କାହାକୁ ‘ମିଆଁ-ତିଆଁ’, ‘ପାକିସ୍ତାନୀ’ କହିବା ଅପରାଧ ନୁହେଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୪।୩: ମଙ୍ଗଳବାର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ କାହାକୁ ‘ମିଆଁ-ତିଆଁ’ କିମ୍ବା ‘ପାକିସ୍ତାନୀ’ ବୋଲି କହିବା ଖରାପ ହୋଇପାରେ କିନ୍ତୁ ଏହା ଧାର୍ମିକ ଭାବନାକୁ ଆଘାତ ଦେବା ଅପରାଧ ନୁହେଁ। ବିଚାରପତି ବିଭି ନାଗାରଥନା ଏବଂ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ…
ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ବେଳେ ୨ ଆଶାୟୀଙ୍କ ମୃତ୍ୟୁ: ୪ ଲକ୍ଷ ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୪।୩: ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ବେଳେ ୨ ଯୁବକଙ୍କ ମତ୍ୟୁ ଘଟଣାରେ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଛନ୍ତି। ଫରେଷ୍ଟର, ଫରେଷ୍ଟ ଗାର୍ଡ ଶାରୀରିକ ପରୀକ୍ଷା ବେଳେ…
IND vs AUS: ଅଷ୍ଟ୍ରେଲିଆ ସହ ସେମିଫାଇନାଲ ପୂର୍ବରୁ ଶ୍ରେୟସ ଆୟରଙ୍କ ବଡ଼ ବୟାନ, କହିଲେ ବଞ୍ଚାଇବାକୁ କେହି ଆସିବେନି…
ନୂଆଦିଲ୍ଲୀ,୪।୩: ନ୍ୟୁଜିଲାଣ୍ଡ ବିପକ୍ଷରେ କଷ୍ଟକର ପରିସ୍ଥିତିରେ ଶ୍ରେୟସ ଆୟର ଏକ ଭଲ ଇନିଂସ ଖେଳିଥିଲେ। ଏହି ବ୍ୟାଟସମ୍ୟାନ ୯୮ ବଲ୍ରେ ୭୯ ରନ କରିଥିଲେ। ସେ ତାଙ୍କ ଇନିଂସରେ ୪ଟି ଚୌକା ଏବଂ ୨ଟି ଛକା ମାରିଥିଲେ। ଏବେ, ଶ୍ରେୟସ ଆୟର…
ସିଂହ ଛୁଆକୁ କୋଳରେ ଧରି କ୍ଷୀର ପିଆଇଲେ ପ୍ରଧାନମନ୍ତ୍ରୀ ମୋଦି: ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୪।୩:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଭାନ୍ତରାରେ ବନ୍ୟପ୍ରାଣୀ ଉଦ୍ଧାର, ପୁନର୍ବାସ ଏବଂ ସଂରକ୍ଷଣ କେନ୍ଦ୍ରର ଉଦଘାଟନ କରିଛନ୍ତି। ଭାନ୍ତରା ଦୁଇ ହଜାରରୁ ଅଧିକ ପ୍ରଜାତି ଏବଂ ଦେଢ଼ ଲକ୍ଷରୁ ଅଧିକ ଉଦ୍ଧାର ହୋଇଥିବା ବିପଦପୂର୍ଣ୍ଣ ପ୍ରାଣୀମାନଙ୍କର ଆବାସସ୍ଥଳ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାନ୍ତରାରେ…
ଚୋରା କାଠ ନେଇ ଯାଉଥିଲା ପିକଅପ୍ ଭ୍ୟାନ୍: ମାଡ଼ି ବସିଲା ବନ ବିଭାଗ
କେନ୍ଦୁଝର,୪।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ ଅଧୀନ ଦେଓବନ୍ଧ ସେକସନ୍ ରଘୁବେଡା ଅଞ୍ଚଳରୁ ଚୋରା କାଠ ନେଇ ଯାଉଥିବା ଏକ ପିକଅପ୍ ଭ୍ୟାନକୁ ବନ ବିଭାଗ ଧରଛି। ମିଳିଥିବା ସୂଚନା ମୁତାବକ, କାଠ ଚୋରା ଚାଲାଣ ହେଉଥିବା ନେଇ…
IND vs AUS: ଚାହିଁଲେ ଭାରତକୁ ଫାଇନାଲରେ ପହଞ୍ଚାଇପାରିବେ ଏହି ୩ ଖେଳାଳି
ନୂଆଦିଲ୍ଲୀ,୪।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମିଫାଇନାଲ ଆଜି ଦୁବାଇରେ ଖେଳାଯିବ। ଏହି ମ୍ୟାଚରେ ଭାରତ ଏବଂ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ଗୋଟିଏ ପଟେ ଟିମ ଇଣ୍ଡିଆ ଏପର୍ଯ୍ୟନ୍ତ ସମଗ୍ର ଟୁର୍ନାମେଣ୍ଟରେ ଅପରାଜିତ ରହିଥିବା ବେଳେ ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ମଧ୍ୟ ଏପର୍ଯ୍ୟନ୍ତ…
OSSC ୨୫ କିଲୋମିଟର ଦୌଡ଼ ପରୀକ୍ଷା ବେଳେ ଅଘଟଣ: ଚାକିରି ଅଶାୟୀଙ୍କ ମୃତ୍ୟ
ସୁନ୍ଦରଗଡ,୪।୩(ଜୟ ନାରାୟଣ ମେଣ୍ଡୁଳି): ଓଏସ୍ଏସ୍ସି ଦ୍ୱାରା ଆୟୋଜିତ ଫରେଷ୍ଟ ଗାର୍ଡ, ଫରେଷ୍ଟର ଏବଂ ପ୍ରାଣୀଧନ ନୀରୀକ୍ଷକ ପଦବୀ ପାଇଁ ଶାରୀରିକ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ଘଟିଛି ଦୁଃଖଦ ଘଟଣା। ଏହି ପରୀକ୍ଷା ଦୌଡ଼ ବେଳେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଛି।…
ଭାରତ ବିରୋଧରେ ଷଡଯନ୍ତ୍ର ରଚୁଛି ଚାଇନା: ଭାରତକୁ ସତର୍କ ଘଣ୍ଟି
ବେଜିଂ,୪।୩: ଭାରତର ପଡ଼ୋଶୀ ଦେଶ ମିଆଁମାର ଦୀର୍ଘ ଦିନ ହେବ ଗୃହଯୁଦ୍ଧରେ ଫସିଛି। ଯୁଦ୍ଧ କ୍ଷେତ୍ରରେ ଆରାକାନ ସେନା ଏବଂ ଅନ୍ୟାନ୍ୟ ବିଦ୍ରୋହୀ ଗୋଷ୍ଠୀ ଅଛନ୍ତି। ଅନ୍ୟ ପାର୍ଶ୍ୱରେ, ଜୁଣ୍ଟା ଶାସନର ସେନା ଅଛି। ମିଆଁମାରରେ ଚାଲିଥିବା ଗୃହଯୁଦ୍ଧ ଭାରତ, ବାଂଲାଦେଶ…
ଖେଳାଳିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ମାହିରା, କହିଲେ ମୁଁ ସିରାଜଙ୍କୁ…
ମୁମ୍ବାଇ,୪।୩: ବିଗ୍ବସ ଫେମ ମାହିରା ଶର୍ମା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖବରରେ ଥାଆନ୍ତି। ଗୋଟିଏ ସମୟ ଥିଲା ଯେତେବେଳେ ପାରସ ଛାବ୍ରାଙ୍କ ସହ ତାଙ୍କର ସମ୍ପର୍କ ଏକ ରିଆଲିଟି ଶୋ’ରେ ଆରମ୍ଭ ହୋଇଥିଲା କିନ୍ତୁ ତା’ପରେ ଉଭୟଙ୍କ ବ୍ରେକଅପ…
OASଙ୍କୁ ବାହା ହେବା ପରେ ଏମିତି କହିଲେ ମାହାଙ୍ଗା ବିଧାୟକ: କେହି ଜାଣିବେନି ବୋଲି ଦୂରେରେ ଯାଇ…
ଭୁବନେଶ୍ୱର,୪।୩: ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନରବିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିବାହ ପରେ ବିଧାୟକ କହିଛନ୍ତି, ମୁଁ ଗୋଟେ ଆଶା ରଖିଥିଲି କେହି ଜାଣିବେନି ବୋଲି ଏତେ ଦୂରେରେ ଯାଇ ବାହା ହେଉଥିଲି। କିନ୍ତୁ ଆଶା ଠୁ…
ଦାୟିତ୍ୱ ପରେ ଆକ୍ସନ ମୋଡରେ ନୂଆ ଏସ୍ପି, କହିଲେ ଅପରାଧ ନିୟନ୍ତ୍ରଣକୁ ଦିଆଯିବ ପ୍ରାଥମିକତା
ବଲାଙ୍ଗୀର ,୪।୩ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ନୂଆ ଏସ୍ପିି ଭାବେ ଅଭିଲାଷ ଜୀ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଦାୟୀ ଏସ୍ପିି ଋଷିକେଶ ଖିଲାରୀଙ୍କ ଠାରୁ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତିି । ଗଣମାଧ୍ୟମ ପ୍ରତିନିଧିଙ୍କୁ ନୂଆ…
ଜାମିନ ମିଳିବା ମାତ୍ରେ ବଡ଼ ବୟାନ ଦେଲେ IIT ବାବା, କହିଲେ ଗଞ୍ଜେଇକୁ ପ୍ରସାଦ ଭାବରେ…
ନୂଆଦିଲ୍ଲୀ,୪।୩: ମହାକୁମ୍ଭ ସମୟରେ ଖବରର ଶିରୋନାମାରେ ଥିବା ଆଇଆଇଟି ବାବା ଓରଫ ଅଭୟ ସିଂ ପୁଣି ଥରେ ଖବରରେ। ଏଥର ତାଙ୍କ ନାମ ଧାର୍ମିକ ଉପଦେଶରୁ ଦୂରେଇ ଯାଇଛି ଏବଂ ଆଇନଗତ ସମସ୍ୟାରେ ଫସି ଯାଇଛି। ଜୟପୁରର ଏକ ହୋଟେଲରେ ହଙ୍ଗାମା…
Archives


