Home Left

କର ବା ମର ସ୍ଥିତିରେ ଭାରତ: ଗିଲ୍‌ଙ୍କ ଚିନ୍ତା ବଢିଲା

ମାଞ୍ଚେଷ୍ଟର,୨୩/୭(ପି.ଟି.): ଆଜିଠାରୁ ଓଲ୍ଡ ଟ୍ରାଫୋର୍ଡଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି(ଏଟିଟି) କ୍ରିକେଟ୍‌ ଟେଷ୍ଟ ସିରିଜ୍‌ର ଚତୁର୍ଥ ମ୍ୟାଚ୍‌ ଖେଳାଯିବ। ଏପର୍ଯ୍ୟନ୍ତ ସିରିଜ୍‌ରେ ୩ ମ୍ୟାଚ୍‌ ଖେଳାଯାଇଥିବା ବେଳେ ଇଂଲଣ୍ଡ ଏବେ ୨-୧ରେ ଆଗରେ ରହିଛି। ଏଣୁ ଏହି ମ୍ୟାଚ୍‌…

ଟ୍ରେନ୍‌ରେ ଚୋରି ହୋଇଗଲା ଭାଜପା ନେତାଙ୍କ ମା’ଙ୍କ ଅସ୍ଥି: ଚିତ୍କାର କରିବାରୁ…

ଆଗ୍ରା,୨୩।୭: ଉତ୍ତର ପ୍ରଦେଶର ଆଗ୍ରାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଇନ୍ଦୋରର ଭାଜପା ନେତା ତାଙ୍କ ମା’ଙ୍କ ଚିତାଭସ୍ମ ନେଇ ହରିଦ୍ୱାର ଯାଉଥିଲେ, ରାସ୍ତାରେ ଟ୍ରେନରେ ପାଉଁଶ ଥିବା କଳସ ଚୋରି ହୋଇଯାଇଥିଲା। ଭାଜପା ନେତା ଚଳନ୍ତା ଟ୍ରେନରେ…

ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ସବୁ ସ୍କୁଲରେ…

ଭୁବନେଶ୍ୱର,୨୩।୭: CBSE ସ୍କୁଲ ଭଳି ଓଡ଼ିଶାର ସବୁ ସ୍କୁଲରେ ଲାଗିବ ସିସିଟିଭି। ଏନେଇ ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଛାତ୍ରୀଙ୍କ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ସରକାର। ରାଜ୍ୟର ସବୁ ସ୍କୁଲରେ ଆଇସିସି ଗଠନ…

ପଲ୍ଲୀ-ପିତାପାଟ ରାସ୍ତାରେ ଘାଇ: ଯାତାୟାତ ବାଧାପ୍ରାପ୍ତ

ମହାକାଳପଡ଼ା,୨୩ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ)-କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ଓ ପେଟଛେଲା ପଞ୍ଚାୟତକୁ ସଂଯୋଗ କରୁଥିବା ପଲ୍ଲୀ- ପିତାପାଟ କଣ୍ଟିଜୋରଠାରେ ଘାଇ ସୃଷ୍ଟି ହୋଇଛି ା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ା ପ୍ରତିଦିନ ସେହି ରାସ୍ତାରେ ସ୍ଥାନୀୟ ଶ୍ରମିକ ଓ…

ରୋଜଗାର କରି ଚଳ…ଭରଣପୋଷଣ ଦାବି କରୁଥିବା ଶିକ୍ଷିତା ମହିଳାଙ୍କୁ ସୁପ୍ରିକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ, ୨୩ା୭:ସୁପ୍ରିମକୋର୍ଟ ସୋମବାର ଏକ ମାମଲାର ଶୁଣାଣି କରି କହିଛନ୍ତି, ଯୋଗ୍ୟ ମହିଳାମାନେ ସେମାନଙ୍କ ଜୀବିକା ନିର୍ବାହ ପାଇଁ ରୋଜଗାର କରିବା ଉଚିତ। ଛାଡ଼ପତ୍ର ପରେ ଉଚ୍ଚ ଶିକ୍ଷିତା ମହିଳାମାନେ ସ୍ବାମୀଙ୍କଠାରୁ ଭରଣପୋଷଣ ଦାବି କରିବା ଉଚିତ ନୁହେଁ। ପ୍ରଧାନ ବିଚାରପତି…

ଛାତ୍ରୀଙ୍କୁ ବଳାତ୍କାର ମାମଲା: ଭାଜପାର ବିକ୍ଷୋଭ

ନୂଆପଡ଼ା,୨୩।୭ (ମକାରୁ ବେମାଲ): ଛାତ୍ରୀଙ୍କୁ ବଳତ୍କାର ମାମଲାରେ ଗିରଫ ହୋଇଥିବା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ମଙ୍ଗଳବାର ଭାଜପାର ନୂଆପଡ଼ା ଜିଲା ସଭାପତି କମଲେସ ଦୀକ୍ଷିତଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ…

ଆମେ ବରଦାସ୍ତ କରିବୁ ନାହିଁ…UNSCରେ ପାକିସ୍ତାନକୁ ଧୋଇଲା ଭାରତ

ନୂଆଦିଲ୍ଲୀ,୨୩।୭: ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (UNSC)ରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାରଙ୍କ ମନ୍ତବ୍ୟର ଉପଯୁକ୍ତ ଜବାବ ଦେଇଛି। ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପି. ହରିଶ କହିଛନ୍ତି, ଗୋଟିଏ ପଟେ ଭାରତ ଅଛି, ଯାହା ଏକ…

ବିଏସଏନଏଲର ୪ଜି ସେବା ଅଚଳ: ରାସ୍ତା କଡ଼ରେ ବସି ଗର୍ଭବତୀଙ୍କ ଡାଟା ଅନଲାଇନରେ ଅପଲୋଡ଼ କରୁଛନ୍ତି ଅଙ୍ଗନାୱାଡି କର୍ମୀ

ଦାରିଙ୍ଗବାଡି, ୨୩।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ବିଏସଏନଏଲ ସେବା ବିପର୍ଯ୍ୟୟ ହୋଇପଡିଛି। କେଉଁଠି ୨୦ ଦିନରୁ ଉର୍ଦ୍ଧ୍ୱ ସମୟ ଧରି ବିଏସଏନଏଲ ସେବା ବାଧାପ୍ରାପ୍ତ ହେଇଥିବାବେଳେ ଆଉ କେଉଁଠି ବ୍ରଡ଼ବ୍ୟାଣ୍ଡ ଅଚଳ ହୋଇପଡୁଛି। ଆଉ କେଉଁଠି ୩ଜି ଏବଂ…

ପରଲୋକରେ କିମ୍ବଦନ୍ତୀ ଗାୟକ ଓଜି ଅସବୋର୍ନ, ୭୬ ବର୍ଷ ବୟସରେ ଦୁନିଆରୁ ନେଲେ ବିଦାୟ

ନୂଆଦିଲ୍ଲୀ,୨୩।୭: କିମ୍ବଦନ୍ତୀ ଗାୟକ ଓଜି ଅସବୋର୍ନ ଆଉ ନାହାନ୍ତି। ୭୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ‘ପ୍ରିନ୍ସ ଅଫ ଡାର୍କନେସ’ ଓଜି ୨୦୧୯ରେ ପାର୍କିନ୍ସନ୍ସ ରୋଗରେ ପୀଡିତ ଥିଲେ। ତଥାପି, ଗାୟକଙ୍କ ପରିବାର ତାଙ୍କ ମୃତ୍ୟୁର କାରଣ ପ୍ରକାଶ କରିନାହାଁନ୍ତି।…

ଖସିଯିବେ ସମୀର ସାର୍‌! ICC ରିପୋର୍ଟରେ ସାଂଘାତିକ ଖୁଲାସା, ଫିଟିଗଲା ବାଟ…

ଭୁବନେଶ୍ୱର,୨୩।୭: ବାଲେଶ୍ବର ଏଫଏମ କଲେଜର ଛାତ୍ରୀ ମୃତ୍ୟୁ ମାମଲାରେ ବିଭିନ୍ନ ଦିଗକୁ ନେଇ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ। ଘଟଣାରେ କଲେଜର ଅଧ୍ୟାପକ ସମୀର ସାହୁ ଗିରଫ ହୋଇଥିବା ବେଳେ ପରେ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କୁ ଗିରଫ କରାଯାଇଥିଲା। ଅନ୍ୟପଟେ କଲେଜରେ…

ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର କଲେ ବିବାହିତ ବ୍ୟକ୍ତି: ଅଭିଯୁକ୍ତଙ୍କୁ କେରଳରୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡି, ୨୩।୭ (ଅରୁଣ ସାହୁ): ସାରା ରାଜ୍ୟରେ ନାରୀ ନିର୍ଯାତନା, ଧର୍ଷଣ ଭଳି ଘଟଣା ବୃଦ୍ଧି ପାଉଥିବାବେଳେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି। ଜଣେ ଦିବ୍ୟାଙ୍ଗ ତଥା ମାନସିକ ଅନଗ୍ରସର…

ଗୁମାଡି ଡାଇଭର୍ଶନ ରାସ୍ତା ସୁରକ୍ଷା ଚିନ୍ତା: ଧୋଇଯିବା ଆଶଙ୍କାରେ ଚାଲିଛି ମରାମତି

ଦାରିଙ୍ଗବାଡି, ୨୩।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିଠାରୁ ବୁଡ଼ାଗୁଡାକୁ ସଂଯୋଗ କରୁଥିବା ପୂର୍ତ୍ତବିଭାଗ ରାସ୍ତାର ତିଲୋରୀ ପଞ୍ଚାୟତ ଗୁମାଡି ନଦୀ ଡାଇଭର୍ଶନ ରାସ୍ତାକୁ ଆହୁରି ସୁରକ୍ଷିତ ପାଇଁ ୨ ପାର୍ଶ୍ୱରେ ବାଲି ବସ୍ତା ଦିଆଯାଉଛି। ପ୍ରକାଶ ଯେ, ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?