Home Left

ଦିନେ ଫ୍ରିଜ୍‌ରେ ବନ୍ଦ ହୋଇଯାଇଥିଲେ ଅମିତାଭ ବଚ୍ଚନ…ଲୋମଟାଙ୍କୁରା ଘଟଣା ବଖାଣିଲେ ବିଗ୍‌ ବି’

ଆଜିକାଲି ବଲଉଡ ମେଗାଷ୍ଟାର ଅମିତାଭ ବଚ୍ଚନ କୌନ ବନେଗା କରୋଡପତି ସିଜିନ୍‌-୧୬କୁ ହୋଷ୍ଟ କରୁଛନ୍ତି । ବର୍ଷ ବର୍ଷ ଧରି ସେ ଏହି ଶୋ’ର ଅଂଶ ହୋଇ ଆସୁଛନ୍ତି। ଏହି ଶୋ’ରେ ଅମିତାଭ ନିଜ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ କାହାଣୀ…

ବାରବାଟୀ ଲଢ଼େଇ ପାଇଁ କାଉଣ୍ଟଡାଉନ ଆରମ୍ଭ: ୫ରୁ କାଉଣ୍ଟରରେ ମିଳିବ ଟିକେଟ

କଟକ,୪ା୨ (କାର୍ତ୍ତିକ ସାହୁ): ବାରବାଟୀ ଏକଦିବସୀୟ କ୍ରିକେଟ ମ୍ୟାଚ୍‌ ପାଇଁ ସମୟ ପାଖେଇ ଆସୁଛି। ସବୁଠି ତତ୍ପରତା, ପ୍ରସ୍ତୁତିପର୍ବ ଚଳଚଞ୍ଚଳ। ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଏସବୁକୁ ପରଖିବା ପାଇଁ ବିସିସିଆଇ କ୍ୟୁରେଟର ପ୍ରକାଶ ଯାଦବ ଓ ରାଜ୍ୟ କ୍ରୀଡ଼ା ସଚିବ ଭାସ୍କରଜ୍ୟୋତି…

ହାଇ ହିଲ୍ସ ପାଇଁ ହଙ୍ଗାମା: ଛାଡପତ୍ର ଯାଏ ପହଞ୍ଚିଲା କଥା, ଜୋତା କିଣି ଦେଲେନି ବୋଲି ସ୍ତ୍ରୀ କଲେ ଏମିତି…

ଆଗ୍ରା,୪।୨: ଆପଣ ଅନେକ ବିବାହ ଏବଂ ସମ୍ପର୍କକୁ ଅନେକ ଥର ଭାଙ୍ଗିବାର ଦେଖିଥିବେ। ଅନେକ ଲୋକ ବିବାହ କରନ୍ତି ଏବଂ ବିଭିନ୍ନ କାରଣକୁ ନେଇ ଛାଡପତ୍ର ଦିଅନ୍ତି। ଯେକୌଣସି ସମ୍ପର୍କକୁ ଶେଷ କରିବା ପାଇଁ କିଛି ନା କିଛି ବଡ଼ କାରଣ…

ପିଲା ଉପମା ବଦଳରେ ମାଗିଲେ ବିରିୟାନି, ଚିକେନ ଫ୍ରାଏ, ଏବେ ସରକାର ନେବେ ନିଷ୍ପତ୍ତି

ଥିରୁଭାନନ୍ତପୁରମ,୪।୨: ଏକ ଅଙ୍ଗନୱାଡି କେନ୍ଦ୍ରରେ ଉପମା ବଦଳରେ ବିରିୟାନି ଏବଂ ଚିକେନ ଫ୍ରାଏ ମାଗୁଥିବା ଏକ ପିଲାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ, କେରଳର ଏପରି ଶିଶୁ ଯତ୍ନ କେନ୍ଦ୍ରଗୁଡ଼ିକର ମେନୁ ପରିବର୍ତ୍ତନ ହେବାର ସମ୍ଭାବନା ଆଶା କରାଯାଉଛି।…

ହଷ୍ଟେଲ ପରିସରରେ ଜୀବନ ହାରିଲେ ନବମ ଶ୍ରେଣୀ ଛାତ୍ର

କାଲିମେଳା,୪।୨(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅଧୀନ ଗୁମ୍ଫାକୋଣ୍ଡା ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ର ବିଦ୍ୟାଳୟ ପଛପଟେ ଥିବା ପାଚେରୀ ନିକଟ ଏକ ଗଛରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି। ସୋମବାର ରାତିରେ…

ଆଜି ବିଶ୍ବ କ୍ୟାନସର ଦିବସ: ପଦଯାତ୍ରାରେ କ୍ୟାନସର ନିରାକରଣ ସଚେତନତା

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ): ଆଜି ବିଶ୍ବ କ୍ୟାନସର ଦିବସ। ଏହି କ୍ରମରେ ମଙ୍ଗଳବାର ସ୍ଥାନୀୟ ଫାଇଟର୍ସ ଗୃପ ପକ୍ଷରୁ ବରଗଡ଼ ଜିଲାରେ କ୍ୟାନସର ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲା ସଦର ମହକୁମାସ୍ଥିତ ବରଗଡ଼ ଲେଙ୍ଗୁ ମିଶ୍ର ଷ୍ଟାଡିୟମରେ…

ମୋ ବସ୍‌ ଧକ୍କାରେ ଚାଲିଗଲା ନାବଳିକାଙ୍କ ଜୀବନ, ବସ୍‌କୁ ଅଟକ ରଖିଲେ ସ୍ଥାନୀୟ ଲୋକେ

ବାରଙ୍ଗ,୪।୨(ଲିଙ୍ଗରାଜ ରାଉତ): ମୋ ବସ୍‌ ଧକ୍କାରେ ନାବଳିକାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ନନ୍ଦନକାନନ ଥାନା ରଘୁନାଥପୁରରେ ମଙ୍ଗଳବାର ଏହି ଦୁର୍ଘଟଣା ଘଟିଛି। ମୃତ ନାବାଳିକାଙ୍କ ବୟସ ୧୩ ବର୍ଷ ବୋଲି ଜଣାପଡିଛି। ରଘୁନାଥପୁର ଗ୍ରାମବାସୀ ରାସ୍ତାରେ ଟାୟାର ଜାଳି ଓ…

ବେଳକୁ ବେଳ ଭୟଙ୍କର ହେଉଛି କଙ୍ଗୋର ସ୍ଥିତି, ଏବେ ପର୍ଯ୍ୟନ୍ତ ୯୦୦ଲୋକଙ୍କ ମୃତ୍ୟୁ

କିନଶାସା,୪।୨: କଙ୍ଗୋର ଗୋମା ସହର ଏବଂ ଆଖପାଖ ଅଞ୍ଚଳରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଏମ୨୩ ବିଦ୍ରୋହୀମାନେ ସୋମବାର ମାନବିକତା ଦୃଷ୍ଟିରୁ ଏକପାଖିଆ ଅସ୍ତ୍ରବିରତି ଘୋଷଣା କରିଛନ୍ତି। ଏହି ସଂଘର୍ଷରେ ଏପର୍ଯ୍ୟନ୍ତ ଅତି କମରେ ୯୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ଜାତିସଂଘ ସୂଚନା…

୫ରେ ବିପିୟୁଟିର ସମାବର୍ତ୍ତନ ସମାରୋହ: ଯୋଗଦେବେ ରାଜ୍ୟପାଳ

ରାଉରକେଲା,୩।୨(ଦିନେଶ ମିଶ୍ର): ରାଉରକେଲାସ୍ଥିତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି)ର ଏକାଦଶ ତମ ସମାବର୍ତ୍ତନ ସମାରୋହ ଆସନ୍ତା ୫ ତାରିଖରେ ବିପିୟୁଟି ନେତାଜୀ ସୁବାଷ ବୋଷ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବ। ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ବିପିୟୁଟି କୁଳପତି ପ୍ରଫେସର ଅମୀୟ କୁମାର…

ଭାରତ ବିରୋଧରେ ବଡ଼ ଆକ୍ସନ ନେଲେ ଟ୍ରମ୍ପ, ଅବୈଧ ପ୍ରବାସୀକୁ ନେଇ…

ଓ୍ବାଶିଂଟନ୍‌,୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ ଆମେରିକା ଅବୈଧ ପ୍ରବାସୀମାନଙ୍କ ବିରୋଧରେ ଏକ ବଡ଼ ନିର୍ବାସନ ଅଭିଯାନ ଆରମ୍ଭ କରିଛି। ଏହା ଅନ୍ତର୍ଗତ ସୋମବାର (୩ ଫେବୃଆରୀ) ଏକ ଆମେରିକୀୟ ସାମରିକ ବିମାନ ଅବୈଧ ପ୍ରବାସୀମାନଙ୍କୁ ନେଇ ଭାରତ…

ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଖେଳ ପଡ଼ିଆ, ନିୟମିତ ସଫେଇ କରୁଛନ୍ତି ପ୍ରାତଃ ଭ୍ରମଣକାରୀ

ଦାରିଙ୍ଗବାଡି,୪।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଥିବା ଏକମାତ୍ର ଖେଳ ପଡ଼ିଆ ଏବେ ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ପଡ଼ିଆ ଉପରେ ନିର୍ଭର କରୁଥିବା ପ୍ରାତଃ ଭ୍ରମଣକାରୀ ଦୈନିକ ପଡ଼ିଆକୁ ସଫେଇ କରୁଥିଲେ ମଧ୍ୟ ମଦ୍ୟପଙ୍କ ଦୌରାତ୍ମ୍ୟ ବୃଦ୍ଧି ଯୋଗୁ…

ଅଖିଳେଶ, ରାହୁଲ, ମାୟାବତୀ…ଏମାନଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ

ନୂଆଦିଲ୍ଲୀ,୪।୨: ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା ପାଇଁ ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ଯୋଗୀ ସରକାରଙ୍କୁ ନିରନ୍ତର ସମାଲୋଚନା କରୁଛନ୍ତି। ସେ କହିଥିଲେ ଯେ ସବୁଠାରୁ ଦୁଃଖଦ କଥା ହେଉଛି ଏତେ ଲୋକଙ୍କ ମୃତ୍ୟୁ ଖବରକୁ ଲୁଚାଇ ରଖାଯାଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ସନ୍ଥ ସମ୍ପ୍ରଦାୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri