ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଲେ ବିଜେଡି ନେତୃମଣ୍ଡଳୀ, ପଞ୍ଚାୟତିରାଜ ଦିବସ ତାରିଖ ପରିବର୍ତ୍ତନ କରିବା ବିରୋଧରେ…
ବରଗଡ଼, ୬।୩(ପ୍ରେମାନନ୍ଦ ଖମାରୀ): ରାଜ୍ୟର ଭାଜପା ସରକାର ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ପାଳିତ ହେଉଥିବା ପଞ୍ଚାୟତିରାଜ ଦିବସ ଓ ସରକାରୀ ଛୁଟିକୁ ବାତିଲ କରି ହୀନ ମାନସିକତାର ପରିଚୟ ଦେଇଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ଓଡ଼ିଶାର ଗର୍ବ ଗୌରବ…
ଆତ୍ମନିର୍ଭରଶୀଳ କରିଛି ସୁଭଦ୍ରା ସହାୟତା
ଦିଗପହଣ୍ଡି,୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକୟାଁ ଛକ ଠାରେ ଗୁରୁବାର ସୁଭଦ୍ରା ଯୋଜନା ସମ୍ପର୍କିତ ପଥପ୍ରାନ୍ତ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସିଡିପିଓ ପୁଷ୍ପାଞ୍ଜଳି ଶତପଥୀ ୍ଯଯଯକ୍ଷତା କରିଥିବା ବେଳେ ବିଡ଼ିଓ ଡ. ଚିତ୍ତରଞ୍ଜନ ଦାସ…
ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣା: ଜେଲ୍ ଗଲେ ଅଭିଯୁକ୍ତ
ଦିଗପହଣ୍ଡି,୬।୩(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗଡ଼ଗୋବିନ୍ଦପୁର ଗ୍ରାମର କିରଣ ଦାସ ନାମକ ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ସମ୍ପୃକ୍ତ ସେହି ଗ୍ରାମର ଚନ୍ଦନ ରଣାଙ୍କୁ କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ.ଆଇ ଜଗବନ୍ଧୁ ବାର୍ଲା ଗିରଫ…
କଳାହାଣ୍ଡିରେ ବଳ ଗୋଟାଉଛି ଭାଜପା: ବିଜେଡି ଛାଡ଼ି ସାମିଲ ହେଲେ ଏକାଧିକ ସରପଞ୍ଚ, ସମିତି ସଭ୍ୟାସଭ୍ୟ, ଓ୍ବାର୍ଡ ସଦସ୍ୟ
ଭବାନୀପାଟଣା,୬ା୩(ଉତ୍ତମ କୁମାର ଦାଶ): ରାଜ୍ୟରେ ଭାଜପା ସରକାର ଆସିବା ପରେ କଳାହାଣ୍ଡି ଜିଲାରେ ଦଳର ଲୋକପ୍ରିୟତା ବଢୁଥିବା ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ଆସ୍ଥା ପ୍ରକଟ କରି ବିଭିନ୍ନ ଦଳର କାର୍ଯ୍ୟକର୍ତ୍ତା…
ଓଡିଶାରେ କଫି ଚାଷ ପାଇଁ ରହିଛି ବୃହତ ସମ୍ଭାବନା : କଫି ବୋର୍ଡ ଅଧ୍ୟକ୍ଷ
କୋରାପୁଟ,୬।୩(ଅମିତାଭ ବେହେରା): କୋରାପୁଟ ଜିଲାର ଅନୁକୂଳ ଜଳବାୟୁ ଏବଂ ଭିତ୍ତିଭୂମି ସୁବିଧା ଯୋଗୁ ଭାରତୀୟ କଫି ବୋର୍ଡ ଓଡିଶାରେ, ବିଶେଷକରି କୋରାପୁଟ ଅଞ୍ଚଳରେ କଫି ଚାଷକୁ ଅଧିକ ବିସ୍ତାରିତ କରିବା ପାଇଁ ଯୋଜନା କରୁଛି ବୋଲି କଫି ବୋର୍ଡର ଅଧ୍ୟକ୍ଷ ଏମ.ଜେ.…
ଷ୍ଟିଭ ସ୍ମିଥଙ୍କ ପରେ ଏବେ ଏହି ଖେଳାଳି ନେବେ ଅବସର! ସୋସିଆଲ ମିଡିଆରେ ଭାଇରାଲ ହେଉଛି…
ନୂଆଦିଲ୍ଲୀ,୬।୩:୨୦୨୫ ଚାମ୍ପୟନ୍ସ ଟ୍ରଫିର ସେମିଫାଇନାଲରେ ଅଷ୍ଟ୍ରେଲିଆ ଭାରତଠାରୁ ୪ ଉଇକେଟ୍ରେ ପରାସ୍ତ ହୋଇଛି। ଏହା ପରେ, ଷ୍ଟିଭ ସ୍ମିଥ ଦିନିକିଆ କ୍ରିକେଟରୁ ଅବସର ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ତଥାପି, ସ୍ମିଥ ଟି-୨୦ ଏବଂ ଟେଷ୍ଟ ମ୍ୟାଚ ପାଇଁ ଉପଲବ୍ଧ ରହିବେ।…
ମହାନ ଟେନିସ ଖେଳାଳି ଫ୍ରେଡ ଷ୍ଟୋଲଙ୍କ ପରଲୋକ
ବେଲବୋର୍ନ,୬ା୩: ଦୁଇ ଥରର ଗ୍ରାଣ୍ଡସ୍ଲାମ ଖେଳାଳି ଓ ୩ ଥରର ଡେଭିସ କପ ବିଜୟୀ ଦଳର ସଦସ୍ୟ ଫ୍ରେଡ ଷ୍ଟୋଲଙ୍କ ପରଲୋକ ଘଟିଛି। ଏ ନେଇ ଟେନିସ ଅଷ୍ଟ୍ରେଲିଆ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ…
ଜୟଶଙ୍କରଙ୍କ ମନ୍ତବ୍ୟ ଶୁଣି ରାଗରେ ନିଆଁବାଣ ପାକିସ୍ତାନ: କହିଦେଲା ଏମିତି କଥା
ଶ୍ରୀନଗର,୬।୩: କଶ୍ମୀର ଉପରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ମନ୍ତବ୍ୟ ଉପରେ ପାକିସ୍ତାନ ବିରକ୍ତ ପ୍ରକାଶ କରିଛି। ପାକିସ୍ତାନ ଏହି ବକ୍ତବ୍ୟକୁ ଭିତ୍ତିହୀନ ବୋଲି କହି ଜାତିସଂଘକୁ ଦୋଷ ଦେଇଛି। ଥେମ୍ସ ହାଉସ ଥିଙ୍କ-ଟ୍ୟାଙ୍କ ଅଧିବେଶନକୁ ସମ୍ବୋଧିତ କରି ଏସ…
୨୫ ବର୍ଷ ପୂର୍ବେ ପାଇଥିବା ଆଘାତର ପ୍ରତିଶୋଧ ନେବ ଭାରତ! ୨୦୦୦ରେ ନ୍ୟୁଜିଲାଣ୍ଡ ବିପକ୍ଷରେ…
ନୂଆଦିଲ୍ଲୀ,୬।୩: ରବିବାର ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ଖେଳାଯିବ। ଫାଇନାଲରେ ଭାରତ ଏବଂ ନ୍ୟୁଜିଲାଣ୍ଡ ଦଳ ପରସ୍ପରକୁ ମୁହାଁମୁହିଁ ହେବେ। ୨୫ ବର୍ଷ ପୂର୍ବେ ପାଇଥିବା ଆଘାତର ପ୍ରତିଶୋଧରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ମଇଦାନକୁ ଓହ୍ଲାଇବ। ପ୍ରକୃତରେ, ଭାରତ ଏବଂ ନ୍ୟୁଜିଲାଣ୍ଡ…
ଏଲନ ମସ୍କଙ୍କ ଟେସଲା ଭାରତରେ ସଫଳ ହୋଇପାରିବ ନାହିଁ: ସଜ୍ଜନ ଜିନ୍ଦଲ
ନୂଆଦିଲ୍ଲୀ,୬ା୩: ଜିନ୍ଦଲ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ସଜ୍ଜନ ଜିନ୍ଦଲ କହିଛନ୍ତି ଏଲୋନ ମସ୍କ ଭାରତରେ ସଫଳ ହୋଇପାରିବେ ନାହିଁ। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସଜ୍ଜନ କହିଛନ୍ତି ଟେସଲାକୁ ଭାରତୀୟ ବଜାରରେ ପାଦ ଦେବାର ସେ ଦେଖୁନାହାଁନ୍ତି। “ଏଲନ ମସ୍କ ଏଠାରେ…
ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେଇ ବିଜେଡିର ପ୍ରତିବାଦ ସଭା
ଚନ୍ଦାହାଣ୍ଡି୬।୩(ଦିଲୀପ କୁମାର ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ମୁଖ୍ୟାଳୟରେ ଆଜି ବ୍ଲକ ବିଜେଡି ପକ୍ଷରୁ ବିକ୍ଷୋଭ ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଗୌରହରି ନାୟକଙ୍କ ସଭାପତିତ୍ୱରେ ଯାଦବମାଝୀ ବସ ଷ୍ଟାଣ୍ଡଠାରେ ବହୁ ସଂଖ୍ୟାରେ ବିଜେଡି କର୍ମୀ ଏକତ୍ରିତ ହୋଇ…
ଜଗନ୍ନାଥ ମନ୍ଦିର ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେଲେ ରାଜସ୍ବ ମନ୍ତ୍ରୀ
ରାଇକିଆ,୬।୩(ପ୍ରଦୀପ ବେହେରା): ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର କନ୍ଧମାଳ ଜିଲା ରାଇକିଆ ଗସ୍ତ କରି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଛନ୍ତି । ଶିବ ମନ୍ଦିର ନିକଟରେ ଆୟୋଜକ କମିଟି ଏବଂ ଦଳୀୟ କର୍ମୀମାନେ…
Archives


