ପୋତି ହୋଇଛି ମାଛଧରା ଜେଟି ମୁହାଣ: ଗାଁ ଆଡକୁ ମାଡି ଆସୁଛି ସମୁଦ୍ର
ଛତ୍ରପୁର, ୪।୩(ସନ୍ତୋଷ ପାଢ଼ୀ/(ଦିଲ୍ଲୀପ ସାମଲ)): ଗଞ୍ଜାମ ଜ଼ିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ନିକଟରେ ଥିବା ମସ୍ଥ୍ୟ ବିଭାଗର ମାଛଧରା ଜେଟିର ସମୁଦ୍ର ମୁହାଣ ପୋତି ହୋଇଯାଇଛି । ଦୀର୍ଘବର୍ଷ ଧରି ଏପରି ସ୍ଥିତି ଲାଗି ରହିଛି । ଏଥିଲାଗି ମତ୍ସ୍ୟଜୀବୀମାନେ ମଧ୍ୟ…
ଟ୍ରାଭିସ ହେଡ୍ଙ୍କ ଉଇକେଟ୍ ପରେ ପଡ଼ିଆରେ ଭାଙ୍ଗଡ଼ା ନୃତ୍ୟକଲେ କୋହଲି, ଭିଡିଓ ଭାଇରାଲ
ଦୁବାଇ,୪।୩: ଚାମ୍ପିୟନ୍ସ ଟ୍ରଫିର ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲରେ ବରୁଣ ଚକ୍ରବର୍ତ୍ତୀ ତାଙ୍କର ପ୍ରଥମ ବଲ୍ରେ ଟ୍ରାଭିସ ହେଡ୍ଙ୍କ ଉଇକେଟ୍ ନେଇଛନ୍ତି। ଏହି ଉଇକେଟ୍ ଭାରତୀୟ କ୍ରିକେଟ ଦଳର ପ୍ରତ୍ୟେକ ପ୍ରଶଂସକଙ୍କୁ ଖୁସି କରିଥିଲା କାରଣ ତାଙ୍କୁ ସବୁଠାରୁ ବଡ଼ ବିପଦ ବୋଲି ବିବେଚନା…
ସୁନୀତାଙ୍କ ସହ ଭାଣିଜୀ ରାଗିଣୀଙ୍କ କେମିତି ସମ୍ପର୍କ? ବଡ଼ ଗୁମର ଖୋଲିଦେଲେ…
ମୁମ୍ବାଇ: ଗୋବିନ୍ଦାଙ୍କ ଭାଣିଜୀ ରାଗିଣୀ ଖାନ୍ନା ଟିଭିର ସବୁଠାରୁ ଭଲ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ଟିଭି ସହିତ ସେ ଅନେକ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ରାଗିଣୀ ତାଙ୍କ କ୍ୟାରିୟରରେ ବହୁତ ସଂଘର୍ଷ କରିଛନ୍ତି। ତାଙ୍କୁ ନିଜର ସ୍ଥାନ ସୃଷ୍ଟି କରିବା…
ସିଏମସି କାଉନସିଲ ବୈଠକରେ ହାଇଡ୍ରାମା: କଥା କଟାକଟି ହେଲେ…
କଟକ,୩।୪: ସିଏମସି କାଉନସିଲ ବୈଠକରେ ହାଇଡ୍ରାମା ଦେଖିବାକୁ ମିଳିଛି। କର୍ପୋରେଟର ଓ ଯନ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି ହୋଇଛି। କର୍ପୋରେଟରଙ୍କୁ ନ ଜଣାଇ କାମ କରାଯାଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଣିଲେ ୫୬ ନମ୍ବର କର୍ପୋରେଟର ମେୟର, କମିଶନର ଓ ଯନ୍ତ୍ରୀଙ୍କୁ…
ବଢ଼ିବ କି ବିଜୁଳି ଦର, ଜାଣନନ୍ତୁ କ’ଣ କହିଲେ ମନ୍ତ୍ରୀ
ରାଉରକେଲା,୩।୪: ବିଜୁଳି ଦରବୃଦ୍ଧି ପ୍ରସଙ୍ଗରେ ଶକ୍ତିମନ୍ତ୍ରୀକେ.ଭି ସିଂହଦେଓ ବଡ଼ ବୟାନ ଦେଇଛନ୍ତି। ରାଜ୍ୟରେ ବିଜୁଳି ଦର ବଢିବନି ବୋଲି ମନ୍ତ୍ରୀ କହିଛନ୍ତି। ରାଉରକେଲାରେ ଶକ୍ତିମନ୍ତ୍ରୀ କେ.ଭି ସିଂହଦେଓ ଏହି ସୂଚନା ଦେଇଛନ୍ତି। ମହଙ୍ଗା ମାଡରେ ବିଜୁଳି ବିଲ ଲୋକଙ୍କ ସମସ୍ଯାକୁ ବହୁଗୁଣିତ…
ପ୍ରଥମ ବଲ୍ରେ ହିଁ ଭାରତର ସବୁଠାରୁ ବଡ଼ ‘ଶତ୍ରୁ’ଙ୍କ ପତ୍ତା କାଟିଲେ ବରୁଣ, ଖୁସିରେ ଝୁମି ଉଠିଲେ ଅନୁଷ୍କା
ଦୁବାଇ,୪।୩: ମଙ୍ଗଳବାର ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଚାମ୍ପିୟନ୍ସ ଟ୍ରଫିର ସେମିଫାଇନାଲ ମ୍ୟାଚ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଟସ୍ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ କରୁଛି। ଏହି ସମୟରେ ଭାରତୀୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ତାଙ୍କ ପ୍ରଥମ ବଲ୍ରେ ଟ୍ରାଭିସ…
Blue Eyes: ମୋନାଲିସାଙ୍କ ପରି କାହିଁକି କିଛିଜଣଙ୍କର ଥାଏ ନୀଳ-ମାଟିଆ ଆଖି, ଜାଣନ୍ତୁ ଏପରି ହେବାର ଅସଲ କାରଣ
ମହାକୁମ୍ଭରେ ଅନେକ ଲୋକ ଭାଇରାଲ ହୋଇଛନ୍ତି, ଯେଉଁଥିରେ ଅନେକ ବାବା ଏବଂ ସାଧ୍ୱୀ ମଧ୍ୟ ଅଛନ୍ତି। କୁମ୍ଭରେ ମାଳା ବିକୁଥିବା ମୋନାଲିସା ନାମକ ଜଣେ ୧୬ ବର୍ଷୀୟା ଝିଅର ଫଟୋ ମଧ୍ୟ ଭାଇରାଲ ହୋଇଛି। ଇନ୍ଦୋରର ମାଳା ବିକ୍ରେତା ମୋନାଲିସା ତାଙ୍କର…
ମ୍ୟାଚ୍ ଆରମ୍ଭ ପୂର୍ବରୁ ବଡ଼ ରେକର୍ଡ କରିଦେଲେ ଏହି ୨୧ ବର୍ଷୀୟ କ୍ରିକେଟର୍
ଦୁବାଇ,୪।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମିଫାଇନାଲ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଦୁବାଇରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଅଷ୍ଟ୍ରେଲିୟ ଖେଳାଳି କୁପର କନୋଲି ପଡ଼ିଆରେ ପ୍ରବେଶ କରିବା ମାତ୍ରେ ତାଙ୍କ ନାମରେ…
ଓଡ଼ିଆ ଅସ୍ମିତା କହୁଥିବା ସରକାର ଓଡ଼ିଆ ଅସ୍ମିତା ଭୁଲିଗଲେ: ପିସିସି ସଭାପତି
ଭୁବନେଶ୍ୱର, ୩।୪: ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ ନିଷ୍ପତ୍ତିକୁ କଂଗ୍ରେସର ନିନ୍ଦା କରିଛି। ଏହି ନିଷ୍ପତ୍ତିକୁ ନିନ୍ଦା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ। ଓଡ଼ିଆ ଅସ୍ମିତା କହୁଥିବା ସରକାର ଓଡ଼ିଆ ଅସ୍ମିତା ଭୁଲିଗଲେ। ବିଜୁ ବାବୁଙ୍କ ସହ…
ସବୁଠି ଭକ୍ତିମୟ ପରିବେଶ: ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ଉତ୍ସବମୁଖର ରାଇକିଆ
ରାଇକିଆ,୪।୩(ପ୍ରଦୀପ ବେହେରା):ଆଜି ଠାରୁ ୭ ଦିନବ୍ୟାପି କନ୍ଧମାଳ ଜିଲା ରାଇକିଆ ଠାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ। ଏଥିପାଇଁ ଉତ୍ସବ ମୁଖର ହୋଇ ଉଠିଛି ରାଇକିଆ ସହର। ମଙ୍ଗଳ ବାର ଅନୁଷ୍ଠିତ କଳସ ଯାତ୍ରାରେ ମହିଳାମାନେ ନଗର…
Catastrophe Predictions:ବାବା ଭେଙ୍ଗା ନୁହେଁ ଏସବୁ ବଡ଼ବଡ଼ ବ୍ୟକ୍ତି କରିଛନ୍ତି ପ୍ରଳୟର ଭବିଷ୍ୟବାଣୀ, ପୁଣି ଆସିବ ଭୟଙ୍କର ଭୂକମ୍ପ, ଚାଲିଯିବ ୧୮୦୦ଲୋକଙ୍କ ଜୀବନ
ବାବା ଭେଙ୍ଗା ତାଙ୍କର ଭବିଷ୍ୟବାଣୀ ପାଇଁ ଜଣାଶୁଣା, ତାଙ୍କର ଅନେକ ଭବିଷ୍ୟବାଣୀ ଏପର୍ଯ୍ୟନ୍ତ ସତ ହୋଇଛି। Baba Vanga ଦ୍ୱିତୀୟ ବିଶ୍ୱଯୁଦ୍ଧ, ଚେର୍ନୋବିଲ ବିପର୍ଯ୍ୟୟ, ଷ୍ଟାଲିନଙ୍କ ମୃତ୍ୟୁ ତାରିଖ, ରାଜକୁମାରୀ ଡାଏନାଙ୍କ ମୃତ୍ୟୁ, ଆମେରିକାରେ ସେପ୍ଟେମ୍ବର ୧୧ ଆକ୍ରମଣ, ୨୦୦୪ ସୁନାମି…
କଳାବ୍ୟାଣ୍ଡ୍ ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ଭାରତୀୟ ଖେଳାଳି: ଜାଣନ୍ତୁ କାହିଁକି
ଦୁବାଇ,୪।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମିଫାଇନାଲ ମ୍ୟାଚ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଷ୍ଟିଭ ସ୍ମିଥ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମ୍ୟାଚ୍ରେ ଭାରତୀୟ ଦଳର ପ୍ଲେଇଂ-୧୧ରେ…
Archives


