Home Left

ମିଳୁନାହିଁ ଜଏନିଂ ଅର୍ଡର, ଡିଇଓଙ୍କ ଅଫିସ ସାମ୍ନାରେ ଆତ୍ମହତ୍ୟା ଧମକ ଦେଲେ ବିଇଓ

ବଲାଙ୍ଗୀର, ୩୧।୭ (ସୁନୀଲ ମହାନ୍ତି): ଜଏନିଂ ଅର୍ଡର ମିଳିଲାନି ବୋଲି ବଲାଙ୍ଗୀର ଡିଇଓ ଅଫିସକୁ ଆସି ଜଣେ ବିଇଓ ଆତ୍ମହତ୍ୟା ଧମକ ଦେଇଛନ୍ତି। ବିଇଓ ରଞ୍ଜିତ ଭୋଇ ତିନି ମାସ ହେଲା ବଦଳି ହୋଇ ଆସିଥିଲେ ମଧ୍ୟ କାର୍ଯ୍ୟରେ ଯୋଗଦେବାକୁ ବଲାଙ୍ଗୀର…

ଝାଡ଼ାବାନ୍ତି ପରେ ବ୍ୟାପୁଛି ଜଣ୍ଡିସ

ଜଗତସିଂହପୁର,୩୧।୭: ରାଜ୍ୟର ବିଭିନ୍ନ ଜିଲାରେ ଝାଡ଼ାବାନ୍ତି ପରେ ଏବେ ଜଣ୍ଡିସ ଆତଙ୍କ ଦେଖାଦେଇଛି। ଜଗତସିଂହପୁର ଜିଲା ବିରିଡ଼ି ବ୍ଲକ ଦଣ୍ଡାସାହି ଗାଁରେ ଜଣ୍ଡିସ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୫ ଦିନ ମଧ୍ୟରେ ୪୦ରୁ ଊର୍ଦ୍ଧ୍ୱ ଲୋକ…

ଭିନ୍ନ ସମ୍ପ୍ରଦାୟରେ ପ୍ରେମ ବିବାହ କରିଥିଲେ: ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କଲେ ସ୍ୱାମୀ

କେନ୍ଦୁଝର,୩୧ା୭(ନରେଶ ପଟ୍ଟନାୟକ): ଝୁମ୍ପୁରା ଥାନା ଅନ୍ତର୍ଗତ ଏକ ହୃଦୟ ବିଦାରକ ଘଟଣାରେ ଏମଡି ମନାନ (୪୫) ନାମକ ଜଣେ ବ୍ୟକ୍ତିଙ୍କୁ ତାଙ୍କ ସ୍ତ୍ରୀ ଶକୁନ୍ତଳା ଦାସ (୩୫)ଙ୍କୁ ପିଟି ହତ୍ୟା ଅଭିଯୋଗରେ ପୋଲିସ ଗିରଫ କରିଛି। ଶକୁନ୍ତଳାଙ୍କ ବାପଘର ଅର୍ଶଳା ଗ୍ରାମରେ…

ଟିମ୍‌ ଇଣ୍ଡିଆର ଉପଅଧିନାୟକ ନାଁ ଘୋଷଣା: ଏହି ଖେଳାଳିଙ୍କ ଚମକିଲା ଭାଗ୍ୟ

ଓଭାଲ,୩୧।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲଣ୍ଡନର ଐତିହାସିକ ଓଭାଲ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ଶେଷ ମ୍ୟାଚ ପାଇଁ, ଭାରତୀୟ ଦଳ ଏହାର ପ୍ଲେଇଂ ୧୧ରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି, ଏବଂ…

Video: ସାଉଦି ଆରବରେ ଆମ୍ୟୁଜମେଣ୍ଟ ପାର୍କରେ ଭୟଙ୍କର ଦୁର୍ଘଟଣା, ୨୩ ଆହତ

ନୂଆଦିଲ୍ଲୀ,୩୧ା୭: ସାଉଦି ଆରବର ତାଇଫସ୍ଥିତ ଗ୍ରୀନ୍ ମାଉଣ୍ଟେନ୍ ପାର୍କରେ ଗୁରୁବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ‘୩୬୦ ଡିଗ୍ରୀ’ ନାମକ ଏକ ଥ୍ରିଲ୍ ରାଇଡ୍ ମଝିରେ ଭାଙ୍ଗି ଦୁଇ ଖଣ୍ଡ ହୋଇଯାଇଥିବାରୁ ଅତି କମ୍‌ରେ ୨୩ ଜଣ ଆହତ ହୋଇଛନ୍ତି, ଯେଉଁମାନଙ୍କ…

ବଡ଼ କାରନାମା ହାସଲ କଲା ପାକିସ୍ତାନ: ଚାଇନା ସହ ମିଶି…

ଇସଲାମାବାଦ୍‌,୩୧।୭: ଚାଇନା ସହାୟତାରେ ପାକିସ୍ତାନ ଏକ ବଡ଼ ସଫଳତା ହାସଲ କରିଛି। ଏହା ଏକ ରିମୋଟ ସେନ୍ସିଂ ସାଟେଲାଇଟ (PRSS-01) ଉତକ୍ଷେପଣ କରିଛି। ଏହାକୁ ଚାଇନାର ଜିଚାଙ୍ଗ ସାଟେଲାଇଟ ଲଞ୍ଚିଂ ସେଣ୍ଟର୍ରୁ ଉତକ୍ଷେପଣ କରାଯାଇଥିଲା। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର ଏକ୍ସରେ…

ନାଗର ମୃତ୍ୟୁ ପରେ ପ୍ରତିଶୋଧ ନେବାକୁ ପହଞ୍ଚିଲା ନାଗୁଣୀ, ଭାଇରାଲ ଭିଡିଓ ଦେଖିଲେ…

ଆପଣ ଫିଲ୍ମରେ ନାଗର ମୃତ୍ୟୁ ପରେ ନାଗୁଣୀର ପ୍ରତିଶୋଧ ନେବାର ଦେଖିଥିବେ, କିନ୍ତୁ କ’ଣ ଏହା ବାସ୍ତବ ଜୀବନରେ ମଧ୍ୟ ଘଟେ? ପ୍ରକୃତରେ, ଉତ୍ତର ପ୍ରଦେଶର ଏଟାହରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ କୁହାଯାଇଛି ଯେ ନାଗ ମୃତ୍ୟୁର…

ପ୍ରେସ୍‌ମିଟ୍‌ରେ ବ୍ରାଉନସୁଗାର କାରବାରର ପର୍ଦ୍ଦାଫାଶ କଲା ପୋଲିସ, ୮ ଲକ୍ଷରୁ ଅଧିକ ଟଙ୍କା ସହ…

ଆନନ୍ଦପୁର,୩୧ା୭(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ପୋଲିସକୁ ବଡ଼ ସଫଳତା ମିଳିଛି। ୨୧୩ ଗ୍ରାମ ବ୍ରାଉନସୁଗାର, ୮ ଲକ୍ଷ ୩୦ ହଜାର ଟଙ୍କା, ୧୨ ମୋବାଇଲ ଜବତ ସହ ୨୧ ଜଣ ଗିରଫ ହୋଇଛନ୍ତି। କେନ୍ଦୁଝର ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ସ୍ପେଶାଲ ସ୍କ୍ବାଡ୍‌ ପକ୍ଷରୁ…

ଆସିଲା ନୂଆ ନିୟମ: ୧୬ ବର୍ଷରୁ କମ ବୟସର ପିଲା ଚଲାଇପାରିବେନି YouTube

ସିଡନୀ,୩୧।୭: ବୟସ୍କଙ୍କଠାରୁ ଆରମ୍ଭ କରି ପିଲା ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆ ବ୍ୟବହାର କରୁଥିବାର ଦେଖାଯାଉଛି, ଏହାର ପ୍ରଭାବ ପ୍ରତ୍ୟେକ ବର୍ଗର ଲୋକଙ୍କ ଉପରେ ପଡ଼ୁଛି। ଇନଷ୍ଟାଗ୍ରାମ, ଫେସବୁକ ଏବଂ ୟୁଟ୍ୟୁବ ଭଳି ପ୍ଲାଟଫର୍ମ ଯୁବପିଢ଼ି ଏବଂ ପିଲାମାନଙ୍କ ମଧ୍ୟରେ ବହୁତ…

ଭାରତକୁ ଏମିତି କ’ଣ କହିଦେଲେ ଟ୍ରମ୍ପ, ଯାହାକୁ ଶୁଣି ଖୁସି ହୋଇଗଲେ ରାହୁଲ

ନୂଆଦିଲ୍ଲୀ,୩୧।୭: ଲୋକସଭାର ବିରୋଧୀ ଦଳ ନେତା ଏବଂ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବାଦୀୟ ବୟାନକୁ ସମର୍ଥନ କରିଛନ୍ତି। ଯେଉଁଥିରେ ସେ ଭାରତକୁ ଏକ ‘ଡେଡ୍‌ ଇକୋନୋମି’ ବୋଲି କହିଥିଲେ। ରାହୁଲ ଗାନ୍ଧୀ କହିଛନ୍ତି…

ପାଣି ବଦଳରେ ଯନ୍ତ୍ରୀଙ୍କୁ ପରିସ୍ରା ପିଇବାକୁ ଦେଲେ ପିଅନ, ଘଟଣା ଜଣାପଡ଼ିବା ପରେ…

ଗଜପତି,୩୧ା୭(ଗିରିଧାରୀ ପରିଚ୍ଛା): ଆର୍‌.ଉଦୟଗିରି RWSS ଯନ୍ତ୍ରୀଙ୍କୁ ବୋତଲରେ ପାଣି ବଦଳରେ ପରିସ୍ରା ଦେଇଛନ୍ତି ଜଣେ କର୍ମଚାରୀ। ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲାରେ। ଗତ ୨୨ ତାରିଖରେ ଆର.ଉଦୟଗିରି RWSS କାର୍ଯ୍ୟାଳୟରେ ଯୋଗଦେଇଥିଲେ ଯନ୍ତ୍ରୀ ସଚିନ ଗୌଡ଼।…

ଦୁଇ କାଉଙ୍କ ମିଳନ ଦେଖିଦେବାରୁ ଯୁବକଙ୍କୁ ଅଜବ ଦଣ୍ଡ ଦେଲେ ଗ୍ରାମବାସୀ, କୋକେଇ ବାନ୍ଧି…

ଜୟପୁର,୩୧ା୭(ପବନ ପାଣିଗ୍ରାହୀ): ବିଜ୍ଞାନ ଯୁଗରେ ବି ଅନ୍ଧବିଶ୍ୱାସ ଭରପୂର ହୋଇ ରହିଛି। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଇଲାକାରେ ଏପରି ଅନ୍ଧବିଶ୍ୱାସ ଦେଖିବାକୁ ମିଳୁଛି। ଏମିତି ଏକ ଅନ୍ଧବିଶ୍ୱାସକୁ ଦେଖିବାକୁ ମିଳିଛି କୋରାପୁଟ ଜିଲା ରାଣ୍ଡାପାଲି ପଞ୍ଚାୟତ ଅନ୍ତର୍ଗତ ପାତ୍ରଗୁଡ଼ା ଗାଁରେ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?