Home Left

କରୁଥିଲେ ଅନଲାଇନ ଡାଇଟ୍‌, ଚାଲିଗଲା ଯୁବତୀଙ୍କ ଜୀବନ

ନୂଆଦିଲ୍ଲୀ,୧୧।୩: ଆଜିକାଲି ଓଜନ ହ୍ରାସ କରିବା ପାଇଁ ବିଭିନ୍ନ ପ୍ରକାରର ଡାଏଟ ଅନୁସରଣ କରିବାର ଧାରା ବହୁତ ବୃଦ୍ଧି ପାଇଛି। କିନ୍ତୁ ଯଦି ଶରୀରର ଆବଶ୍ୟକତା ଅନୁସାରେ ଉପଯୁକ୍ତ ଖାଦ୍ୟ ଗ୍ରହଣ କରାଯାଏ ନାହିଁ, ତେବେ ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ…

ଜାତୀୟ ରାଜପଥରେ ଜଳିଗଲା ଟ୍ରକ

ତେଲକୋଇ,୧୧।୩: କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ ବିଛାଖଣି ନିକଟରେ ମଙ୍ଗଳବାର ଏକ ଚଳନ୍ତା ୧୪ ଚକିଆ ଟ୍ରକରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡରେ ଟ୍ରକ୍‌ଟି ସମ୍ପୂର୍ଣ୍ଣ ପୋଡି ଯାଇଛି। ଶଟ୍‌ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା…

IPL 2025 ପାଇଁ ନୂଆ ଜର୍ସି ଲଞ୍ଚ୍‌ କଲା ଆରସିବି, ଜାଣନ୍ତୁ କେଉଁଠାରୁ କିଣିପାରିବେ ପ୍ରଶଂସକ

ନୂଆଦିଲ୍ଲୀ,୧୧।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସଂସ୍କରଣ ୨୨ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି। ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଏବେ ଧୀରେ ଧୀରେ ଚାମ୍ପିୟନ୍ସ ଟ୍ରଫି ଖେଳୁଥିବା ଖେଳାଳିମାନେ ମଧ୍ୟ ନିଜ ନିଜ ଦଳରେ ଯୋଗଦେବା ଆରମ୍ଭ କଲେଣି।…

ଔଷଧ ଦୋକାନୀଙ୍କୁ ବୋମା ମାଡ଼ ଘଟଣା: ଫେରାର ୨ ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୧୧।୩(ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମ ମୁଖ୍ୟରାସ୍ତା କଡରେ ଥିବା ପ୍ରହଲ୍ଲାଦ ଡାକୁଆଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ତାଙ୍କୁ ଲକ୍ଷ୍ୟକରି ତାଙ୍କ ଔଷଧ ଦୋକାନ ଉପରକୁ ରବିବାର ସାରେ ବୋମା ମାଡ଼…

ଚାଷୀଙ୍କ ପରେ ଦିବ୍ୟାଙ୍ଗଙ୍କ ଆନ୍ଦୋଳନକୁ ଭଣ୍ଡୁର କଲା ପୋଲିସ୍ : ଆନ୍ଦୋଳନ ପୂର୍ବରୁ ଦିବ୍ୟାଙ୍ଗକୁ ଉଠାଇ ନେଲା ଥାନାକୁ

ବରଗଡ଼,୧୧।୩(ପ୍ରେମାନନ୍ଦ ଖମାରୀ):  ବରଗଡ଼ ଜିଲାର ଭିନ୍ନକ୍ଷମମାନଙ୍କୁ ନେଇ ଗଠିତ ପେରେଣ୍ଟସ୍‌ ଆସୋସିଏଶନ ସେମାନଙ୍କ ୮ଦଫା ଉପରେ ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ କରି ଏହାର ପ୍ରତିବାଦରେ ମଙ୍ଗଳବାର ସକାଳ ପ୍ରାୟ ସାଢେ ୯ଟାରେ ରାସ୍ତା ଅବରୋଧ ପାଇଁ ବରଗଡ଼…

Women Topless Parade: ରାସ୍ତା ମଝିରେ ବିନ ପୋଷାକରେ ପରେଡ କଲେ ମହିଳା, ସମସ୍ତେ ଦେଖି କାବା

ପ୍ୟାରିସ,୧୧।୩: ପ୍ୟାରିସରେ ଫାସିବାଦ ବିରୋଧରେ ମହିଳାମାନେ ବିନା ପୋଷାକରେ ପ୍ରତିବାଦ କରୁଛନ୍ତି। ୮ ମାର୍ଚ୍ଚରେ ଯେତେବେଳେ ସାରା ବିଶ୍ୱରେ ମହିଳା ଦିବସ ପାଳନ କରାଯାଉଥିଲା, ଫ୍ରାନ୍ସରେ ମହିଳାମାନେ ଟପଲେସ ପ୍ରତିବାଦ ଶୋଭାଯାତ୍ରା ବାହାର କରିଥିଲେ। ଏହି ପ୍ରଦର୍ଶନ ମୌଳିକ ନାରୀବାଦୀ ଗୋଷ୍ଠୀ…

ତେନ୍ତୁଳି ଗଛରୁ ଖସିପଡି ଚାଲିଗଲା ଜୀବନ

ପଟ୍ଟାଙ୍ଗି,୧୧।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସୁଙ୍କି ଥାନା ଅଧୀନ ତଳଗୋଲୁର ପଞ୍ଚାୟତ ବଡ଼ଡଙ୍ଗର ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଏକ ତେନ୍ତୁଳି ଗଛରୁ ଖସିପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଜାନି ଆପାନ୍ନା।…

‘ମୁଁ ହାତ ଯୋଡ଼ି ଅନୁରୋଧ କଲେ ମଧ୍ୟ ଶୁଣିଲେନି’

ଭୁବନେଶ୍ୱର, ୧୧।୩: ଗୃହରେ ହଟ୍ଟଗୋଳକୁ ନେଇ ମୁହଁ ଖୋଲିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସେ କହିଛନ୍ତି, ମାଇକ ବନ୍ଦ ପାଇଁ ବିରୋଧୀ ବିଧାୟକ ଉଦ୍ୟମ କରିଥିଲେ। ମୁଁ ହାତ ଯୋଡ଼ି ଅନୁରୋଧ କଲେ ମଧ୍ୟ ଶୁଣିଲେନି। କ’ଣ କାର୍ଯ୍ୟାନୁଷ୍ଠାନ…

ଚାମ୍ପିୟନ୍ସ ଟ୍ରଫି ପରେ ICC ରାଙ୍କିଙ୍ଗରେ ଭାରତୀୟଙ୍କୁ ବମ୍ପର ଫାଇଦା: ଏହି ସବୁ ଖେଳାଳିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୧।୩: ୨୦୨୫ ଚାମ୍ପିୟନ୍ସ ଟ୍ରଫି ପରେ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ନୂତନ ରାଙ୍କିଙ୍ଗ ପ୍ରକାଶ କରିଛି। ଫାଇନାଲ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୪ ଉଇକେଟ୍‌ରେ ପରାସ୍ତ କରି ଇତିହାସ ରଚିଛି। ଅଧିନାୟକ ରୋହିତ ଫାଇନାଲରେ ୭୬ ରନର ଇନିଂସ ଖେଳିଥିଲେ,…

ଭାରତର ନିଦ ହଜାଇଲା ପାକିସ୍ତାନ, କିଣିଲା କୋଟି କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର!

ଇସଲାମାବାଦ,୧୧।୩: ପାକିସ୍ତାନ ନିଜର ଖାଲି ରାଜକୋଷ ପାଇଁ ଦୁଃଖ ପ୍ରକାଶ କରୁଥିବା ବେଳେ, ଅସ୍ତ୍ରଶସ୍ତ୍ର କିଣିବାରେ ଏତେ ଟଙ୍କା ଖର୍ଚ୍ଚ କରିଥିଲା ଯେ ଏହା ଅସ୍ତ୍ରଶସ୍ତ୍ର କିଣିବାରେ ବିଶ୍ୱର ୫ମ ବୃହତ୍ତମ ଦେଶ ହୋଇଗଲା। ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ…

ମେହେନ୍ଦୀ, ସଙ୍ଗୀତର ଫଟୋ ଶେୟାର କଲେ ଜାଗୃତି ଶୁକ୍ଳା, ଆଜି ପଡ଼ିବ ହାତଗଣ୍ଠି

ଭୁବନେଶ୍ୱର,୧୧।୩: ଓଲିଉଡ଼ର ବହୁ ଚର୍ଚ୍ଚିତ ଚେହେରା ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ଜାଗୃତି ଶୁକ୍ଳାଙ୍କ ନିର୍ବନ୍ଧ ଶେଷ ହୋଇଛି। ଉଭୟ ଆଜି ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ଏହାରି ଭିତରେ ଉଭୟଙ୍କ ସଙ୍ଗୀତ, ମେହେନ୍ଦୀ ଫଟୋ ସୋସିଆଲ ମିଡିଆରେ ଭାଇରାଲ…

ଧର୍ମଗଡ଼ରେ ନୂତନ ଥାନା ଅଧିକାରିଣୀଙ୍କ ଯୋଗଦାନ

ଧର୍ମଗଡ, ୧୧/୩ (ଆକାଶ କୁମାର ଜଗତ):  କଳାହାଣ୍ଡି ଜିଲା ଧର୍ମଗଡ ଥାନାରେ ନୂତନ ଥାନା ଅଧିକାରୀଣି ଭାବରେ ଶ୍ୱେତପଦ୍ମା ସେଠ ଯୋଗଦାନ କରିଛନ୍ତି। ଏଠାରେ ଥିବା ଦାମୋଦର ବିହାରୀଙ୍କ ଗଞ୍ଜାମ ଜିଲାକୁ ବଦଳି ପରେ ଏହି ପଦବୀ ଖାଲି ପଡିଥିଲା। ଧର୍ମଗଡ଼…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri