Home Left

IFFCOରେ ଚାକିରି ସୁଯୋଗ, ଏମିତି କରନ୍ତୁ ଆବେଦନ, ଶେଷ ତାରିଖ…

ଭୁବନେଶ୍ୱର,୪।୩: ଚାକିରି ଖୋଜୁଥିବା ସ୍ନାତକମାନଙ୍କ ପାଇଁ ଏହା ଏକ ଭଲ ସୁଯୋଗ। ଇଣ୍ଡିଆନ ଫାର୍ମର୍ସ ଫର୍ଟିଲାଇଜର କୋ-ଅପରେଟିଭ ଲିମିଟେଡ (IFFCO) କୃଷି ସ୍ନାତକ ତାଲିମ (AGT) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଆଗ୍ରହୀ ପ୍ରାର୍ଥୀମାନେ ଆବେଦନ ପ୍ରକ୍ରିୟା ସମାପ୍ତ…

ରାହୁଲଙ୍କୁ ଡେଟ୍‌ କରୁଛନ୍ତି ଶ୍ରଦ୍ଧା କପୁର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋମବାର ନିଜର ୩୮ ତମ ଜନ୍ମଦିନକୁ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି। ଗତ କିଛି ମାସ ହେବ ଶ୍ରଦ୍ଧା ତାଙ୍କ ଫିଲ୍ମ ସହ ନିଜ ଡେଟିଂ ଲାଇଫ୍‌କୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ଅଭିନେତ୍ରୀ ଜଣକ…

ଭାଜପାକୁ ଟାର୍ଗେଟ କଲେ ପ୍ରମିଳା, କହିଲେ ଡରୁଛନ୍ତି …

ଭୁବନେଶ୍ବର,୪।୩: ଭାଜପାକୁ ଟାର୍ଗେଟ କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଜୁ ବାବୁଙ୍କ ଜନ୍ମଦିନକୁ ନେଇ ବର୍ଷିଲେ ପ୍ରମିଳା। ସେ କହିଛନ୍ତି, ଭାଜପା ଓଡ଼ିଆ ଅସ୍ମିତା କହି ସରକାରକୁ ଆସିଲା । ହେଲେ ବିଜୁ ପଟ୍ଟନାୟକଓଡ଼ିଆ ଅସ୍ମିତାର ସମ୍ମାନ…

ଆକାଶରେ ଲଗାତର ୧୦ ମାସ ଉଡ଼ିପାରେ ଏହି ପକ୍ଷୀ, ଜାଣନ୍ତୁ …

ଲଣ୍ଡନ: ପୃଥିବୀରେ ଏପରି ଅନେକ ପ୍ରାଣୀ ରହିଛନ୍ତି, ଯାହାଙ୍କ ବିଭିନ୍ନ ବିଶେଷତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ବୈଜ୍ଞାନିକଙ୍କ ଅନୁଯାୟୀ, କମନ ସ୍ବିଫ୍ଟ ନାମକ ରହସ୍ୟମୟ ପକ୍ଷୀ ଆକାଶରେ ଲଗାତର ୧୦ ମାସ ପର୍ଯ୍ୟନ୍ତ ଉଡ଼ିପାରିଥାଏ। ସେହିପରି ଏହି ପକ୍ଷୀ ଆକାଶରେ ଉଡ଼ୁଥିବା…

ପ୍ରତିଶୋଧ ନେଲା ଚାଇନା: ଟ୍ରମ୍ପକୁ ଦେଲା ମୁହଁତୋଡ଼ ଜବାବ

ଓ୍ବାଶିଂଟନ୍‌,୪।୩: ଆମେରିକା ଏବଂ ଚାଇନା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ପୁଣି ଥରେ ତୀବ୍ର ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ଉପରେ ନୂତନ ଶୁଳ୍କ ଲାଗୁ କରିବା ପରେ, ବେଜିଂ ମଧ୍ୟ ପ୍ରତିଶୋଧ ନେଇଛି। ଆମେରିକୀୟ କୃଷି ଏବଂ ଖାଦ୍ୟ…

ଗଞ୍ଜାମ ଐତିହସିକ ଦୋଳଯାତ୍ରା: ଥାନା ପରେ ଏନଏସି ପକ୍ଷରୁ ଶାନ୍ତି କମିଟି ବୈଠକ

ଗଞ୍ଜାମ,୪।୩(ବିଦ୍ୟାଧର ସାହୁ): ମାର୍ଚ୍ଚ ୧୦ରୁ ଗଞ୍ଜାମ ସହରରେ ଆରମ୍ଭ ହେବ ଐତିହାସିକ ଦୋଳ ଯାତ୍ରା। ଏହି ଯାତ୍ରା ପାଞ୍ଚ ଦିନ ଧରି ଚାଲିବ। ଏଥିପାଇଁ ଗଞ୍ଜାମ ଥାନା ପୋଲିସ ପକ୍ଷରୁ ବିଭିନ୍ନ ସାହିବାସୀ ଓ ଯାତ୍ରା ପରିଚାଳନା କମିଟିକୁ ନେଇ ଏକ…

ଟାରିଫ୍‌ ବୃଦ୍ଧି ନିଷ୍ପତ୍ତି ପଡ଼ିଗଲା ଓଲଟା: ଚାଇନା, କାନାଡା, ମେକ୍ସିକୋ ନେଲେ ବଡ଼ ନିଷ୍ପତ୍ତି, ଏବେ ମୁସ୍କିଲରେ ଟ୍ରମ୍ପ

ଓ୍ବାଶିଂଟନ୍‌,୪।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଠାରୁ ମେକ୍ସିକୋ ଏବଂ କାନାଡାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୨୫% ଟାରିଫ୍‌ ଲାଗୁ କରିଛନ୍ତି। ଏହା ସହିତ, ଚାଇନାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ପୂର୍ବରୁ ଲାଗୁ ହୋଇଥିବା ୧୦% ଟାରିଫ୍‌କୁ…

ଡମ୍ବରୁ ଧରି ବୁଡ଼ ପକାଇଲେ ରାଣୀ ପ୍ରିୟଦର୍ଶିନୀ: ଖରପ ନୃତ୍ୟୁ ପାଇଁ ମତେ ବଦନାମ କରାଗଲା ବର୍ତ୍ତମାନ ମୋ ଶିବ ତାଣ୍ଡବ ଦେଖିବେ

ଭୁବନେଶ୍ୱର,୪।୩: ପ୍ରୟାଗରାଜର ସଂଗମ, ଅଯୋଧ୍ୟା, କାଶୀ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଲେ ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ। ହରହର ମହାଦେବ କହି ବିନ୍ଦୁସାଗରରେ ବୁଡ଼ ପକାଇବା ପରେ ଏବେ ବାବା ଲିଙ୍ଗରାଜଙ୍କ ଦର୍ଶନ କରିବେ ବୋଲି କହିଛନ୍ତି ରାଣୀ। ମୋ ରୁଦ୍ରାକ୍ଷ…

“ସୁଲଭ ଔଷଧ, ଚିକିତ୍ସା ଉପକରଣ ଯୋଗାଇବାରେ ରାଜ୍ୟଗୁଡ଼ିକ ବିଫଳ ହୋଇଛନ୍ତି…”:ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୪।୩: ରାଜ୍ୟ ସରକାରଗୁଡ଼ିକ ସୁଲଭ ଚିକିତ୍ସା ସେବା ଏବଂ ଭିତ୍ତିଭୂମି ସୁନିଶ୍ଚିତ କରିବାରେ ବିଫଳ ହୋଇଛନ୍ତି। ସମାଜର ଗରିବ ବର୍ଗର ଲୋକଙ୍କ ପାଇଁ ସୁଲଭ ମୂଲ୍ୟର ଔଷଧ, ବିଶେଷକରି ଅତ୍ୟାବଶ୍ୟକ ଔଷଧ ଯୋଗାଇବା କ୍ଷେତ୍ରରେ ରାଜ୍ୟଗୁଡ଼ିକର ବିଫଳତାକୁ ଉଲ୍ଲେଖ କରି ସୁପ୍ରିମକୋର୍ଟ…

ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ ମ୍ୟାଚରେ କିଏ ଜିତିବ, ପୁଣି ଭବିଷ୍ୟବାଣୀ କରି ଚମକାଇଲେ IIT ବାବା

ଜୟପୁର,୪।୩: ଅସୁବିଧାର ସମ୍ମୁଖୀନ ହେଉଥିବା ଆଇଆଇଟି ବାବା ଅଭୟ ସିଂ ମଙ୍ଗଳବାର ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ ମ୍ୟାଚକୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ ଇଙ୍ଗିତ ମାଧ୍ୟମରେ କହିଛନ୍ତି ଯେ ଏହି ମ୍ୟାଚରେ କିଏ ଜିତିବ। ତଥାପି, ଖୋଲାଖୋଲି ଭାବରେ କିଛି କହିନାହାନ୍ତି।…

ବଳବତ୍ତର ରହିଲା ବିଷ୍ଣୁପଦଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା: ସିବିଆଇ ଚାହିଁଲେ ବି ବର୍ତ୍ତମାନ ବିଷ୍ଣୁଙ୍କୁ….

କଟକ,୪।୩: IAS ବିଷ୍ଣୁପଦ ସେଠୀଙ୍କ ଘରେ CBI ରେଡ ପ୍ରସଙ୍ଗ ଉପରେ ବିଷ୍ଣୁପଦଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିଲା। ଶୁଣାଣି ପରେ ହାଇକୋର୍ଟ ଏହି ସୁରକ୍ଷା ବଳବତ୍ତର ରଖିଛନ୍ତି। ବିଷ୍ଣୁପଦ ସରକାରଙ୍କ ପକ୍ଷରୁ ଜବାବ ଦାଖଲ, ସମୟ ନେଇଥିବା ବେଳେ…

ଭାରତର ବିଜୟ ଲାଗି ଚାଲିଛି ପୂଜାପାଠ: ମ୍ୟାଚକୁ ନେଇ ଉତ୍ସାହିତ ପ୍ରଶଂସକ

ଭୁବନେଶ୍ୱର,୪।୩: ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ICC ଚାମ୍ପିୟନ୍ସ ଟ୍ରଫିରେ ସେମିଫାଇନାଲ ମ୍ୟାଚ ପୂର୍ବରୁ କ୍ରିକେଟ ପ୍ରଶଂସକମାନେ ଭାରତୀୟ ଦଳର ବିଜୟ କାମନା କରି ପୂଜାର୍ଚ୍ଚନା କରୁଛନ୍ତି। ଏପରିକି କେତେକ ସ୍ଥାନରେ ହୋମ ଯଜ୍ଞ କରାଯାଉଛି। ମ୍ୟାଚକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri