Home Left

ଭାରତ-ପାକିସ୍ତାନ ମହାମୁକାବିଲା ତାରିଖ ଧାର୍ଯ୍ୟ: ଜାଣନ୍ତୁ କେବେ, କେଉଁଥିରେ ଦେଖିପାରିବେ ଲାଇଭ୍‌

ନୂଆଦିଲ୍ଲୀ,୫।୮: ଭାରତ ଏବଂ ପାକିସ୍ତାନ କ୍ରିକେଟରେ ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ। ଉଭୟ ଦେଶର ଦଳ ମଧ୍ୟରେ ପ୍ରତିଯୋଗିତା ପୁଣି ଥରେ ମଇଦାନରେ ଦେଖିବାକୁ ମିଳିବ। ଏସିଆ କପ ୨୦୨୫ରେ, ଉଭୟ ଦଳ ୧୪ ସେପ୍ଟେମ୍ବରରେ ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ପରସ୍ପର…

ଗନ୍ଧରେ ଫାଟିପଡ଼ୁୁଛି ନାକ: ଯାତ୍ରୀ ବିଶ୍ରମଗାର ବାହାରେ ସୁନ୍ଦର ଭିତରେ ଫମ୍ପା

ଦାରିଙ୍ଗବାଡି, ୪।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଚାରିଛକ ଉପରେ ରହିଥିବା ଯାତ୍ରୀ ବିଶ୍ରାମଗାରର ଅବସ୍ଥା ଶୋଚନୀୟ ହୋଇପଡିଛି ଉଦଘାଟନ ହେବାର ମାତ୍ର ୨୦ ମାସ ବିତିଥିବା ବେଳେ ଏବେ ଉକ୍ତ ବିଶ୍ରାମାଗାର ଟି ବ୍ୟବହାର ଉପଯୋଗୀ ହୋଇପାରୁନ। ପ୍ରକାଶ…

ଦବୁଛି ଦନ୍ତା ବ୍ରିଜ, ରାଜପଥରେ ଯାତାୟତ ବିପଦସଙ୍କୁଳ

ବରଗଡ଼, ୪।୮(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହର ଉପକଣ୍ଠ ଦନ୍ତାବ୍ରିଜ ବିପଦସଙ୍କୁଳ ହୋଇପଡିଛି। ବରଗଡ଼ -ସମ୍ବଲପୁର ରାସ୍ତାର କଲାପାଣି ନିକଟରେ ଦନ୍ତାନଦୀ ଉପରେ ରହିଥିବା ଏହି ବ୍ରିଜର ଗୋଟିଏ ପାର୍ଶ ଦବିବାରେ ଲାଗିଛି। ଫଳରେ ଫାଟ ସୃଷ୍ଟି ହେବା ସହିତ ଯାତାୟତ…

ମାଡ଼ ମାରି ବାଇକ, ଟଙ୍କା ଲୁଟ ଘଟଣାରେ ଜଣେ ଗିରଫ

ଦିଗପହଣ୍ଡି,୪ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁରରେ ରହୁଥିବା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମର ଏଲ.ଶିବା ରେଡ୍ଡୀଙ୍କୁ ଦିଗପହଣ୍ଡି ଥାନା ଏସଆଇ ଜ୍ୟୋତି ରଞ୍ଜନ ବେହେରା ସୋମବାର ଛିନ୍‌ତାଇ ମାମଲାରେ ଗିରଫ କରି ବ୍ରହ୍ମପୁର ସଦର କୋର୍ଟକୁ ଚାଲାଣ କରିଛନ୍ତି। କେଶନ…

ସ୍ବାଧୀନତା ଦିବସ ପ୍ରସ୍ତୁତି …

କେସିଙ୍ଗା,୪ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ପକ୍ଷରୁ ଆସନ୍ତା ୧୫ ତାରିଖରେ ପାଳନ ହେବାକୁ ଥିବା ସ୍ବାଧୀନତା ଦିବସ ପାଇଁ ସୋମବାର ପ୍ରସ୍ତୁତି ବୈଠକ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ନୃପରାଜ ଯାଦବ ଏଥିରେ ସଭାପତିତ୍ୱ କରିଥିଲେ। କିଭଳି…

ପରିତ୍ୟକ୍ତ ଅବସ୍ଥାରେ ରାଜିବ ଗାନ୍ଧୀ ସେବା କେନ୍ଦ୍ର

ରିଷିଡା, ୪।୮ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ପଞ୍ଚାୟତ ସ୍ଥିତ ରାଜିବ ଗାନ୍ଧୀ ସେବା କେନ୍ଦ୍ର ଗୃହ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଦିର୍ଘବର୍ଷ ହେଲା କର୍ଲାମୁଣ୍ଡା ବ୍ଲକ ମୁଖ୍ୟ ରାସ୍ତା କଡ଼ରେ ଥିବା ଏହି ଗୃହ ଅପନ୍ତରା ହୋଇ ପଡ଼ି…

ରାଜ୍ୟରେ ଖୋଲିବା ୮ଟି ନୂଆ ADJ କୋର୍ଟ, ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର,୪।୮: ଓଡ଼ିଶା ସରକାରଙ୍କ ଆଇନ ବିଭାଗ ରାଜ୍ୟରେ ନ୍ୟାୟ ସେବାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ୮ଟି ନୂଆ ଅତିରିକ୍ତ ଜିଲା ଓ ଦୌରା ଜଜ୍‌ (ଏଡିଜେ) କୋର୍ଟ ଏବଂ ୩ଟି ଭିଜିଲାନ୍ସ କୋର୍ଟ ପ୍ରତିଷ୍ଠା ପାଇଁ ବିଜ୍ଞପ୍ତି ଜାରି କରିଛି।…

ଏଟିଏମରୁ ଟଙ୍କା ଉଠାଇବାବେଳେ ବାହାରିଲା ଫଟା ୫୦୦ ଟଙ୍କିଆ ନୋଟ

ଦାରିଙ୍ଗବାଡି, ୪।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିଠାରେ ଥିବା ଏସବିଆଇର ଏଟିଏମରୁ ଅଚଳ ୫ ଶହ ଟଙ୍କିଆ ନୋଟ ବାହାରୁଥିବା ଅଭିଯୋଗ ହୋଇଛି। ଗୋଟିଏ କି ୨ଟି ନୁହଁ ୭ଟି ଫଟା ୫ ଶହ ଟଙ୍କିଆ ନୋଟ…

ନୂତନ ଜିଲା ସଭାପତି ବିକ୍ରମ ପଣ୍ଡାଙ୍କ ନାମ ଘୋଷଣା ପରେ ଏନଏସି ବିଜେଡିରେ ଖୁସିର ଲହରୀ

ଗଞ୍ଜାମ,୪।୮(ବିଦ୍ୟାଧର ସାହୁ ): ସୋମବାର ବିଜେଡି ନୂତନ ଜିଲା ସଭାପତି ଭାବେ ବିକ୍ରମ ପଣ୍ଡାଙ୍କ ନାମ ଘୋଷଣା ପରେ ଗଞ୍ଜାମ ଏନଏସି ବିଜେଡିରେ ଖୁସିର ଲହରୀ ଖେଳିଯାଇଛି । ଏହି ଅବସରରେ ନୂତନ ଜିଲା ସଭାପତି ପଣ୍ଡାଙ୍କୁ ଏନଏସି ବିଜେଡି ନଗର…

ଯୁବକଙ୍କୁ ପିଟିଥିଲେ ସ୍ବାମୀ-ସ୍ତ୍ରୀ: ଜଣାପଡ଼ିଲା ପରେ…

ପାଟଣା,୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଙ୍କୁରା ଉପରସାହିର ଭକ୍ତବନ୍ଧୁ ନାଏକଙ୍କ ପୁଅ ଗଙ୍ଗାଧର ନାଏକ(୨୮)ଙ୍କୁ ଗତ ବୁଧବାର ସାରେ ପଡୋଶୀ ଗାଁ ଆଙ୍କୁରା ଝାପାସାହିର ସୌମ୍ୟରଞ୍ଜନ ଏବଂ ତାଙ୍କ ସ୍ତ୍ରୀ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଫଳରେ…

ପ୍ରଦୀପ ହେଲେ କଳାହାଣ୍ଡି ଜିଲା ବିଜେଡି ସଭାପତି

ଭବାନୀପାଟଣା,୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ବିଜେଡି ସଭାପତି ଭାବେ ସୋମବାର ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ମନୋନୀତ ହୋଇଛନ୍ତି। ଏ ନେଇ ଦଳର ସଭାପତି ନବୀନ ପଟ୍ଟନାୟକ ଏକ ପ୍ରେସ ବିବୃତ୍ତିରେ ସୂଚନା ଦେଇଛନ୍ତି। ପ୍ରଦୀପ ଗତ ୨୦୧୯ରେ…

ଏସବୁ ଜିଲା ପାଇଁ ନୂଆ ସଭାପତି ଘୋଷଣା କଲା ବିଜେଡି, ଏମାନଙ୍କୁ ମିଳିଲା ଗୁରୁଦାୟିତ୍ୱ

ଭୁବନେଶ୍ୱର,୪।୮: ବିଜୁ ଜନତା ଦଳ (ବିଜେଡି) ଓଡ଼ିଶାର ଚାରିଟି ଜିଲା ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ କଳାହାଣ୍ଡି ପାଇଁ ନୂଆ ଜିଲା ସଭାପତିଙ୍କ ନାମ ଘୋଷଣା କରିଛି। ଏହି ନିଯୁକ୍ତି ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଓ ୨୦୨୪ ନିର୍ବାଚନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?