ସକାଳୁ ସକାଳୁ ରାଜଧାନୀରେ ବଡ଼ ଏନକାଉଣ୍ଟର
ଭୁବନେଶ୍ୱର,୯।୩: ରାତି ଅଧରେ ରାଜଧାନୀ ଛାତି ଉପରେ ଏନକାଉଣ୍ଟର। ସକାଳୁ ସକାଳୁ ହୋଇଛି ବଡ଼ ଏନକାଉଣ୍ଟର। ବଡ଼ଗଡ଼ ଅଞ୍ଚଳରେ ଏଟିଏମ ଲୁଟ ବେଳେ ଲୁଟେରା-ପୋଲିସ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଗୁଳି ବିନିମୟ ହୋଇଥିଲା। ପୋଲିସ ଗୁଳିରେ ବିହାରୀ ଲୁଟେରା ଦୀପକ କୁମାର…
ପରଲୋକରେ ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ
ଭୁବନେଶ୍ୱର, ୯।୩: ପରଲୋକରେ ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ। ନବୀନ ପଟ୍ଟନାୟକଙ୍କ ସରକାରରେ ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଦାୟିତ୍ବ ତୁଲାଇଥିବା ତଥା ଚାରି ଚାରି ଥର ବିଧାୟକ ହୋଇଥିବା ବରିଷ୍ଠ ବିଜେଡି ନେତା ଅନନ୍ତ ଦାସଙ୍କ ପରଲୋକ ଘଟିଛି । ଭୋଗରାଇର…
ଖରାଦିନେ କିପରି ରହିବେ ସୁସ୍ଥ ଜାଣନ୍ତୁ…
ଋତୁରାଜ ବସନ୍ତରେ ଆଉ ନାହିଁ ସେ ଥଣ୍ଡା ଥଣ୍ଡା ସୁଲୁସୁଲିଆ ମଳୟ ପବନର ସୁନ୍ଦର ଅନୁଭବ, ଏବେ ଝାଞ୍ଜି ପବନରେ ହନ୍ତସନ୍ତ ସଭିଏଁ। ଏବେଠୁ ତାପମାତ୍ରା ବୃଦ୍ଧି ଯୋଗୁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସାଜିଲାଣି ଚିନ୍ତାର କାରଣ। ଆଗକୁ ଖରାଦିନେ ଗରମ…
ଆତ୍ମସମର୍ପଣ କଲେ ୨ ମହିଳା ମାଓବାଦୀ
ମାଲକାନଗିରି, ୮।୩ (ନୃସିଂହ ଚରଣ ମହାନ୍ତି): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡା ପୋଲିସ ନିକଟରେ ଶନିବାର ୨ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ମାଲାଙ୍ଗୀର ମାଓବାଦୀ ଏରିଆ କମିଟିରେ ସକ୍ରିୟ ଥିଲେ। ଉଭୟ ମହିଳା ମାଓବାଦୀ ହେଲେ ପ୍ଲାଟୁନ…
ଗାଁ ପୋଖରୀରେ କୁମ୍ଭୀର
କୋରୁକୋଣ୍ଡା,୮।୩(ଶିବଦତ୍ତ ସାହୁ ): କୋରୁକୋଣ୍ଡା ବ୍ଲକ୍ ଅଧୀନ ମାରିୱାଡା ପଞ୍ଚାୟତ ଅଧୀନ ଏମ୍ଭି-୨୬ ଗ୍ରାମ ପୋଖରୀରେ ଏକ କୁମ୍ଭୀର ରହିଥିବା ଗ୍ରାମବାସୀ ଦେଖିବାକୁ ପାଇଛନ୍ତି। ଗ୍ରାମବାସୀ ଏହି ସମ୍ପର୍କରେ ବନ ବିଭାଗକୁ ସୂଚନା ଦେବା ପରେ କର୍ମଚାରୀମାନେ ପୋଖରୀ ନିକଟରେ ପହଞ୍ଚି…
କୋରାପୁଟରେ ଏସ୍ଏସ୍ଏମ୍ବି୨୯ର ଶୁଟିଂ ଆରମ୍ଭ
କୋରାପୁଟ,୮ା୩(ଅମିତାଭ ବେହେରା): କୋରାପୁଟ ଜିଲାର ପ୍ରାକୃତିକ ପରିବେଶ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆକୃଷ୍ଟ କରିଛି। ଜଣାଶୁଣା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲି ନିଜର ଆଗାମୀ ଫିଲ୍ମ ଶୁଟିଂ ପାଇଁ ଦକ୍ଷିଣ ଓଡ଼ିଶାର କୋରାପୁଟକୁ ବାଛିଛନ୍ତି। ଜିଲାର ବିଭିନ୍ନ ପର୍ଯ୍ୟଟନ…
ଚିଟ୍ଫଣ୍ଡ ଦୁର୍ନୀତି: ବିମାନ ଜବତ କଲା ଇଡି
ହାଇଦ୍ରାବାଦ,୮।୩: ହାଇଦ୍ରାବାଦର ଏକ କମ୍ପାନୀ ଓ ଏହାର ମାଲିକଙ୍କ ବିରୋଧରେ ମନିଲଣ୍ଡରିଂ ମାମଲାର ତଦନ୍ତ ଚଳାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ଉକ୍ତ କମ୍ପାନୀର ହାଇଦ୍ରାବାଦ ଏୟାରପୋର୍ଟରେ ଥିବା ଏକ ବିମାନକୁ ଜବତ କରିଛି। ଫାଲ୍କନ୍ ଗ୍ରୁପ୍ (କ୍ୟାପିଟାଲ ପ୍ରୋଟେକ୍ସନ ଫୋର୍ସ…
ଅନ୍ତର୍ଜାତୀୟ ମହିଳା ଦିବସକୁ ପ୍ରତିବାଦ ଦିବସ ରୂପେ ପାଳିଲା ନିଖିଳ ଓଡ଼ିଶା ଇ.ସି. ସଂଘ
ଛତ୍ରପୁର,୮।୩(ଦିଲୀପ ସାମଲ): ଅନ୍ତର୍ଜାତୀୟ ମହିଳା ଦିବସ ସବୁ ସ୍ଥାନରେ ପାଳନ କରାଯାଉଥିବା ବେଳେ ନିଖିଳ ଓଡ଼ିଶା ଇ.ସି. ସଂଘ ପକ୍ଷରୁ ଏହି ଦିନକୁ ରାଜ୍ୟବ୍ୟାପୀ ପ୍ରତିବାଦ ଦିବସ ଭାବେ ପାଳନ କରାଯାଇଛି। ନୂତନ ସରକାର ଆସିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ…
‘ମିଶନ ଶକ୍ତି ବନ୍ଦହେବା ନେଇ ମିଛ ପ୍ରଚାର କରୁଛି ବିଜେଡି’
ଭୁବନେଶ୍ୱର, ୮ା୩(ସୁନିତ୍ ମିଶ୍ର): ଓଡ଼ିଶାର ବିକାଶ କରିବା ପାଇଁ ରାଜ୍ୟର ମହିଳମାନେ ଏଥର ଭାଜପାକୁ ବାଛିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ, ଭାଜପା ଓଡ଼ିଶାରେ ସରକାର ଗଢ଼ିଲେ ରାଜ୍ୟରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବ। ଦଳ ସରକାର…
ଶପିଂ କରିବାକୁ ଯାଉଥିଲେ, ସାମ୍ନାକୁ ଗାଈ ଚାଲି ଆସିବାରୁ ଓଲଟି ପଡ଼ିଲା ଅଟୋ
ଖଲ୍ଲିକୋଟ,୮।୩(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ର ଗୁରାପଲ୍ଲୀ ନିକଟରେ ଏକ ଅଟୋ ଓଲଟି ଗୋଟିଏ ପରିବାରର ୬ ଜଣ ସଦସ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଙ୍କ…
ଆଇସିସି ଟୁର୍ନମେଣ୍ଟରେ ଭାରତ- ନ୍ୟୁଜିଲାଣ୍ଡ ରେକର୍ଡ
ଦୁବାଇ,୮ା୩: ରବିବାର ଦୁବାଇରେ ଖେଳାଯିବାକୁ ଥିବା ଫାଇନାଲରେ ଭାରତ, ନ୍ୟୁଜିଲାଣ୍ଡକୁ ଭେଟିବାକୁ ଯାଉଛି। ଭାରତ ୨୦୦୨ ସଂସ୍କରଣରେ ଶ୍ରୀଲଙ୍କା ସହିତ ମିଳିତ ଚାମ୍ପିୟନ ହୋଇଥିଲା। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଥର ପାଇଁ ଏହି ଆଇସିସି ଟୁର୍ନାମେଣ୍ଟ ଜିତିବା ଲକ୍ଷ୍ୟରେ ରହିଛି। ନ୍ୟୁଜିଲାଣ୍ଡ…
ଫାଶୀ ଦେବା ପୂର୍ବରୁ ଅପରାଧୀଙ୍କ କାନରେ କ’ଣ କୁହନ୍ତି ଜହ୍ଲାଦ? ଜାଣିଲେ ବିଶ୍ୱାସ କରିବେ ନାହିଁ…
କୌଣସି ଦେଶରେ ଜଣେ ଅପରାଧୀଙ୍କୁ ଫାଶୀ ଦେବା ଏକ ସାଧାରଣ କଥା ନୁହେଁ। ଅତ୍ୟନ୍ତ ଜଘନ୍ୟ ଅପରାଧ କ୍ଷେତ୍ରରେ, ଦୋଷୀକୁ ମୃତ୍ୟୁଦଣ୍ଡ ଦିଆଯାଏ। ଫାଶୀ ଦେବା ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ ନିୟମ ପାଳନ କରାଯାଏ। ଅପରାଧୀ ଯେତେ ବଡ଼ ହେଉନା କାହିଁକି,…
Archives


