Home Left

ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୯।୩: ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଶୋକ ପ୍ରକାଶ କରିଛନ୍ତି। ଶୋକ ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ବର୍ଗତ ଦାସ ଜଣେ ଲୋକପ୍ରିୟ ଜନନେତା ଓ ଦକ୍ଷ ପ୍ରଶାସକ ଥିଲେ। ରାଜ୍ୟ ଓ ବାଲେଶ୍ବରର ବିକାଶରେ…

ଖେଳୁ ଖେଳୁ ଷ୍ଟିଲ ଗରାରେ ପଶିଲା ୪ ବର୍ଷ ଶିଶୁର ମୁଣ୍ଡ, କଟର୍‌ରେ କାଟି ଉଦ୍ଧାର କଲେ ଡାକ୍ତର

ବଣାଇଁ,୯।୩(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଲହୁଣୀପଡା ଥାନା ଅନ୍ତର୍ଗତ ଜାଙ୍ଗଳା ଗ୍ରାମରେ ଜଣେ ୪ ବର୍ଷର ଶିଶୁ ପୁତ୍ର ଖେଳୁ ଖେଳୁ ମୁଣ୍ଡରେ ଷ୍ଟିଲ ଗରା ପଶିଯିବା ଭଳି ଏକ ଦୁଃଖଦ ଘଟଣା ଲୋକଲୋଚନକୁ ଆସିଛି। ଶୁକ୍ରବାର ସା ସମୟରେ ଘର…

ମୁଁ କେବଳ ଜଣେ ଯୋଗୀ…BJPରେ ରାଜନୈତିକ ଭବିଷ୍ୟତ ପ୍ରଶ୍ନରେ ଏଭଳି ଉତ୍ତର ରଖିଲେ UPର ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୯।୩: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭାଜପାରେ ତାଙ୍କର ରାଜନୈତିକ ଭବିଷ୍ୟତ ବିଷୟରେ ଖୋଲାଖୋଲି ବୟାନ ଦେଇଛନ୍ତି। ରାଜନୀତିରେ ତାଙ୍କର ଭୂମିକା ଜନସେବା ପାଇଁ ସମର୍ପିତ ଯୋଗୀଙ୍କ ଭଳି ବୋଲି ସେ କହିଛନ୍ତି। ଇଣ୍ଡିଆ ଟୁଡେର ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ…

IND vs NZ: ଫାଇନାଲ ପୂର୍ବରୁ ବଡ଼ ଭବିଷ୍ୟବାଣୀ, ଶେଷ ମୂହୁର୍ତ୍ତରେ ବାଜି ପଲଟେଇଦେବ…

ଦୁବାଇ,୯।୩: ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ଦୁଇ ଟିମ ପ୍ରସ୍ତୁତି ଜୋରଦାର୍‌ କରୁଛନ୍ତି । ଦୁବାଇରେ ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ଚାମ୍ପିୟନ୍ସ ଟ୍ରଫିରେ ଏଯାଏ ଅପରାଜେୟ ରହିଥିବା ଭାରତୀୟ…

କର୍ନାଟକରେ ଓଡ଼ିଆ ଯୁବକଙ୍କୁ ହତ୍ୟା ଘଟଣା : ଆଜି ଜି. ଉଦୟଗିରିରେ ହେବ ଶେଷ କୃତ୍ୟ

ଦାରିଙ୍ଗବାଡି, ୯।୩ (ଅରୁଣ ସାହୁ ): କର୍ନାଟକର ହାମ୍ପି ନିକଟରେ ଇସ୍ରାଏଲୀ ମହିଳା ପର୍ଯ୍ୟଟକଙ୍କ ସମେତ ୨ ମହିଳାଙ୍କୁ ଦୁର୍ବୁତ୍ତମାନେ ଗଣବଳାତ୍କାର କରିବା ସହ ସେମାନଙ୍କ ସାଙ୍ଗରେ ଥିବା ୩ ପୁରୁଷ ପର୍ଯ୍ୟଟକଙ୍କୁ ମାଡ଼ମାରି ନିକଟରେ ରହିଥିବା କେନାଲ ରେ ଫିଙ୍ଗିଦେବା…

ନିଜସ୍ବ ମୁଦ୍ରା ନ ଥିବା ଦେଶ

ପାନାମା: ମଧ୍ୟ ଆମେରିକୀୟ ଦେଶ ପାନାମାକୁ ୧୯୦୩ ମସିହାରେ ଆମେରିକା କଲମ୍ବିଆ ସଂଘଠାରୁ ସ୍ବତନ୍ତ୍ର ହେବାରେ ସାହାଯ୍ୟ କରିଥିଲା। ସେବେଠୁ ଏଠାକାର ଅର୍ଥବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଆମେରିକୀୟ ମୁଦ୍ରା ଡଲାର ଉପରେ ନିର୍ଭରଶୀଳ। ଜିମ୍ବାଓ୍ବେ: ୨୦୦୯ ମସିହାରେ ଗଭୀର ଆର୍ଥତ୍କ ସଂକଟର…

ବିପ୍ଲବରେ ପରିଣତ ହୋଇଛି ସୁଭଦ୍ରା ଯୋଜନା: ସ୍ବାସ୍ଥ୍ୟମନ୍ତ୍ରୀ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ)ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଶନିବାର ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଆମ୍ବପୁଆଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଦାନ କରିଛନ୍ତି। ଏଥିରେ ସେ ରାଜ୍ୟର ୧କୋଟି ୬୪ହଜାର ମହିଳାଙ୍କୁ ସୁଭଦ୍ରା ସହାୟତା ପ୍ରଦାନ କରିଛନ୍ତି। ଏହି ଅବସରରେ ବରଗଡ଼…

ମହିଳାମାନେ ସ୍ବାବଲମ୍ବୀ ହେଲେ ଦେଶ ସମୃଦ୍ଧ ହେବ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ)ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଶନିବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ବରଗଡ଼ ରାଣାପ୍ରତାପ ସ୍କୁଲର ଭାରତୀ ଶିଶୁ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ଆନ୍ତର୍ଜାତୀୟ ମହିଳା ଦିବସରେ ସଂସଦର ସଭାନେତ୍ରୀ ଧରିତ୍ରୀ ରାଉତ୍‌ ଏଥିରେ ଅଧ୍ୟକ୍ଷତା କରିଥିଲେ।…

ରାସ୍ତାରେ ବସି ଗୀତ ଗାଇଲେ ପିସିସି ସଭାପତି ଭକ୍ତ

ଭୁବନେଶ୍ୱର, ୯ା୩(ସୁନିତ୍‌ ମିଶ୍ର): ରାଜ୍ୟରେ ମହିଳାଙ୍କ ବିରୋଧରେ ଅତ୍ୟାଚାର ବଢୁଥିବା ଅଭିଯୋଗ ନେଇ ଭାଜପା ସରକାର ବିରୋଧରେ ବିଧାନସଭା ଭିତରେ ଏବଂ ବାହାରେ କଂଗ୍ରେସ ବିକ୍ଷୋଭ ଓ ପ୍ରତିବାଦ ଜାରି ରଖିଛି। ସେହି କ୍ରମରେ ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ଶନିବାର…

ଆୟୁଶ୍ରୀ ମଲିକ ‘ମିସ୍‌ ସୁପର ନ୍ୟାଶନାଲ’

ମୁମ୍ବାଇ, ୯ା୩: ମୁମ୍ବାଇରେ ଶୁକ୍ରବାର ବିଳମ୍ବିତ ରାତିରେ ‘ଲିଭା ମିସ୍‌ ଡିଭା’ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ଆୟୋଜିତ ହୋଇଯାଇଛି। ଏହି ଗ୍ରାଣ୍ଡ୍‌ ଫିନାଲେରେ ମଡେଲ ଆୟୁଶ୍ରୀ ମଲିକ ‘ଲିଭା ମିସ୍‌ ଡିଭା ସୁପର ନ୍ୟାଶନାଲ ୨୦୨୪’ ଭାବେ କ୍ରାଉନ୍‌ ହାତେଇଥିବା ବେଳେ…

‘ବିକଶିତ ଭାରତ’ର ସଂକଳ୍ପକୁ ବାସ୍ତବରେ ପରିଣତ କରିବେ ମହିଳା

ପ୍ରାଚୀନ କାଳରୁ ଭାରତୀୟ ସମାଜରେ ମହିଳାମାନଙ୍କର ସ୍ଥାନ ଅନନ୍ୟ। ଆମେ ଏମିତି ଏକ ଦେଶରେ ବାସ କରୁଛୁ ‘ଯେଉଁଠାରେ ନାରୀମାନଙ୍କୁ ପୂଜା କରାଯାଏ, ସେଠାରେ ଦେବତାମାନେ ବାସ କରନ୍ତି’ ବୋଲି ବିଶ୍ୱାସ କରାଯାଏ। ଅନ୍ୟ ଭାଷାରେ କହିଲେ, ”ଯେଉଁଠାରେ ନାରୀମାନଙ୍କୁ ସମ୍ମାନ…

ଟ୍ରେଣ୍ଡି ଲୁକ୍‌ ଦେବ ସେଲର୍‌ ପ୍ୟାଣ୍ଟ

ସେଲର୍‌ ପ୍ୟାଣ୍ଟ ବର୍ତ୍ତମାନ ଲାଟେଷ୍ଟ ଫ୍ୟାଶନ୍‌ ଟ୍ରେଣ୍ଡ ପାଲଟିଛି। ଫର୍ମାଲ, କାଜୁଆଲ ସବୁ ଆଉଟ୍‌ଫିଟ୍‌ ପାଇଁ ଏହା ଏବେ ପାଲଟିଛି ପର୍‌ଫେକ୍ଟ ଚଏସ୍‌… କ୍ରପ ସେଲର୍‌ ପ୍ୟାଣ୍ଟ: ଅଧିକାଂଶ ଯୁବପିଢିଙ୍କୁ ଡେନିମ୍‌ ଜିନ୍ସ ବହୁତ ପସନ୍ଦ। ତେଣୁ ବର୍ତ୍ତମାନ ଡେନିମ୍‌ରେ କ୍ରପ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri