କୋରାପୁଟରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ : ଏକବିଂଶ ଶତାବ୍ଦୀରେ ଓଡ଼ିଆ ଭାଷା ସ୍ଥିତି ଓ ଗତି ଶୀର୍ଷକ ଆଲୋଚନାଚକ୍ର
କୋରାପୁଟ, ୧୧।୩(ଅମିତାଭ ବେହେରା ) କୋରାପୁଟ ସରକାରୀ ମହାବିଦ୍ୟାଳୟଠାରେ ମଙ୍ଗଳବାର ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ ହେଇଯାଇଛି । ଏହି ଅବସରରେ “ଏକବିଂଶ ଶତାବ୍ଦୀରେ ଓଡ଼ିଆ ଭାଷା ସ୍ଥିତି ଓ ଗତି” ଶୀର୍ଷକରେ ଏକ ରାଜ୍ୟ ସ୍ତରୀୟ ଏକ ଦିବସୀୟ ଆଲୋଚନା…
ବେଆଇନ ବାଲି ଚୋରାଚାଲାଣ, ୩ ଟ୍ରାକ୍ଟର ଜବତ
ହିଞ୍ଜିଳିକାଟୁ, ୧୧।୩(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ତହସିଲ ତଥା ହିଞ୍ଜିଳି ଥାନା ଖରିଡା ଋଷିକୂଲ୍ୟା ନଦୀ ଓ ଆଡପଡା ନିକଟସ୍ଥ ଘୋଡାହାଡ ନଦୀରୁ ବେଆଇନ ବାଲି ଚୋରାଚାଲାଣ ଚାଲିଥିବା ବେଳେ ପୋଲିସ ଚଢାଉ କରିଛି। ଚଢାଉ ସମୟରେ ୩ଟି ବାଲି ବୋଝେଇ ଟ୍ରାକ୍ଟର…
ଟ୍ରେନ ହାଇଜାକ୍: ଟ୍ରେନରେ ୨୦ ଯବାନଙ୍କୁ ହତ୍ୟା, ୧୮୨ ଯାତ୍ରୀ ପଣବନ୍ଦୀ
ଇସଲାମବାଦ,୧୧।୩: ପାକିସ୍ତାନର ବାଲୁଚ ବିଦ୍ରୋହୀମାନେ 400 ଯାତ୍ରୀଙ୍କୁ ନେଇ ଯାଉଥିବା ଜାଫର ଏକ୍ସପ୍ରେସକୁ କବଜା କରିଛନ୍ତି। ସୂତ୍ର ଅନୁଯାୟୀ, ଏହି ଟ୍ରେନରେ ପାକିସ୍ତାନୀ ସେନାର ୧୦୦ ସୈନିକ ଏବଂ ପାକିସ୍ତାନ ଗୁଇନ୍ଦା ସଂସ୍ଥା ISIର ଅନେକ ଅଧିକାରୀ ଉପସ୍ଥିତ ଅଛନ୍ତି। ଏହି…
ବାହା ହେଲେ ଅନୁଭବ-ଜାଗୃତି, ସାମ୍ନାକୁ ଆସିଲା ଫଟୋ
ନୂଆଦିଲ୍ଲୀ/ଭୁବନେଶ୍ୱର: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବହୁ ଚର୍ଚ୍ଚିତ ଯୋଡ଼ି ଅନୁଭବ ମହାନ୍ତି-ଜାଗୃତି ଶୁକ୍ଳା। ଦୀର୍ଘ ଦିନର ବନ୍ଧୁତ୍ୱ ଶେଷରେ ସାତ ଜନ୍ମର ସମ୍ପର୍କରେ ପରିଣତ ହୋଇଛି। ଏହି ବିବାହର ଏକାଧିକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅନୁଭବଙ୍କ ପ୍ରଶଂସକମାନେ…
ଅଧିନାୟକ ଅଫର୍କୁ ସଫାସଫା ମନା କରିଦେଲେ କେ ଏଲ୍ ରାହୁଲ, ଚାମ୍ପିଅନ୍ସ ଟ୍ରଫିରୁ ଫେରିବା ପରେ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ,୧୧।୩: ଚାମ୍ପିଅନ୍ସ ଟ୍ରଫିରୁ ଫେରିବା ପରେ କେ ଏଲ୍ ରାହୁଲ ଅଧିନାୟକତ୍ୱକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରାହୁଲ ଆଇପିଏଲ୍ ୨୦୨୫ରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକତ୍ୱ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତେବେ ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜ…
ପାରିବାରିକ ଶତ୍ରୁତାରୁ ହତ୍ୟା ଉଦ୍ୟମ ଘଟଣା: କାତି-ଠେଙ୍ଗା ଜବତ, ଜେଲ ଗଲେ ଅଭିଯୁକ୍ତ
ଦିଗପହଣ୍ଡି,୧୧|୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର ସୁଶାନ୍ତ ଦାସଙ୍କୁ ତଦନ୍ତକାରୀ ଅଧିକାରୀ ଥାନା ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା ଏକ ହତ୍ୟା ଉଦ୍ୟମ ଘଟଣାରେ ଗିରଫ କରି ମଙ୍ଗଳବାର ଅପରାହ୍ନରେ କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା…
ଭଲିବଲ: ଭୁବନେଶ୍ୱରକୁ ହରାଇ ରାଇଜିଂ କ୍ଲବ ଚାମ୍ପିୟନ
ରାଉରକେଲା,୧୧।୩(ଦିନେଶ ମିଶ୍ର):ରାଉରକେଲା ସେକ୍ଟର-୨୦ସ୍ଥିତ ରାଇଜିଂ କ୍ଲବ ଆନୁକୂଲ୍ୟରେ ଆୟୋଜିତ ୧୬ତମ ସର୍ବଭାରତୀୟ ଭଲିବଲ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍ ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲ ଓ ରାଇଜିଂ କ୍ଲବ ମଧ୍ୟରେ ଖେଳାଯାଇଥିଲା। ୩ଟି ସେଟ୍ ବିଶିଷ୍ଟ ଏହି ମ୍ୟାଚ୍ ପ୍ରତିଦ୍ୱନ୍ଦିତାମୂଳକ…
Holi 2025: ହୋଲି ଦିନ ରାଶି ଅନୁଯାୟୀ ଦାନ କରନ୍ତୁ ଏସବୁ ଜିନିଷ, ଜୀବନରୁ ଦୂର ହୋଇଯିବ ସମସ୍ତ ବାଧା!
ହିନ୍ଦୁ ଧର୍ମାନୁଯାୟୀ ପ୍ରତିବର୍ଷ ଫାଲଗୁନ ପୂର୍ଣ୍ଣିମା ଦିନ ହୋଲି ପର୍ବ ବହୁତ ଉତ୍ସାହର ସହିତ ପାଳନ କରାଯାଏ। ହୋଲି ପର୍ବ ଶତ୍ରୁକୁ ମଧ୍ୟ ବନ୍ଧୁରେ ପରିଣତ କରେ। ହୋଲି ଦିନ ଲୋକମାନେ ପରସ୍ପର ଉପରେ ରଙ୍ଗ ଲଗାନ୍ତି ଏବଂ ପରସ୍ପରକୁ ଆଲିଙ୍ଗନ…
ଦୋଳଯାତ୍ରା ଦେଖିବାକୁ ୧୭୦ କିମି ରିକ୍ସାରେ ଆସିଲେ
ଗଞ୍ଜାମ,୧୧।୩(ବିଦ୍ୟାଧର ସହି ): ଗଞ୍ଜାମ ସହରରେ ସୋମବାର ଠାରୁ ଆରମ୍ଭ ହୋଇଛି ଐତିହାସିକ ଦୋଳ ଯାତ୍ରା। ଏଠାରେ ଏହି ଯାତ୍ରା ପାଞ୍ଚ ଦିନ ଧରି ଚାଲୁରହିବ। ଏହି ଦୋଳ ଯାତ୍ରା ଦେଖିବା ଲାଗି ଜଣେ ଉତ୍ସାହି ଯୁବକ ପୁରୀରୁ ୧୭୦ କିମି…
୧୫ ମାସ ପରେ ଡବ୍ଲ୍ୟୁଏଫଆଇ ଉପରୁ ହଟିଲା ବାସନ୍ଦ
ନୂଆଦିଲ୍ଲୀ,୧୧ା୩: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫଆଇ) ଉପରୁ କ୍ରୀଡ଼ା ମନ୍ତ୍ରଣାଳୟ ମଙ୍ଗଳବାର ବାସନ୍ଦାଦେଶ ହଟାଇ ଦେଇଛି। ଏଥିଯୋଗୁ ଦେଶରେ କୁସ୍ତିକୁ ନେଇ ଗତ ୧୫ ମାସ ହେଲା ଦେଖାଦେଇଥିବା ଅନିଶ୍ଚିତତାର ଅନ୍ତ ଘଟିଛି। ଫଳରେ ଅମ୍ମାନଠାରେ ହେବାକୁ ଥିବା ଆଗାମୀ ଏସିଆନ…
Pakistan Train Hijack: ଟ୍ରେନରେ ଥିଲେ ଶହଶହ ଯବାନ, ପାକିସ୍ତାନୀ ଗୁଇନ୍ଦା ସଂସ୍ଥା-ବଡ଼ ବଡ଼ ସାମରିକ ଅଧିକାରୀ, ହେଲେ କେମିତି ହାଇଜାକ୍ ହେଲା ଟ୍ରେନ
ଇସଲାମବାଦ,୧୧।୩: ପାକିସ୍ତାନର ବାଲୁଚ ବିଦ୍ରୋହୀମାନେ 400 ଯାତ୍ରୀଙ୍କୁ ନେଇ ଯାଉଥିବା ଜାଫର ଏକ୍ସପ୍ରେସକୁ କବଜା କରିଛନ୍ତି। ସୂତ୍ର ଅନୁଯାୟୀ, ଏହି ଟ୍ରେନରେ ପାକିସ୍ତାନୀ ସେନାର ୧୦୦ ସୈନିକ ଏବଂ ପାକିସ୍ତାନ ଗୁଇନ୍ଦା ସଂସ୍ଥା ISIର ଅନେକ ଅଧିକାରୀ ଉପସ୍ଥିତ ଅଛନ୍ତି। ଏହି…
ତାରାଙ୍କ ବିରୋଧରେ ଆକ୍ସନ: ମୁହଁ ଖୋଲିଲେ କଂଗ୍ରେସ ନେତା, କହିଲେ ରାତିସାରା ବିଧାନସଭା ଆଗରେ…
ଭୁବନେଶ୍ୱର,୧୧।୩: ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସ ନେତା ତାରା ବାହିନୀପତିଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି ସୁରମା ପାଢୀ। ମଙ୍ଗଳବାର ଗୃହରେ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତି ହାତାହାତି ହୋଇଛନ୍ତି। ବିଧାନସଭା ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଦୁଇ ବିଧାୟକ ହାତାହାତି…
Archives


