Home Left

‘ପ୍ଲାଷ୍ଟିକ ବ୍ୟବହାର ମାନବ ସମାଜ ପାଇଁ ବିପଦ’

ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡର ବିଭିନ୍ନ ସେକସନରେ ଗୁରୁବାର ବିଶ୍ବ ପରିବେଶ ଦିବସ ପାଳନ ସହ ପ୍ଲାଷ୍ଟିକ ବର୍ଜନ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ ସଚେତନତା…

କାହିଁକି ଜର୍ମାନୀରେ ବିବାହ କଲେ ମହୁଆ-ପିନାକୀ? ଏହା ପଛର କାରଣ କହିଲେ ପରିବାର ସଦସ୍ୟ, କେବେ ଫେରିବେ ସ୍ବଦେଶ…

କୋଲକାତା,୫।୬: ପଶ୍ଚିମବଙ୍ଗ ନାଦିଆ ଜିଲାର କୃଷ୍ଣନଗର ଲୋକ ସଭା ଆସନରୁ ତୃଣମୂଳ ଏମପି ମହୁଆ ମୋଇତ୍ରା ଗତ ସପ୍ତାହରେ ୩୦ ମେ’ରେ ଜର୍ମାନୀର ବର୍ଲିନ ପ୍ୟାଲେସରେ ପୂର୍ବତନ ପୁରୀ (ଓଡ଼ିଶା)ଏମପି ପିନାକୀ ମିଶ୍ରଙ୍କୁ ବିବାହ କରିଥିଲେ। ୬୫ ବର୍ଷୀୟ ପିନାକୀ ଏବଂ…

ଗାଡ଼ିଆରେ ବୁଡି ଚାଲିଗଲା ନାବାଳିକାଙ୍କ ଜୀବନ

ପାରଳାଖେମୁଣ୍ଡି,୫।୬(ଗିରିଧାରୀ ପରିଛା): ଗାଡ଼ିଆରେ ବୁଡି ୧୦ ବର୍ଷ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଏପରି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରାମଗିରି ଥାନା ଅନ୍ତର୍ଗତ ତବାରସିଂ ଗ୍ରାମରେ। ମିଳିଥିବା ସୂଚନା ମୁତାବକ, ଗ୍ରାମର ଈଶ୍ବର ବଡ଼ରଇତଙ୍କ ଝିଅ ଆରତି ବଡରଇତ(୧୦)।…

ବିଜେଡ଼ି ଛାଡି ହାତ ଧରିଲେ

ଜି.ଉଦୟଗିରି,୫ା୬(ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ୮ ନଂ. ୱାର୍ଡ କାଉନସିଲର ଜାକେଶ ପ୍ରଧାନ ଓ ପୂର୍ବତନ ବ୍ଲକ୍‌ କଂଗ୍ରେସ ସଭାପତି ସଦାନନ୍ଦ ନାୟକ ବିଧିବଦ୍ଧ ଭାବେ ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ଅଜୟ ଲାଲୁ ଜୀଙ୍କୁ ଭେଟି…

ବିବାହକୁ ନେଇ ପ୍ରଥମଥର ବଡ଼ କଥା କହିଲେ ମହୁଆ, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୫।୬: ତୃଣମୂଳ କଂଗ୍ରେସ ଏମପି ମହୁଆ ମୋଇତ୍ରା ବିଜେଡି ନେତା ପିନାକୀ ମିଶ୍ରଙ୍କ ସହ ତାଙ୍କ ବିବାହ ଖବର ଉପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଗୁରୁବାର (ଜୁନ ୫, ୨୦୨୫) , ଟିଏମସି ଏମପି ମହୁଆ ମୋଇତ୍ରାଙ୍କ…

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେଲା ଅମରନାଥ ଯାତ୍ରାର ‘ସୁରକ୍ଷା କବଚ’

ନୂଆଦିଲ୍ଲୀ,୫।୬: ସମ୍ପ୍ରତି ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ସରକାର ଅମରନାଥ ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ବିଚାର କରୁଛନ୍ତି। କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF) ର ୫୮୧ୟୁନିଟ, ଡ୍ରୋନ, ଜାମର୍‌ ଏବଂ K9 ୟୁନିଟ ମୁତୟନ କରିବାର…

ପାରିବାରିକ କଳହର କରୁଣ ପରିଣତି: ଜେଜେ ମା’ଙ୍କୁ ପିଟିପିଟି ହତ୍ୟା

କବିସୂର୍ଯ୍ୟନଗର/ଖଲ୍ଲିକୋଟ,୫ା୬(କୃପାସିନ୍ଧୁ ସ୍ବାଇଁ/ପ୍ରଶାନ୍ତ କୁମାର ମିଶ୍ର)): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ କୋଦଳା ଥାନା ଅନ୍ତର୍ଗତ ନାୟିକାଣିପଲ୍ଲୀ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ନାତି ଚିତ୍ରସେନ ସ୍ବାଇଁ ଜେଜେ ମା’ଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ମୃତକ ହେଲେ ଅନି ସ୍ବାଇଁ(୭୨)। ପାରିବାରିକ…

IPL 2025 ବିଫଳତା ପରେ କାର୍ଯ୍ୟାନୁଷ୍ଠାନ ନେବେ ସଞ୍ଜିବ ଗୋଏଙ୍କା, ୨୭ କୋଟି ଟଙ୍କିଆ…

ନୂଆଦିଲ୍ଲୀ,୫।୬: ଲକ୍ଷ୍ନୌ ସୁପର ଜାଏଣ୍ଟସ (ଏଲଏସଜି) ଆଇପିଏଲ ୨୦୨୫ରେ ନିରାଶାଜନକ ପ୍ରଦର୍ଶନ କରିଛି, ଯେଉଁଥିରେ ଦଳ ୧୪ଟି ମ୍ୟାଚରୁ ମାତ୍ର ୬ଟିରେ ଜିତି ପଏଣ୍ଟ ତାଲିକାରେ ସପ୍ତମ ସ୍ଥାନରେ ରହିଛି। ଏହି ବିଫଳତା ପରେ ଦଳର ମାଲିକ ସଞ୍ଜିବ ଗୋଏଙ୍କା ଏକ…

ଠାକୁରାଣୀ ଯାତ୍ରା: ଗାଁ ଉତ୍ସବ ମୁଖର

ଦିଗପହଣ୍ଡି,୫ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଜକର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ କାଳୁଆ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ସମଗ୍ର ଗାଁ ଉତ୍ସବ ମୁଖର ହୋଇଛି। ଦୂର ଦୂରାନ୍ତରେ ରହୁଥିବା ଲୋକମାନେ ଗାଁକୁ ପହଞ୍ଚିଛନ୍ତି। ଗ୍ରାମର ବଡ଼ସାହିସ୍ଥିତ ଅସ୍ଥାୟୀ…

ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ମୃତକଙ୍କ ପିତାଙ୍କ ଚିତ୍କାର ଶୁଣିଲେ ଥରି ଉଠିବ ଛାତି, କହିଲେ-‘ଏକ କୋଟି ଦେବି…’

ବେଙ୍ଗାଲୁରୁ,୫।୬: ବୁଧବାର ବେଙ୍ଗାଲୁରୁର ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପ୍ରଥମ ଆଇପିଏଲ ଟାଇଟଲ ବିଜୟର ଉତ୍ସବ ଏକ ଦଳାଚକଟାରେ ପରିଣତ ହୋଇଥିଲା, ଯେଉଁଥିରେ ୧୧ ଜଣ ଆରସିବି ପ୍ରଶଂସକଙ୍କ ମୃତ୍ୟୁ ହୋଇଥିଲା। ଏହା ସହିତ, ଡଜନ ଡଜନ…

ଭଦ୍ରକରେ ଚାଞ୍ଚଲ୍ୟ: ଗରମ ପାଣି ଢାଳି ଯୁବକଙ୍କୁ ହତ୍ୟା

ଭଦ୍ରକ,୫।୬(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ବନ୍ଧଗାଁ ପଞ୍ଚାୟତରେ ପୁଣି ଏକ ହତ୍ୟାକାଣ୍ଡ ଘଟିଛି। ୬ ମାସ ପରେ ଆଉ ଏକ ହତ୍ୟାକାଣ୍ଡ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଗରମ ପାଣି ଢାଳି ଜଣେ ଯୁବକଙ୍କୁ ହତ୍ୟା କରାଯାଇ ଥିବା ଅଭିଯୋଗ…

ଯୋଗମାୟା ପୀଠର ୱେବସାଇଟ୍‌ରେ ରହିବ ମନ୍ଦିରର ତଥ୍ୟ, ବାରକୋର୍ଡ଼ ଜରିଆରେ…

କେସିଙ୍ଗା,୫।୬(ତୁମେଶ୍ବରସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଗୁର୍ଜିମୁଣ୍ଡା ସ୍ଥିତ ମା’ଯୋଗମାୟା ପୀଠରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ମନ୍ଦିରର ୱେବସାଇଟ ଉନ୍ମୋଚନ ହେବା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ମନ୍ଦିରର ୱେବସାଇଟକୁ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?