କୋଇଲା ଖଣି ସାଇଲୋରେ ଲାଗିଲା ନିଆଁ: ବିଭିନ୍ନ ଯନ୍ତ୍ରାଂଶ ପୋଡ଼ି ଛାରଖାର୍
ତାଳଚେର, ୬।୨(ମନୋଜ ନନ୍ଦ): ଅନୁଗୋଳ ଜିଲାର ତାଳଚେରସ୍ଥିତ ଏମସିଲ ଅଧିନସ୍ଥ ଭରତପୁର କୋଇଲା ଖଣି ସାଇଲୋରେ ସର୍ଟସର୍କିଟ ଯୋଗୁ ସାଇଲୋ ବେଲ୍ଟରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଥିଲା। ଏଥିରେ କାହାର କୌଣସି ଅଘଟଣ ଘଟି ନ ଥିବାବେଳେ ବେଲ୍ଟ ଓ ବିଭିନ୍ନ…
ମହିଳା ବର୍ଗର ଖେଳରେ ଏବେ ଟ୍ରାନ୍ସଜେଣ୍ଡରଙ୍କ ‘ନୋ ଏଣ୍ଟ୍ରି’
ଓ୍ବାଶିଂଟନ,୬।୨: ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବା ପରଠାରୁ ଆକ୍ସନ ମୁଡ୍ରେ ନଜର ଆସୁଛନ୍ତି ଡୋନାଲ୍ଡ ଟ୍ରମ୍ପ। କାର୍ଯ୍ୟକାଳ ଆରମ୍ଭ ହେବା ପରେ ସେ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଥିରୁ ଗୋଟିଏ ଖେଳାଳିଙ୍କ ସହ ଜଡ଼ିତ ରହିଛି। ଟ୍ରମ୍ପ ବୁଧବାର…
Cyclone Alert: ମାଡିଆସୁଛି ବାତ୍ୟା; ରାଜ୍ୟ ପାଇଁ ଜାରି ହେଲା ଆଲର୍ଟ, ଏହିସବୁ ସ୍ଥାନରେ ପ୍ରବଳ ବର୍ଷା
ନୂଆଦିଲ୍ଲୀ,୬।୨: ଫେବୃଆରୀ ମାସ ଆରମ୍ଭରୁ ଟାଇଁ ଟାଇଁ ଖରା। ଖରାଦିନ ଭଳି ସିଝିଲାଣି ପୁରା ରାଜ୍ୟ। କେବଳ ଓଡ଼ିଶା ନୁହେଁ ଅନେକ ରାଜ୍ୟରେ ମଧ୍ୟ ପ୍ରଚଣ୍ଡ ଖରା ଅନୁଭୂତ ହେଲାଣି। ତେବେ ଏହାରି ଭିତରେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ…
ଚିରସ୍ରୋତା ଗୋବରୀ ନଦୀ ଏବେ ବିଷମୟ
ମହାକାଳପଡ଼ା, ୬ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା-ଯାଜପୁର ଲଳିତଗିରି ଓଳାଶୁଣୀ ପାହାଡ଼ ପାଦଦେଶରୁ ପ୍ରବାହିତ ଚିରସ୍ରୋତା ଗୋବରୀ ନଦୀ କେନ୍ଦ୍ରାପଡ଼ା ମଧ୍ୟ ଦେଇ ଜମ୍ବୁ ସଂଲଗ୍ନ ବଙ୍ଗୋପସାଗର ଚଟକା ହ୍ରଦରେ ମିଶିଛି। ଏବେ ଏହା ଅବହେଳିତ ହୋଇ ବିଷାକ୍ତ ହେବାରେ ଲାଗିଛି। ପ୍ରାଚୀନ…
ଦେଢ଼ କୋଟିରୁ ଅଧିକ ଲୋକ ଖାଇବେ କୃମି ଔଷଧ
ଭୁବନେଶ୍ୱର,୬ା୨(ସୁଚିସ୍ମିତା ସାହୁ): ଓଡିଶାକୁ କୃମିମୁକ୍ତ କରିବାକୁ ପ୍ରୟାସ ଜାରି ରହିଛି। ମହିଳା ଓ ଶିଶୁଙ୍କ ଉନ୍ନତ ସ୍ବାସ୍ଥ୍ୟ, ଠିକ ପୋଷଣ, ଉତ୍ତମ ଶାରୀରିକ ଏବଂ ମାନସିକ ବିକାଶ ପାଇଁ ଆସନ୍ତା ୧୦ ତାରିଖରେ ଜାତୀୟ କୃମିନାଶକ ଦିବସକୁ ବ୍ୟାପକ ଭାବେ ପାଳନ…
ଦ୍ରୁତ ଗତିରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି କ୍ଷୁଦ୍ର ଗ୍ରହ, ଧକ୍କା ହେଲେ ଅନେକ କ୍ଷୟକ୍ଷତି ଘଟିବା ଆଶଙ୍କା
ଓ୍ବାଶିଂଟନ୍, ୬।୨: ଫୁଟବଲ ପଡ଼ିଆ ଆକାରର ଏକ କ୍ଷୁଦ୍ର ଗ୍ରହ ଦ୍ରୁତ ଗତିରେ ପୃଥିବୀ ଆଡ଼କୁ ଗତି କରୁଛି। ଏନେଇ ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ୨୦୩୨ରେ ଏହି କ୍ଷୁଦ୍ରଗ୍ରହ ପୃଥିବୀ ସହ ଧକ୍କା ହେବାର…
ଜନବସତିକୁ ମାଡ଼ିଗଲା ମାଲବାହୀ ଟ୍ରେନ୍
ରାଉରକେଲା, ୬ା୧(ସଙ୍ଗୀତା ଜେନା): ଦକ୍ଷିଣ-ପୂର୍ବ ରେଳପଥର ରାଉରକେଲା ଷ୍ଟେଶନ ନିକଟରେ ବୁଧବାର ସକାଳ ପ୍ରାୟ ୬ଟାରେ ଟ୍ରେନ ଦୁର୍ଘଟଣା ଘଟିଛି। ମାଲଗୋଦାମ ଏଫ୍ସିଆଇ ବସ୍ତି ନିକଟରେ ଏକ ମାଲବାହୀ ଟ୍ରେନ୍ ୟାର୍ଡ ଭିତରେ ପଛଉ ଥିବାବେଳେ ୟାର୍ଡ଼ ପାଚେରି ଭାଙ୍ଗି ୫ଟି…
କୁଆଖାଇରେ ବୁଡ଼ିଗଲେ ୨ ଛାତ୍ର: ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୬।୨(ସୁଚିସ୍ମିତା ସାହୁ): ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ସତ୍ୟଭାମାପୁର ପଞ୍ଚାୟତ ଅଧୀନ ରଙ୍ଗବଜାର ନିକଟ କୁଆଖାଇ ନଦୀରେ ସରସ୍ବତୀ ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡି ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ…
୧୬ଦିନ ଲଗାତର କୁହୁଡ଼ି
ଭୁବନେଶ୍ୱର,୬ା୨(ଅନୁରାଧା ମହାରଣା): ଲଗାତର ୧୬ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଅନୁଭୂତ ହେଉଥିବାବେଳେ ଆହୁରି ୩ ଦିନ ବିଭିନ୍ନ ଜିଲାରେ ଏଭଳି ସ୍ଥିତି ଲାଗି ରହିବ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯିବା ସହ…
ଭିନ୍ନ ପ୍ରଜାତିର ଉଡ଼ନ୍ତା ମାଛ ଚିହ୍ନଟ
ବ୍ରହ୍ମପୁର,୬ା୨(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋପାଳପୁରସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ର ଦ୍ୱାରା ଭାରତ ମହାସାଗରରୁ ପ୍ରଥମ ଥର ପାଇଁ ଏକ ଭିନ୍ନ ପ୍ରଜାତିର ଉଡ଼ନ୍ତା ମାଛ ‘ଚେଲିଓପୋଗୋନ୍ ଆକ୍ଟିସେପ୍ସ’ ଚିହ୍ନଟ କରାଯାଇଛି। ବୈଜ୍ଞାନିକ ଡ. ଅନିଲ ମହାପାତ୍ରଙ୍କ ମତରେ…
ଭାଇରାଲ୍ ହେଲା ଭିଡିଓ: ତାତିଲେ ଅଭିଭାବକ, ବଦଳି ହେଲେ ଖେଳ ଶିକ୍ଷକ
ଲାଞ୍ଜିଗଡ,୫।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବାତେଲିମା ପଞ୍ଚାୟତସ୍ଥିତ ବାଣୀପଙ୍ଗା ସରକାରୀ ଏସ୍ଏସ୍ଡି ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଛାତ୍ରୀମାନଙ୍କୁ ଚଲାଇ ଥାନାକୁ ଆଣିବା ଅଭିଯୋଗରେ ଶନିବାର ଛାତ୍ରୀଙ୍କ ଅଭିଭାବକ ସ୍କୁଲ ସାମ୍ନାରେ ଧାରଣା ଦେଇଥିବା ଘଟଣାରେ…
ପ୍ରଥମ ଇଲେକ୍ଟ୍ରିକ୍ ବାଇକ୍ ଆଣିଲା OLA, ମାତ୍ର ୭୪୯୯୯ ଟଙ୍କାରେ ପାଇବେ ଏଭଳି ଜବରଦସ୍ତ ଫିଚର୍ସ, ପୁରା ଚାର୍ଜରେ…
ନୂଆଦିଲ୍ଲୀ,୫।୨: ଭାରତୀୟ ଦୁଇଚକିଆ ଯାନ ବଜାର ବିଶ୍ୱର ସବୁଠାରୁ ବଡ଼ ଏବଂ ଏହା ଦ୍ରୁତ ଗତିରେ ବୈଦ୍ୟୁତିକ ଯାନ ଆଡକୁ ମୁହାଁଉଛି। ୨୦୨୫ ଫେବୃଆରୀ ୫ରେ ଭାରତୀୟ ଇଲେକ୍ଟ୍ରିକ ଦୁଇଚକିଆ ଯାନ ବଜାରର ଅଗ୍ରଣୀ ‘ଓଲା’ ଭାରତରେ ଏହାର ପ୍ରଥମ ଇଲେକ୍ଟ୍ରିକ…
Archives


