ଝିପିଝିପି ବର୍ଷା ପାଇଁ ହନ୍ତସନ୍ତ ଅଞ୍ଚଳବାସୀ: କିଛି ପର୍ଯ୍ୟଟକ ଖୁସି ଆଉ କିଛି ନିରାଶ
ଦାରିଙ୍ଗବାଡି,୨।୧୨ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଗତ ୪ ଦିନ ବିତିଲା କୋହଲା ପାଗ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କୋହଲା ଓ ଝିପିଝିପି ବର୍ଷା ଯୋଗୁ ଦିନରେ ଶୀତ ଦ୍ବିଗୁଣିତ ହୋଇଥିବାବେଳେ ରାତିରେ ଧୀରେ ଧୀରେ ତାପମାତ୍ରା…
ଘନଉଛି ଆଳୁ ସଙ୍କଟ: ଜରୁରୀକାଳୀନ ସ୍ଥିତି ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି
ବ୍ରହ୍ମପୁର,୨।୧୨(ସ୍ମୃତି ରଞ୍ଜନ ମହାଲିକ): ରାଜ୍ୟରେ ଆଳୁ ସଙ୍କଟ ଘନେଇବାରେ ଲାଗିଛି। ପଶ୍ଚିମବଙ୍ଗ ସରକାର କିଛି ଦିନ ବ୍ୟବଧାନ ପରେ ପୁଣି ଆଳୁ ରପ୍ତାନି ଉପରେ କଟକଣା ଲଗାଇଛନ୍ତି। ଏପଟେ ରାଜ୍ୟରେ ଗଚ୍ଛିତ ଆଳୁ ସରି ଆସୁଛି। ଏହାର ଫାଇଦା ନେଇ ମୁନାଫାଖୋର…
ମେଗା ରକ୍ତଦାନ ଶିବିର: ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହ
ଗଞ୍ଜାମ,୨।୧୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ କନଫରେନ୍ସ ହଲରେ ଉପଲକ୍ଷେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ ଯୁବ ଗୋଷ୍ଠୀ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରକୁ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର…
ଉଚ୍ଚ ବିପଦପୂର୍ଣ୍ଣ ପ୍ୟାକେଜ୍ ବୋତଲ ପାଣି, ସତର୍କ କରାଇଲା FSSAI
ନୂଆଦିଲ୍ଲୀ,୨।୧୨: ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରି ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ ଇଣ୍ଡିଆ (FSSAI) ପ୍ୟାକେଜ୍ ହୋଇଥିବା ପାନୀୟ ଏବଂ ମିନେରାଲ୍ ଯୁକ୍ତ ପାଣି ଉଚ୍ଚ ବିପଦପୂର୍ଣ୍ଣ ବର୍ଗରେ ସାମିଲ୍ କରିଛି। ଏଥିସହିତ ଏହାକୁ ବାଧ୍ୟତାମୂଳକ ଯାଞ୍ଚ ଏବଂ…
ଖଣି ବିଭାଗ ଏନ୍ଫୋର୍ସମେଣ୍ଟ ଟିମ୍ ଉପରେ ଆକ୍ରମଣ
ଘସିପୁରା,୧ା୧୨: କେନ୍ଦୁଝର ଜିଲା ଖଣି ବିଭାଗ ଏନ୍ଫୋର୍ସମେଣ୍ଟ୍ ଟିମ୍ ଉପରେ ବାଲି ମାଫିଆଙ୍କ ଆକ୍ରମଣ ଘଟଣା ଚର୍ଚ୍ଚାର ପରିସରକୁ ଆସିଛି। ଏହି ଆକ୍ରମଣରେ ଖଣି ବିଭାଗର କନିଷ୍ଠ ମାଇନିଂ ଅଫିସର ସୁରଜ ହେମ୍ବ୍ରମଙ୍କ ସହିତ ୩ ସୁରକ୍ଷାକର୍ମୀ ଓ ଗାଡ଼ିଚାଳକ ଆହତ…
ପାନ କାର୍ଡ ୨.୦ ପାଇଁ ଆବେଦନ କରିନଥିଲେ ଲାଗିବ ଏତିକି ଜରିମାନା, ଜାଣନ୍ତୁ କ’ଣ କହୁଛି ନିୟମ
ନୂଆଦିଲ୍ଲୀ,୨।୧୨: ଭାରତରେ ରହିବାକୁ, ଲୋକଙ୍କ ପାଖରେ ଅନେକ ଡକ୍ୟୁମେଣ୍ଟ ରହିବା ଆବଶ୍ୟକ। ଏହି ଡକ୍ୟୁମେଣ୍ଟଗୁଡିକ ମଧ୍ୟରେ, ପାନ କାର୍ଡ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ସମସ୍ତ ବ୍ୟାଙ୍କିଙ୍ଗ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଆପଣଙ୍କୁ ପାନ କାର୍ଡ ଦରକାର। ଯଦି ଆପଣ ଆୟକର…
ଯାତ୍ରା ଦେଖିବାକୁ ଯାଇ ଗାଁକୁ ଫେରିବା ବେଳେ ଗଣବଳାତ୍କାରର ଶିକାର ହେଲେ ନାବାଳିକା
କୁଚିଣ୍ଡା,୧ା୧୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ମହୁଲପାଲି ଥାନା ଅଞ୍ଚଳରେ ଜଣେ ୧୪ବର୍ଷର ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ପୋଲିସରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ପୋକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରି ୪ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ଶନିବାର…
ଅନସୋଲ୍ଡ ହୋଇକି ମଧ୍ୟ ଆଇପିଏଲରେ ଖେଳିପାରନ୍ତି ଏହି ୩ ଷ୍ଟାର୍ ଖେଳାଳି, ଜାଣନ୍ତୁ କିପରି
ନୂଆଦିଲ୍ଲୀ,୨।୧୨: ନଭେମ୍ବର ୨୪ ଏବଂ ୨୫ରେ ଆଇପିଏଲ ୨୦୨୫ର ମେଗା ନିଲାମ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ୧୮୨ ଖେଳାଳି କିଣିବା ପାଇଁ ୬୩୯.୧୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏଥିରେ ୬୨ ଜଣ ବିଦେଶୀ ଖେଳାଳିଙ୍କୁ କ୍ରୟ କରାଯାଇଥିବା ବେଳେ ୮…
ଯାତ୍ରୀଙ୍କୁ ନେଇ ଯାଉଥିଲା ଲକ୍ଷ୍ମୀବସ୍, ପଶିଗଲା ଜଙ୍ଗଲ ଭିତରେ…
ନିରାକାରପୁର,୧ା୧୨(ମାନସ ଚନ୍ଦ୍ର ପଟ୍ଟନାୟକ): ସୋମବାର ଗୋଟେ ବଡ଼ ଅଘଟଣରୁ ବର୍ତ୍ତିଯାଇଛି ଓଡ଼ିଶା ସରକାରଙ୍କ ଲକ୍ଷ୍ମୀ ବସ୍। ପ୍ରକାଶ ଯେ, ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲା କାମାଗୁରୁ ପଞ୍ଚାୟତରେ ଥିବା ଏକ କଲେଜ ପାଖରେ ଟାଙ୍କୋଳରୁ କାମାଗୁରୁ ଅଭିମୁଖେ ମହିଳା ପାସେଞ୍ଜରଙ୍କୁ ନେଇ…
ଭାରତକୁ ସେଇଠି ଜବାବ ଦେଇ ଆସ: ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଧମକ ଦେଲେ ପାକିସ୍ତାନ କ୍ରିକେଟର୍
ନୂଆଦିଲ୍ଲୀ,୨।୧୨:୨୦୨୫ ଚାମ୍ପିଅନ୍ସ ଟ୍ରଫି ଉପରେ ବିବାଦର ଅନ୍ତ ନାହିଁ। ଅନେକ ଦିନ ମନା କରିବା ପରେ ପିସିବି ଶେଷରେ ହାଇବ୍ରିଡ ମଡେଲରେ ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ କରିବାକୁ ରାଜି ହୋଇଛି। ଏହି ସମୟରେ ପାକିସ୍ତାନ ପୂର୍ବତନ ଶୋଏବ ଅଖତର ଏକ ବିବାଦୀୟ…
ଅଷ୍ଟ୍ରେଲିଆ ଟିମ୍ରେ ଫାଟ! ଏବେ ଡ୍ରେସିଂ ରୁମ୍କୁ ନେଇ ମୁହଁ ଖୋଲିଲେ…
ପର୍ଥ,୨।୧୨: ପର୍ଥ ଟେଷ୍ଟରେ ଭାରତ ଅଷ୍ଟ୍ରେଲିଆ ଟିମ୍କୁ ଶୋଚନୀୟ ଭାବେ ପରାଜିତ କରିଥିଲା। ଯେଉଁ ମଇଦାନରେ ଅଷ୍ଟ୍ରେଲିଆ କେବେ ବି ପରାଜିତ ହୋଇ ନ ଥିଲା, ସେଠାରେ ୨୯୫ ରନ୍ ବ୍ୟବଧାନରେ ହାରିବା ଚର୍ଚ୍ଚାର ବିଷୟ ପାଲଟିଥିଲା। ଏସବୁ ମଧ୍ୟରେ ଜୋଶ…
ମୁଁ ମୋ ନାତି-ନାତୁଣିଙ୍କୁ କହିବି…ବୁମ୍ରାଙ୍କ ପ୍ରଶଂସାରେ ଶତମୁଖ ହେଲେ ଟ୍ରାଭିସ ହେଡ୍
ମୁଁ ମୋ ନାତି-ନାତୁଣିଙ୍କୁ କହିବି…ବୁମ୍ରାଙ୍କ ପ୍ରଶଂସାରେ ଶତମୁଖ ହେଲେ ଟ୍ରାଭିସ ହେଡ୍ ନୂଆଦିଲ୍ଲୀ,୨।୧୨:ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଡିସେମ୍ବର ୬ରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଏଥର ଆଡିଲେଡରେ ଦୁଇ ଦଳ ମଧ୍ୟରେ ପିଙ୍କ୍…
Archives


