Home Left

ପୁଣି ବଢିଲା ଅଡୁଆ, ଆଉ ଜଣେ ବିଜେଡି ନେତା…

ଭୁବନେଶ୍ୱର,୨୯।୭: ପୁଣି ଜଣେ ବିଜେଡି ନେତାଙ୍କ ନାଁରେ ବଢିଲା ଅଡୁଆ। ପ୍ରଫୁଲ୍ଲ ଘଡେଇଙ୍କ ପୁଅ ତଥା ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ (ଡାନି)ଙ୍କ ନାଁରେ ଏଫଆଇଆର। କେବଳ ଡାନି ନୁହନ୍ତି ତାଙ୍କ ସମେତ ୭ଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା। ଯାଜପୁର…

ଅଙ୍ଗନବାଡ଼ି କେନ୍ଦ୍ର ପରିସରକୁ ଦ୍ରୁତ ଗତିରେ ମାଡ଼ିଗଲା ପିକଅପ ଭ୍ୟାନ, ଆଉ ତା’ପରେ…

ଜେକେପୁର,୨୯/୭(ରାଜେଶ ବିଶାଳ): ଜେକେପୁର ଠାରୁ ରାୟଗଡ଼ା ଆସୁଥିବା ଏକ ପିକଅପ ଭ୍ୟାନ (ନଂ ଓଡ଼ି୧୮ପି୦୪୬୭) ନାଇଡୁପେଟା ବ୍ରିଜ ନିକଟରେ ଭାରସାମ୍ୟ ହରାଇ ଦ୍ରୁତ ଗତିରେ ଅଙ୍ଗନବାଡ଼ି କେନ୍ଦ୍ର ପାଚେରୀ ଭିତରକୁ ମାଡ଼ିଯାଇଥିଲା। ତେବେ ଗାଡ଼ିଟି ଅଟକି ରହିଯିବାରୁ ଅଳ୍ପକେ ବର୍ତ୍ତିଗଲେ ଅଙ୍ଗନବାଡ଼ି…

ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରାଥମିକ ବିଦ୍ୟାଳୟ ପିଲାଙ୍କର ବଦଳିଲା…

ଭୁବନେଶ୍ୱର,୨୯।୭: ସରକାର ନେଲେ ବଡ଼ ନିଷ୍ପତ୍ତି। ବଦଳିଲା ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଆଇକାର୍ଡ ରଙ୍ଗ। ଛାତ୍ରୀଛାତ୍ରଙ୍କ ଆଇଡେଣ୍ଟିଟି କାର୍ଡ ରଙ୍ଗ ବଦଳିବା ସହ ହାଉସ ୟୁନିଫର୍ମ ଓ ଟୋପି ବି ବଦଳିଛି । ପୂର୍ବରୁ ଲେଗୋରେ ଆମେ ଗଢିବୁ ନୂଆ ଓଡ଼ିଶା…

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍: ୧୦ଟି ସ୍ଥାନରେ ଏକକାଳୀନ ଚଢାଉ

ଭୁବନେଶ୍ୱର,୨୯।୭: ସଡକ ଓ ଗୃହ ନିର୍ମାଣ (R&B) ଡିଭିଜନ୍‌ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ମଙ୍ଗଳବାର ଭିଜିଲାନ୍ସ ଟିମ୍‌ ଏକକାଳୀନ ଭାବେ ୧୦ଟି ସ୍ଥାନରେ ତଦନ୍ତ କରିଛି। ଭୁବନେଶ୍ୱରର ଗାଲେରିଆ ଓ ସିମ୍ଫୋନୀ ମଲ୍‌…

ଆଉ ଜଣଙ୍କୁ କଚାଡ଼ି ମାରିଲା ଦନ୍ତାହାତୀ: ଭୟଭୀତ ଲୋକେ

ଜି.ଉଦୟଗିରି/ରାଇକିଆ,୨୯/୦୭(ଚିନ୍ମୟ କୁମାର ସେଠୀ/ ପ୍ରଦୀପ ବେହେରା/ଶିଶିର ପଟ୍ଟନାୟକ):କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ତଥା ରାଇକିଆ ବ୍ଲକ ଅନ୍ତର୍ଗତ ଆଡାସିକୁପା ଗ୍ରାମରେ ଆଜି ଭୋର୍‌ ସମୟରେ ହାତୀ ଆକ୍ରମଣରେ ଜଣେ ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଛି। ଗତ ଶନିବାର ଦିନ ସନ୍ଧ୍ୟାବେଳେ ପାଜିମାହାଠାରେ…

ମାସ ଶେଷରେ ଶସ୍ତା ହେଲା ସୁନା! ଜାଣନ୍ତୁ ୧୦ଗ୍ରାମ ସୁନା ପାଇଁ ଦେବାକୁ ପଡିବ କେତେ ଟଙ୍କା?

ନୂଆଦିଲ୍ଲୀ,୨୯।୭: ଶେୟାର ବଜାରରେ ହ୍ରାସ ମଧ୍ୟରେ, ଆଜି ଲଗାତାର ପଞ୍ଚମ ଦିନ ପାଇଁ ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି। ରାଜଧାନୀ ଦିଲ୍ଲୀରେ 24 କ୍ୟାରେଟ ସୁନାର ମୂଲ୍ୟ 110 ଟଙ୍କା ହ୍ରାସ ପାଇଛି। ରାଜଧାନୀ ଦିଲ୍ଲୀରେ ସୁନା ପ୍ରତି…

ଭୁବନେଶ୍ୱରରୁ ବିଜେଡି ଏମ୍‌ପିଙ୍କୁ ଚିଠା ପରାମର୍ଶ: ‘ସିନ୍ଦୂର’ ଅଦ୍ୱିତୀୟ କୁହ

ଭୁବନେଶ୍ୱର,୨୯ା୭(ରବିନାରାୟଣ ଜେନା):ସଂସଦରେ ଆରମ୍ଭ ହୋଇଥିବା ‘ଅପରେଶନ ସିନ୍ଦୂର’ ବିତର୍କ ଉପରେ ବିଜୁ ଜନତା ଦଳ(ବିଜେଡି)ର ଆଭିମୁଖ୍ୟ କ’ଣ ରହିବ ସେନେଇ ଭୁବନେଶ୍ୱରରୁ ଦଳୀୟ ଏମ୍‌ପିମାନଙ୍କୁ ଚିଠା ପରାମର୍ଶ ଦିଆଯାଇଛି। ସୋମବାର ଏ ସଂକ୍ରାନ୍ତରେ ଭୁବନେଶ୍ୱରରୁ ପ୍ରଦତ୍ତ ତଥ୍ୟରେ ବିଜେଡି ସଭାପତି ନବୀନ…

କଳାହାଣ୍ଡି ଜିଲାର ୬୦ ଆର୍‌ଆଇଙ୍କ ବଦଳି: ଖାଲିପଡ଼ିଛି ୩୦ ପଦବୀ

ଭବାନୀପାଟଣା,୨୯ା୭ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଗତ ଜୁନ ୧୩ରେ ବିଭିନ୍ନ ପଦବୀରେ କାର୍ଯ୍ୟରତ ରାଜସ୍ବ କର୍ମଚାରୀଙ୍କ ବଦଳି ହୋଇଛି। ଏଥିରେ ଜିଲାର ୧୩ ତହସିଲର ୬୦ଜଣ ରାଜସ୍ବ ନିରୀକ୍ଷକ (ଆର୍‌ଆଇ)ଙ୍କୁ ବଦଳି କରାଯାଇଛି। ଏକସଙ୍ଗେ ଏତେ ସଂଖ୍ୟକ ଆର୍‌ଆଇଙ୍କ ବଦଳି…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବାକୁ ମନ ମାନୁନାହିଁ: ଆସାଦୁଦ୍ଦିନ ଓୱାଇସୀ

ନୂଆଦିଲ୍ଲୀ, ୨୮ା୭: ଏଆଇଏମଆଇଏମ ମୁଖ୍ୟ ଆସାଦୁଦ୍ଦିନ ଓୱାଇସୀ ଆଗକୁ ହେବାକୁ ଥିବା ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ୍‌କୁ ବିରୋଧ କରିଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣର ୫ ମାସ ପରେ ଅନୁଷ୍ଠିତ ହେବାକୁ ଥିବା ଏସିଆ କପ୍‌ ମ୍ୟାଚ୍‌ ଦେଖିବାକୁ ତାଙ୍କ ମନ ଅନୁମତି…

ଜାତୀୟ ସ୍ତରୀୟ ବକ୍ସିଂ ଖେଳିବେ ସୋନପୁରର ୨ ଛାତ୍ରୀ: ଚାରିଆଡ଼ୁ ଶୁଭେଚ୍ଛା

ଅମରପାଲି,୨୯/୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ଦୁଇ ଜଣ ଛାତ୍ରୀ ଜାତୀୟ ସ୍ତରୀୟ ବକ୍ସିଂ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ଚୟନ ହୋଇଛନ୍ତି। ଚଳିତ ଜୁଲାଇ ୨୬ ଓ ୨୭ ତାରିଖରେ ଦୁଇ ଦିନ ଧରି ରାଉରକେଲା ସ୍ଥିତ…

ବିପଦରେ ବଡ଼ଶଙ୍ଖଠାରୁ ଗଡମା ରାସ୍ତା: କୂଳ ଖାଉଛି ନଦୀ, ବଡ଼ ବର୍ଷା ହେଲେ ..

ଦାରିଙ୍ଗବାଡ଼ି,୨୯।୭(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ବଡ଼ଶଙ୍ଖଠାରୁ ଗଡମା ରାସ୍ତା ଏବେ ବିପଦରେ ରହିଛି। ନଦୀ କୂଳ ଖାଉଥିବା ବେଳେ ଉକ୍ତ ରାସ୍ତା ଦେଇ ଯାଉଥିବା କିରାମାହା ସମେତ ନୂଆଗାଁ, କିନାରିଗାଁ, କୁଟିଲାରିଗାଁ, ସାଙ୍ଗଡମାହା, ବାଘପଦା,ଗଡ଼ମା, ମୁଣ୍ତାସାହି, ପାଡିପଙ୍କା,…

ରାତିଅଧରେ ଡାକ୍ତରଙ୍କ ଚାମ୍ବରକୁ ନେଇ ଆଟେଣ୍ଡାଣ୍ଟ୍‌ଙ୍କୁ ଅସଦାଚରଣ କରିଥିଲେ ନର୍ସିଂ ଅଫିସର: ବାନ୍ଧିଲା ପୋଲିସ

ଭୁବନେଶ୍ୱର,୨୯।୭(ସତ୍ୟଜିତ୍‌ ରାଉତ):ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ) ହସ୍ପିଟାଲରେ ଜଣେ ମହିଳା ଆଟେଣ୍ଡାଣ୍ଟ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ରବିବାର ବିଳମ୍ବିତ ରାତି ପ୍ରାୟ ୧.୩୦ ବେଳେ ନର୍ସିଂ ଅଫିସର ନାନୁରାମ ଚୌଧୁରୀ ୱାର୍ଡରେ ଥିବା ଡାକ୍ତର ଚାମ୍ବରକୁ ଡାକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?