପିଆଇଦେଲେ ଭାବି ସ୍ବାମୀଙ୍କ ପ୍ରେମିକା, ଆଉ ତା’ପରେ…
ପଟ୍ଟାମୁଣ୍ଡାଇ,୩୦।୧(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଚଳ ଥାନା ଅଞ୍ଚଳରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି। ପ୍ରେମିକ ସହିତ ବିବାହ କରିବାକୁ ଥିବା ଯୁବତୀଙ୍କୁ ପ୍ରେମିକା ବିଷ ଦେଇଦେଇଛନ୍ତି। ତେବେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।…
ଏହି ସୁନ୍ଦରୀଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ମହମ୍ମଦ ସିରାଜ!
ନୂଆଦିଲ୍ଲୀ,୩୦।୧: ପ୍ରେମରେ ପଡ଼ିଛନ୍ତି ଭାରତୀୟ ବୋଲର୍ ମହମ୍ମଦ ସିରାଜ। ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ମାହିରା ଶର୍ମାଙ୍କ ସହ ତାଙ୍କର ନାମକୁ ଯୋଡ଼ା ଯାଉଛି। ଉଭୟ ପରସ୍ପରକୁ ଡେଟ୍ କରୁଥିବା ନେଇ ଜାତୀୟ ଗଣମାଧ୍ୟମର ରିପୋର୍ଟ ପ୍ରକାଶ ପାଇଛି। କଥାଟି କେତେ…
ଦାରିଙ୍ଗବାଡିରେ ଛାତ୍ରୀଛାତ୍ରଙ୍କ ପିକ୍ନିକ, ଏକାଠି ହେଲେ ଅଭିଭାବକ, ଶିକ୍ଷକ
ଦାରିଙ୍ଗବାଡି, ୩୦।୧ (ଅରୁଣ ସାହୁ): ଗୁରୁବାର କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଥିବା ପ୍ରଥମ ଇଂଲିଶ ମିଡିୟମ ଓଡ଼ିଶା ବ୍ରିଗେଡ ସ୍କୁଲର ପିକନିକ ତଥା ବନ୍ଧୁମିଳନ କାର୍ଯ୍ୟକ୍ରମ ଡୁଲୁରୀ ପାଇନ ବଣରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
ପ୍ରେମରେ ଅନ୍ଧ ହେଲେ ନାବାଳିକା ଝିଅ, ବାପା-ମା’ ସହ ଭଉଣୀଭାଇଙ୍କୁ ନିଶା ଦେଇ…
ଭୁବନେଶ୍ୱର,୩୦।୧: ଯାଜପୁର ଜିଲା କୁଆଖିଆ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାର ଲୋକଙ୍କୁ ନିଶା ଦେଇ ନାବାଳିକା ଜଣଙ୍କ ଫେରାର ହୋଇଯାଇଛନ୍ତି। ଏ ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବାପା, ମାଆ…
Digital arrest ଦେଖାଇ ନେଇଗଲେ ୩୪ ଲକ୍ଷ
ବ୍ରହ୍ମପୁର ,୩୦ା୧(ସୁବାସ ଚନ୍ଦ୍ର ପାଢ଼ୀ): ସାଇବର ଗ୍ୟାଙ୍ଗ ସବୁବର୍ଗର ଯୁବତୀଯୁବକଙ୍କଠାରୁ ଆରମ୍ଭ କରି ଉଚ୍ଚଶିକ୍ଷିତ ଲୋକଙ୍କୁ ମଧ୍ୟ ଠକିବାକୁ ପଛେଇନାହାନ୍ତି। ଏଥିପାଇଁ ସେମାନେ ନୂଆନୂଆ ତରିକା ଅପଣାଉଛନ୍ତି। ପୋଲିସ ମଧ୍ୟ ସେମାନଙ୍କ ଟେର ପାଇପାରୁନି। ପୋଲିସ ପକ୍ଷରୁ ଏନେଇ ଯେତେ ସଚେତନ…
ଭଗବନ୍ତ ମାନଙ୍କ ଦିଲ୍ଲୀ ବାସଭବନରେ ନିର୍ବାଚନ କମିଶନ ଚଢାଉ
ନୂଆଦିଲ୍ଲୀ,୩୦।୧: ରାଜଧାନୀ ଦିଲ୍ଲୀରେ ନିର୍ବାଚନୀ ତାପମାତ୍ରା ବୃଦ୍ଧି ପାଇଛି। ସମସ୍ତ ଦଳର ନେତାମାନଙ୍କ ମଧ୍ୟରେ ବାକ୍ ଯୁଦ୍ଧ ମଧ୍ୟ ଶୀର୍ଷରେ ପହଞ୍ଚିଛି। ଏହାରି ମଧ୍ୟରେ ଶାସକ ଆମ ଆଦମୀ ପାର୍ଟି (ଆପ)ର ଦାବି ଏକ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆପ ଦାବି…
ଘନଉଛି ବିବାଦ: କର୍ପୋରେଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ମେୟରଙ୍କ ସହ ୨୦ କର୍ପୋରେଟର
ଛତ୍ରପୁର,୩୦ା୧(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ବ୍ରହ୍ମପୁର ମହାନଗର ନିଗମରେ ଚାଲିଥିବା ବିବାଦ ଆହୁରି ଘନେଇବାରେ ଲାଗିଛି। ଉକ୍ତ ମହାନଗର ନିଗମର ୨୬ ନମ୍ବର ଓ୍ବାର୍ଡର କର୍ପୋରେଟର ଧୀରେଶ ସାବତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଏନେଇ ଗୁରୁବାର ମହାନଗର ନିଗମର…
ଆଦାନୀ, ଅମ୍ବାନୀଙ୍କଠାରୁ ବି ଅଧିକ ଧନୀ ଏହି ସିଇଓ, ଆମେରିକୀୟ ଅର୍ଥନୀତିକୁ ଭୁଶୁଡ଼ିବାରୁ ରକ୍ଷା କରିଥିଲେ, ଜାଣନ୍ତୁ ସେ କିଏ…
ନୂଆଦିଲ୍ଲୀ,୩୦।୧: ଯେତେବେଳେ ବିଶ୍ୱର ସବୁଠାରୁ ଧନୀ ଲୋକଙ୍କ କଥା ଆସେ, ସେତେବେଳେ ଏଲନ ମସ୍କ, ଜେଫ ବେଜୋସ ଏବଂ ବିଲ ଗେଟ୍ସଙ୍କ ନାମ ମନେ ପଡ଼େ। କିନ୍ତୁ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ ସେମାନଙ୍କ ସମସ୍ତଙ୍କ ଅପେକ୍ଷା ଧନୀ। କିନ୍ତୁ…
କଂଗ୍ରେସ ନେତାଙ୍କୁ ମରଣାନ୍ତକ ଆକ୍ରମଣ, ପିଟିଲେ ଗାଁ ଲୋକେ, ସାମ୍ନାକୁ ଆସିଲା ଭିଡିଓ
କୈମୁରା,୩୦।୧: ବିହାର କୈମୁର ଜିଲାର କୁଦ୍ରାରେ ସାସାରାମର କଂଗ୍ରେସ ଏମପି ମନୋଜ ରାମଙ୍କୁ ଗାଁ ଲୋକେ ମାଡ଼ ମାରିଛନ୍ତି। ଏଥିରେ ଆହତ ଏମପିଙ୍କୁ କୁଦ୍ରା ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଉନ୍ନତ ଚିକିତ୍ସା ପାଇଁ ସଦର ହସ୍ପିଟାଲକୁ ପଠାଯାଇଥିଲା। ତା’ପରେ ଏଠାରୁ…
ମହା କୁମ୍ଭ ମେଳା ଦଳାଚକଟା ପରେ ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି, ଫେରସ୍ତ ହେବ ଟଙ୍କା
ଭୁବନେଶ୍ୱର,୩୦।୧: ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (OSRTC) ମହା କୁମ୍ଭ ମେଳା ୨୦୨୫ ପାଇଁ ଅଯୋଧ୍ୟାକୁ ଏହାର ସ୍ୱତନ୍ତ୍ର ବସ୍ ସେବା ବାତିଲ କରିଛି। ପ୍ରୟାଗରାଜରେ ଲୋକଙ୍କ ଅହେତୁକ ଭିଡ଼ ହେତୁ ଉପୁଜିଥିବା ପରିସ୍ଥିତି ପାଇଁ ଏହି ନିଷ୍ପତ୍ତି ନିଆଯାଇଛି…
RIଙ୍କୁ ବନ୍ଧୁକ ଦେଖାଇ ସୁନା ଚେନ୍, ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ବାରିପଦା(ନୀଳାନ୍ଦ୍ରି ଦଣ୍ଡପାଟ),୩୦।୧: ମୟୁରଭଞ୍ଜ କରଞ୍ଜିଆ ଥାନା ନିକଟସ୍ଥ ପାଟ୍ବିଲ୍ ଆର୍ଆଇଙ୍କ ଠାରୁ ଲୁଟିନେଲେ ସୁନା ଚେନ୍ ଓ ଟଙ୍କା। ୨ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ରାଜସ୍ବ ନିରୀକ୍ଷକ ଅଫିସରୁ ଲୁଟି ଫେରାର ହୋଇଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ…
ଦୁଇ ବର୍ଷରେ କୋରାପୁଟ ଜିଲାରେ ୭୫୩ ସଡ଼କ ଦୁର୍ଘଟଣାରେ ଗଲାଣି ୪୭୪ ଜଣଙ୍କ ଜୀବନ
କୋରାପୁଟ,୩୦ା୧(ଅମିତାଭ ବେହେରା): ୨୦୨୩ ଜାନୁଆରୀରୁ ଗତ ୨୦୨୪ ଡିସେମ୍ବର ଯାଏ ୨ ବର୍ଷରେ କୋରାପୁଟ ଜିଲାରେ ସମୁଦାୟ ୭୫୩ଟି ସଡ଼କ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ମୋଟ୍ ୪୭୪ ଜଣଙ୍କ ଜୀବନ ଯାଇଛି। ୪୪୦ ଗୁରୁତର ହୋଇଥିବା ନେଇ ସ୍ଥାନୀୟ ଦକ୍ଷତା ବୃଦ୍ଧି…
Archives


